< Lukáš 8 >

1 I stalo se potom, že on chodil po městech a po městečkách, káže a zvěstuje království Boží, a dvanácte s ním,
ତେଇଅନି ଚନେକ୍‌ ଗାଲାପଚେ, ଜିସୁ ନଅରେ ନଅରେ ଆରି ଗାଏଁ ଗାଏଁ ପର୍‌ମେସରର୍‌ ରାଇଜର୍‌ ସୁବ୍‌କବର୍‌ କଇ ବୁଲ୍‌ବାର୍‌ ଦାର୍‌ଲା, ଆରି ବାରଟା ସିସ୍‌ମନ୍‌ ତାର୍‌ ସଙ୍ଗ୍‌ ରଇଲାଇ ।
2 I ženy některé, kteréž byly uzdraveny od duchů zlých a od nemocí: Maria, jenž slove Magdaléna, z nížto bylo sedm ďáblů vyšlo,
ଜନ୍‌ ମାଇଜିମନ୍‌ ଡୁମାଦାର୍‌ଲା ଟାନେଅନି ଆରି ଜର୍‌ଦୁକା ଟାନେଅନି ନିକ ଅଇରଇଲାଇ, ସେମନ୍‌ ମିସା ତାର୍‌ ସଙ୍ଗ୍‌ ରଇଲାଇ । ମାଇଜିମନର୍‌ ବିତ୍‌ରେ ଅନି ମରିୟମ୍‌ ଜାକେ କି ମଗ୍‌ଦଲିନି ମରିୟମ୍‌ ବଲି କଇବାଇ । ଜାର୍‌ଟାନେଅନି ସାତ୍‌ଟା ଡୁମା ବାରଇ ଜାଇରଇଲାଇ ।
3 A Johanna manželka Chuzova, úředníka Herodesova, a Zuzanna, a jiné mnohé, kteréž posluhovaly jemu z statků svých.
ଏରଦ୍‌ ରାଜାର୍‌ ଗୁମସ୍‌ତା କୁଜାର୍‌ ମାଇଜି ଜଆନା, ସସନା, ଆରି କେତେକ୍‌ କେତେକ୍‌ ମାଇଜିମନ୍‌, ଜିସୁର୍‌ ସଙ୍ଗ୍‌ ରଇ ନିଜର୍‌ ନିଜର୍‌ ଦନ୍‌ ସାରାଇ ତାକେ ସେବା କର୍‌ତେରଇଲାଇ ।
4 Když se pak scházel zástup mnohý, a z okolních měst hrnuli se k němu, mluvil jim v podobenství:
ଜେଡେବେଲେ ଲକ୍‌ମନ୍‌ ଗଟେକ୍‌ ଜାଗାଇ ଟୁଲ୍‌ଅଇଲାଇ, ଆରି ନଅରେ ନଅରେ ଅନି ତାର୍‌ଲଗେ ଆଇଲାଇଜେ ଜିସୁ ଏନ୍ତି ଉଦାଅରନ୍‌ ଦେଇ କଇଲା,
5 Vyšel rozsevač, aby rozsíval símě své. A když on rozsíval, jedno padlo podle cesty, i pošlapáno jest, a ptáci nebeští szobali je.
“ଗଟେକ୍‌ ଚାସି ତାର୍‌ ବିଅନ୍‌ ବୁନ୍‌ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍‌ ବାଟେ ଅଦର୍‌ଲା । ଲକ୍‌ମନ୍‌ ସେଟା ମାଣ୍ଡ୍‌ଚୁଣ୍ଡ କରିଦେଲାଇ ଆରି ଚଡଇମନ୍‌ ଆସି କାଇଦେଲାଇ ।
6 A jiné padlo na skálu, a vzešlé uvadlo, nebo nemělo vláhy.
କେତେଟା ପାକ୍‌ନା ବାଡି ରଇଲା ବୁଏଁ ଅଦର୍‌ଲା, ସେଟା ଆଁକ୍‌ରି ଗାଜା ଅଇଲା, ମାତର୍‌ ମାଟି ନ ବିଜିରଇଲାଜେ ସୁକିଗାଲା ।
7 Jiné pak padlo mezi trní, a spolu vzrostlé trní udusilo je.
କେତେଟା କାଟାବୁଟାମନର୍‌ ମଜାଇ ଅଦର୍‌ଲା । କାଟାବୁଟାମନ୍‌ ଦାପ୍‌ରେ ବଡିକରି ଆଁକର୍‌ଲାଟାମନ୍‌କେ ଚାପିଦେଲା ।
