< Lukáš 11 >
1 I stalo se, když byl na jednom místě, modle se, že když přestal, řekl k němu jeden z učedlníků jeho: Pane, nauč nás modliti se, jako i Jan učil učedlníky své.
ଗଟ୍ତର୍ ଜିସୁ କୁୟ୍ ଗଟ୍ ଟାଣେ ପାର୍ତ୍ନା କଃର୍ତିରିଲା, ସେ ପାର୍ତ୍ନା ସଃରାୟ୍ଲାକ୍, ତାର୍ ଚେଲାମଃନାର୍ ବିତ୍ରେ ଗଟ୍ଲକ୍ କୟ୍ଲା, “ଏ ମାପ୍ରୁ ବାପ୍ତିସମ୍ ଦେତା ଜହନ୍ ଜଃନ୍କଃରି ଅଃହ୍ଣାର୍ ଚେଲାମଃନ୍କେ ପାର୍ତ୍ନା କଃରୁକେ ସିକାୟ୍ଲା, ସେନ୍କଃରି ଅଃମିମଃନ୍କ୍ ପାର୍ତ୍ନା କଃରୁକେ ସିକାଉ ।”
2 I řekl jim: Když se modlíte; říkejte: Otče náš, jenž jsi v nebesích, posvěť se jméno tvé. Přijď království tvé. Buď vůle tvá, jako v nebi tak i na zemi.
ଇତାକ୍ ସେ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ପାର୍ତ୍ନା କଃରାସ୍, ସଃଡେବଃଳ୍ କଃଉଆ, ଏ ଅଃମାର୍ ଉବା, ତର୍ ନାଉଁ ପବିତ୍ର ବଃଲି ମାନ୍ତି ଅଃଉଅ, ତର୍ ରାଇଜ୍ ଆସ ।
3 Chléb náš vezdejší dávej nám každého dne.
ହଃତି ଦିନ୍ ଅଃମାର୍ ଲଳା ରିଲା କାଦି ଦେ ।
4 I odpusť nám hříchy naše, nebo i my odpouštíme všelikému vinníku našemu. A neuvoď nás v pokušení, ale zbav nás od zlého.
ଅଃମାର୍ ହାହ୍ ସଃର୍ନେ କେମା କଃର୍, କାୟ୍ତାକ୍ବଃଲେକ୍ ଅଃମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ସଃବୁ ଦସିମଃନ୍କେ କେମା କଃରୁଲୁ, ପରିକ୍ୟାୟ୍ ଅଃମିମଃନ୍କ୍ ଆଣ୍ନାୟ୍ ।”
5 I řekl k nim: Kdo z vás bude míti přítele, a půjde k němu o půlnoci, a dí jemu: Příteli, půjč mi tří chlebů.
ଆର୍ ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ତୁମିମଃନ୍କାର୍ କାର୍ ଅଃନ୍କାର୍ ମିତ୍ର ଆଚେ କି, ଜାର୍ ଚଃମେ ମଃଜାରାତି ସେ ଜାୟ୍ କୟ୍ଦ୍, ଏ ମାପ୍ରୁସାଦ୍ ମକେ ତିନିଗଟ୍ ରୁଟି ଉଦାର୍ ଦେ,
6 Nebo přítel můj přišel s cesty ke mně, a nemám, co bych předložil před něj.
କାୟ୍ତାକ୍ବଃଲେକ୍ ମର୍ ଗଟେକ୍ ମିତ୍ର ଗତ୍ ଆସି ଆଚେ, ତାକ୍ କାଉଁକେ ଦେଉଁକେ ମର୍ ଟାଣେ କାୟ୍ରି ହେଁ ନାୟ୍ ।
7 A on vnitř jsa, odpověděl by, řka: Nečiň mi nevole, neb jsou již dveře zavříny, a dítky mé se mnou jsou v pokoji. Nemohuť vstáti a dáti tobě.
