< Filipským 3 >

1 Dále pak, bratří moji, radujte se v Pánu. Jednostejných věcí vám psáti mně se jistě nestýště, vám pak to bezpečné jest.
ସାରାସାରି ପଚେ ଏ ମର୍‌ ବାଇବଇନିମନ୍‌, ମୁଇ ତମ୍‌କେ ଆଗ୍‌ତୁ କଇଲାଟା ଆରିତରେକ୍‌ କଇବାକେ ମକେ ବିଜାର୍‌ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍‌ ବିସଇ ସିକାଉମନର୍‌ଟାନେଅନି ତମେ ଜାଗ୍‌ରତ୍‌ ଅଇରଇସା ।
2 Vizte psy, vizte zlé dělníky, vizte roztržku.
କୁକୁର୍‌ମନର୍‌ ପାରା ରଇବା ସେନ୍ତାରି ଲକ୍‌ମନର୍‌ ଟାନେଅନି ଜାଗର୍‌ତା ରୁଆ । କାଇକେବଇଲେ ସେମନ୍‌ କାରାପ୍‌ ବିସଇ କଲାଇନି । ବିସ୍‌ବାସି ଅଇବା ମନସ୍‌ ପିଲାମନ୍‌ ସବୁ ସୁନତ୍‌ ଅଇବାର୍‌ ଆଚେ ବଲି କଇଲାଇନି ।
3 Nebo myť jsme obřízka, kteříž duchem sloužíme Bohu, a chlubíme se v Kristu Ježíši, a nedoufáme v těle,
କାଇକେ ବଇଲେ ଆମେସେ ସତଇସେ ପର୍‌ମେସରର୍‌ ଲକ୍‌ । ଆମେସେ ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‌ ପର୍‌ମେସର୍‌କେ ଜୁଆର୍‌ କଲୁନି । ଆମେ ଜିସୁ କିରିସ୍‌ଟକେ ଡାକ୍‌ପୁଟା କଲୁନି । ଆମର୍‌ ନିଜର୍‌ ରିତିନିତି ସେ ମୁକିଅ ବଲି ଚଲୁନାଇ ।
4 Ačkoli i já mohl bych doufati v těle. Zdá-liť se komu jinému, že by mohl doufati v těle, já mnohem více,
ମୁଇତା ଆମର୍‌ ରିତିନିତି ଇସାବେ ଚାଲ୍‌ବାକେ ଅଦିକ୍‌ ମନ୍‌ କର୍‌ତି । ଜଦି କେଆଲେ ବିନ୍‌ ଲକ୍‌ ରିତିନିତିକେ ଆସା କର୍‌ବାଇ, ସେନ୍ତାର୍‌ଆଲେ ସେମନର୍‌ତେଇଅନି ମୁଇ ଅଦିକ୍‌ କର୍‌ତି ।
5 Obřezán jsa osmého dne, jsa z rodu Izraelského, pokolení Beniaminova, Žid z Židů, podle zákona farizeus,
ପର୍‌ମେସର୍‌ ଆମର୍‌ ଆନିଦାଦିମନ୍‌କେ ତିଆର୍‌ଲାପାରା ଗଟେକ୍‌ ଆଟ୍‌ ଅଇଲାକେ ମକେ ସୁନତ୍‌ କରିରଇଲାଇ । ମୁଇ ଗଟେକ୍‌ ଇସ୍‌ରାଏଲର୍‌ ଲକ୍‌ । ଦେକ୍‌ବାକେ ଗାଲେ ମୁଇ ବେନ୍‍ଜାମିନ୍‌ କୁଟୁମର୍‌ ଲକ୍‌ । ମୁଇ ଗଟେକ୍‌ ଏବ୍‌ରିଅ ଆରି ଆମର୍‌ ଆନିଦାଦିମନ୍‌ ମିସା ଏବ୍‌ରିଅ ରଇଲାଇ । ମସାର୍‌ ରିତିନିତି ମାନ୍‌ବାକେ ଗଟେକ୍‌ ପାରୁସି ପାରା ରଇଲି ।
