< 1 Korintským 6 >

1 Smutné je i to, že mezi sebou vedete spory před světskými soudy. Není vám hanba?
ଜଦି ତମର୍‌ ବିତ୍‌ରେ ଗଟେକ୍‌ ବିସ୍‌ବାସି ବାଇକେ ଆରି ଗଟେକ୍‌ ବିସ୍‌ବାସି ବାଇର୍‌ ବିରୁଦେ କାତା ରଇଲେ, ସେଟା ବିଚାର୍‌ କର୍‌ବାକେ ବିସ୍‌ବାସ୍‌ ନ କଲା ବିଚାର୍‌କାରିଆର୍‍ ଲଗେ ଜାଆ ନାଇ । ତାର୍‌ ବାଦୁଲେ ବିସ୍‌ବାସିମନ୍‌ ସେଟା ବିଚାର୍‌ କରତ୍‌ ।
2 Cožpak křesťané, kterým jednou bude svěřen soud nad celým světem, nejsou schopni dohodnout se sami mezi sebou?
ମନେ ରଅ, ପର୍‌ମେସରର୍‌ ଲକ୍‌ମନ୍‌ ଜଗତର୍‌ ଲକ୍‌ମନର୍‌ ବିଚାର୍‌ କର୍‌ବାଇ । ସେନ୍ତାର୍‍ଆଲେ, ଏ ଗଟେକ୍‌ ସାନ୍‌ ବିସଇ ବିଚାର୍‌ କରିନାପାରାସ୍‌ କି?
3 Nevíte, že jednou máte soudit i anděly?
ଏଦେ ସୁନା! ଦିନେକ୍‌ ଆମେ ସରଗର୍‌ ଦୁତ୍‌ମନ୍‍କେ ବିଚାର୍‌ କର୍‌ବୁ । ତେବେ ଏ ଜିବନେ ଆଇବା ସାନ୍‌ ସାନ୍‌ ବିସଇ ବିଚାର୍‌ କର୍‌ବାକେ ଅଦିକ୍‌ ସଅଜ୍‌ ନଏଁ କି?
4 Co jsou proti tomu nějaké obchodní záležitosti? Styďte se, že vám tohle musím vytýkat.
ଜଦି ବିନ୍‌ ବିସ୍‌ବାସି ମନର୍‌ ସଙ୍ଗ୍‌ ଲାଗାଜଡା ଅଇଲେ ରାଜିନାମା କର୍‌ବାକେ ତମର୍‌ ମଣ୍ଡଲି ବିତ୍‌ରେ ବିସ୍‌ବାସ୍‌ ଇସାବେ ସନ୍‌ମାନ୍‌ ନ ପାଇବା ଲକର୍‌ଟାନେ କାଇକେ ଗାଲାସ୍‌ନି?
5 To se mezi vámi nenajde ani jeden, kdo by vás rozsoudil? Není v takovém případě lepší nést křivdu než žalovat na svého bratra u nekřesťanů? Určitě tím uděláte svému Pánu větší čest.
ମୁଇ ତମ୍‌କେ ଲାଜ୍‌କରାଇବାକେ ଏ କାତା ଲେକିଆଚି । ବିସ୍‌ବାସି ବାଇ ବାଇ ବିତ୍‌ରେ କିରମାର ଅଇଲାଟା ରାଜିନାମା‌ କର୍‌ବାକେ ସତଇସେ ତମର୍‌ ବିତ୍‌ରେ ଗଟେକ୍‌ ମିସା ବୁଦି ରଇଲା ଲକ୍‌ ନାଇ କି?
6
ଏଦେ ଦେକା! ଏଟା କେନ୍ତାର୍‌ କଲାସ୍‌ନି? ଗଟେକ୍‌ ବିସ୍‌ବାସି ବାଇ ଆରି ଗଟେକ୍‌ ବାଇର୍‌ ବିରୁଦେ ବିଚାର୍‌ନା ଗରେ ଗାଲାନି, ଆରି ସେ ବିଚାର୍‌ନା, ବିସ୍‌ବାସ୍‌ ନ କରୁମନ୍‌କେ ସର୍‌ପିଦେଲାସ୍‌ନି ।
7
ତମେ ତମର୍‌ ତମର୍‌ ବିତ୍‌ରେ ଲାଗାଜଡା ଅଇକରି କରଟ୍‌ ଦୁଆର୍‌ ଜାକ ଗାଲାସ୍‌ନି । ଇତିଅନି ଜାନା ପଡ୍‌ଲାନିଜେ ମିସାବିଡାଟାନେ ପୁରାପୁରୁନ୍‌ ଆରି ଜାଇ ଆଚାସ୍‍ । ତମର୍‌ ପାଇ ଅନିଆଇ ମୁର୍‌ଚିକରି, କେତି ଅଇବାଟା ମୁର୍‌ଚିକରି ର‍ଇଲେ ନିକ ଅଇତା ।
8
ତାର୍‌ ବାଦୁଲେ ତମର୍‌ ତମର୍‌ ବିତ୍‌ରେ ଅନିଆଇ ଆରି କେତି କଲାସ୍‌ନି । ସେଟା ମିସା ନିଜର୍‌ ବିସ୍‌ବାସି ବାଇବଇନିମନ୍‍କେ!