ଆର୍ ସେ ଗଃର୍ ବିତ୍ରେହୁଣି ଅଃନ୍କଃରି କୟ୍ଦ୍ ମକେ କଃସ୍ଟ୍ ଦେନାୟ୍, ଦୁଆର୍ ଡାହ୍ଲୁବେ, ଆର୍ ମର୍ ହିଲାମଃନ୍ ମର୍ ସଃଙ୍ଗ୍ ସଇ ଆଚ୍ତି, ମୁଁୟ୍ ଉଟି ତକେ ଦେଉଁକେ ନାହାରି ।
8 Pravím vám: Ačť nedá jemu, vstana, protože jest přítel jeho, ale však pro nezbednost jeho vstana, dá jemu, kolikožkoli potřebuje.
ମୁଁୟ୍ ତୁମିମଃନ୍କେ କଃଉଁଲେ, ସେ ତାର୍ ମିତ୍ର ଅୟ୍ରିଲାକ୍ ହେଁ ଉଟି ନଃଦେୟ୍, ଅୟ୍ଲେକ୍ ହେଁ ସେ ଲାଜ୍ ନଃୟ୍କଃରି ତର୍କେ ତର୍ ମାଗ୍ତି ରିଲାକ୍, ସେ ଉଟି ତାର୍ ଜଃତେକ୍ ଲଳା ସଃତେକ୍ ଦଃୟ୍ଦ୍ ।”
9 I jáť pravím vám: Proste, a budeť vám dáno; hledejte, a naleznete; tlucte, a budeť vám otevříno.
“ମୁଁୟ୍ ହେଁ ତୁମିମଃନ୍କେ କଃଉଁଲେ, ମାଗା ତୁମିମଃନ୍କେ ଦିଆ ଅୟ୍ଦ୍, ଲଳା ମିଳାଉଆସ୍, କଃହାଟେ ମାରା ତୁମିମଃନାର୍ ଗିନେ ମେଲା ଅୟ୍ଦ୍ ।
10 Neb každý, kdož prosí, béře; a kdož hledá, nalézá; a tomu, kdož tluče, bude otevříno.
କାୟ୍ତାକ୍ବଃଲେକ୍ ଜେ ମାଗେଦ୍ ସେ ହାୟ୍ଦ୍, ଜେ ଲଳେଦ୍ ସେ ମିଳାୟ୍ଦ୍, ଆର୍ ଜେ କଃହାଟେ ମାରେଦ୍ ତାର୍ ଗିନେ କଃହାଟ୍ ଉଗାଳି ଦିଆ ଅୟ୍ଦ୍ ।
11 Kterého pak z vás otce prosil by syn za chléb, zdali kamene podá jemu? Aneb za rybu, zdali místo ryby dá jemu hada?
ଆର୍ ତୁମିମଃନାର୍ ବିତ୍ରେ ଅଃନ୍କାର୍ ଉବାସି କେ ଆଚେ, ଜାକେ ତାର୍ ହୟ୍ସି ମାଚ୍ ମାଗ୍ଲେକ୍ ସେ ତାକେ ମାଚ୍ ବାଦୁଲେ ସାହ୍ ଦଃୟ୍ଦ୍?
12 Aneb prosil-li by za vejce, zdali podá jemu štíra?
ଆର୍ ଡିମ୍ ମାଗ୍ଲେକ୍, ତାକ୍ କାୟ୍ ମିଚକାକ୍ଳା ଦଃୟ୍ଦ୍?
13 Poněvadž tedy vy, zlí jsouce, umíte dobré dary dávati dětem svým, čím více Otec váš nebeský dá Ducha svatého těm, kteříž ho prosí?
ଇତାକ୍ ତୁମିମଃନ୍ କଃରାବ୍ ଅୟ୍ଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟ୍ ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।”
14 I vymítal Ježíš ďábelství, a to bylo němé. Stalo se pak, když vyšlo ďábelství, že mluvil němý. I divili se zástupové.
ଗଟ୍ତର୍ ଜିସୁ ଗଟେକ୍ ବୁତ୍ ଚାଡାଉତି ରିଲା, ସେରି ଗୁଲା ବୁତ୍; ବୁତ୍ ବାରାୟ୍ ଗଃଲା ହଃଚେ ଗୁଲା ଲକ୍ କଃତା କୟ୍ଲା, ସେତାକ୍ ଲକ୍ମଃନ୍ କାବା ଅୟ୍ଲାୟ୍ ।
