< Marek 13 >

1 A když vycházel z chrámu, dí jemu jeden z učedlníků jeho: Mistře, pohleď, kteraké kamení a jaké jest toto stavení!
ଜିସୁ, ଜିଉଦିମନର୍‌ ପାର୍‌ତନା ଗରେଅନି ବାରଇକରି ଜିବାବେଲେ ତାର୍‌ ଗଟେକ୍‌ ସିସ୍‌ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍‌ ବଡ୍‌ ପାକ୍‌ନାଇ ମନ୍ଦିର୍‌ କେତେକ୍‌ ସୁନ୍ଦର୍‌ ଅଇ ତିଆର୍‌ ଅଇଲାଆଚେ!”
2 Tedy Ježíš odpovídaje, řekl jemu: Vidíš toto tak veliké stavení? Nebudeť ostaven kámen na kameni, kterýž by nebyl zbořen.
ଜିସୁ ତାକେ କଇଲା, “ତୁଇ ଏ ବଡ୍‌ ବଡ୍‌ ପାକ୍‌ନାଇ ତିଆର୍‌ ଅଇଲା ପର୍‌ମେସରର୍‌ ଗର୍‌ ଦେକ୍‌ଲୁସ୍‌ନି? ଏ ସବୁ ଗର୍‌ ନସ୍‌ଟ ଅଇଜାଇସି । ସବୁ ପାକ୍‌ନାମନ୍‌ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍‌ ପାକ୍‌ନା ଆରି ଗଟେକ୍‌ ପାକ୍‌ନାର୍‌ ଉପ୍‌ରେ ନ ରଏ ।”
3 A když se posadil na hoře Olivetské proti chrámu, otázali se jeho obzvláštně Petr, Jakub a Jan a Ondřej, řkouce:
ତାର୍‌ପଚେ ଜିସୁ ପର୍‌ମେସରର୍‌ ଗରର୍‌ ମୁଆଟେ ରଇଲା ଜିତ୍‌ ନାଉଁର୍‌ ଗଚ୍‌ମନ୍‌ ରଇବା ଡଙ୍ଗ୍‌ରେ ବସିରଇଲା । ସେବେଲା ପିତର୍‌, ଜାକୁବ୍‌, ଜଅନ୍‌ ଆରି ଆନ୍ଦ୍‌ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍‌ଲାଇ ।
4 Pověz nám, kdy to bude? A které znamení, když se toto všecko bude plniti?
“ଏ ସବୁ ଗଟ୍‍ନା କେବେ ଅଇସି ଆରି ସବୁ ଅଇବା ଚିନ୍‌ମନ୍‌ କାଇଟା, ଆମ୍‌କେ କଇଦେ ।” ବଲି କଇଲାଇ ।
5 Ježíš pak odpovídaje jim, počal praviti: Vizte, aby vás někdo nesvedl.
ଜିସୁ ସେମନ୍‌କେ କଇଲା, “ତମେ ଜାଗ୍‌ରତ୍‌ ଅଇକରି ରୁଆ, ତମ୍‌କେ କେ ମିସା ନ ନାଡାଅତ୍‌ ।
6 Neboť mnozí přijdou ve jménu mém, řkouce: Já jsem Kristus, a mnohéť svedou.
କାଇକେବଇଲେ ବେସି ଲକ୍‌ମନ୍‌ ମର୍‌ ନାଉଁ ଦାରି, ସେମନ୍‌ କିରିସ୍‌ଟ ବଲି ବେସି ଲକ୍‌ମନ୍‌କେ ବୁଲ୍‌କାଇବାଇ ।
7 Když pak uslyšíte boje a pověst o válkách, nestrachujte se; nebo musí to býti, ale ne ihned konec.
ମାତର୍‌ ଜେଡେବେଲେ ତମେ ଜୁଇଦର୍‌ ବିସଇ ନଇଲେ ଜୁଇଦ୍‌ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍‌ମନ୍‌ କଇବାଟା ସୁନ୍‌ଲେ, କିଲ୍‌ବିଲ୍‌ ନ ଉଆ । ଏ ସବୁ ଗଟ୍‍ନା ଅଇସି, ମାତର୍‌ ସେଦାପ୍‌ରେ ଆକା ଜୁଗ୍‌ ସେସ୍‌ ନଏଁ ।