6 A z strany horlivosti protivník církve, z strany pak spravedlnosti zákonní jsa bez úhony.
ପର୍‌ମେସର୍‌ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ମୁଇ ବେସି ମନ୍‍ କଲି ଆରି ସେନ୍ତାରି କରୁ କରୁ ଜିସୁର୍‌ ସିସ୍‌ମନ୍‌କେ କସ୍‌ଟ ଦେଲି । ଆମର୍‌ ଜିଉଦି ନିୟମ୍‌ ସବୁ ପୁରାପୁରୁନ୍‌ ମାନ୍‌ଲାର୍‌ ପାଇ ଜଦି ଗଟେକ୍‌ ଲକ୍‌ ଦରମ୍‌ ଅଇପାର୍‌ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍‌ ମାନ୍‌ତେରଇଲି ।
7 Ale to, což mi bylo jako zisk, položil jsem sobě pro Krista za škodu.
ମାତର୍‌ ଆଗେ ମୁଇ ଜେତ୍‌କି ସବୁ ବିସଇ ବେସି ମୁଲିଅ ଆଚେବଲି ବାବ୍‌ତେରଇଲି, ଏବେ କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ସେଟାମନ୍‌ ସବୁ ଚୁଚାଇସେ ବଲି ଜାନ୍‌ଲିନି ।
8 Nýbrž i všecky věci pokládám škodou býti pro vyvýšenost známosti Krista Ježíše Pána mého, pro nějž jsem to všecko ztratil, a mám to jako za smetí, jedné abych Krista získal,
ସେତ୍‌କିସେ ନଏଁ ଆଗ୍‌ତୁ ଜେତ୍‌କି ସବୁ ବିସଇ ପର୍‌ମେସର୍‌କେ ସାର୍‌ଦା କରାଇବାକେ କର୍‌ତେରଇଲି, ଜିସୁ କିରିସ୍‌ଟକେ ମର୍‌ ମାପ୍‌ରୁ ବଲି ମାନ୍‌ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍‌ଲିନି । ତାର୍‌ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍‌ଟର୍‌ ସିସ୍‌ ଅଇବି ବଲିକରି ସେଟାମନ୍‌ ଚୁଚାଇସେ ବଲି ଏତ୍‌କଲିନି ।
9 A v něm nalezen byl nemající své spravedlnosti, kteráž jest z Zákona, ale tu, kteráž jest z víry Kristovy, spravedlnost, kterážto jest z Boha a u víře záleží,
ଜେନ୍ତାରି କି ମୁଇ ତାର୍‌ ସଙ୍ଗ୍‍ ପୁରାପୁରୁନ୍‌ ମିସିରଇବି । ରିତିନିତି ମାନିକରି ପର୍‌ମେସରର୍‌ ମୁଆଟେ ଦରମ୍‌ ଲକ୍‌ ଅଇବି ବଲି ଚେସ୍‌ଟା କର୍‌ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍‌ ବାଦୁଲେ କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ପାଇ ପର୍‌ମେସର୍‌ ମକେ ଦରମ୍‌ ଲକ୍‌ ଇସାବେ ଦେକ୍‌ଲାନି ।
10 Abych tak poznal jej, a divnou moc vzkříšení jeho, a společnost utrpení jeho, připodobňuje se k smrti jeho,
୧୦ମୁଇ କିରିସ୍‌ଟକେ ଜାନ୍‌ବି ବଲି ମନ୍‍ କଲିନି । ଆରି ପର୍‌ମେସର୍‌ ତାକେ ଜନ୍‌ ବପୁସଙ୍ଗ୍‍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍‌ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍‌ପାଇ ଦୁକ୍‌ କସ୍‌ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍‌ପାଇ ଦୁକ୍‌ କସ୍‌ଟ ପାଇବି ଆରି ତାର୍‌ ମରନେ ମିସ୍‌ବି ।
11 Zda bych tak přišel k vzkříšení z mrtvých.
୧୧ସେନ୍ତାରି ପର୍‌ମେସର୍‌ ଜେତ୍‌କି ଲକ୍‌କେ ମଲାତେଇଅନି ଜିବନ୍‌ କରି ଉଟାଇସି, ସେମନର୍‌ ବିତ୍‌ରେଅନି ମୁଇ ଗଟେକ୍‌ ଲକ୍‌ ଅଇବି ।
12 Ne že bych již dosáhl, aneb již dokonalým byl, ale snažně běžím, zda bych i dostihnouti mohl, načež uchvácen jsem od Krista Ježíše.
