< Matouš 20 >

1 Nebo podobno jest království nebeské člověku hospodáři, kterýž vyšel na úsvitě, aby najal dělníky na vinici svou.
ସରଗ୍‌ ରାଇଜ୍‌ କେନ୍ତିଟା, ଏଟାର୍‌ ପାଇ ଆରି ଗଟେକ୍‌ କାତା ସୁନା । ଦିନେକ୍‌ ଗଟେକ୍‌ ଲକ୍‌ ସାକାଲ୍‌ ସାକାଲ୍‌ ତାର୍‌ ଅଙ୍ଗୁର୍‌ ବାଡେ କାମ୍‌ କରାଇବାକେ କୁଲିଆର୍‌ମନ୍‌କେ କଜ୍‌ବାର୍‌ ବାରଇଲା ।
2 Smluviv pak s dělníky z peníze denního, odeslal je na vinici svou.
ସେ ଜନ୍‌ ଲକ୍‌ମନ୍‌କେ ମିସ୍‌ଲା, ସେମନ୍‌କେ ଗଟେକ୍‍ ଦିନ୍‌କେ, ଗଟେକ୍‌ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍‌ ବାଡେ ପାଟାଇଲା ।
3 A vyšed okolo hodiny třetí, uzřel jiné, ani stojí na trhu zahálejíce.
ତାର୍‌ ପଚେ ସାକ୍‌ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍‌ ଦଲର୍‍ ଲକ୍‌ କାଇ କାମ୍‌ ନ କରି ଟିଆଅଇ ରଇଲାଟା ଦେକ୍‌ଲା ।
4 I řekl jim: Jdětež i vy na vinici mou, a co bude spravedlivého, dám vám.
ସେ ଲକ୍‌ ସେମନ୍‌କେ କଇଲା, “ତମେ ମିସା ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା, ତମ୍‌କେ ମିସା ସମାନ୍‌ ଇସାବେ ବୁତି ଦେବି ।”
5 A oni šli. Opět vyšed při šesté a deváté hodině, učinil též.
ସେମନ୍‌ ଜାଇ କାମ୍‌ କର୍‌ବାର୍‌ ଦାର୍‌ଲାଇ । ସେନ୍ତାରିସେ ମୁଣ୍ଡ୍‌ବେଲାଇ, ଆଡ୍‌ବେଲାଇ ମିସା ଆରି କେତେଟା କୁଲିଆର୍‌ମନ୍‌କେ ଆନି କାମେ ମିସାଇଲା ।
6 Při jedenácté pak hodině vyšed, nalezl jiné, ani stojí zahálejíce. I řekl jim: Pročež tu stojíte, celý den zahálejíce?
ସଞ୍ଜୁଆ ପାଁଚ୍‌ଟା ବେଲା ଆରି ତରେକ୍‌ ଆଟେ ଜାଇ ଆରି କେତେ ଲକ୍‌ ଚୁଚାଇ ଟିଆଅଇରଇବାଟା ଦେକ୍‌ଲା । ସେମନ୍‌କେ ପାଚାର୍‌ଲା “ଗୁଲାଇ ମୁଇଦାନ୍‌ କାମ୍‌ ନ କରି କାଇକେ ଇତି ଉଜେ ଉଜେ ଆଚାସ୍‌?”
7 Řkou jemu: Nebo nižádný nás nenajal. Dí jim: Jdětež i vy na vinici mou, a což by bylo spravedlivého, vezmete.
