< 2 Timoteovi 4 >
1 Před Bohem a Ježíšem Kristem, který jednoho dne přijde ustavit zde nové království a soudit živé i mrtvé, tě za-přísahám:
ମୁୟ୍ଁ ଇସ୍ୱରାର୍ ମୁଏଁ, ଆର୍ ଜୁୟ୍ ଜିସୁକ୍ରିସ୍ଟର୍ ମୁଏଁ ଜେ କି ମଃଲା ଲକ୍ ଆର୍ ଜିବନ୍ ରିଲା ଲକ୍ମଃନ୍କେ ହେଁ ବିଚାର୍ କଃରୁକେ ଜଃଉଁଲା, ତାର୍ ମୁଏଁ, ଆର୍ ତାର୍ ଆରେକ୍ ଆସ୍ତାର୍ ଆର୍ ରାଇଜାର୍ ସଃୟ୍ତ୍ କଃରି ତକ୍ ଆଦେସ୍ ଦେଉଁଲେ ।
2 Hlásej neúnavně a naléhavě Boží slovo, kdykoliv se ti naskytne příležitost, ať jsou okolnosti příznivé či nepříznivé. Bude-li třeba, napomínej a kárej, povzbuzuj k dobrému a trpělivě předkládej Boží pravdy.
ମାପ୍ରୁର୍ କଃତା ପର୍ଚାର୍ କଃର୍, ବେଳା କି ଅବେଳାୟ୍ହେଁ ସେତିର୍ ଦିଆନ୍ ଦେସ୍, ହୁରା ସଃମ୍ବାଳିକଃରି ସିକ୍ୟାଦଃୟ୍ ବୁଜାୟ୍ ଦଃମ୍କି ଦେସ୍ ଆର୍ କଃଡେ କଃଡେବଃଳ୍ ବଃର୍ସା ଦେସ୍ ।
3 Přijde totiž doba, že lidé nebudou chtít pravdu slyšet a obklopí se učiteli, kteří budou přitakávat jejich názorům.
ବଃଲେକ୍ ବେଳା ଆସେଦ୍, ଜଃଡେବଃଳ୍ ସେମଃନ୍ ନିକ କଃତାର୍ ସିକ୍ୟା ନଃସୁଣ୍ତି, ମଃତର୍ ସୁଣୁକ୍ ମଦୁର୍ କଃତାୟ୍ ସଃର୍ଦାଅୟ୍ ଇଚା ହଃର୍କାରେ ନିଜାର୍ ହାଁୟ୍ ଗାଦାଗଟ୍ ଗୁରୁମଃନ୍କେ କୁଦ୍ତି ।
4 Nebudou už naslouchat Bibli; slepě se pohrnou za svými klamnými představami.
ଆର୍ ସଃତ୍ କଃତାୟ୍ କାନ୍ ନଃଦେୟ୍ ମଃନେହାଜି କୟ୍ଲା କଃତାୟ୍ ମଃନ୍ଦେତି ।
5 Ty však stůj pevně a neboj se pro Krista i trpět. Přiváděj lidi k němu a věnuj se plně své službě.
ମଃତର୍ ତୁୟ୍ ସଃବୁ କଃତାୟ୍ ଜଃଗ୍ରାତ୍ ଅଃଉ, ଦୁକ୍ ସଃମ୍ବାଳ୍, ନିକ କବୁର୍ ପର୍ଚାର୍ କଃର୍, କାମ୍ କଃର୍, ତର୍ ସେବାର୍ କାମ୍ ହୁରୁଣ୍ କଃର୍ ।
6 Pro mne již přišel čas, že budu obětován a rozloučím se s tímto životem.
ମର୍ ଜିବନ୍କେ ହୁଜା ଦଃୟ୍ ଇ ଜଃଗତ୍କେ ଚାଡି ଜାତା ବେଳା ଆସି ଆଚେ ।
7 V boji, který mám za sebou, jsem bojoval ze všech sil, závod jsem dokončil a ve víře vytrval.
ମୁୟ୍ଁ ନିକ ଜୁଜେ ହଃରାଣ୍ ଦଃୟ୍କଃରି ଜୁଜ୍ କଃରି ଆଚି, ସଃରାସଃରି ହଃତେକ୍ ଦଃବ୍ଳୁଲେ ଆଚି, ମୁୟ୍ଁ ବିସ୍ୱାସ୍କେ ଦଃରି ଆଚି ।
8 Teď už mne čeká jen věnec vítěze. To mne Pán – ten spravedlivý Soudce – zprostí všech vin a odmění věčným životem; a nejen mne, ale každého, kdo toužebně vyhlíží jeho příchod.