15 Ale někteří z nich pravili: V Belzebubu, knížeti ďábelském, vymítá ďábly.
ମଃତର୍ ସେମଃନାର୍ ବିତ୍ରେ କେ କେ କୟ୍ଲାୟ୍, “ଜିସୁ ଦୁତ୍ମଃନାର୍ ମୁଳିକା ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲା ।”
16 A jiní pokoušejíce ho, znamení s nebe hledali od něho.
ବିନ୍ ଲକ୍ମଃନ୍ ତାକେ ହାନ୍ଦାୟ୍ ହଃକାଉଁକ୍ ମଃନ୍ କଃର୍ତି ରିଲାୟ୍, ଇତାର୍ ଗିନେ ଇସ୍ୱର୍ ଜେ ତାର୍ ସଃଙ୍ଗେ ଆଚେ, ଇତିର୍ ଚିନ୍ ହଃର୍କାରେ ଅଃଗାସ୍ ଉହ୍ରେ ଗଟେକ୍ ଚିନ୍ ଦଃକାଉଁକ୍ କୟ୍ଲାୟ୍ ।
17 Ale on znaje myšlení jejich, řekl jim: Každé království samo v sobě rozdělené pustne, a dům na dům padá.
ମଃତର୍ ଜିସୁ ସେମଃନାର୍ ମଃନାର୍ କଃତା ଜାଣି କୟ୍ଲା, “ଜୁୟ୍ ରାଇଜ୍ ହେଁ ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟ୍ଲେକ୍, ସେ ନାସ୍ ଅୟ୍ ଜାୟ୍ଦ୍, ଆରେକ୍ ଗଟେକ୍ ଗଃର୍ ଦୁୟ୍ ବାଗ୍ ଅୟ୍ଲେକ୍ ସେରି ନାସ୍ ଅୟ୍ଦ୍ ।
18 Jestližeť jest pak i satan proti sobě rozdělen, kterakž stane království jeho? Nebo pravíte, že já v Belzebubu vymítám ďábly.
ଆର୍ ସୟ୍ତାନ୍ ହେଁ ଜଦି ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟ୍ଲିନି, ସେନ୍ ଅୟ୍ଲେକ୍ ତାର୍ ରାଇଜ୍ କଃନ୍କଃରି ତିର୍ ଅୟ୍ ରଃୟ୍ଦ୍? ମୁଁୟ୍ ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲେ ବଃଲି ତୁମିମଃନ୍ ତ କଃଉଁଲାସ୍ ।
19 Jestliže já v Belzebubu vymítám ďábly, synové vaši v kom vymítají? Protož oni soudcové vaši budou.
ମଃତର୍ ମୁଁୟ୍ ଜଃବେ ବାଲ୍ଜିବୁଲ୍କେ ଦଃରି ବୁତ୍ମଃନ୍କେ ଚାଡାଉଁଲେ, ତଃବେ ତୁମାର୍ ହୟ୍ଦିମଃନ୍ କାକେ ଦଃରି ବୁତ୍ମଃନ୍କେ ଚାଡାଉଁଲାୟ୍? ଇତାକ୍ ସେମଃନ୍ ହଃକା ତୁମାର୍ ବିଚାର୍ କଃର୍ତି ।
20 Pakliť prstem Božím vymítám ďábly, jistěť jest přišlo k vám království Boží.
ମଃତର୍ ମୁଁୟ୍ ଜଦି ଇସ୍ୱରାର୍ ସଃକ୍ତିୟେ ବୁତ୍ମଃନ୍କେ ଚାଡାଉଁଲେ, ଇରି ଜାଣାହଃଳୁଲି ଜେ, ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଆଚେ ।”
