< Zjevení Janovo 17 >
1 I přišel jeden z sedmi andělů, kteříž měli sedm koflíků, a mluvil se mnou, řka ke mně: Pojď, ukážiť odsouzení nevěstky veliké, kteráž sedí na vodách mnohých,
୧ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ ।
2 S kteroužto smilnili králové země a zpili se vínem smilství jejího obyvatelé země.
୨ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
3 I odnesl mne na poušť v duchu, a viděl jsem ženu sedící na šelmě brunátné; a ta šelma plná byla jmen rouhání, a měla sedm hlav a deset rohů.
୩ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା ।
4 Žena pak odína byla šarlatem a brunátným rouchem, a ozdobena zlatem a kamením drahým i perlami, mající koflík zlatý v ruce své, plný ohavností a nečistoty smilstva svého.
୪ସେ ମାଇଜି ରଙ୍ଗ୍ ଆରି ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍ ଆତେ ସୁନାର୍ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍ମନ୍ ଆରି କାରାପ୍ କାମ୍ମନ୍ ସେ ଗିନାଇ ବର୍ତିଅଇରଇଲା ।
5 A na čele jejím napsané jméno: Tajemství, Babylon veliký, Mátě smilstva a ohavností země.
୫ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍!” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
6 A viděl jsem ženu tu opilou krví svatých a krví mučedlníků Ježíšových, a viděv ji, divil jsem se divením velikým.
୬ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
7 I řekl mi anděl: Co se divíš? Já tobě povím tajemství té ženy i šelmy, kteráž ji nese, mající hlav sedm a rohů deset.
୭ଦୁତ୍ ମକେ ପାଚାର୍ଲା, “କାଇକେ ତୁଇ କାବା ଅଇଗାଲୁସ୍? ଏ ମାଇଜିର୍ ଆରି ତାକେ ଦାରିରଇବା ପସୁର୍ କେ ନାଜାନି ରଇବା ଅରତ୍ ମୁଇ ତକେ କଇଦେବି ।” ସେ ପସୁକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା ।
8 Šelma, kterous viděl, byla, a již není, a máť vystoupiti z propasti a na zahynutí jíti. I diviti se budou bydlitelé země, (ti, kterýchžto jména nejsou napsána v knihách života od ustanovení světa, ) vidouce šelmu, kteráž byla, a není, avšak jest. (Abyssos )
୮ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି । (Abyssos )
9 Tentoť pak jest smysl toho, a máť zavřenou v sobě moudrost: Sedm hlav jestiť sedm hor, na kterýchž ta žena sedí.
୯“ଗଟେକ୍ ଗିଆନ୍ ରଇବା ଆରି ଚିନ୍ତା କର୍ବା ଲକ୍ସେ ଏଟା ବୁଜିପାର୍ସି । ସେ ସାତ୍ଟା ମୁଣ୍ଡର୍ ଅରତ୍ ଅଇଲାନି, ସେ ମାଇଜି ବସ୍ବା ସାତ୍ଟା କୁପ୍ଲି । ସେଟା ଅଇଲାନି ସାତ୍ଟା ରାଜାମନ୍ ମିସା ।
10 A králů sedm jest. Pět jich padlo, jeden jest, a jiný ještě nepřišel; a když přijde, na malou chvíli musí trvati.
୧୦ସେ ସାତ୍ଟା ରାଜାମନର୍ ବିତ୍ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍ ଏବେ ମିସା ସାସନ୍ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍ପାଇ ସାସନ୍ କର୍ବାର୍ଆଚେ ।
11 A šelma, kteráž byla a není, onať jest osmý, a z sedmiť jest, i na zahynutí jde.
୧୧ଆରି ଜନ୍ ପସୁ ଜେ କି ଆଗ୍ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍ ଲମର୍ ରାଜା । ସାତ୍ଟା ରାଜାମନର୍ ବିତ୍ରେଅନି ସେ ଗଟେକ୍ । ଆରି ସେ ମିସା ବୁଡିଜାଇସି ।”
12 Deset pak rohů, kteréžs viděl, jestiť deset králů, kteříž ještě království nepřijali, ale přijmouť moc jako králové, jedné hodiny spolu s šelmou.