8 Povstaneť zajisté národ proti národu a království proti království, a bude zemětřesení po místech, a hladové i bouřky.
କାଇକେବଇଲେ, ଗଟେକ୍‌ ଦେସର୍‌ ଲକ୍‌ମନ୍‌ ଆରି ଗଟେକ୍‌ ଦେସର୍‌ ଲକ୍‌ମନର୍‍ ବିରଦେ ଜୁଇଦ୍‌ କର୍‌ବାଇ । ଗଟେକ୍‌ ରାଇଜ୍‌ ଆରିଗଟେକ୍‌ ରାଇଜର୍‌ ବିରଦେ ଉଟ୍‌ବାଇ । ବେସି ଜାଗାଇ ଦର୍‌ତନି ଚୁଲ୍‌ବୁଲ୍‌ସି, ଆରି ବେସି ଜାଗାଇ ମର୍‌ଡି ଅଇସି । ଏସବୁ ଗଟ୍‍ନା ଗଟେକ୍‌ ପିଲା ଜନମ୍‌ ଅଇବା ଆଗ୍‌ତୁ ଆଇବା ଦୁକାସୁକା ପାରା ଅଇସି ।”
9 A toť budou počátkové bolesti. Vy pak šetřte se. Nebo vydávati vás budou na sněmy a do shromáždění; budete biti, a před vladaři a králi stanete pro mne, na svědectví jim.
“ଏନ୍ତି ସବୁ ଅଇବା ବେଲା ତମେ ଜାଗ୍‌ରତ୍‌ ରୁଆ । ଲକ୍‌ମନ୍‌ ତମ୍‌କେ ବାନ୍ଦିକରି ବିଚାର୍‌ କର୍‌ବା ଲକ୍‌ମନ୍‍କେ ସର୍‌ପିଦେବାଇ । ସେମନ୍‌ ନିଆଇ କର୍‌ବା ଜାଗାଇ ତମ୍‌କେ ମାରିପାକାଇବାଇ । ତମେ ମର୍‌ ସିସ୍‌ ଅଇରଇବା ଲାଗି, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ ଆରି ରାଜାମନର୍‌ ମୁଆଟେ ଟିଆ କରାଇବାଇ । ତମେ ମର୍‌ଟାନେ ବିସ୍‌ବାସ୍‌ କଲା ବିସଇ ତେଇ ସାକି ଦେଇସା ।
10 Ale ve všech národech nejprv musí býti kázáno evangelium.
୧୦ଏ ସବୁ ଗଟ୍‍ନା ଅଇଜିବା ଆଗ୍‌ତୁ, ସବୁ ଦେସର୍‌ ଲକ୍‌ମନର୍‌ ଲଗେ, ଏ ନିମାନ୍‌ କବର୍‌ କେଟ୍‌ବାର୍‌ ଆଚେ ।
11 Když pak vás povedou vyzrazujíce, nestarejte se, co byste mluvili, aniž o to pečlivě přemyšlujte, ale což vám bude dáno v tu hodinu, to mluvte; nebo nejste vy, jenž mluvíte, ale Duch svatý.
୧୧ସେମନ୍‌ ତମ୍‌କେ ବନ୍ଦିକରି ବିଚାର୍‌ କର୍‌ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍‌ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍‌ ଆଚେ, ସେ କାତା ପର୍‌ମେସର୍‌ ତମ୍‌କେ ସମାନ୍‌ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍‌ ମାତର୍‌ ସୁକଲ୍‌ଆତ୍‌ମା ତମର୍‌ଟାନେଅନି କାତା କଇସି ।
12 Vydáť pak bratr bratra na smrt a otec syna, a povstanou děti proti rodičům, a budou je mordovati.
୧୨ବାଇ ବାଇକେ ମରାଇବାତେଇ ସର୍‌ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍‌ପି ଦେବାଇ ଆରି ପିଲାଟକିମନ୍‌ ତାକର୍‌ ମାଆ ବାବା ବିରୁଦେ ଉଟିକରି ସେମନ୍‌କେ ମରାଇବାକେ ସର୍‌ପିଦେବାଇ ।