21 Když silný oděnec ostříhá síně své, v pokoji jsou všecky věci, kteréž má.
“ସଃକ୍ତିମାନ୍ ଲକ୍ ଜୁୟ୍ ହଃତେକ୍ ଅଃତ୍ୟାର୍ ସଃଙ୍ଗ୍ ଅଃହ୍ଣାର୍ ଗଃର୍ ବାଚାୟ୍ଦ୍, ସେ ହଃତେକ୍ ତାର୍ ଦଃନ୍ ବିତ୍ ତିର୍ ରଃୟ୍ଦ୍ ।
22 Pakli by silnější než on přijda, přemohl jej, všecka odění jeho odejme, v něž úfal, a loupeže jeho rozdělí.
ମଃତର୍ ଜଃଡେବଃଳ୍ ତାର୍ ତଃୟ୍ହୁଣି ଅଃଦିକ୍ ବଃଳ୍ଉଆ ଲକ୍ ତାକେ ମାଡି ବଃସେଦ୍ ଆର୍ ଜିଣେଦ୍ ସଃଡେବଃଳ୍ ଜୁୟ୍ ଅଃତ୍ୟାର୍ ଉହ୍ରେ ତାର୍ ଆସ୍ର ରିଲି, ସେରି ସଃବୁ ସେ ଜିକି ନଃୟ୍ଦ୍, ଆର୍ ତାର୍ ଦଃନ୍ବିତ୍ ହେଁ ଚରି ନଃୟ୍ଦ୍ ।”
23 Kdožť není se mnou, proti mně jest; a kdož neshromažďuje se mnou, rozptylujeť.
“ଜେ ମର୍ ସଃଙ୍ଗାର୍ ନାୟ୍, ସେ ମର୍ ବିରଦି, ଆରେକ୍ ଜେ ମର୍ ସଃଙ୍ଗ୍ ନଃରୁଣ୍ଡାୟ୍, ସେ ଜଃତ୍କଃତ୍ କଃରେଦ୍ ।”
24 Když nečistý duch vyjde od člověka, chodí po místech suchých, hledaje odpočinutí. A nenalezna, dí: Vrátím se do domu svého, odkudž jsem vyšel.
“ବିଟାଳ୍ ଆତ୍ମା ଗଟ୍ଲକାର୍ ତଃୟ୍ହୁଣି ବାରାୟ୍ ଗଃଲା ହଃଚେ, ହାଣି ନୟ୍ଲା ଜଃଗା ସଃବୁ ବୁଲିକଃରି ବିସାଉଁକ୍ ଟାଣ୍ ଲଳେଦ୍, ଆର୍ ସେରି ନଃମିଳ୍ଲେକ୍, ସେ କୟ୍ଦ୍, ମୁଁୟ୍ ଜୁୟ୍ ଗଃରେହୁଣି ବାରାୟ୍ ଆସିରିଲେ, ମର୍ ସେ ଗଃରେ ଲେଉଟି ଜାୟ୍ନ୍ଦ୍ ।
25 A přijda, nalezne jej vymetený a ozdobený.
ଆରେକ୍ ସେଗଃରେ ଆସି ସେରି ନିର୍ମୁଳ୍ ଅୟ୍ ସୁନ୍ଦୁର୍ ଅୟ୍ରିଲାର୍ ଦଃକେଦ୍ ।
26 I jde, a přijme k sobě jiných sedm duchů horších sebe, a vejdouce, přebývají tam. I jsou poslední věci člověka toho horší nežli první.
ସଃଡେବଃଳ୍ ସେ ଜାୟ୍ ଅଃହ୍ଣାର୍ ତଃୟ୍ହୁଣି ଅଃଦିକ୍ ଦୁସ୍ଟ୍ ଆରେକ୍ ସାତ୍ ଗଟ୍ ଆତ୍ମା ସଃଙ୍ଗେ ଦଃରି ଆସେଦ୍ ଆର୍ ସେମଃନ୍ ଆସି ସେତି ବାସା କଃର୍ତି ଆର୍ ସେଲକାର୍ ହଃର୍ତୁର୍ ଦଃସା ତଃୟ୍ହୁଣି ସେସ୍ ଦଃସା ଅଃଦିକ୍ କଃରାବ୍ ଅୟ୍ଦ୍ ।”
27 I stalo se, když on to mluvil, pozdvihši hlasu jedna žena z zástupu, řekla jemu: Blahoslavený život, kterýž tebe nosil, a prsy, kterýchž jsi požíval.