ଆଜି ହଃତେକ୍ ମର୍ ଗିନେ ଦଃର୍ମାର୍ ମୁକୁଟ୍ ସଃଙ୍ଗାଅୟ୍ ଆଚେ, ସେରି ସେ ବିଚାର୍ ବିନ୍ ନ୍ୟାୟ୍ର୍ ବିଚାର୍ କଃର୍ତା ମାପ୍ରୁ ମକେ ଦଃୟ୍ଦ୍, ମଃତର୍ ମକେ ହଃକା ନୟ୍ ଜୁୟ୍ମଃନ୍ ତାର୍ ଆୟ୍ଲେକ୍ ଲାଡାର୍ ଅଃଉତି, ସେ ସଃବ୍କେ ହେଁ ଦଃୟ୍ଦ୍ ।
9 Prosím tě, přijď, jak jen budeš moci.
ବେଗି ମର୍ ତଃୟ୍ ଆସୁକ୍ ଜଃତୁନ୍ ଅଃଉ
10 Démas mne opustil, protože dal přednost pozemským zájmům, a odešel do Tesaloniky. Krescens odcestoval do Galacie, Titus do Dalmácie; (aiōn )
ବଃଲେକ୍ ଦିମା ଇ ଅଃବାର୍ ଜଃଗତାର୍ ଲାଡ୍କଃରି ମକେ ଚାଡ୍ଲା ଆଚେ ଆର୍ ତେସଲନିକିକେ ଜାୟ୍ଆଚେ, କ୍ରେସ୍କେନେସ୍ ଗାଲାତିଆକେ, ଆର୍ ତିତସ୍ ଦଲୁତଆକୁ ଜାୟ୍ ଆଚ୍ତି । (aiōn )
11 jen Lukáš mi tu zůstal. Vezmi s sebou také Marka, jeho pomoc by mi byla velice vítaná.
ଏକ୍ଲା ଲୁକ ହଃକା ମର୍ ସଃଙ୍ଗ୍ ଆଚେ, ମାର୍କକେ ମିସ୍ଣେ ତର୍ ସଃଙ୍ଗ୍ ଆଣ୍; ବଃଲେକ୍ ସେ ମର୍ ସେବା କାମେ ଉହ୍କାର୍ କଃରେଦ୍ ।
12 (Tychikus je taky pryč, poslal jsem ho do Efezu.)
ମୁୟ୍ଁ ତୁକିକକେ ଏପିସିଏ ହଃଟାୟ୍ ଆଚି ।
13 Cestou se zastav u Karpa v Troadě, zůstal tam můj plášť. Přines mi ho, prosím tě, a taky knihy a hlavně pergamen.
ତ୍ରୟାଇ କାର୍ପର୍ ଲଃଗେ ମୁୟ୍ଁ ଜୁୟ୍ ଆଙ୍ଗି ଚାଡି ଆସିଆଚି, ତୁୟ୍ ଆସ୍ତା ବଃଳ୍ ସେରି ଆର୍ ପୁସ୍ତକ୍ମଃନ୍, ମୁଳ୍କଃରି ଚାମେ ତିଆର୍ କଃଲା ପୁସ୍ତକ୍ମଃନ୍ ଆଣ୍ ।
14 O všechno zlé, co mne potkalo, se největším dílem postaral kovář Alexandr. Stavěl se proti našemu poselství velmi tvrdě.