ସେମନ୍‌ ତାକେ କଇଲାଇ, “ଆମ୍‌କେ ତା କେ ମିସା କାମେ ମିସାଅତ୍‌ ନାଇ ।” ସାଉକାର୍‌ ସେମନ୍‌କେ କଇଲା “ସେନ୍ତାର୍‌ଆଲେ ତମେ ସବୁ ଲକ୍‌ ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା ।”
8 Večer pak řekl pán vinice šafáři svému: Zavolej dělníků a zaplať jim, počna od posledních až do prvních.
ସେ ଦିନେ ସଞ୍ଜ୍‌ ଅଇଲାକେ ଅଙ୍ଗୁର୍‌ ବାଡର୍‌ ସାଉକାର୍‌ ଗୁମୁସ୍‌ତାକେ କଇଲା, “କୁଲିଆର୍‌ମନ୍‌କେ ଡାକ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ ପଚେ କାମ୍‌ ଦାର୍‌ଲାଇ, ସେମନ୍‌କେ ଆଗେ ବୁତି ଦେଇଦେସ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ତେଇଅନି ପର୍‌ତୁମ୍‌ କାମେ ମିସି ଆଚତ୍‌, ସେମନ୍‌କେ ତାକର୍‌ ବୁତି ସାରାସାରି ପଚେ ଦେସ୍‌ ।”
9 A přišedše ti, kteříž byli při jedenácté hodině najati, vzali jeden každý po penízi.
ଜନ୍‌ ଲକ୍‌ମନ୍‌ ସଞ୍ଜୁଆ ପାଁଚ୍‌ଟା ବେଲେ କାମେ ମିସି ରଇଲାଇ ସେମନ୍‌କେ ସବୁ ଲକ୍‌କେ ଗଟେକ୍‌ ଗଟେକ୍‌ ରୁପା ଟାଙ୍ଗା ଦେଲାଇ ।
10 Přišedše pak první, domnívali se, že by více měli vzíti; ale vzali i oni jeden každý po penízi.
୧୦ଜନ୍‌ ଲକ୍‌ମନ୍‌ ପର୍‌ତୁମ୍‌ କାମ୍‌ ଆରାମ୍‌ କରି ରଇଲାଇ, ସେମନ୍‌କେ ଅଦିକ୍‌ ବୁତି ମିଲ୍‌ସି ବଲି ଆସା କଲାଇ । ମାତର୍‌ ସେମନ୍‌ ମିସା ଗଟେକ୍‌ସେ ରୁପା ଟାଙ୍ଗା ମିଲାଇଲାଇ ।
11 A vzavše, reptali proti hospodáři, řkouce:
୧୧ସେମନ୍‌ ସେତ୍‌କି ନେଇ ମୁର୍‌ମୁରା ଅଇକରି ସାଉକାରର୍‌ ବିରୁଦେ କଇଲାଇ,
12 Tito poslední jednu hodinu toliko dělali, a rovné jsi je nám učinil, kteříž jsme nesli břímě dne i horko.
୧୨“ସଞ୍ଜୁଆ ପାଁଚ୍‌ଟା ବେଲେ କାମ୍‌ ଆରାମ୍‌ କଲା କୁଲିଆର୍‌ମନ୍‌ ଏକାଇ ଗଟେକ୍‌ ଗଁଟାସେ କାମ୍‌ କଲାଇ ଆଚତ୍‌ । ଆମେ ଟାଇ ଟାଇ କାରାଇ, ଦିନ୍‌ଜାକ କଟ୍‌ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍‌କେ ମିସା ସେମନର୍‌ ସଙ୍ଗ୍‌ ସମାନ୍‌ କରିଦେଲାସ୍‌ ।”
13 On pak odpovídaje jednomu z nich, řekl: Příteli, nečiním tobě křivdy; však jsi z peníze denního smluvil se mnou.
୧୩ସାଉକାର୍‌ ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ କଇଲା, “ମଇତର୍‌ ମୁଇ ତମ୍‌କେ ନାଡାଇ ନାଇ । ଗଟେକ୍‌ ଦିନର୍‌ ବୁତି ପାଇ ଗଟେକ୍‌ ରୁପା ଟାଙ୍ଗା ନେଇ କାମ୍‌କର୍‌ବାକେ ତମେତା ସବୁ ଲକ୍‌ ରାଜି ଅଇରଇଲାସ୍‌ ।