8 A jiné padlo v zemi dobrou, a když vzešlo, učinilo užitek stý. To pověděv, volal: Kdo má uši k slyšení, slyš.
ଆରି ବାକି କେତେଟା ନିକ ଜମିଟାନେ ଅଦର୍‌ଲା ଆରି ସଏ ଗୁନ୍‌ ପଲ୍‌ ପଲ୍‌ଲା ।” ଏଟା କଇସାରାଇ ଜିସୁ ଆଉଲିଅଇକରି କଇଲା, “ଜାକେ ସୁନ୍‌ଲାପାରା କାନ୍‌ ଆଚେ, ସେ ସୁନ ।”
9 I otázali se ho učedlníci jeho, řkouce: Jaké jest to podobenství?
ତାର୍‌ ସିସ୍‌ମନ୍‌ ଏ ଉଦାଅରନ୍‌ ଦେଇରଇବାଟା କାଇଟା ଅଇରଇସି ବଲି ତାକେ ପାଚାର୍‌ବାର୍‌ ଦାର୍‌ଲାଇ ।
10 A on řekl: Vám dáno jest znáti tajemství království Božího, ale jiným v podobenství, aby hledíce, neviděli, a slyšíce, nerozuměli.
୧୦ତେଇ ଜିସୁ ସେମନ୍‌କେ କଇଲା, “ପର୍‌ମେସରର୍‌ ରାଇଜର୍‌ ଟିକିନିକି ବିସଇ ଜାନତ୍‌ ବଲି ତମ୍‌କେ ଗିଆନ୍‌ ଦିଆଅଇଲାଆଚେ, ମାତର୍‌ ବିନ୍‌ଲକ୍‌ମନ୍‌କେ ଉଦାଅରନ୍‌ ଦେଇ କ‍ଇଅଇସି, ଜେନ୍ତାରିକି ସେମନ୍‌ ଦେକି ଦେକି ନ ଦେକତ୍‌ କି ସୁନି ସୁନି ମିସା ନ ବୁଜତ୍‌ ।”
11 Jestiť pak podobenství toto: Símě jest slovo Boží.
୧୧“ଉଦାଅରନର୍‌ କାତା ଏନ୍ତାରି, ବିଅନ୍‌ ଅଇଲାନି ପର୍‌ମେସରର୍‌ ବାକିଅ ।
12 A kteréž padlo podle cesty, jsou ti, kteříž slyší, a potom přichází ďábel, a vynímá slovo z srdce jejich, aby nevěříce, spaseni nebyli.
୧୨ବାଟ୍‌ଲଗେ ଅଦର୍‌ଲା ବିଅନ୍‌, ଏନ୍ତାରି ଲକ୍‌ମନର୍‌ପାରା, ଜେମନ୍‌ ବାକିଅ ସୁନ୍‌ବାଇ । ତାର୍‌ପଚେ ସଇତାନ୍‌ ଆସି, ଜେନ୍ତିକି ସେମନ୍‌ ବିସ୍‌ବାସ୍‌ କରି ରକିଆ ନ ପାଅତ୍‌, ସେ ଲକ୍‌ମନର୍‌ ମନ୍‌ବିତ୍‌ରେଅନି ବାକିଅ ଜିକିନେଇସି ।
13 Ale kteříž na skálu, ti když slyší, s radostí příjímají slovo, a tiť kořenů nemají; ti na čas věří, a v čas pokušení odstupují.
୧୩ପାକ୍‌ନାବାଡି ବୁଏଁ ଅଦର୍‌ଲା ବିଅନ୍‌ ଏନ୍ତାରି ଲକ୍‌ମନ୍‌କେ ବୁଜାଇସି । ସେମନ୍‌ ବାକିଅ ସୁନି ସାର୍‌ଦାସଙ୍ଗ୍‌ ମାନ୍‌ବାଇ, ମାତର୍‌ ସେମନ୍‌କେ ଚେର୍‌ ନ ରଇଲାର୍‌ପାଇ ବଲି ଚନେକ୍‌ ବିସ୍‌ବାସ୍‌ କର୍‌ବାଇ ଆରି କାଇଆଲେ ପରିକା ବେଲାଇ ବିସ୍‌ବାସ୍‌ ଚାଡିଦେବାଇ ।
14 Kteréž pak mezi trní padlo, tiť jsou, kteříž slyšíce, a po pečování a zboží a rozkošech života jdouce, bývají udušeni, a nepřinášejí užitku.