9 Myslíte, že do Božího království se dostane někdo hříšný? Neklamte sami sebe. Žádný chamtivec a požitkář, ani cizoložník nebo homosexuál,
ମନେରଅ ଜନ୍‌ ଲକ୍‌ମନ୍‌ ପାପେରଇକରି ବଁଚ୍‌ବାଇ ସେମନ୍‌ ପର୍‌ମେସରର୍‌ ରାଇଜେ ଜାଇ ନାପାରତ୍‌ । ନିଜେ ନାଡାଇ ଉଆନାଇ । ଜନ୍‌ ଲକ୍‌ମନ୍‌ ନିୟମ୍‌ ବିରୁଦେ ଚଲାଚଲ୍‌ତି କଲାଇନି କି ମୁର୍‌ତି ପୁଜା କଲାଇନି କି ବେବିଚାର୍‌ କାମ୍‌ କଲାଇନି କି ମନସ୍‌ ମନସ୍‌ ବିତ୍‌ରେ ଆରି ମାଇଜି ମାଇଜି ବିତ୍‌ରେ ଅଇବା କାରାପ୍‌ କାମ୍‌ କଲାଇନି, ବେସିଆ କାମ୍‌ କଲାଇନି,
10 ani zloděj, opilec a hrubián do Božího království nevkročí!
୧୦ଚର୍‌ନା ଅଇଲାନି, କି ଦନ୍‌ ଲବ୍‌ରା ଅଇଲାନି, ମାତୁଆଲ୍‌ କି ନିନ୍ଦା କର୍‌ବାଲକ୍‌ ଅଇଲାନି କି ଅଲ୍‌ଗା ଲକର୍‌ ଜିନିସ୍‌ ଚରାଇବା ଲକ୍‌ ଅଇଲାନି, ଏମନ୍‌ ପର୍‌ମେସରର୍‌ ରାଇଜେ ଜାଇ ନାପାରତ୍‌ ।
11 I vy jste takoví bývali ale byli jste očištěni, prohlášeni za bezúhonné a odděleni pro Boha prostřednictvím jeho Ducha, a to zásluhou Ježíše Krista.
୧୧ମାପ୍‌ରୁକେ ବିସ୍‌ବାସ୍‌ କର୍‌ବା ଆଗ୍‌ତୁ, ତମର୍‌ ବିତ୍‌ରେ କେ କେ ଏନ୍ତାରି ଅଇରଇଲାସ୍‌, ମାତର୍‌ ପର୍‌ମେସର୍‌ ତମର୍‌ ପାପ୍‌ ସବୁ ଦଇ ଦେଲା । ଆରି ମାପ୍‌ରୁ ଜିସୁ କିରିସ୍‌ଟ ଆରି ସୁକଲ୍‌ ଆତ୍‌ମାର୍‌ ଲାଗି ଦରମ୍‌ ବଲାଇ ଅଇଆଚାସ୍‌ ।
12 Křesťanství – to není žádný seznam „smíš – nesmíš“. Nic nám není zakázáno, ne všechno nám však prospívá. Ke všemu smíme přistupovat svobodně – ale ne tak, aby nás to nakonec ovládlo.
୧୨ତମର୍‌ ବିତ୍‌ରେ କେତେଲକ୍‌ କଇବାଇ, “ମୁଇ ଜନ୍‌ଟା ମନ୍‍ କଲିନି, ସେଟା କର୍‍ବି” । ମୁଇ କଇବି, “ଉଁ, ସେଟା ସତ୍‌, ମାତର୍‌ ସବୁ ବିସଇ ମର୍‌ ପାଇ ନିକ ନଏଁ ।” କେତେଲକ୍‌ କଇବାଇ ସବୁ କର୍‌ବାକେ ମର୍‌ ଅଦିକାର୍‌ ଆଚେ, । ମାତର୍‌ ମୁଇ କଇବି, ଜନ୍‌ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, ।
13 Bůh nám dal chuť k jídlu a žaludek pro přijímání potravy; ovšem ani jedno ani druhé tu nebude věčně. Smilstvo je však problém daleko vážnější. Tělo nám nebylo dáno k tomu, abychom ho zneužívali, ale aby sloužilo Kristu.