14 Vezmiž, což tvého jest, a jdi předce. Já pak chci tomuto poslednímu dáti jako i tobě.
୧୪ତମର୍‌ ସେତ୍‌କି ବୁତି ଦାରି ଗରେ ଜାଆ । ତମ୍‌କେ ଜେତ୍‌କି ଦେଲି ଆଚି, ଗଟେକ୍‌ ଗଁଟା କାମ୍‌ କରିରଇବା ଲକ୍‌ମନ୍‌କେ ମିସା ସେତ୍‌କିସେ ଦେବାକେ ମର୍‌ ମନ୍‌ ।
15 Zdaliž mi nesluší v mém učiniti, což chci? Èili oko tvé nešlechetné jest, že já dobrý jsem?
୧୫ମର୍‌ ନିଜର୍‌ ଦନ୍‌, ମୁଇ ଜେନ୍ତି ମନ୍‍ କଲିନି, ସେନ୍ତି କର୍‌ଚ କର୍‌ବାକେ ମର୍‌କାଇ ଅଦିକାର୍‌ ନାଇ କି? କି ମୁଇ ଦାନ୍‌ ଇସାବେ ଦେଲିନି ବଲି ଆଁକାର୍‌ ଅଇଲାସ୍‌ନି?”
16 Takť budou poslední první, a první poslední; nebo mnoho jest povolaných, ale málo vyvolených.
୧୬ଜିସୁ ଏ କାତା କଇସାରାଇ କଇଲା, “ଜନ୍‌ ଲକ୍‌ମନ୍‌ ଏବେ ପଚେ ଆଚତ୍‌ ସେମନ୍‌, ଆଗ୍‌ତୁ ଅଇବାଇ । ଆରି ଜନ୍‌ ଲକ୍‌ମନ୍‌ ଆଗ୍‌ତୁ ଆଚତ୍‌ ସେମନ୍‌ ପଚେ ସେ ରଇଜିବାଇ ।”
17 A vstupuje Ježíš do Jeruzaléma, pojal dvanácte učedlníků svých soukromí na cestě, i řekl jim:
୧୭ଜିସୁ ଜିରୁସାଲାମ୍‌ ଜିବା ବାଟେ ତାର୍‌ ବାର୍‌ଟା ସିସ୍‌ମନ୍‌କେ ଗଟେକ୍‌ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା,
18 Aj, vstupujeme do Jeruzaléma, a Syn člověka vydán bude předním kněžím a zákoníkům, a odsoudí ho na smrt.
୧୮“ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍‌ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍‌ ଗୁରୁମନ୍‍କେ ସର୍‌ପି ଅଇବି । ସେମନ୍‌ ମକେ ମରନ୍‌ ଡଣ୍ଡ୍‌ ଦେବାଇ ।
19 A vydadíť jej pohanům ku posmívání a k bičování a ukřižování; a třetího dne z mrtvých vstane.
୧୯ତାର୍‌ପଚେ ସେମନ୍‌ ମକେ, ଜିଉଦି ନ ଅଇଲା ଲକ୍‌ମନ୍‍କେ ସର୍‌ପି ଦେବାଇ । ଜିଉଦି ନ ଅଇଲା ଲକ୍‌ମନ୍‍, ମକେ କିଜାଇବାଇ, କର୍‌ଡା ସଙ୍ଗ୍‌ ମାର୍‌ବାଇ ଆରି କୁର୍‌ସେ ଚଗାଇବାଇ । ମାତର୍‌ ତିନ୍‌ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‍ବି ।”
20 Tedy přistoupila k němu matka synů Zebedeových s syny svými, klanějící se a prosecí něco od něho.
୨୦ସେଡିକିବେଲେ ଜେବଦିର୍‌ ମାଇଜି ତାର୍‌ ଦୁଇଟା ପିଲାମନର୍‌ ସଙ୍ଗ୍‌ ଜିସୁର୍‌ଲଗେ ଆସି ତାକେ ଜୁଆର୍‌କରି, ଗଟେକ୍‌ ବିସଇ ମାଙ୍ଗ୍‌ଲା ।
21 Kterýžto řekl jí: Co chceš? Řekla jemu: Rci, ať tito dva synové moji sednou, jeden na pravici tvé a druhý na levici, v království tvém.
