< Zjevení Janovo 14 >

1 Tedy pohleděl jsem, a aj, Beránek stál na hoře Sion, a s ním sto čtyřidceti a čtyři tisíců majících jméno Otce jeho napsané na čelích svých.
ତାର୍‌ପଚେ ମୁଇ ସିୟନ୍‌ ପର୍‌ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍‌ଲି । ତାର୍‌ ସଙ୍ଗ୍‍ ୧୪,୪୦୦୦ ଲକ୍‌ମନ୍‌ ରଇଲାଇ । ତାକର୍‌ କାପାଲେ ମେଣ୍ଡାପିଲାର୍‌ ନାଉଁ ଆରି ତାର୍‌ ବାବାର୍‌ ନାଉଁ ଲେକିରଇଲାଇ ।
2 A slyšel jsem hlas s nebe, jako hlas vod mnohých, a jako hlas hromu velikého. A hlas slyšel jsem, jako těch, kteříž hrají na harfy své.
ଆରି ସର୍‌ଗେ ଅନି ମୁଇ ଗଟେକ୍‌ ସବଦ୍‌ ସୁନ୍‌ଲି । ସେଟା ଗଟେକ୍‌ ଜବର୍‌ ଗଡ୍‌ଗଡି ଅଇ ବଡ୍‌ ସବଦର୍‌ ପାରା ଆରି ଜବର୍‌ ପାନି ଅଦର୍‌ଲାପାରା ରଇଲା । ବିଣା ବାଜ୍‌ଲେ ସବଦ୍‌ ଅଇବା ଗିତ୍‌ପାରା ସୁନି ଅଇଲା ।
3 A zpívali jakožto píseň novou, před trůnem, a před čtyřmi zvířaty, a před starci, a žádný nemohl se naučiti té písni, jediné těch sto čtyřidceti a čtyři tisíce, kteříž jsou koupeni z země.
ସେ ୧୪୪,୦୦୦ ଲକ୍‌ମନ୍‌ ବସ୍‍ବା ଜାଗାର୍‍ ଚାର୍‌ଟା ବଁଚିରଇବା ପସୁମନର୍‌, ପାର୍‌ଚିନ୍‌ମନର୍‌ ମୁଆଟେ ଟିଆଅଇଲାଇ । ସେମନ୍‌ ଗଟେକ୍‌ ନୁଆ ଗିତ୍‌ କଇତେରଇଲାଇ । ସେମନ୍‌ ଆକା ସେ ଗିତ୍‌ ଜାନିରଇଲାଇ । ସେମନ୍‌ସେ ମୁକ୍‌ତି ପାଇରଇବା ଲକ୍‌ମନ୍‌ ।
4 Totoť jsou ti, kteříž s ženami nejsou poskvrněni; nebo panicové jsou. Tiť jsou, jenž následují Beránka, kamž by koli šel; tiť jsou koupeni ze všech lidí, prvotiny Bohu a Beránkovi.
ସେମନ୍‌ ନିଜେ ସୁକଲ୍‌ ରଇଲାଇ । ମାଇଜି ମନର୍‌ ସଙ୍ଗ୍‍ ମିସାବିଡା ଅଇକରି ନିଜ୍‌କେ ଅସୁକଲ୍‌ ଅଇ ନ ରଇଲାଇ । ସେମନ୍‌ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍‌ ସବୁବେଲେ ମେଣ୍ଡାପିଲାର୍‌ ସଙ୍ଗ୍‌ ଜାଇତେରଇଲାଇ । ସେମନ୍‌ ମୁନୁସ୍‌ଜାତିର୍‌ ବିତ୍‌ରେ ପର୍‌ତୁମ୍‌ ତର୍‌ ମୁକ୍‌ତି ପାଇକରି ପର୍‌ମେସରର୍‌ପାଇ ଆରି ମେଣ୍ଡାପିଲାର୍‌ପାଇ ନିଜ୍‌କେ ସର୍‌ପି ଅଇଆଚତ୍‌ ।