ସେ ଇସଃବୁ କଃତା କଃଉତା ବଃଳ୍ ଲକ୍ମଃନାର୍ ବିତ୍ରେ ଗଟେକ୍ ମାୟ୍ଜି ଆଉଲି ଅୟ୍ଲି ଆର୍ କୟ୍ଲି, “ବାୟ୍ଗ୍ ସେ ଗଃର୍ବ୍, ଜୁୟ୍ରି ତକେ ଦଃର୍ଲି, ଆର୍ ସେ ଦୁଦ୍, ଜୁୟ୍ତି ହୁଣି ତୁୟ୍ କାୟ୍ଲିସ୍ ।”
28 A on řekl: Ovšem pak blahoslavení, kteříž slyší slovo Boží a ostříhají jeho.
ମଃତର୍ ଜିସୁ କୟ୍ଲା, “ନାୟ୍, ଜୁୟ୍ମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି ଆର୍ ମାନ୍ତି ସେମଃନାର୍ ବାୟ୍ଗ୍ ।”
29 A když se zástupové scházeli, počal praviti: Pokolení toto nešlechetné jest. Znamení vyhledává, a znamení jemu nebude dáno, než znamení Jonáše proroka.
ଲକ୍ମଃନ୍ ମଃନ୍ଦା ମଃନ୍ଦା ଅୟ୍ ରୁଣ୍ଡ୍ଲାବଃଳ୍, ଜିସୁ କଃଉଁକେ ଦଃର୍ଲା, “ଇ ଅଃବାର୍ ଲକ୍ ଦୁସ୍ଟ୍ । ଇମଃନ୍ ଚିନ୍ ଲଳ୍ତି, ମଃତର୍ ଜୁନସାର୍ ଚିନ୍ ଚାଡି ବିନ୍ କାୟ୍ ଚିନ୍ ସେମଃନ୍କେ ଦିଆ ନୟ୍ ।
30 Nebo jakož Jonáš učiněn byl znamením Ninivitským, takť bude i Syn člověka pokolení tomuto.
କାୟ୍ତାକ୍ବଃଲେକ୍ ଜୁନସ୍ ଜଃନ୍କଃରି ନିନିବିର୍ ଲକ୍ମଃନାର୍ ଗିନେ ଚିନ୍ ହର୍ ଅୟ୍ଲା, ନଃରାର୍ ହୟ୍ସି ହେଁ ସେବାନ୍ୟା, ଇ କାଳାର୍ ଲକ୍ମଃନାର୍ ଗିନେ ଚିନ୍ ହର୍ ଅୟ୍ଦ୍ ।
31 Královna od poledne stane na soudu s muži pokolení tohoto, a odsoudí je. Nebo přijela od končin země, aby slyšela moudrost Šalomounovu, a aj, více než Šalomoun tuto!
ସିବା ଦେସାର୍ ରାଣି ବିଚାରେ ଇ କାଳାର୍ ମାନାୟ୍ମଃନାର୍ ସଃଙ୍ଗ୍ ଉଟି ସେମଃନ୍କେ ଦସି କଃରେଦ୍, କାୟ୍ତାକ୍ବଃଲେକ୍ ସେ ସଲ୍ମନାର୍ ଗ୍ୟାନାର୍ କଃତା ସୁଣୁକ୍ ହୁର୍ତିବି ସଃର୍ଲା କନେହୁଣି ଆସିରିଲି, ଆର୍ ଦଃକା, ଇତି ସଲ୍ମନାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।
32 Muži Ninivitští povstanou na soudu s pokolením tímto, a odsoudí je. Nebo činili pokání k kázání Jonášovu, a aj, více nežli Jonáš tuto!