୧୪ଆରି କାଟାବୁଟାମନର୍‌ ମଜାଇ ଅଦର୍‌ଲା ବିଅନ୍‌ ଏନ୍ତାରି ଲକ୍‌ମନ୍‌କେ ବୁଜାଇସି । ଜନ୍‌ଲକ୍‌ମନ୍‌ ବାକିଅ ସୁନ୍‌ବାଇ, ମାତର୍‌ ଜଗତର୍‌ ଚିନ୍ତା, ଦନ୍‌ ସଁପତିର୍‌ ଚିନ୍ତା କରି କରି ଚାପିଅଇଜିବାଇ । ତେଇ ନିକ ଦାନ୍‌ ନ ଅଏ ।
15 Ale kteréž padlo v zemi dobrou, ti jsou, kteřížto v srdci ctném a dobrém, slyšíce slovo, zachovávají je, a užitek přinášejí v trpělivosti.
୧୫ଆରି ନିମାନ୍‌ ବୁଏଁ ଅଦର୍‌ଲା, ବିଅନ୍‌ ଏନ୍ତାରି ଲକ୍‌ମନ୍‌କେ ବୁଜାଇସି । ଜନ୍‌ ଲକ୍‌ମନ୍‌ କି ନିମାନ୍‌ ଆରି ଦରମ୍‌ ମନେ ବାକିଅ ସୁନିକରି ସେଟା ଡାଟ୍‌ ସଙ୍ଗ୍‌ ଦାରି ସଙ୍ଗଇବାଇ ଆରି ଜାଗିରଇକରି ପଲ୍‌ପଲ୍‌ବାଇ ।”
16 Nižádný pak rozsvítě svíci, nepřikrývá jí nádobou, ani staví pod postel, ale na svícen staví, aby ti, kteříž vcházejí, světlo viděli.
୧୬“ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍‌ । କି କଟ୍‌ ତଲେ ନ ସଙ୍ଗଅତ୍‌ । ମାତର୍‌ ବତି କୁଦ୍‌ରା ଉପ୍‌ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍‌ମନ୍‌ ଉଜଲ୍‌ ଦେକିପାରତ୍‌ ।”
17 Nebo nic není tajného, což by nemělo býti zjeveno, ani co ukrytého, což by nemělo poznáno býti a na světlo vyjíti.
୧୭“କାଇକେବଇଲେ, ଏନ୍ତାରି ଲୁଚିରଇବା ବିସଇ କାଇଟା ନାଇ, ଜନ୍‌ଟା ଜାନା ନ ପଡେ । ଡାବିଅଇରଇବା ବିସଇ କାଇଟା ନାଇ ଜନ୍‌ଟା ଉଗାଡି ନଏଁ ।”
18 Protož vizte, jak slyšíte. Nebo kdož má, tomu bude dáno, a kdo nemá, i to, což domnívá se míti, bude odjato od něho.
୧୮“ସେଟାର୍‌ ପାଇ, ଜେନ୍ତାରି ସୁନ୍‌ସା, ସେ ବିସଇ ନେଇକରି ଜାଗ୍‌ରତ୍‌ ରୁଆ । କାଇକେବଇଲେ ଜାକେ ଆଚେ ତାକେ ଅଦିକ୍‌ ଦିଆଅଇସି । ଆରି ଜାକେ ନାଇ, ସେ ଜେତ୍‌କି ନିଜର୍‌ଟା ଆଚେ ବଲି ବାବ୍‌ସି, ସେ ଅଲପ୍‌ଟା ମିସା ତାର୍‌ଟାନେଅନି ନିଆଅଇସି ।”
19 Tedy přišli k němu matka a bratří jeho, ale nemohli ho dojíti pro zástup.
୧୯ଜିସୁର୍‌ ମାଆ ଆରି ବାଇମନ୍‌ ତାର୍‍ ଲଗେ ଆଇଲାଇ । ମାତର୍‌ ଲକ୍‌ମନ୍‌ ଜବର୍‌ ରଇଲାଇକେ ତାର୍‌ ସଙ୍ଗ୍‌ ମିସିନାପାର୍‌ତେ ରଇଲାଇ ।
20 I pověděli mu, řkouce: Matka tvá a bratří tvoji stojí vně, chtíce tebe viděti.
୨୦ତେଇ ଜିସୁକେ ଏ କବର୍‌ ଦେଲାଇ, “ତମର୍‌ ମାଆ ଆରି ବାଇମନ୍‌ ତକେ ଦେକ୍‌ବାକେ ମନ୍‌କରି ବାଇରେ ଟିଆଅଇଲାଇ ଆଚତ୍‌ ।”
