< Zjevení Janovo 9 >

1 Potom anděl pátý zatroubil, i viděl jsem, ano hvězda s nebe spadla na zem; a dán jest tomu andělu klíč od studnice propasti. (Abyssos g12)
ତାର୍‌ପଚେ ପାଁଚ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ବାଦଲେଅନି ଦର୍‌ତନି ଉପ୍‌ରେ ଅଦ୍‌ରି ରଇବା ଗଟେକ୍‌ ତାରା ଦେକ୍‌ଲି । ତାକେ ପାତାଲର୍‌ କୁଚିକାଡି ଦିଆଅଇରଇଲା । (Abyssos g12)
2 Kterýžto otevřel studnici propasti. I vyšel dým z studnice jako dým z peci veliké, i zatmělo se slunce i povětří pro dým studnice. (Abyssos g12)
ସେ ତାରା ପାତାଲ୍‌ ଉଗାଡ୍‌ଲା ଆରି ତେଇଅନି ଗଟେକ୍‌ ଜଇଲାଗ୍‌ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍‌ ଲାଗି ବେଲର୍‌ ଉଜଲ୍‌ ଆରି ପବନ୍‌ ଆନ୍ଦାର୍‌ ଅଇଗାଲା । (Abyssos g12)
3 A z toho dýmu vyšly kobylky na zemi, jimžto dána jest moc taková, jakouž moc mají štírové zemští.
ଦର୍‌ତନିଟାନେ ରଇବା ଦୁଆଁର୍‌ ଲାଗି, ତେଇଅନି ଚିଟ୍‌କାମନ୍‌ ବାରଇଲାଇ । ସେଟାମନ୍‌କେ ବିସ୍‌କାକ୍‌ଡାର୍‌ ପାରା ବପୁ ଦିଆଅଇରଇଲା ।
4 Ale řečeno jim, aby neškodily trávě zemské, ani čemu zelenému, ani kterémukoli stromoví, než toliko lidem, kteříž nemají znamení Božího na čelích svých.
ସେମନ୍‌କେ ଦର୍‌ତନିର୍‌ ଗାଁସ୍‌ କି ଗଚ୍‌ କି ବିନ୍‌ ବାଡର୍‌ ଗଚ୍‌କୁଟ୍‌କେ ମାରାନାଇ ବଲି କୁଆଅଇରଇଲା । ପର୍‌ମେସରର୍‌ ସିଲର୍‌ ଚିନ୍‌, ଜନ୍‌ ଲକ୍‌ମନର୍‌ କାପାଲେ ନ ରଇଲା, ସେମନ୍‌କେ ଆକା ମାର୍‌ବାକେ ଆଦେସ୍‌ ରଇଲା ।
5 Dáno jest pak jim, ne aby je zabíjely, ale trápily za pět měsíců, a aby trápení jejich bylo jako trápení od štíra, když by ušťknul člověka.
ଏ ଲକ୍‌ମନ୍‌କେ ମରାଇବାକେ ଚିଟ୍‌କାମନ୍‌କେ ଆଦେସ୍‌ ନ ଦେଇରଇଲା । ମାତର୍‌ ପାଁଚ୍‌ମାସ୍‌ ଜାକ ସେମନ୍‌କେ କସ୍‌ଟ ଦେବାକେ ସେମନ୍‌ ଜନ୍‌ କସ୍‌ଟ ପାଇବାଇ, ସେଟା ଗଟେକ୍‌ ବିସ୍‌କାକ୍‌ଡା ଚାବ୍‌ଲାବେଲର୍‌ ଦୁକାପାରା ରଇସି ।
6 A v těch dnech hledati budou lidé smrti, ale nenaleznou jí, a žádati budou zemříti, ale smrt uteče od nich.
ସେ ପାଁଚ୍‌ମାସ୍‌ ଜାକ କେନ୍ତି କରି ମର୍‌ବୁ ବଲି ବାଟ୍‌ କଜ୍‌ବାଇ । ମାତର୍‌ ସେଟା ମିଲାଇନାପାରତ୍‌ । ସେମନ୍‌ ମର୍‌ବାକେ ବେସି ମନ୍‍ କର୍‌ବାଇ, ମାତର୍‌ ସେଟା ନ ଅଏ ।
7 Způsob pak těch kobylek podobný byl koňům připraveným k boji, a na hlavách jejich byly jako koruny podobné zlatu, a tváři jejich jako tváři lidské.