13 A budete v nenávisti všechněm pro jméno mé. Ale kdož setrvá až do konce, tenť spasen bude.
୧୩ତମେ ମର ସିସ୍‌ ଅଇରଇଲାର୍‌ ଲାଗି ସବୁ ଲକ୍‌ମନ୍‌ ତମ୍‌କେ ଗିନ୍‌ କର୍‌ବାଇ । ମାତର୍‌ ଜେ ସାରାସାରି ଜାକ ମୁର୍‌ଚି କରି ରଇସି, ସେ ରକିଆପାଇସି ।”
14 Když pak uzříte ohavnost zpuštění, o kteréž povědíno jest skrze Daniele proroka, ana stojí, kdež by státi neměla, (kdo čte, rozuměj, ) tehdáž ti, kdož jsou v Židovstvu, ať utekou na hory.
୧୪“ମାତର୍‌ ତମେ ଜେଡେବେଲା କେ ମନ୍‍ ନ କର୍‌ବାଟା ଆରି ନାସ୍‌ ଅଇବା ଦିନ୍‌ସୁ ଜନ୍‌ଟାକି ସୁକଲ୍‌ ଜାଗାଇ ସଙ୍ଗଇବାର୍‌ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍‌ଲେ, ତମେ ସେ ଜାଗାଇଅନି ପାଲାଇବାର୍‌ ଆଚେ । ଏ ବିସଇ ପଡ୍‌ବା ଲକ୍‌ମନ୍‌, ତମେ ଏ କାତା ବୁଜା । ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
15 A kdož na střeše jest, nesstupuj do domu, ani vcházej, aby co vzal z domu svého.
୧୫ଜଦି କେ ଗରର୍‌ ଚାଉନି ଉପ୍‌ରେ ରଇସିବଇଲେ, ସେ ଗର୍‌ ବିତ୍‌ରେ ତାର୍‌ କାଇମିସା ଦିନ୍‌ସୁ ଆନ୍‌ବି ବଲିକରି ନ ଜାଅ ।
16 A kdo na poli, nevracuj se zase, aby vzal roucho své.
୧୬ଜଦି କେ ଚାସ୍‌ ରଇବା ପଦାଇ ରଇସି, ସେ ତାର୍‌ ଚାଦର୍‌ ଆନ୍‌ବାକେ ଗରେ ବାଉଡି ନ ଜାଅ ।
17 Běda pak těhotným a těm, kteréž krmí v těch dnech.
୧୭ଗାଗ୍‌ଡେ ରଇଲା ମାଇଜିମନର୍‌ପାଇ ଆରି ଦୁଦ୍‌ କୁଆଇବା ମାଇଜିମନର୍‌ ପାଇ ସେବେଲେ ପାଲାଇବାକେ ବେସି କସ୍‌ଟ ଅଇସି ।
18 Protož modlte se, aby utíkání vaše nebylo v zimě.
୧୮ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅଇବାକେ ପାର୍‌ତନା କରା ।
19 Neboť budou ti dnové plní takového soužení, jakéhož nebylo od počátku stvoření, kteréž Bůh stvořil, až dosavad, aniž potom bude.
୧୯କାଇକେବଇଲେ ପର୍‌ମେସର୍‌ ଏ ଦୁନିଆ ତିଆର୍‌କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍‌ କସ୍‌ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍‌ କସ୍‌ଟର୍‌ ଗଟ୍‍ନା ସେ ଦିନ୍‌ମନ୍‌କେ ଅଇସି ।
20 A byť neukrátil Pán těch dnů, nebyl by spasen žádný člověk. Ale pro vyvolené, kteréž vyvolil, ukrátil těch dnů.
୨୦ଜଦି ପର୍‌ମେସର୍‌ ଅପର୍‌ବଲ୍‌ ଦୁକର୍‌ ଦିନ୍‌ମନ୍‌ ଉନା ନ କରି ରଇଲେ, ତେବେ ଦୁନିଆର୍‌ କେ ମିସା ରକିଆ ନ ପାଇକରି ମରି ଜିବାର୍‌ ଅଇତା । ମାତର୍‌ ସେ ଜନ୍‌ ଲକ୍‌ମନ୍‌କେ ବାଚିଆଚେ ସେ ଲକ୍‌ମନର୍‌ପାଇ ସେ ଦୁକର୍‌ ଦିନ୍‌ମନ୍‌ ଉନା କଲାଆଚେ ।”
21 A tehdáž řekl-li by vám kdo: Aj teď jest Kristus, aneb, aj tamto, nevěřte.
୨୧ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
22 Neboť povstanou falešní Kristové a falešní proroci, a budou činiti divy a zázraky k svedení, by možné bylo, také i vyvolených.