୧୨ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍‌ମେସର୍‌ ମକେ ସିଦ୍‌ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍‌, କିରିସ୍‌ଟର୍‌ ପାରା ଅଇବାକେ ମୁଇ ବେସି ଚେସ୍‌ଟା କଲିନି । ସେଟାର୍‌ପାଇ କିରିସ୍‌ଟ ମକେ ବାଚ୍‌ଲା ଆଚେ ।
13 Bratří, jáť nemám za to, že bych již dosáhl.
୧୩ନାଇ, ମର୍‌ ବାଇବଇନିମନ୍‌, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍‌ ଅଦିକ୍‌ ଗଟେକ୍‌ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍‌କି ସବୁ ବିସଇ ଅଇସାର୍‌ଲା ଆଚେ, ସେଟା ସବୁ ପାସ୍‌ରି ଚାଡିଦେଇକରି କିରିସ୍‌ଟ ଜନ୍‌ ରକାମ୍‌ ମକେ ଅଇବାର୍‌ଆଚେ ବଲି ମନ୍‌ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍‌ଟା କଲିନି ।
14 Ale to jedno činím, na ty věci, kteréž jsou za mnou, zapomínaje, k těm pak, kteréž jsou přede mnou, úsilně chvátaje, k cíli běžím, k odplatě svrchovaného povolání Božího v Kristu Ježíši.
୧୪ମର୍‌ ସାରାସାରି ଜାଗାଇ କେଟ୍‌ବା ଜାକ ଆଗ୍‌ତୁ ଆଗ୍‌ତୁ ଗାଲିନି । ଜେନ୍ତିକି ମୁଇ ସର୍‌ଗେ ପୁରୁସ୍‌କାର୍‌ ପାଇବି । ଜିସୁକିରିସ୍‌ଟ ମର୍‌ପାଇ ଜେତ୍‌କି ବିସଇ କଲାଆଚେ, ସେଟାର୍‌ପାଇ ସେ ପୁରୁସ୍‌କାର୍‌ ମୁଇ ସର୍‌ଗେ ପାଇବି ।
15 Protož kteřížkoli jsme dokonalí, to smýšlejme. A pakli v čem jinak smyslíte, i toť vám Bůh zjeví.
୧୫ସେନ୍ତାର୍‌ଆଲେ ଆସା, ଆମେ ଜେତ୍‌କି ଲକ୍‌ ସୁକଲ୍‌ ଅଇଆଚୁ, ଏ ରକାମ୍‌ ବିସଇ ସମାନ୍‌ ଇସାବେ ଚିନ୍ତା କର୍‌ତେରଉଁ । ଆରି ଜଦି ଏ ସବୁ ବିସଇର୍‌ପାଇ ତମେ ମର୍‌ ସଙ୍ଗ୍‍ ରାଜି ଉଆସ୍‌ନାଇ, ଟିକ୍‌ ସଙ୍ଗ୍‍ ଚିନ୍ତା କର୍‌ବାକେ ପର୍‌ମେସର୍‌ ତମ୍‌କେ ସାଇଜ କର୍‌ସି ।