5 A v ústech jejich není nalezena lest; neboť jsou bez úhony před trůnem Božím.
ସେମନ୍‌ କେବେ ମିସା ମିଚ୍‌ ନ କଅତ୍‌ । କେ ମିସା ସେମନ୍‌କେ ଦସ୍‌ ଦେଇନାପାରେ ।
6 I viděl jsem jiného anděla letícího po prostředku nebe, majícího evangelium věčné, aby je zvěstoval těm, jenž bydlí na zemi, a všelikému národu, i pokolení, i jazyku, i lidu, (aiōnios g166)
ତାର୍‌ପଚେ ମୁଇ ଆରିଗଟେକ୍‌ ଦୁତ୍‌କେ ଆକାସେ ଉଡି ଜିବାଟା ଦେକ୍‌ଲି । ଏ ଜଗତର୍‌ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍‌ମନ୍‌କେ ଜାନାଇବା ପର୍‌ମେସରର୍‌ କେବେ ନ ସାର୍‌ବା ସୁବ୍‌କବର୍‌ ଜାନାଇତେରଇଲା । (aiōnios g166)
7 Řkoucího velikým hlasem: Bojte se Boha, a vzdejte jemu chválu, neboť přišla hodina soudu jeho; a klanějte se tomu, kterýž učinil nebe i zemi i moře i studnice vod.
ସେ ଆଉଲିଅଇକରି କଇଲା “ପର୍‌ମେସର୍‌କେ ଡାକ୍‌ପୁଟା କରା । ତାର୍‌ ବଡ୍‌ ବଡ୍‌ କାମର୍‌ ପାଇ ତାକେ ଆରାଦନା କରା । ଲକ୍‌ମନ୍‌କେ ବିଚାର୍‌ କର୍‌ବାକେ ତାର୍‌ ବେଲା କେଟ୍‌ଲାଆଚେ । ସରଗ୍‌, ଦର୍‌ତନି, ସମ୍‌ଦୁର୍‌, ଆରି ପାଜ୍‌ରା ପାନି ସବୁଜାକ ସେ ତିଆର୍‌କଲାଆଚେ, ତାକେ ଜୁଆର୍‌ କରା ।”
8 A jiný anděl letěl za ním, řka: Padl, padl Babylon, město to veliké, nebo vínem hněvu smilství svého napájelo všecky národy.
ଆରି ଗଟେକ୍‌ ଦୁତ୍‌ ପର୍‌ତୁମର୍‌ ଦୁତ୍‌ ପଚେ ଗାଲା । ସେ କଇଲା “କୁରୁପ୍‌ନାସ୍‌ ଅଇଲା । ବେସି ଡାକ୍‌ପୁଟାରଇବା ବାବିଲନ୍‍ କୁରୁପ୍‌ନାସ୍‌ ଅଇଲା ।” ତେଇର୍‌ ଲକ୍‌ମନ୍‌ ବିନ୍‌ ଦେସର୍‌ ଲକ୍‌ମନ୍‌କେ ତାକର୍‌ ମଦ୍‌ କୁଆଇଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ ପାରା କାରାପ୍‌ ଚଲାଚଲ୍‌ତି କରାଇଲା ।
9 A třetí anděl letěl za nimi, pravě velikým hlasem: Bude-li se kdo klaněti šelmě a obrazu jejímu, a vezme-li znamení její na čelo své aneb na ruku svou,
ସେ ଦୁଇଟା ଦୁତ୍‌ମନର୍‌ ପଚେପଚେ ଆରି ଗଟେକ୍‌ ଦୁତ୍‌ ଆସିକରି ଆଉଲି ଅଇକରି କଇବାର୍‌ ଦାର୍‌ଲା, ଜେ ଜଦି ପସୁକେ କି ତାର୍‌ ମୁର୍‌ତିକେ ପୁଜା କର୍‌ସି ଆରି ନିଜର୍‌ କାପାଲେ କି ତାର୍‌ ଆତେ ତାର୍‌ ଚିନ୍‌ ଗଦାଇଅଇସି,
10 I tenť také bude píti víno hněvu Božího, víno, pravím, kteréž jest vlito do kalichu hněvu jeho; a trápen bude ohněm a sirou před obličejem andělů svatých a před obličejem Beránka.