୨୨ସେଦିନ୍‌ମନ୍‌କେ ମୁଇଆକା କିରିସ୍‌ଟ । ବଲିକରି ମିଚ୍‌ କଇବା ବବିସତ୍‌ କଇବାଲକ୍‌, ବିନ୍‌ ବିନ୍‌ ରକାମର୍‌ ଚିନ୍‌ ଆରି କାବା ଅଇଜିବା କାମ୍‌ମନ୍‌ ଦେକାଇବାଇ । ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌ ତମ୍‌କେ ମିସା ନାଡାଇବାକେ ଚେସ୍‌ଟା କର୍‌ବାଇ ।
23 Vy pak šetřte se. Aj, předpověděl jsem vám všecko.
୨୩ସେଦିନ୍‌ମନ୍‌କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍‌ରତ୍‌ ଅଇ ରୁଆ । ସେଟାର୍‌ପାଇ, ଦେକା ସେ ବେଲା ନ ଆଇବା ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
24 V těch pak dnech, po soužení tom, slunce se zatmí a měsíc nedá světla svého.
୨୪ସେଦିନ୍‌ମନ୍‌କେ, ସେ ଦୁକର୍‌ ଗଟ୍‍ନା ଅଇଲାପଚେ ବେଲ୍‌ ଉଜଲ୍‌ ନ ଦେଇକରି ଆନ୍ଦାର୍‌ ଅଇଜାଇସି ଆରି ଜନ୍‌ ମିସା ଉଜଲ୍‌ ନ ଦେଏ ।
25 A hvězdy nebeské budou padati, a moci, které jsou na nebi, pohnou se.
୨୫ତାରାମନ୍‌ ବାଦ୍‌ଲେଅନି ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌କେ ପର୍‌ମେସର୍‌ ଆଲାଇଦେଇସି ।
26 A tehdážť uzří Syna člověka, an se béře v oblacích s mocí velikou a s slavou.
୨୬“ସେବେଲା ନର୍‌ପିଲା ମୁଇ, ବେସି ବପୁତେଇ ଆରି ଡାକ୍‌ପୁଟା ସଙ୍ଗ୍‌ ବାଦଲ୍‌ଟାନେ ଆଇବାଟା ଲକ୍‌ମନ୍‌ ଦେକ୍‌ବାଇ ।
27 I tehdyť pošle anděly své, a shromáždí vyvolené své ode čtyř větrů, od končin země až do končin nebe.
୨୭ସେବେଲା ମର୍‌ ଦୁତ୍‌ମନ୍‌କେ ପାଟାଇକରି ଦୁନିଆ ସାର୍‌ଲାଅନି ଆରି ସରଗ୍‌ ଚିଡ୍‌ଲା ତେଇଅନି ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌କେ ଟୁଲିଆଇବି ।”
28 Od fíku pak učte se podobenství: Když již ratolest jeho odmladne a vypučí se listí, znáte, že blízko jest léto.
୨୮“ଏବେ ଡୁମ୍‌ରି ଗଚର୍‌ ଉଦାଅରନ୍‌ ଅନି ଏ ବିସଇ ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କରି, କାଁଚାପତ୍‌ରିଆ ଡିସ୍‌ଲେ, କାରାଦିନ୍‌ କେଟ୍‌ଲା ବଲିକରି ତମ୍‌କେ କେ ନ କଇଲେମିସା ଜାନାସ୍‌ ।
29 Takž i vy, když uzříte, ano se tyto věci dějí, vězte, že blízko jest a ve dveřích království Boží.
୨୯ସେନ୍ତିସେ ତମେ ଏ ସବୁ ଗଟ୍‍ନା ଦେକ୍‌ବାବେଲେ, ମୁଇ ଆଇବା ଦିନ୍‌ କେଟ୍‌ଲା, ବଲିକରି ଜାନ୍‌ସା ।