ନିନିବିର୍ ଲକ୍ମଃନାର୍ ବିଚାର୍ କଃର୍ତା ଦିନ୍ ଇ କାଳାର୍ ଲକ୍ମଃନ୍ ସଃଙ୍ଗ୍ ଟିଅୟ୍, ଏମଃନ୍କେ ଦସି କଃର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଜୁନସାର୍ ପର୍ଚାର୍ ସୁଣି ହାହ୍ ଚାଡିରିଲାୟ୍ । ଆର୍ ଦଃକା, ଜୁନସାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।”
33 Žádný rozsvítě svíci, nepostaví jí do skrýše, ani pod kbelec, ale na svícen, aby ti, kteříž vcházejí, světlo viděli.
“କେ ହେଁ କୁପି ଲାଗାୟ୍ ଲୁକାୟ୍କଃରି କି ମାଣ୍ ତଃଳେ ନଃସେଙ୍ଗାୟ୍, ମଃତର୍ ରୁକା ଉହ୍ରେ ସଃଙ୍ଗାୟ୍ଦ୍, ଜଃନ୍କଃରି ଗଃର୍ ବିତ୍ରେ ହୁର୍ତା ଲକ୍ମଃନ୍ ଉଜାଳ୍ ଦଃକୁକ୍ ହାର୍ତି ।
34 Svíce těla tvého jest oko tvé. Když by tedy oko tvé sprostné bylo, i tělo tvé všecko bude světlé; a pakliť bude nešlechetné, takéť i tělo tvé tmavé bude.
ତୁମାର୍ ଆକି ଗଃଗାଳାର୍ କୁପି, ଜଃଡେବଃଳ୍ ତୁମାର୍ ଆକି ନିକ ରଃୟ୍ଦ୍ ସଃଡେବଃଳ୍ ତୁମାର୍ ସଃର୍ନେ ଗଃଗାଳ୍ ହେଁ ଉଜାଳ୍ ଅୟ୍ଦ୍, ମଃତର୍ ଜଃଡେବଃଳ୍ ସେରି ମେଳି ରଃୟ୍ଦ୍, ସଃଡେବଃଳ୍ ଗଃଗାଳ୍ ହେଁ ଅଃନ୍ଦାର୍ ଅୟ୍ଦ୍ ।
35 Viziž tedy, aby světlo, kteréž jest v tobě, nebylo tmou.
ତଃବେ ଜଃଗ୍ରାତ୍, ଜଃନ୍କଃରି ତୁମାର୍ ମଃନାର୍ ଉଜାଳ୍ ଅଃନ୍ଦାର୍ ନୟ୍ ।
36 Pakli celé tělo tvé světlé bude, nemaje žádné částky tmavé, budeť všecko tak světlé, že tě jako svíce bleskem osvítí.
ଇତାକ୍ ତୁମାର୍ ସଃର୍ନେ ଗଃଗାଳ୍ ଜଦି ଉଜାଳ୍ ଅୟ୍ଦ୍ ଆର୍ ସେତିର୍ କୁୟ୍ ବାଗ୍ ହେଁ ଅଃନ୍ଦାର୍ ନଃରେୟ୍, ତଃବେ କୁପି ଜଃନ୍ ଉଜାଳ୍ ଅୟ୍ ତୁମିକେ ଉଜାଳ୍ ଦଃୟ୍ଦ୍ ସେନ୍କଃରି ତୁମାର୍ ସଃର୍ନେ ଗଃଗାଳ୍ ଉଜାଳ୍ ଅୟ୍ଦ୍ ।”
37 A mezi tím když on mluvil, prosil ho jeden farizeus, aby obědval u něho. A všed, posadil se za stůl.
ଜିସୁ କଃତା କଃଉତି ରିଲା ବଃଳ୍, ଗଟେକ୍ ପାରୁସି ତାକ୍ ଅଃହ୍ଣାର୍ ଗଃରେ କାଉଁକେ ଗଃଉଆରି କଃଲା, ଆର୍ ସେ ଗଃରେ ହୁରି କଃରି କାଉଁକେ ବଃସ୍ଲା ।
38 Farizeus pak viděv to, podivil se, že se neumyl před obědem.
ମଃତର୍ ଜିସୁ କାତା ଆଗ୍ତୁ ଆତ୍ ଦଃୟ୍ ନଃରିଲା, ଇରି ଦଃକି ସେ ପାରୁସି କାବା ଅୟ୍ଲା,
39 I řekl Pán k němu: Nyní vy farizeové povrchu konvice a mísy čistíte, ale to, což vnitř jest v vás, plno jest loupeže a nešlechetností.