୧୦ସେମନ୍‌ ପର୍‌ମେସରର୍‌ ମଦ୍‌ କାଇବାଇ । ଜନ୍‌ଟାକି ପାନି ଗାବିକରି ଚପ୍‌ରା ନ କଲାଟା । ତାର୍‌ ଡର୍‌ ଲାଗ୍‌ବା ଡଣ୍ଡ୍‌ ଆରି ବଡ୍‌ ରିସା ସେମନ୍‌ ମୁରଚ୍‌ବାଇ । ସେମନ୍‌କେ କାଇ ଦୟା ନ ଦେକାଅତ୍‌ । ସୁକଲ୍‌ ଦୁତ୍‌ମନର୍‌ ମୁଆଟେ ଆରି ମେଣ୍ଡାପିଲାର୍‌ ମୁଆଟେ ଗନ୍ଦ୍‌ଟାନେ ପଡିକରି ବେସି ଦୁକ୍‌ କସ୍‌ଟ ପାଇବାଇ ।
11 A dým muk jejich vstoupíť na věky věků, a nebudouť míti odpočinutí dnem i nocí ti, kteříž se klanějí šelmě a obrazu jejímu, a jestliže kdo přijme znamení jména jejího. (aiōn g165)
୧୧ଜଇଟାନେଅନି ଆଇବା ଦୁଆଁ, ଜନ୍‌ଟାକି ସେମନ୍‌କେ ଦୁକ୍‌ କସ୍‌ଟ ଦେଲାନି, ସେଟା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଉପ୍‌ରେ ଜାଇତେ ରଇସି । ପସୁକେ କି ତାର୍‌ ମୁର୍‌ତିକେ ପୁଜାକର୍‌ବା ଲକ୍‍ ଦିନ୍‌ରାତି ପୁଣ୍ଡି ନାପାରତ୍‌ । ଜେନ୍ତିକି ତାର୍‌ ନାଉଁର୍‌ ନେଇରଇବା ଲକ୍‌ମନର୍‌ପାଇ ମିସା । (aiōn g165)
12 Tuť jest trpělivost svatých, tu jsou ti, kteříž ostříhají přikázání Božích a víry Ježíšovy
୧୨ପର୍‌ମେସରର୍‌ ଲକ୍‌ମନ୍‌ ଜନ୍‌ ଲକ୍‌ମନ୍‌ କି ତାର୍‌ ଆଦେସ୍‌ ନାମ୍‌ବାଇ, ଆରି ଜିସୁକେ ବିସ୍‌ବାସ୍‌ କରି ଆଚତ୍‌, ସେମନ୍‌ ମୁର୍‌ଚିକରି ରଇବାର୍‌ ଆଚେ ।
13 I slyšel jsem hlas s nebe, řkoucí ke mně: Piš: Blahoslavení jsou od této chvíle mrtví, kteříž v Pánu umírají. Duch zajisté dí jim, aby odpočinuli od prací svých, nebo skutkové jejich následují jich.
୧୩ତାର୍‌ପଚେ ସର୍‌ଗେଅନି ମୁଇ ଏନ୍ତାରି ସୁନ୍‌ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍‌ରୁଟାନେ ମିସ୍‌ଲାପଚେ ମରିଜିବାଇ ସେ ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ । ଉଁ ବଲି ଆତ୍‌ମା କଇଲାନି । ଏଟା ସତଇସେ ଗଟ୍‌ସି, ତାକର୍‌ ଆବଡ୍‌ କାମେଅନି ଚନେକ୍‌ ପୁଣ୍ଡ୍‌ବାକେ ସେଟା ତାକର୍‌ ବେଲା ରଇସି । କାଇକେବଇଲେ ସେମନ୍‌ କରିରଇବା ନିକ କାମର୍‌ ଲାଗି ସେମନ୍‌ ପୁରୁସ୍‌କାର୍‌ ପାଇବାଇ ।”
14 I pohleděl jsem, a aj, oblak bělostkvoucí, a na tom oblaku seděl podobný Synu člověka, maje na hlavě své korunu zlatou a v ruce své srp ostrý.
୧୪ତାର୍‌ପଚେ ମୁଇ ଦେକ୍‌ଲି, ଏଦେ ଦେକା! ଗଟେକ୍‌ ଦବ୍‌ ବାଦଲ୍‌ ଡିସ୍‌ଲା । ଆରି ଗଟେକ୍‌ ନର୍‌ପାରା ଡିସ୍‌ବା ବାଦଲ୍‌ ଉପ୍‌ରେ ବସିରଇଲା । ତାର୍‌ ମୁଣ୍ଡେ ସୁନାର୍‌ ମୁକୁଟ୍‌ ଆରି ଆତେ ଗଟେକ୍‌ ଗଜିଆ ଇଲା ଦାରିରଇଲା ।
15 A jiný anděl vyšel z chrámu, volaje hlasem velikým na toho, kterýž seděl na oblaku: Pusť srp svůj a žni; nebť jest přišla tobě hodina žni, nebo již dozrala žeň země.