ଜୁଇଦ୍‌ ପାଇ ତିଆର୍‌ ଅଇରଇବା ଗଡାମନର୍‌ପାରା ସେ ଚିଟ୍‌କାମନ୍‌ ଡିସ୍‌ତେରଇଲାଇ । ସେମନର୍‌ ମୁଣ୍ଡ୍‌ ସୁନାର୍‌ ମୁକୁଟ୍‌ ପିନ୍ଦି ରଇଲାଇ । ସେମନର୍‌ ମୁ ଲକ୍‌ମନର୍‌ ମୁ ପାରା ରଇଲା ।
8 A měly vlasy jako vlasy ženské, a zuby jejich byly jako zubové lvů.
ସେମନର୍‌ ଚେଣ୍ଡି ମାଇଜିଟକିମନର୍‌ପାରା ଆରି ଦାତ୍‌ ସିଅଁମନର୍‌ପାରା ରଇଲା । ତାକର୍‌ ବୁକେ ଲୁଆର୍‌ ସାଞ୍ଜୁ ଡାବିଅଇରଇଲା ।
9 Měly také pancíře jako pancíře železné, a zvuk křídel jejich jako zvuk vozů, když množství koní běží k boji.
ତାକର୍‌ ଡେନାମନ୍‌ ଜାଡ୍‌ଲେ ଜୁଇଦ୍‌କେ ଜିବା ଗଡାର୍‌ ରତର୍‌ ସବଦ୍‌ ପାରା ସୁନିଅଇତେରଇଲା ।
10 A měly ocasy podobné štírům, a žihadla v ocasích jejich byla, a moc jejich byla škoditi lidem za pět měsíců.
୧୦ବିସ୍‌କାକ୍‌ଡା ମନର୍‌ ପାରା ସେମନର୍‌ ଲେଞ୍ଜ୍‌ ଗଜିଆ ରଇଲା । ଆରି ବିସ୍‌କାକ୍‌ଡା ପାରା ଚାବ୍‌ତେରଇଲା । ପାଁଚ୍‌ମାସ୍‌ ଜାକ ଲକ୍‌ମନ୍‌କେ ନସାଇବାକେ ତାକର୍‌ ଲେଞ୍ଜର୍‌ ବପୁ ରଇଲା ।
11 A měly nad sebou krále, anděla propasti, jemuž jméno Židovsky Abaddon, a řecky Apollyon. (Abyssos g12)
୧୧ତାକର୍‌ ଉପ୍‌ରେ ଗଟେକ୍‌ ରାଜା ସାସନ୍‌ କର୍‌ତେରଇଲା । ସେ ପାତାଲେ ଦେକା ରକା କର୍‌ବା ଦୁତ୍‌ । ଏବ୍‌ରି ବାସାଇ ତାର୍‌ ନାଉଁ ଅଇଲାନି ଅବଦନ୍‌ । ଆରି ଗିରିକ୍‌ ବାସାଇ ଅପଲିୟନ୍‌ । ତାର୍‌ ଅରତ୍‌ ଅଇଲାନି କୁରୁପ୍‌ନାସ୍‌ କର୍‌ବା ଲକ୍‌ । (Abyssos g12)
12 Bída jedna pominula, a aj, přijdou ještě dvě bídy potom.
୧୨ପର୍‌ତୁମର୍‌ ଡର୍‌ ଲାଗ୍‌ବା ଦୁକ୍‌ କସ୍‌ଟ ସାର୍‌ଲା । ତାର୍‌ପଚେ ଆରି ଦୁଇଟା ଅଦିକ୍‌ ଦୁକ୍‌ କସ୍‌ଟ ଅଇବାଟା ଆଇଲାନି ।
13 Tedy šestý anděl zatroubil, i slyšel jsem hlas jeden ze čtyř rohů oltáře zlatého, kterýž jest před obličejem Božím,
୧୩ତାର୍‌ପଚେ ଚଅ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ପର୍‌ମେସର୍‌ ମୁଆଁଟେ ରଇବା ସୁନା ବେଦିର୍‌ ଚାରିଟା କନେଅନି ମୁଇ ଗଟେକ୍‌ ସବଦ୍‌ ସୁନ୍‌ଲି ।
14 Řkoucí k šestému andělu, kterýž měl troubu: Rozvěž ty čtyři anděly, kteříž jsou u vězení při veliké řece Eufrates.
୧୪ସେ ସବଦ୍‌ ଚଅ ଲମର୍‌ ଦୁତ୍‌କେ କଇଲା, ବଡ୍‌ ଗାଡ୍‌ ଇଉପର୍‌ଟିସ୍‌ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍‌ମନ୍‌କେ ମୁକ୍‌ଲାଇଦେସ୍‌ ।
15 I rozvázáni jsou ti čtyři andělé, kteříž byli připraveni k hodině, a ke dni, a k měsíci, a k roku, aby zmordovali třetí díl lidí.