ସେତାକ୍ ମାପ୍ରୁ ତାକେ କୟ୍ଲା, “ତୁମି ପାରୁସିମଃନ୍ ସିନା ଗିନା ଆର୍ ତାଳିର୍ ହଃଦା ବାଟ୍ୟା ନିର୍ମୁଳ୍ କଃରାସ୍, ମଃତର୍ ତୁମାର୍ ବିତ୍ରେ ଲଃବ୍ ଆର୍ ଦୁସ୍ଟ୍ କାମ୍ ସଃବୁ ବଃର୍ତି ଆଚେ ।
40 Blázni, zdaliž ten, kterýž učinil, což zevnitř jest, neučinil také i toho, což jest vnitř?
ଏ ନିର୍ବୁଦିଆମଃନ୍, ଜେ ହଃଦା ବାଟ୍ୟା ତିଆର୍ କଃଲା ସେ ହେଁ କାୟ୍ ବିତୁର୍ ବାଟ୍ୟା ତିଆର୍ ନଃକେଲା?
41 Ale však i z toho, což máte, dávejte almužnu, a aj, všecky věci vaše čisté budou.
ତୁମିମଃନ୍ ଜାୟ୍ରି ଲଃବ୍କଃରି ଅଃର୍ଜି ଆଚାସ୍ ସେରି ଗଃରିବ୍ ଲକ୍ମଃନ୍କେ ଦାନ୍ କଃରା, ତଃବେ ସଃତ୍ କଃରି ହୁରା କଃରି ନିର୍ମୁଳ୍ ଅଃଉଆସ୍ ।
42 Ale běda vám farizeům, kteříž desátky dáváte z máty a z routy a ze všeliké byliny, ale opouštíte soud a lásku Boží; ješto tyto věci měli jste činiti, a oněch neopouštěti.
ମଃତର୍ ଚି! ଡଃଣ୍ଡ୍ ହାଉତାର୍ ଜୟ୍ଗ୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ପଦିନା, ଆରୁଦ, ଆର୍ ସଃବୁ ରଃକମାର୍ ସାଗାର୍ ଦଃସ୍ ବାଗେ ହୁଣି ବାଗେକ୍ ଦେଉଁଲାସ୍, ଆର୍ ନ୍ୟାୟ୍ ବିଚାର୍ ଆର୍ ଇସ୍ୱରାର୍ ଲାଡ୍କେ ନଃଦେକୁଲାସ୍, ମଃତର୍ ଇ ସଃର୍ନେ ମାନ୍ତାର୍ ଆର୍ ବିନ୍ ସଃବୁ ଚାଡ୍ତାର୍ ନିକ ନାୟ୍ ।”
43 Běda vám farizeům, nebo milujete první místa v školách a pozdravování na trzích.
“ଚି! ଡଃଣ୍ଡାର୍ ଜୟ୍ଗ୍ ପାରୁସିମଃନ୍ କାୟ୍ତାକ୍ବଃଲେକ୍ ତୁମିମଃନ୍ ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ଆଟେ ବଃଜାରେ ଜୁଆର୍ ହାଉଁକ୍ ବଃଲ୍ ହାଉଆସ୍,
44 Běda vám, zákoníci a farizeové pokrytci, nebo jste jako hrobové nepatrní, po nichž lidé chodíce, nevědí o tom, co tam jest.