୧୨ଜନ୍ ଦସ୍ଟା ସିଙ୍ଗ୍ ତୁଇ ଦେକିରଇଲୁସ୍, ସେଟା ଅଇଲାନି ଦସ୍ଟା ରାଜା । ସେମନ୍ ଏବେଜାକ ରାଇଜେ ସାସନ୍ କରତ୍ ନାଇତା । ମାତର୍ ପସୁସଙ୍ଗ୍ ରାଜା ଇସାବେ ଗଟେକ୍ ଗଁଟା ସାସନ୍ କର୍ବାକେ ଅଦିକାର୍ ଦିଆଅଇସି ।
13 Tiť jednu radu mají, a sílu i moc svou šelmě dadí.
୧୩ଏ ସବୁ ଦସ୍ଟା ରାଜାମନ୍କେ ଗଟେକ୍ ଆକା ଆଦେସ୍ ଆଚେ । ତାକର୍ ସବୁ ବପୁ ଆରି ଅଦିକାର୍ ପସୁକେ ଦେବାଇ ।
14 Tiť bojovati budou s Beránkem, a Beránek zvítězí nad nimi, neboť Pán pánů jest a Král králů, i ti, kteříž jsou s ním, povolaní, a vyvolení, a věrní.
୧୪ସେମନ୍ ମେଣ୍ଡାପିଲାର୍ ବିରୁଦେ ଜୁଇଦ୍ କର୍ବାଇ । ମାତର୍ ମେଣ୍ଡାପିଲା ସେମନ୍କେ ଆରାଇସି । କାଇକେବଇଲେ ସେ ସବୁ ମାପ୍ରୁମନର୍ ଟାନେଅନି ଉଚେ ରଇବା ମାପ୍ରୁ । ଆରି ରାଜା ମନର୍ଟାନେ ଅନି ଉପ୍ରେ ରଇବା ରାଜା । ତାର୍ ଜେତ୍କି ସିସ୍ମନ୍କେ ସେ ଡାକିକରି ବାଚ୍ଲାଆଚେ, ଆରି ତାକେ ସତ୍ ସଙ୍ଗ୍ ନାମ୍ବାଇ, ସେମନର୍ ସଙ୍ଗ୍ ସେ ଜୁଇଦ୍ କର୍ସି ।
15 I řekl mi: Vody, kteréžs viděl, kdež nevěstka sedí, jsouť lidé, a zástupové, a národové, a jazykové.
୧୫ଦୁତ୍ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍ ପାନି ଉପ୍ରେ ବେସିଆ ବସିରଇବାଟା ଦେକ୍ଲୁସ୍, ସେଟା ଅଇଲାନି ଏ ଜଗତର୍ ରାଇଜ୍ମନ୍, ଲକ୍ମନ୍, ଜାତିମନ୍ ଆରି ବାସାମନ୍ ।
16 Deset pak rohů, kteréžs viděl na šelmě, ti v nenávist vezmou nevěstku, a učiní ji opuštěnou a nahou, a tělo její jísti budou, a ji páliti budou ohněm.
୧୬ତୁଇ ଦେକିରଇବା ଦସ୍ଟା ସିଙ୍ଗ୍ ଆରି ସେ ପସୁ, ବେସିଆକେ ଗିନ୍ କର୍ବାଇ । ତାର୍ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍ଣ୍ଡା କର୍ବାଇ । ତାର୍ ମାଉଁସ୍ କାଇକରି ତାକେ ଜଇଟାନେ ପଡାଇଦେବାଇ ।
17 Neboť dal Bůh v srdce jejich, aby činili vůli jeho a aby se sjednomyslnili, a toliko dotud království své šelmě dali, dokudž by nebyla vykonána slova Boží.
୧୭କାଇକେବଇଲେ ପର୍ମେସର୍ ତାର୍ ଜଜ୍ନା ପୁରାପୁରନ୍ କର୍ବାକେ ସେମନର୍ ମନ୍କେ ଏ କାତାଦେଇ ପାଟାଇଆଚେ । ସେମନ୍ ଗଟେକ୍ ଅଇ କାମ୍ କର୍ବାଇ । ପର୍ମେସରର୍ ବାକିଅ ସିଦ୍ ଅଇବାଜାକ ତାର୍ ରାଇଜର୍ ସାସନ୍ କର୍ବା ବପୁ, ପସୁକେ ଦେଲାଆଚେ ।
18 A žena, kteroužs viděl, jestiť město to veliké, kteréž má království nad králi země.
୧୮ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।