୧୫ଚାର୍‌ଟା ଦୁତ୍‌ମନ୍‌କେ ମୁକ୍‌ଲାଇଲା । ଗୁଲାଇ ମୁନୁସ୍‌ଜାତିର୍‌ ତିନ୍‌ ବାଗେଅନି ଗଟେକ୍‌ ବାଗ୍‌କେ ମରାଇବାକେ ସେମନ୍‌କେ ତିଆର୍‌ କରି ସଙ୍ଗଇରଇଲା । ଏ ସମାନ୍‌ ବରସର୍‌, ସମାନ୍‌ ମାସର୍‌, ସମାନ୍‌ ଦିନର୍‌, ସମାନ୍‌ ଗଁଟାର୍‌ପାଇ ସେମନ୍‌କେ ସଙ୍ଗଇରଇଲା ।
16 A byl počet vojska lidu jízdného dvěstěkrát tisíc tisíců; nebo slyšel jsem počet jejich.
୧୬ତାର୍‌ପଚେ ଗଟେକ୍‌ ବଡ୍‌ଦଲ୍‌ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍‌ ଜନ୍‌ଲକ୍‌ମନ୍‌ କି ଦୁଇସ ଲକିଅ ଲକ୍‌ମନ୍‌ ଆଚତ୍‌ ବଲି ସେମନ୍‌ କଇଲାଇ, ସେଟା ଦେକ୍‌ଲି ।
17 A též viděl jsem u vidění, koně a ti, kteříž seděli na nich, měli pancíře ohnivé a hyacintové a z síry. Hlavy pak těch koňů byly jako hlavy lvové, a z úst jejich vycházel oheň, a dým, a síra.
୧୭ମୁଇ ମର୍‌ ଦର୍‌ସନେ ଗଡାମନ୍‌କେ ଆରି ତାର୍‌ ଚାଲାଉମନ୍‌କେ ଦେକ୍‌ଲି । ତାକର୍‌ ସାଞ୍ଜୁମନ୍‌ ଜଇପାରା ରଙ୍ଗ୍‌ ଆରି ନିଲି ପାରା ନିଲିଆ, ଅଲ୍‌ଦି ପାରା ରଇଲା । ସେ ଗଡା ମନର୍‌ ମୁଣ୍ଡ୍‌ ସିଅଁମନର୍‌ ମୁଣ୍ଡ୍‌ ପାରା ରଇଲା । ଆରି ତାକର୍‌ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍‌ ପାରାଟା ବାରଇତେରଇଲା ।
18 A tímto trojím zmordována jest třetina lidu, totiž ohněm, a dýmem, a sirou, kteréž vycházely z úst jejich.
୧୮ଗୁଲାଇ ମୁନୁସ୍‌ ଜାତିର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ସେ ତିନ୍‌ଟା ମର୍‌ଡିର୍‌ଲାଗି ମରିଗାଲାଇ । ଗଡାମନର୍‌ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍‌ପାରା ତିନ୍‌ଟା ମର୍‌ଡି ଅଇଲା ।
19 Nebo moc jejich jest v ústech jejich a v ocasích jejich; ocasové zajisté jejich jsou podobni hadům, majíce hlavy, jimiž škodí.
୧୯ଗଡାମନର୍‌ ବପୁ ତାକର୍‌ ଟଣ୍ଡେ ଆରି ତାକର୍‌ ଲେଞ୍ଜେ ମିସିକରି ରଇଲା । ତାକର୍‌ ଲେଞ୍ଜ୍‌ ମୁଣ୍ଡ୍‌ ରଇବା ସାଁପ୍‌ମନର୍‌ ପାରା ରଇଲା । ସେଟାସଙ୍ଗ୍‍ ସେମନ୍‌ ଲକ୍‌ମନ୍‌କେ ମାର୍‌ତେରଇଲାଇ ।
20 Jiní pak lidé, kteříž nejsou zmordováni těmi ranami, nečinili pokání z skutků rukou svých, aby se neklaněly ďáblům, a modlám zlatým, a stříbrným, a měděným, i kamenným, i dřevěným, kteréžto ani hleděti nemohou, ani slyšeti, ani choditi.
୨୦ଏ ମର୍‌ଡି ଅଇଲାର୍‌ ପାଇ ଜେତ୍‌କି ରଇଲା ମନସ୍‌ ଜାତି, ଆତେ ତିଆର୍‌କରି ରଇବାଟାକେ ଚାଡତ୍‌ନାଇ । ଗଚ୍‌ସଙ୍ଗ୍‍, ପାକ୍‌ନାସଙ୍ଗ୍‍, ପିତଲ୍‌ସଙ୍ଗ୍, ରୁପାସଙ୍ଗ୍‍ ଆରି ସୁନାସଙ୍ଗ୍‍ ତିଆର୍‌ କରିରଇବା ମୁର୍‌ତିମନ୍‌କେ ଆରି ଡୁମାମନ୍‌କେ ସେବା କର୍‌ବାଟା ସେମନ୍‌ ଚାଡତ୍‌ନାଇ ।
21 Aniž činili pokání z vražd svých, ani z trávení svých, ani z smilstva svého, ani z krádeží svých.
୨୧ସେମନ୍‌ ଚରାଇବାଟା, ବେସିଆ କାମ୍‌ କର୍‌ବାଟା, ଜାଦୁ ମଁତର୍‌ କର୍‌ବାଟା ଆରି ନର୍‌ ମରାଇବାଟା ମିସା ଚାଡତ୍‌ନାଇ ।

< Zjevení Janovo 9 >