30 Amen pravím vám, žeť nepomine pokolení toto, až se tyto všecky věci stanou.
୩୦ମୁଇ ତମ୍‌କେ ସତ୍‌କାତା କଇଲିନି, ଏ ଗଟ୍‍ନା ନ ଅଇବାଜାକ, ଏବେ ରଇଲା ଲକ୍‌ମନ୍‌ ନ ମରତ୍‌ ।
31 Nebe a země pominou, ale slova má nepominou.
୩୧ବାଦଲ୍‌ ଆରି ତେଇ ଉଜଲ୍‌ ଅଇ ରଇବାଟାମନ୍‌, ଦୁନିଆଇ ଆରି ତେଇରଇବା ସବୁ ଦିନ୍‌ସୁ ନାସ୍‌ ଅଇବା ସାରାସାରି ଦିନ୍‌ ଆଇସି, ମାତର୍‌ ମର୍‌ ବାକିଅ କେବେ ମିସା ନ ସାରେ ।”
32 Ale o tom dni a hodině žádný neví, ani andělé, jenž jsou v nebesích, ani Syn, jediné sám Otec.
୩୨“ମାତର୍‌ ସବୁ ଗଟ୍‍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍‌ । ସରଗର୍‌ ଦୁତ୍‌ କି ସତ୍‌ ମାପ୍‌ରୁର୍‌ ପିଲା ମୁଇ ମିସା ନାଜାନି । ମର୍‌ ବାବା ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ଜାନିଆଚେ ।
33 Vizte, bděte a modlte se; nebo nevíte, kdy bude ten čas.
୩୩ସେ ଦିନ୍‌ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍‌ । ସେଟାର୍‌ପାଇ ତମେ ଜାଗ୍‌ରତ୍‌ ଅଇ ତିଆର୍‌ଅଇ ରୁଆ ।
34 Syn člověka zajisté jest jako člověk, kterýž daleko odšel, opustiv dům svůj, a poručiv služebníkům svým vladařství, a jednomu každému práci jeho, vrátnému přikázal, aby bděl.
୩୪ମୁଇ ଆଇବା ଦିନ୍‌, ଏନ୍ତି ଗଟେକ୍‌ ଲକ୍‌ ତାର୍‍ ଗର୍‌ ଚାଡି ବିନ୍‌ ଦେସେ ଜିବା ବିସଇ ସମାନ୍‍ କରିଅଇସି । ସେ ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ ଡାକିକରି ସେମନ୍‌ କାଇ କାଇ କାମ୍‌ କର୍‌ବାର୍‌ଆଚେ, ସେ ସବୁ ବିସଇ ସେମନ୍‌କେ କଇଲା । ବାଟ୍‌ ଡିଆଗଡି ଜାଗ୍‌ବା ଗତିଦାଙ୍ଗ୍‌ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
35 Protož bděte; nebo nevíte, kdy Pán domu přijde, u večer-li, čili o půlnoci, čili když kohouti zpívají, čili ráno;
୩୫ତମେମିସା ଜାଗୁଆଲର୍‌ ପାରା ଜାଗ୍‌ରତ୍‌ ଅଇ ରୁଆ । କାଇକେବଇଲେ ସାଉକାର୍‌ ସଞ୍ଜ୍‌ବେଲା, କି ମଜାରାତି, କି କୁକ୍‌ଡାଡାକେ କି ସାକ୍‌ଲିଆ ଆଇସି ସେଟା ତମେ ନାଜାନାସ୍‌ ।
36 Aby snad přijda v nenadále, nenalezl vás, a vy spíte.
୩୬ଜଦି ସେ ଅଟାତ୍‌ ଆସିକରି ଦେକ୍‌ଲାବେଲେ, ତମେ ଇସ୍‌ରାଇଲର୍‌ ଲକ୍‌ମନର୍‌ ପାରା ରଇବାଟା ସେ ଦେକ୍‌ବାର୍‌ନାଇ ।
37 A cožť vám pravím, všechněmť pravím: Bděte.
୩୭ମୁଇ ତମ୍‌କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍‌କେ କଇଲିନି । ମୁଇ ଆଇବା ଦିନ୍‌ପାଇ ତିଆର୍‌ ଅଇକରି ସବୁବେଲା ଜାଗ୍‌ରତ୍‌ ଅଇକରି ରୁଆ ।”

< Marek 13 >