16 Ale k čemuž jsme již přišli, v tom při jednostejném zůstávejme pravidle a jednostejně smysleme.
୧୬କେନ୍ତି ମିସା ପର୍‌ମେସର୍‌ ଜେତ୍‌କି ବିସଇ ସବୁ ଆମ୍‌କେ ଦେକାଇ ସାରାଇଆଚେ, ସେ ସବୁଜାକ ଆମେ ମାନ୍‌ବାର୍‌ ଆଚେ ।
17 Spolunásledovníci moji buďte, bratří, a šetřte těch, kteříž tak chodí, jakož máte příklad na nás.
୧୭ଏ ମର୍‌ ବାଇବଇନିମନ୍‌, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍‌ ସଙ୍ଗ୍‍ ରଇଲାବେଲେ ଜେନ୍ତି ଚଲାଚଲ୍‌ତି କର୍‌ତେରଇଲୁ, ସେଟା ଜାଗ୍‌ରତ୍‌ ସଙ୍ଗ୍‍ ଦେକା ଆରି ସେନ୍ତାରି ଚଲାଚଲ୍‌ତି କରା ।
18 Neboť mnozí chodí, o nichž jsem častokrát pravil vám a nyní s pláčem pravím, žeť jsou nepřátelé kříže Kristova,
୧୮କାଇକେ ବଇଲେ ମୁଇ ତମ୍‌କେ ଆଗ୍‌ତୁ କେତେତର୍‌ କଇ ସାରାଇଆଚି, ଆରି ଏବେ ବେସି ଦୁକର୍‌ ସଙ୍ଗ୍‍ କାନ୍ଦିକରି କଇଲିନି, ବେସି ଲକ୍‌ କିରିସ୍‌ଟର୍‌ ବିରଦି ଇସାବେ ଚଲାଚଲ୍‌ତି କର୍‌ବାଇ ।
19 Jichžto konec jest zahynutí, jejichžto bůh jest břicho, a sláva jejich v mrzkostech jejich, kteříž o zemské věci stojí.
୧୯ସାରାସାରି ପର୍‌ମେସର୍‌ ସେମନ୍‌କେ ବିନାସ୍‌ କର୍‌ସି । ସେମନ୍‌ ଅବ୍‌କା ଗାଗଡ୍‌ ମନ୍‍ କର୍‌ବାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କଲାଇନି । ଲାଜର୍‌ ବିସଇ କରି ସାର୍‌ଦା କଲାଇନି । ଅବ୍‌କା ଏ ଜଗତର୍‌ ବିସଇସେ ଚିନ୍ତା କଲାଇନି ।
20 Ale naše měšťanství jestiť v nebesích, odkudž i Spasitele očekáváme Pána Jezukrista,
୨୦ମାତର୍‌ ଆମେତା ସରଗର୍‌ ଲକ୍‌ମନ୍‌, ସେ ଜାଗାଇଅନି ଆମର୍‌ ଉଦାର୍‌କାରିଆ ମାପ୍‌ରୁ ଜିସୁକିରିସ୍‌ଟ ବାଉଡି ଆଇବା ବେଲାକେ ଆମେ ଜାଗ୍‌ଲୁନି ।
21 Kterýž promění to tělo naše ponížené, tak aby bylo podobné k tělu slávy jeho, podle mocnosti té, kteroužto on mocen jest i všecky věci podmaniti sobě.
୨୧ଜେନ୍ତିକି ତାକେ ଜଗତର୍‌ ସବୁ ବିସଇ ସର୍‌ପିଅଇବାଇ, ସେନ୍ତାରି ତାର୍‌ଟାନେ ବପୁ ଆଚେ । ସେ ବପୁସଙ୍ଗ୍‍ ଆମର୍‌ ମର୍‌ବା ଗାଗଡ୍‌ମନ୍‌କେ ନୁଆ କରି ବାଦ୍‌ଲାଇସି । ପର୍‌ମେସର୍‌ ତାକେ ଜିବନ୍‌ କରି ଉଟାଇଲାବେଲେ, ସେ ଜନ୍‌ ମଇମାର୍‌ ଗାଗଡ୍‌ ପାଇରଇଲା, ସେନ୍ତାରି ରଇବା ମଇମାର୍‌ ଗାଗଡ୍‌ ଆମ୍‌କେ ମିସା ଦେଇସି ।

< Filipským 3 >