21 A on odpověděv, řekl k nim: Matka má a bratří moji jsou ti, kteříž slovo Boží slyší a plní je.
୨୧ମାତର୍‌ ଜିସୁ ଲକ୍‌ମନ୍‌କେ କ‍ଇଲା, “ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ସୁନ୍‌ବାଇ ଆରି ମାନ୍‌ବାଇ ସେମନ୍‌ ମର୍‌ ମାଆ ଆରି ବାଇମନ୍‌ ।”
22 Stalo se pak v jeden den, že on vstoupil na lodí i učedlníci jeho. I řekl k nim: Přeplavme se přes jezero. I odstrčili lodí od břehu.
୨୨ଦିନେକ୍‌ ଜିସୁ ଆରି ତାର୍‌ ସିସ୍‌ମନ୍‌ ଗଟେକ୍‌ ଡଙ୍ଗାଇ ଚଗ୍‌ଲାଇ, ଆରି ସେ ସିସ୍‌ମନ୍‌କେ କଇଲା, “ଆସା, ଗାଡ୍‌ ସେପାଟେ ଜୁ ।” ତେଇ ସେମନ୍‌ ଡଙ୍ଗା ମେଲ୍‌ଲାଇ ।
23 A když se plavili, usnul. Tedy přišla bouře tuhého větru na jezero, a vlny lodí naplňovaly, takže v nebezpečenství byli.
୨୩ମାତର୍‌ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍‌କିବେଲେ ଗାଡେ ଅଟାତ୍‌ ବାଉପବନ୍‌ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍‌ତି ଅଇବାର୍‌ ଦାର୍‌ଲା । ସେମନ୍‌ ବଡ୍‌ ବିପଦେ ପଡିଗାଲାଇ ।
24 I přistoupivše, zbudili ho, řkouce: Mistře, Mistře, hyneme. A on procítiv, přimluvil větru a zdutí vod. I přestala bouře, a stalo se utišení.
୨୪ତେଇ ସିସ୍‌ମନ୍‌ ଜିସୁର୍‌ଲଗେ ଆସି ତାକେ ଉଟାଇ କଇଲା “ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ!” ତେଇ ଜିସୁ ଉଟିକରି ପବନ୍‌ ଆରି ବଡ୍‌ ଲଅଡିକେ ଦମ୍‌କାଇଲା, ଆରି ସେଟା ସବୁ ଚିମ୍‌ରାଇଅଇ ତବିର୍‌ ଅଇଲା ।
25 I řekl jim: Kde je víra vaše? Kteřížto bojíce se, podivili se, vespolek řkouce: I kdo jest tento, že větrům přikazuje i vodám, a poslouchají ho?
୨୫ସେ ସିସ୍‌ମନ୍‌କେ କଇଲା, “ତମର୍‌ ବିସ୍‌ବାସ୍‌ କେନେ ଅଇଲା?” ମାତର୍‌ ସେମନ୍‌ ଡରିକରି କାବାଅଇ ନିଜେ ନିଜେ କଇବାର୍‌ ଦାର୍‌ଲାଇ । “ତେବେ ଏ କେ ଜେ ପବନ୍‌ ଆରି ପାନିକେ ମିସା ଆଦେସ୍‌ ଦେଲା ଦାପ୍‌ରେ, ସେଟା ସବୁ ତାର୍‌ ଆଦେସ୍‌ ମାନ୍‌ବାଇ ।”
26 I plavili se do krajiny Gadarenské, kteráž jest proti Galilei.
୨୬ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଗାଲିଲି ମୁଆଟର୍‌ ସେପାଟେ ଗରାସିୟମନର୍‌ ଜାଗାଇ କେଟ୍‌ଲାଇ ।
27 A když z lodí vystoupil na zemi, potkal jej muž jeden z města, kterýž měl ďábelství od mnoha časů, a rouchem se neodíval, ani v domu býval, ale v hrobích.
୨୭ଜିସୁ ଡଙ୍ଗାଇଅନି ଉତର୍‌ଲା ଦାପ୍‌ରେ, ସେ ନଅରର୍‌ ଗଟେକ୍‌ ଡୁମାଦାର୍‌ଲା ଲକ୍‌ ତାକେ ବେଟ୍‌ଅଇଲା । ସେ ବେସି ଦିନେଅନି କାଇଟା ନ ପିନ୍ଦିକରି ଗରେ ନ ରଇ, ମସ୍‌ନେ ରଇତେ ରଇଲା ।
28 Ten uzřev Ježíše zkřikl a padl před ním, a hlasem velikým řekl: Co je tobě do mne, Ježíši, Synu Boha nejvyššího? Prosím tebe, netrap mne.