କାସାରି ଆଲେକ୍ଜେଣ୍ଡାର୍ ମର୍ ବୁତେକ୍ ନଃସ୍ଟ୍ କଃଲା ଆଚେ; ମାପ୍ରୁ ତାର୍ କାମ୍ ହଃର୍କାରେ ତାକେ ଡଃଣ୍ଡ୍ ଦଃୟ୍ଦ୍ ।
15 Dej si na něho pozor. Pán mu jistě odplatí po zásluze.
ତୁୟ୍ ହେଁ ତାର୍ ଚଃମେ ଜଃଗ୍ରାତ୍ ରେଏ, ବଃଲେକ୍ ସେ ଅଃମିମଃନାର୍ କଃତାର୍ ଅଃନାୟ୍ ବିରଦ୍ କଃରି ରିଲା ।
16 Při prvním přelíčení jsem se neměl o koho opřít, všichni mě nechali na holičkách. Kéž jim Bůh odpustí!
ମର୍ ହଃର୍ତୁ ନିଜାର୍ ସାକି ଦେତା ବଃଳ୍ କେହେଁ ଆଡି ନୟ୍ଲାୟ୍, ମଃତର୍ ସଃବୁଲକ୍ ଚାଡିଦିଲାୟ୍, ଇରି ସେମଃନ୍କାର ବିରଦେ ଗଣିତା ନଃଅ ।
17 Ale Pán stál při mně a dal mi sílu vyřídit jeho poselství přede všemi cizinci a nepřáteli. Tentokrát mne tedy nehodili lvům.
ମଃତର୍ ମାପ୍ରୁ ମର୍ବାଟ୍ୟା ଅୟ୍ ମକେ ବଃଳ୍ ଦିଲା ଆର୍ ମୁୟ୍ଁ ସିଅଁବାଗାର୍ ମୁଏଁ ହୁଣି ରଃକ୍ୟା ହାୟ୍ଲେ, ଜଃନ୍କଃରି ମର୍ ତଃୟ୍ହୁଣି ନିକ କବୁର୍ ହୁରୁଣ୍ କଃରି ପର୍ଚାର୍ ଅଃଉଁ ହାରେ ଆର୍ ଅଜିଉଦି ଲକ୍ମଃନ୍ ସେରି ସୁଣୁ ହାର୍ତି ।
18 A já věřím, že i nadále budu chráněn od zlého a vejdu do nebeského království. Buď Bohu věčná sláva! (aiōn )
ମାପ୍ରୁ ମକ୍ ସଃବୁ କଃରାବ୍ କାମେ ହୁଣି ମୁକ୍ଳାୟ୍ଦ୍ ଆର୍ ମକ୍ ମୁକ୍ଳାୟ୍ କଃରି ନିଜାର୍ ସଃର୍ଗ୍ ରାଇଜେ ନଃୟ୍ଦ୍, ଜୁଗେଜୁଗେ ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ । (aiōn )
19 Pozdravuj ode mne Prisku a Akvilu a taky Oneziforovu rodinu.
ପ୍ରିସ୍କିଲା, ଆର୍ ଆକିଲା ଆର୍ ଅନିସିପରାର୍ ଗଃର୍ କୁଟୁମ୍କେ ମର୍ ଜୁଆର୍ ଜାଣାଉ ।
20 Erastus zůstal v Korintu. Trofima jsem nechal v Milétu, protože onemocněl.
ଏରାସ୍ଟ କରନ୍ତିୟେ ଆଚେ, ମଃତର୍ ତ୍ରପିମ୍ ମଃଳୁହଃଡି ରିଲାକେ ମୁୟ୍ଁ ତାକେ ମିଲିତିୟେ ଚାଡି ଆୟ୍ଲେ ଆଚି ।
21 Snaž se dorazit sem dřív, než uhodí zima. Pozdravuje Eubulus, Pudens, Linus, Klaudia a všichni ostatní spoluvěřící.
ତୁୟ୍ ସିତ୍ ଆସ୍ତା ହୁର୍ବେ ଆସୁକ୍ ଜଃତୁନ୍ କଃର୍ । ଇଉବୁଲ୍, ପୁଦେନସ୍, ଲିନ୍, କ୍ଲାଉଦିଆ ଆର୍ ବାୟ୍ବେଣିମଃନ୍ ତକେ ଜୁଆର୍ ଜାଣାଉଁଲାୟ୍ ।
22 Ježíš Kristus nechť je s tebou. Pavel
ମାପ୍ରୁ ତର୍ ଆତ୍ମା ସଃଙ୍ଗ୍ ରେଉଅ । ତୁମାର୍ ଉହ୍ରେ ଦଃୟା ଅଃଉଅ ।