୨୧ଜିସୁ ତାକେ ପାଚାର୍‌ଲା, “ତୁଇ କାଇଟା ମନ୍‍ କଲୁସ୍‌ନି?” ସେ କଇଲା, “ଜେଡେବଲ୍‌ ତମେ ତମର୍‌ ରାଇଜେ ରାଜା ଅଇସା, ମର୍‌ ଏ ଦୁଇଟା ପିଲାମନ୍‌କେ ତମର୍‌ ଡେବ୍‌ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
22 Odpovídaje pak Ježíš, řekl: Nevíte, zač prosíte. Můžete-li píti kalich, kterýž já píti budu, a křtem, jímž já se křtím, křtěni býti? Řekli jemu: Můžeme.
୨୨ଜିସୁ ଜେବଦିର୍‌ ପିଲାମନ୍‌କେ କଇଲା, “ତମେ କାଇଟା ମାଗ୍‌ଲାସ୍‌ନି ସେଟା ବୁଜି ନାପାର୍‌ଲାସ୍‌ନି । ମୁଇ ଜନ୍‌ ଦୁକ୍‌ପୁରୁନ୍‌ ମୁତାର୍‌ ପାନି କାଇବାର୍‌ ଗାଲିନି, ତମେ କାଇ ପାରାସ୍‌ କି?” ସେମନ୍‌ “ଉଁ” ବଲି କଇଲାଇ ।
23 Dí jim: Kalich zajisté můj píti budete, a křtem, jímž já se křtím, pokřtěni budete, ale seděti na pravici mé a na levici mé, neníť mé dáti vám, ale dáno bude těm, kterýmž připraveno jest od Otce mého.
୨୩ଜିସୁ ସେମନ୍‌କେ କଇଲା, “ତମେ, ମର୍‌ ମୁତାର୍‌ ପାନି କାଇଲେ କାଇପାରାସ୍‌ । ମାତର୍‌ ମର୍‌ ଉଜା ବାଟେ ଆରି ଡେବ୍‌ରି ବାଟେ କେ ବସିପାରେ ସେଟା ବାଚ୍‌ବାକେ ମର୍‌ ଅଦିକାର୍‌ ନାଇ । ଜନ୍‌ ଲକ୍‌ମନର୍‌ ପାଇ ମର୍‌ ବାବା ସେ ଜାଗା ତିଆର୍‌ କଲା ଆଚେ, ସେଟା ସେମନର୍‌ ପାଇ ଆକା ।”
24 A uslyšavše to deset učedlníků Páně, rozhněvali se na ty dva bratry.
୨୪ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ଏ କାତା ସୁନ୍‌ଲାଇ, ସେ ଦୁଇ ବାଇର୍‍ ଲାଗି ବେସି ରିସା ଅଇଗାଲାଇ ।
25 Ale Ježíš svolav je, řekl: Víte, že knížata národů panují nad svými, a kteříž velicí jsou, moci užívají nad nimi.
୨୫ଜିସୁ ସିସ୍‌ମନ୍‌କେ ଗଟେକ୍‌ଟାନେ ଟୁଲ୍‌କରି କଇଲା, “ତମେତା ଜାନାସ୍‌ ଏ ଦୁନିଆର୍‌ ରାଜାମନ୍‌ ବିନ୍‌ ଲକ୍‍ମନ୍‍କେ ନିଜର୍‌ ଅଦିକାର୍‌ କରିରଇବାଇ । ବଡ୍‌ ବଡ୍‌ ନେତାମନ୍‌ ମିସା ବିନ୍‌ ଲକ୍‌ମନ୍‍କେ ସାସନ୍‌ କର୍‌ବାଇ ।