୨୮ସେ ଜିସୁକେ ଦେକି କିର୍‌କିରି ତାର୍‌ ପାଦେ ଅଦ୍‌ରି, ଆଉଲିଅଇ କଇଲା, “ଏ ବେସି ବପୁର୍‌ସଙ୍ଗ୍‌ ରଇବା ପର୍‌ମେସରର୍‌ ପଅ ଜିସୁ, ମର୍‌ ଲଗେ ତମର୍‌ କାଇ କାମ୍‌ ଆଚେ? ମୁଇ ତମ୍‌କେ ବାବୁଜିଆ କରି କଇଲିନି, ମକେ କସ୍‌ଟ ନ ଦିଆ ।”
29 Nebo přikazoval duchu nečistému, aby vyšel z toho člověka. Po mnohé zajisté časy jím lomcoval, a býval ukován řetězy a v poutech ostříhán, ale on polámal okovy a býval od ďábelství puzen na poušť.
୨୯କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍‌ ଟାନେଅନି ବାରଇଜାଅ ବଲି ଆଦେସ୍‌ ଦେଇରଇଲା । ସେ ଡୁମା ସେଲକ୍‌କେ ଦାରିଲାଗିରଇଲା, ଆରି ଲକ୍‌ମନ୍‌ ତାକେ ସିକିଲି ସଙ୍ଗ୍‌ ବାନ୍ଦି ଜାଗ୍‌ତେ ରଇଲାଇ । ମାତର୍‌ ସେ ବାନ୍ଦ୍‌ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍‌କେ ଦାରିଜାଇତେରଇଲା ।
30 I otázal se Ježíš, řka: Jakť říkají? A on řekl: Tma. Neb bylo mnoho ďáblů vešlo do něho.
୩୦ଜିସୁ ତାକେ ପାଚାର୍‌ଲା, “ତର୍‌ ନାଉଁ କାଇ ନାଉଁ?” ସେ କଇଲା, ବାଇନି, କାଇକେ ବଇଲେ ତାକେ ଗାଦା ଡୁମାମନ୍‌ ଦାରି ରଇଲାଇ ।
31 Tedy prosili ho, aby jim nepřikazoval jíti do propasti. (Abyssos g12)
୩୧ଆରି ଜିସୁ ଜେନ୍ତିକି ସେମନ୍‌କେ ପାତାଲେ ଜିବାକେ ଆଦେସ୍‌ ନ ଦେଏ, ଏଟାର୍‌ ପାଇ ସେମନ୍‌ ତାକେ ବାବୁଜିଆ କର୍‌ବାର୍‌ ଦାର୍‌ଲାଇ । (Abyssos g12)
32 Bylo pak tu veliké stádo vepřů, kteříž se pásli na hoře. I prosili ho ďáblové, aby jim dopustil do nich vjíti. I dopustil jim.
୩୨ତେଇ କୁପ୍‌ଲି ଲଗେ ଗଟେକ୍‌ ମାନ୍ଦା ଗୁସ୍‌ରି ରାସି ଚାର୍‌ତେ ରଇଲାଇ । ଆରି ସେ ଜେନ୍ତାରି ସେମନ୍‌କେ ସେ ଗୁସ୍‌ରି ମାନ୍ଦାର୍‌ ମଜାଇ ପୁର୍‌ବାକେ ଆଦେସ୍‌ ଦେଇସି, ଏଟାର୍‌ ପାଇ ସେମନ୍‌ ଜିସୁକେ ବାବୁଜିଆ କଲାଇ ।
33 I vyšedše ďáblové z člověka, vešli do vepřů, a hned běželo stádo s chvátáním s vrchu do jezera, i ztonulo.
୩୩ଜିସୁ ସେମନ୍‌କେ ଆଦେସ୍‌ ଦେଲା ଦାପ୍‌ରେ ଡୁମାମନ୍‌ ସେ ମୁନୁସର୍‌ଟାନେଅନି ବାରଇ ଗୁସ୍‌ରି ରାସିର୍‌ ମଜାଇ ପୁର୍‌ଲାଇ । ପୁର୍‌ଲାକେ ଗୁସ୍‌ରି ମାନ୍ଦା ଜବର୍‌ ପାଲାଇକରି ଗଡ୍‌ଗଡାବାଟେ ଜାଇ ଗାଡେ ଅଦ୍‌ରି ମରିଗାଲାଇ ।