୧୩କେତେଲକ୍‌ କଇବାଇ, ପେଟ୍‌ ଜଦି କାଦି କାଇବାକେ ମନ୍‍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍‌ ମୁଇ କଇଲିନି, ପର୍‌ମେସର୍‌ ଗଟେକ୍‌ ଦିନ୍‌ ଏ ଦୁଇଟାକେ ମିସା କୁରୁପ୍‌ନାସ୍‌ କର୍‌ସି । ଗାଗଡ୍‌ ବେବିଚାର୍‌ କାମ୍‌ କର୍‌ବାକେ ନାଇ, ମାତର୍‌ ମାପ୍‌ରୁର୍‌ ସେବା କର୍‌ବାକେ ଲାଗ । ଗାଗଡ୍‌କେ ଦର୍‌କାର୍‌ ଅଇବାଟା ମାପ୍‌ରୁ ଜାଗାଇସି ।
14 A stejnou mocí, jakou vzkřísil Bůh Krista, vzkřísí také nás.
୧୪ପର୍‌ମେସର୍‌, ମାପ୍‌ରୁ ଜିସୁକେ ତାର୍‌ ନିଜର୍‌ ବପୁସଙ୍ଗ୍‌ ମଲାତେଇଅନି ଉଟାଇଲା । ସେନ୍ତାରିସେ ଆମ୍‌କେ ମିସା ଉଟାଇସି, ।
15 Naše těla jsou vlastně buňkami těla Kristova.
୧୫ତମର୍‌ ଗାଗଡ୍‌ କିରିସ୍‌ଟର୍‌ ଗାଗ୍‍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍‌ କି? ତେବେ ମୁଇ କାଇ କିରିସ୍‌ଟର୍‌ ଗାଗଡର୍‌ ଗଟେକ୍‌ ବାଗ୍‌ ନେଇକରି ବେସିଆର୍‌ ଗାଗ୍‌ଡେ ମିସାଇବି କି? ନାଇ, ସେନ୍ତାରି କେବେ ମିସା ନ ଅ ।
16 Jak bychom mohli něco takového spojovat s prodejnou ženou? Mojžíš říká, že „dva se stanou jedním tělem“. Je myslitelné a lze si vůbec představit jedno tělo ze dvou tak rozdílných „materiálů“?
୧୬ମାତର୍‌ ଜେ ବେସିଆ ସଙ୍ଗ୍‌ ମିସ୍‌ସି, ସେ ତାର୍‌ ସଙ୍ଗ୍‌ ଗଟେକ୍‌ ଗାଗଡ୍‌ ଅଇସି । ଏଟା ତମେ ନାଜାନାସ୍‌ କି? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍‌ ଜାକ ଗଟେକ୍‌ ଅଇବାଇ ।
17 My přece máme usilovat o jinou jednotu – o jednotu s Kristem!
୧୭ମାତର୍‌ ଜେ ମାପ୍‌ରୁର୍‌ ସଙ୍ଗ୍‌ ମିସ୍‌ସି, ତାର୍‌ ଆତ୍‌ମା ଆରି ମାପ୍‌ରୁର୍‌ ଆତ୍‌ମା ଗଟେକ୍‌ ଅଇଜାଇସି ।
18 Proto se varujte smilstva. Ostatní přestupky se těla přímo nedotýkají, ale smilstvem se proviňujete na svém vlastním těle.
୧୮ବେବିଚାର୍‌ କାମେଅନି ଦୁରିକେ ରୁଆ । ଲକ୍‌ମନ୍‌ କାଇ ବିନ୍‍ ପାପ୍‌ କଲେ ମିସା, ସେଟା ତାର୍‍ ଗାଗଡର୍‌ ବିରୁଦେ ନଏଁ । ମାତର୍‌ ଜେ ବେବିଚାର୍‌ କାମ୍‌ କର୍‌ସି, ସେ ନିଜର୍‌ ଗାଗଡ୍‌ ବିରୁଦେ ପାପ୍‌ କର୍‌ସି ।
19 Mějte na paměti, že vaše tělo je chrámem svatého Ducha, který v něm bydlí a kterého vám dal Bůh.
୧୯ମନେ ରଅ, ତମର୍‌ ଗାଗଡ୍‌ ସୁକଲ୍‌ ଆତ୍‌ମା ରଇବା ମନ୍ଦିର୍‌, ଜନ୍‌ ଆତ୍‌ମା ତମର୍‌ ବିତ୍‌ରେ ବାସା ଅଇଲାଆଚେ, ସେଟା ପର୍‌ମେସରର୍‌ ଟାନେଅନି ମିଲାଇ ଆଚାସ୍‌ । ତମେ ନିଜେ, ନିଜର୍‌ ନୁଆସ୍‌ ମାତର୍‍ ପର୍‌ମେସରର୍‌ ।
20 Nepatříte už sami sobě, byli jste koupeni – a velmi draze koupeni. Ať tedy i vaše tělo dělá Bohu čest!
୨୦କାଇକେବଇଲେ ପର୍‌ମେସର୍‌ ତମ୍‌କେ ଜବର୍‌ ଦାମ୍‌ ଦେଇକରି ଗେନିଆଚେ, ସେଟାର୍‌ ପାଇ ତମର୍‌ ଗାଗ୍‌ଡର୍‌ କାମ୍‌ ସଙ୍ଗ୍‌ ପର୍‌ମେସରର୍‌ ମଇମା କରା ।

< 1 Korintským 6 >