26 Ne tak bude mezi vámi; ale kdožkoli chtěl by mezi vámi býti velikým, budiž služebník váš.
୨୬ମାତର୍‌ ତମେ ସେନ୍ତାର୍‌ ଉଆନାଇ । ତମର୍‌ ବିତ୍‌ରେ ଗଟେକ୍‌ ଲକ୍‌ ବଡ୍‌ ଅଇବାକେ ମନ୍‌ କଲାନି ବଇଲେ, ସେ ସବୁଲକର୍‌ ସେବା କର୍‌ବାର୍‌ ଆଚେ ।
27 A kdož by koli mezi vámi chtěl býti první, budiž váš služebník;
୨୭ତମର୍‌ ବିତ୍‌ରେ ଜେ ମୁକିଅ ଅଇବାକେ ମନ୍‌ କଲାସ୍‌ନି, ସେ ବିନ୍‌ ଲକର୍‌ ଗତିଦାଙ୍ଗ୍‌ଡା ପାରା ଅଇ ସେମନର୍‌ ସେବା କର ।
28 Jako i Syn člověka nepřišel, aby jemu slouženo bylo, ale aby on sloužil a aby dal život svůj na vykoupení za mnohé.
୨୮ଜେନ୍ତାରି କି ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍‌ ବିନ୍‌ ଲକ୍‌ମନର୍‌ ସେବା କରି ସେମନ୍‌କେ ମୁକ୍‌ତି ମିଲ ବଲି ନିଜର୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
29 A když vycházeli z Jericho, šel za ním zástup veliký.
୨୯ଦିନେକ୍‌ ଜିସୁ ସିସ୍‌ମନର୍‌ ସଙ୍ଗ୍‌ ଜିରିଅ ସଅର୍‌ ଚାଡିକରି ଜିବାବେଲେ କେତେ କେତେ ଲକ୍‌ମନ୍‌ ତାର୍‌ ପଚେ ପଚେ ଇଣ୍ଡ୍‌ବାର୍‌ ଦାର୍‌ଲାଇ ।
30 A aj, dva slepí sedící u cesty, uslyševše, že by Ježíš tudy šel, zvolali, řkouce: Smiluj se nad námi, Pane, synu Davidův.
୩୦ଆରି ଏଦେ ଦେକା! ବାଟ୍‍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍‌ମାରି ଡାକ୍‌ଲାଇ, “ଏ ମାପ୍‌ରୁ ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
31 Zástup pak přimlouval jim, aby mlčeli. Oni pak více volali, řkouce: Smiluj se nad námi, Pane, synu Davidův.
୩୧ଲକ୍‌ମନ୍‌ ସେମନ୍‌କେ ଦମ୍‌କାଇ କରି ଚୁପ୍‌ଅଇ ରଇବାକେ କଇଲାଇ । ମାତର୍‌ ସେମନ୍‌ ଅଦିକ୍‌ ଅଦିକ୍‌ ଆକ୍‌ମାରି କଇଲାଇ, “ଏ ମାପ୍‌ରୁ, ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
32 I zastaviv se Ježíš, zavolal jich, a řekl: Co chcete, abych vám učinil?
୩୨ଜିସୁ ତେଇ ଟିଆଅଇ ସେମନ୍‌କେ ଡାକି ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‌ କଲାସ୍‌ନି?”
33 Řkou jemu: Pane, ať se otevrou oči naše.
୩୩ସେମନ୍‌ କଇଲାଇ, “ମାପ୍‌ରୁ ଆମ୍‌କେ ଦେକ୍‌ବା ବପୁ ଦିଆ ।”
34 I slitovav se nad nimi Ježíš, dotekl se očí jejich, a ihned prohlédly oči jejich. A oni šli za ním.
୩୪ଜିସୁ ସେମନର୍‌ ପାଇ ଦୟା ଅଇ, ତାକର୍‍ ଆଁକି ଚିଇଲା । ସେ ଦାପ୍‌ରେସେ ସେମନ୍‌ ଦେକିପାର୍‌ଲାଇ ଆରି ଜିସୁର୍‌ ପଚେ ପଚେ ଗାଲାଇ ।

< Matouš 20 >