34 A viděvše pastýři, co se stalo, utekli pryč; a šedše, vypravovali to v městě i po vsech.
୩୪ଗୁସ୍‌ରି ଚାରାଇତେ ରଇଲା ଲକ୍‌ମନ୍‌ ସେ ଗଟ୍‍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍‌କେ ଜାଇ ସେ କାତା ଜାନାଇଲାଇ ।
35 I vyšli lidé, aby viděli, co se stalo. I přišli k Ježíšovi, a nalezli člověka toho, z kteréhož ďáblové vyšli, oděného a majícího rozum, an sedí u noh Ježíšových. I báli se.
୩୫ତେଇ ଲକ୍‌ମନ୍‌ ସେ ଗଟ୍‍ନା ଦେକ୍‌ବାକେ ବାରଇ ଆଇଲାଇ ଆରି, ସେମନ୍‌ ଜିସୁର୍‌ ଲଗେ ଆସି ଜନ୍‌ ମୁନୁସର୍‌ ଟାନେଅନି ଡୁମାମନ୍‌ ବାରଇଲାଇ, ସେ ଲକ୍‌ ଲୁଗା ପିନ୍ଦି ନିକ ମନର୍‌ ସଙ୍ଗ୍‌ ଜିସୁର୍‌ ପାଦ୍‌ ତଲେ ବସି ରଇବାଟା ଦେକି ଡରିଗାଲାଇ ।
36 A vypravovali jim také ti, kteříž byli viděli, kterak jest zdráv učiněn ten, jenž měl ďábelství.
୩୬ଆରି ଜନ୍‌ଲକ୍‌ମନ୍‌ ଏଟା ସବୁ ଦେକି ରଇଲାଇ, ସେମନ୍‌ ସେ ଡୁମା ଦାର୍‌ଲା ଲକ୍‌ କେନ୍ତାରି ନିକ ଅଇଲା, ସେଟା ବିନ୍‌ ଲକ୍‌ମନ୍‌କେ ଜାନାଇଲାଇ ।
37 I prosilo ho to všecko množství té okolní krajiny Gadarenských, aby odšel od nich; nebo bázní velikou naplněni byli. A on vstoupiv na lodí, navrátil se.
୩୭ତେଇ ଗରାସିୟମନର୍‌ ଚାରିବେଡ୍‌ତିର୍‌ ଜାଗାର୍‌ ଲକ୍‌ମନ୍‌ ଜିସୁକେ ତାକର୍‌ଟାନେଅନି ଜିବାକେ ଗୁଆରି କଲାଇ । କାଇକେବଇଲେ ସେମନ୍‌ ବେସି ଡରିଜାଇ ରଇଲାଇ ଆରି, ଜିସୁ ଗଟେକ୍‌ ଡଙ୍ଗାଇ ବସି ବାଉଡି ଆଇଲା ।
38 Prosil ho pak muž ten, z kteréhož ďáblové vyšli, aby s ním byl. Ale Ježíš propustil ho, řka:
୩୮ମାତର୍‌ ଜନ୍‌ ଲକର୍‌ଟାନେଅନି ଡୁମାମନ୍‌ ବାରଇଜାଇ ରଇଲାଇ, ସେ ଜିସୁର୍‌ ସଙ୍ଗ୍‌ ରଇବି ବଲି ଗୁଆରି କର୍‌ବାର୍‌ଦାର୍‌ଲା ।
39 Navrať se do domu svého, a vypravuj, kterak veliké věci učinil tobě Bůh. I odšel, po všem městě vypravuje, jak veliké věci učinil jemu Ježíš.
୩୯ମାତର୍‌ ସେ ତାକେ କଇକରି ପାଟାଇଲା । “ତର୍‌ ଗରେ ବାଉଡି ଜା ଆରି ପର୍‌ମେସର୍‌ ତର୍‌ଲାଗି ଜନ୍‌ ଜନ୍‌ କାମ୍‌ କଲାଆଚେ ସେ ସବୁ କଇଦେସ୍‌ ।” ତେଇ ସେ ଲକ୍‌ ଇଣ୍ଡିଜାଇ ଜିସୁ ତାର୍‌ ପାଇ ଜନ୍‌ ଜନ୍‌ କାମ୍‌ କରିରଇଲା, ଗୁଲାଇ ନଅରେ ଜାନାଇବାର୍‌ ଦାର୍‌ଲା ।