୧୫ତାର୍‌ ପଚେ ମନ୍ଦିରେଅନି ଆରି ଗଟେକ୍‌ ଦୁତ୍‌ ବାରଇ ଆଇଲା । ଆରି ବାଦଲ୍‌ ଉପ୍‌ରେ ବସିରଇଲା ଲକ୍‌କେ ଆଉଲିଅଇକରି କଇଲା “ବେଲା କେଟ୍‌ଲାବେ ।” ତମର୍‌ ପସଲ୍‌ ପାଚ୍‌ଲାଆଚେ । ତର୍‌ ଇଲାସଙ୍ଗ୍‍ ସେଟା କାଟ୍‌ ।
16 I spustil ten, kterýž seděl na oblaku, srp svůj na zem, a požata jest země.
୧୬ତାର୍‌ପଚେ ବାଦ୍‌ଲେ ବସ୍‌ଲା ଲକ୍‌ ତାର୍‌ ଇଲା ଦର୍‌ତନି ଉପ୍‌ରେ ବୁଲାଇଲା । ଦର୍‌ତନିର୍‌ ଚାସ୍‌ ସବୁ କାଟାଅଇଲା ।
17 A jiný anděl vyšel z chrámu toho, kterýž jest na nebi, maje i on srp ostrý.
୧୭ସରଗର୍‌ ମନ୍ଦିରେଅନି ଆରିଗଟେକ୍‌ ଦୁତ୍‌ ବାରଇ ଆଇବାଟା ମୁଇ ଦେକ୍‌ଲି । ତାର୍‌ ଆତେ ମିସା ଗଟେକ୍‌ ଲାଗନ୍‌ ଇଲା ରଇଲା ।
18 Opět vyšel jiný anděl z oltáře, kterýž měl moc nad ohněm, a volal křikem velikým na toho, jenž měl srp ostrý, řka: Pusť srp svůj ostrý, a zbeř hrozny vinice zemské; neboť jsou uzrali hroznové její.
୧୮ତାର୍‌ପଚେ ବେଦିଟାନେଅନି ଜଇ ଦେକାରକା କର୍‌ବା ଆରିଗଟେକ୍‌ ଦୁତ୍‌ ଆଇଲା । ସେ ଆଉଲିଅଇକରି ଲାଗନ୍‌ ଇଲା ଦାରିରଇବା ଦୁତ୍‌କେ କଇଲା “ଦର୍‌ତନିଟାନେ ରଇବା ଅଙ୍ଗୁର୍‌ବାଡର୍‌ ଅଙ୍ଗୁର୍‌ ପାଚ୍‌ଲାଆଚେ । ତର୍‌ ଇଲାଦାରି କାଟିନେ ।”
19 I spustil anděl srp svůj na zemi, a sebral vinici země, a vmetal hrozny do jezera velikého hněvu Božího.
୧୯ତେବର୍‌ପାଇ ସେ ଦୁତ୍‌ ଦର୍‌ତନି ଉପ୍‌ରେ ତାର୍‌ ଇଲା ବୁଲାଇଲା । ମାଲେଅନି ଅଙ୍ଗୁର୍‌ କାଟ୍‌ଲା । ଆରି ଅଙ୍ଗୁର୍‌ ଆଜାଡ୍‌ବା କୁଣ୍ଡେ ଡାଲିଦେଲା । ସେ ଜାଗା ଅଇଲାନି ପର୍‌ମେସରର୍‌ ବଡ୍‌ ରିସାର୍‌ ଜାଗା ।
20 I tlačeno jest jezero před městem, a vyšla krev z jezera až do udidl koňům za tisíc a za šest set honů.
୨୦ନଗରର୍‌ ବାଇରେ ରଇବା କୁଣ୍ଡେ ଚକ୍‌ଟାଗାଲା ଜାଗାଇ, ଅଙ୍ଗୁର୍‌ମନ୍‌ ପିଚକ୍‌ଲାଇ ଆରି ତେଇଅନି ବନି ବାରଇଲା । ସେ ବନି ତିନ୍‌ସ କିଲମିଟର୍‌ ଲମ୍‌, ଆରି ଦୁଇମିଟର୍‌ କାଲ୍‌ସେତ୍‌କି ବଇଗାଲା ।

< Zjevení Janovo 14 >