40 Stalo se pak, když se navrátil Ježíš, že přijal jej zástup; nebo všickni očekávali ho.
୪୦ଜିସୁ ଗାଡ୍‌ ସେପାଟେ ଅନି ଏ ପାଟେ ଆରିତରେକ୍‌ ବାଉଡି ଆଇଲା ପଚେ, ଲକ୍‌ମନ୍‌ ତାକେ ସାର୍‌ଦା ସଙ୍ଗ୍‌ ମାନ୍‌ଲାଇ । କାଇକେ ବଇଲେ ସେମନ୍‍ ତାକେ ଜାଗି ରଇଲାଇ ।
41 A aj, přišel muž, kterémuž jméno bylo Jairus, a ten byl kníže školy Židovské. I padna k nohám Ježíšovým, prosil ho, aby všel do domu jeho.
୪୧ଆରି ଏଦେ ଦେକା! ଜାଇରସ୍‌ ନାଉଁର୍‌ ଗଟେକ୍‌ ଲକ୍‌ ଆଇଲା । ସେ ଜିଉଦି ଲକ୍‌ମନର୍‌ ପାର୍‌ତନା ଗରର୍‌ ମୁକିଆ ରଇଲା । ସେ ଜିସୁର୍‌ ପାଦ୍‌ ତଲେ ଅଦ୍‌ରି ତାର୍‌ ଗରେ ଆଇବାକେ ଗୁଆରି କଲା ।
42 Nebo měl dceru tu jedinou, kteréž bylo okolo dvanácti let, a ta umírala. A když šel, tiskl jej zástup.
୪୨କାଇକେ ବଇଲେ ତାଉଁକେ ଗଟେକ୍‌ସେ ବାର ବରସର୍‌ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍‌ ଜିସୁ ଜାଇତେ ରଇବାବେଲେ ଲକ୍‌ମନ୍‌ ତାର୍‌ ଉପ୍‌ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।
43 Tedy žena jedna, jenž nemoc svou trpěla od let dvanácti, (kterážto byla na lékaře vynaložila všecken statek, a od žádného nemohla uzdravena býti, )
୪୩ସେଡ୍‌କିବେଲେ ବାର ବରସ୍‌ ଦାରି ବନି ଜାଇତେ ରଇବା ଗଟେକ୍‌ ରଗିନି ମାଇଜି ରଇଲା । ନିଜର୍‌ ସବୁଡାବୁ ସାରାଇକରି ମିସା କାର୍‌ ଲଗେ ଜାଇ ନିକ ଅଇ ନାପାର୍‌ଲା ।
44 Přistoupivši pozadu, dotkla se podolka roucha jeho, a hned přestala nemoc její.
୪୪ସେ ପଚ୍‌ବାଟେଅନି ଆସି ଜିସୁର୍‌ ଲୁଗା ଜାଲି ଚିଇଲା । ଚିଇଲା ଦାପ୍‌ରେ ତାର୍‌ ବନି ଜିବାଟା ତେବ୍‌ଲା ।
45 I řekl Ježíš: Kdo jest, jenž se mne dotekl? A když všickni zapírali, řekl Petr, a kteříž s ním byli: Mistře, zástupové tebe tisknou a tlačí, a ty pravíš: Kdo se mne dotekl?
୪୫ତେଇ ଜିସୁ କଇଲା, “କେ ମକେ ଚିଇଲା?” ମାତର୍‌ ସବୁ ଲକ୍‌ ନାଇ ବଲି କଇଲାଇଜେ, ପିତର୍‌ କଇଲା, “ଏ ଗୁରୁ ଲକ୍‌ମନ୍‌ ମାଣ୍ଡାଚୁଣ୍ଡାଅଇ ତମର୍‌ ଉପ୍‌ରେ ଡାବିଅଇଆଇଲାଇନି ।”
46 I řekl Ježíš: Dotekl se mne někdo, nebo poznal jsem já, že jest moc ode mne vyšla.
୪୬ମାତର୍‌ ଜିସୁ କଇଲା, “କେ କି ଗଟେକ୍‌ ଲକ୍‌ ମକେ ଚିଇଲା, କାଇକେ ବଇଲେ ମର୍‌ ବିତ୍‌ରେଅନି ବପୁ ବାରଇଲା ବଲି ମୁଇ ଜାନ୍‌ଲି ।”
47 A viduci žena, že by tajno nebylo, třesuci se, přistoupila a padla před ním, a pro kterou příčinu dotkla se ho, pověděla přede vším lidem, a kterak jest hned uzdravena.
୪୭ଜେଡେବଲ୍‌ ମାଇଜି ଦେକ୍‌ଲାଜେ ମୁଇ ଲୁଚିନାପାରି, ସେ ତର୍‌ତରି ତର୍‌ତରି ଆସି ଜିସୁର୍‌ ପାଦେ ଅଦ୍‌ରି, କାଇଟାର୍‌ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍‌ରେ ନିକ ଅଇଲା, ସେଟା ସବୁ ଲକର୍‌ ମୁଆଟେ ଜାନାଇଲା ।
48 A on řekl jí: Dobré mysli buď, dcero, víra tvá tebe uzdravila. Jdiž u pokoji.
୪୮ତେଇ ଜିସୁ ତାକେ କଇଲା, “ନୁନି ତର୍‌ ବିସ୍‌ବାସ୍‌ ତକେ ନିମାନ୍‌ କଲାଆଚେ ସାନ୍ତିଅଇ ଉଟିଜା ।”
49 A když on ještě mluvil, přišel jeden od knížete školy, řka jemu: Již umřela dcera tvá, nezaměstnávej Mistra.
୪୯ସେ ଏ କାତା କଇବା ବେଲେ ଜିଉଦିମନର୍‌ ପାର୍‌ତନା ଗରର୍‌ ମୁକିଆ ଜାଇରସର୍‌ ଗରେଅନି ଗଟେକ୍‌ ଲକ୍‌ ଆସି କଇଲା, “ତମର୍‌ ଟକି ମରିଗାଲାବେ, ଗୁରୁକେ ଆରି କସ୍‌ଟ ଦିଆସ୍‌ ନାଇ ।”
50 Ale Ježíš uslyšav to, odpověděl jemu: Nebojž se, věř toliko, a zdrávať bude.
୫୦ମାତର୍‌ ଜିସୁ ଏଟା ସୁନି ଜାଇରସ୍‌କେ କ‍ଇଲା, “ଡରାନାଇ ଅବ୍‌କା ବିସ୍‌ବାସ୍‌ କରା, ସେ ବଁଚ୍‌ସି ।”
51 A všed do domu, nedopustil s sebou vjíti žádnému než Petrovi a Jakubovi a Janovi, a otci a mateři té děvečky.
୫୧ଜିସୁ ଜାଇରସର୍‌ ଗରେ ଆସି ପିତର୍‌, ଜଅନ୍‌ ଆରି ଜାକୁବ୍‌ ଆରି ଟକିର୍‌ ବାବା ମାଆ କେ ଚାଡିକରି କାକେ ମିସା ବିତ୍‌ରେ ଡାକିନେଏ ନାଇ ।
52 Plakali jí pak všickni a kvílili. A on řekl: Neplačtež. Neumřelať, ale spíť.
୫୨ମାତର୍‌ ସବୁ ଲକ୍‌ ଟକିର୍‌ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା “କାନ୍ଦା ନାଇ, ସେ ମରେ ନାଇ, ମାତର୍‌ ସଇ ଦେଲାଆଚେ ।”
53 I posmívali se jemu, vědouce, že jest umřela.
୫୩ମାତର୍‌ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍‌ମନ୍‌ ଜିସୁକେ କିଜାଇବାର୍‌ ଦାର୍‌ଲାଇ ।
54 On pak vyhnav ven všecky, a ujav ruku její, zavolal, řka: Děvečko, vstaň!
୫୪ମାତର୍‌ ଜିସୁ ଟକିର୍‌ ଆତେ ଦାରି କଇଲା, “ଏ ନୁନି ଉଟ୍‌ ।”
55 I navrátil se duch její, a vstala hned. I kázal jí dáti jísti.
୫୫ତେଇ ଟକିର୍‌ ଜିବନ୍‌ ବାଉଡି ଆଇଲା, ଆରି ସେ ସେଡ୍‌କି ବେଲେସେ ଉଟ୍‌ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍‌ ବଲି ଆଦେସ୍‌ ଦେଲା ।
56 I divili se náramně rodičové její. A on jim kázal, aby žádnému nepravili o tom, co se bylo stalo.
୫୬ତେଇ ଟକିର୍‌ ବାବା ମା କାବା ଅଇଗାଲାଇ, ମାତର୍‌ ଜିସୁ ସେ ଗଟ୍‍ନାର୍‌ କାତା କାକେ ଜାନାଆ ନାଇ ବଲି ଆଦେସ୍‌ ଦେଲା ।

< Lukáš 8 >