ଚି! ତୁମିମଃନ୍ ଡଃଣ୍ଡ୍ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲୁକ୍ଲା ମଃସୁଣ୍ କାଲ୍ ହର୍ ତାର୍ ଉହ୍ରେ ଜାତା ଆସ୍ତା ଲକ୍ମଃନ୍ ସେରି ମଃସୁଣ୍ କାଲ୍ ବଃଲି ଜାଣୁ ନଃହାର୍ତି ।”
45 I odpověděv jeden z zákoníků, řekl jemu: Mistře, tyto věci mluvě, i nám také lehkost činíš.
ବିଦି ସିକାଉ ମଃନ୍କାର୍ ବିତ୍ରେ ଗଟ୍ଲକ୍ ତାକ୍ କୟ୍ଲା, “ଏ ଗୁରୁ, ଇରି କୟ୍କଃରି ଅଃମିମଃନ୍କ୍ ହେଁ ଲାଜ୍ କଃରାଉଁଲିସ୍ ।”
46 A on řekl: I vám zákoníkům běda, nebo obtěžujete lidi břemeny nesnesitelnými, a sami se těch břemen jedním prstem nedotýkáte.
ଜିସୁ କୟ୍ଲା, “ଚି! ବିଦି ସିକାଉ ଲକ୍ମଃନ୍ ତ ତୁମିମଃନ୍, ତୁମିମଃନ୍ ହେଁ ଡଃଣ୍ଡାର୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲକ୍ମଃନାର୍ ଉହ୍ରେ ନଃହାର୍ତା ବଜ୍ ଲାଦୁଲାସ୍, ଆର୍ ନିଜେ ଗଟେକ୍ ଆଙ୍ଗଟାୟ୍ ହେଁ ଟେକି ଉହ୍କାର୍ ନଃକେରୁଲାସ୍ ।
47 Běda vám, jenž vzděláváte hroby prorocké, kteréž otcové vaši zmordovali.
ଚି! ତୁମିମଃନ୍ ଡଃଣ୍ଡ୍ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ବାବ୍ବାଦିମଃନାର୍ ମଃସୁଣ୍ ବାନ୍ଦୁଲାସ୍, ମଃତର୍ ତୁମିମଃନ୍କାର୍ ଦାଦିବାବୁମଃନ୍ ସେମଃନ୍କେ ମାରି ରିଲାୟ୍ ।
48 A tak osvědčujete a potvrzujete skutků otců vašich. Nebo oni zajisté zmordovali jsou je, vy pak vzděláváte hroby jejich.
ବଃଲେକ୍ ତୁମିମଃନାର୍ ଦାଦିବାବୁମଃନାର୍ କାମାର୍ ତୁମିମଃନ୍ ସାକି ଆଚାସ୍ ଆର୍ ସେରି ମାନୁଲାସ୍, କାୟ୍ତାକ୍ବଃଲେକ୍ ସେମଃନ୍ ସିନା ସେମଃନ୍କେ ମାରି ରିଲାୟ୍, ଆରେକ୍ ତୁମିମଃନ୍ ସେମଃନାର୍ ମଃସୁଣ୍ ବାନ୍ଦୁଲାସ୍ ।
49 Protož i Moudrost Boží řekla: Pošliť k nim proroky a apoštoly, a z těch některé mordovati budou, a jiné vyháněti,
ସେତାକ୍ ଇସ୍ୱର୍ ହେଁ ଅଃହ୍ଣାର୍ ଗ୍ୟାନେ କୟ୍ଆଚେ ଅଃମି ସେମଃନାର୍ ତଃୟ୍ ବାବ୍ବାଦି ଆର୍ ପେରିତ୍ମଃନ୍କେ ହଃଟାଉଁନ୍ଦ୍ । ସେମଃନାର୍ ବିତ୍ରେ କାକେ କାକେ ମାର୍ତି ଆର୍ କାକେ କାକେ ଆର୍ଲା କଃର୍ତି,
50 Aby požádáno bylo od tohoto pokolení krve všech proroků, kteráž vylita jest od ustanovení světa,
ଇ ଜୁଗାର୍ ଲକ୍ମଃନ୍ ହୁର୍ତି ଉବୁଜ୍ଲା ତଃୟ୍ହୁଣି ସଃବୁ ବାବ୍ବାଦିମଃନାର୍ ଅଃତ୍ୟା କଃଲାର୍ ଗିନେ ଡଃଣ୍ଡ୍ ହାଉତି ଜଃନ୍କଃରି ହେବଲାର୍ ବଃନି ବାର୍ଲା ତଃୟ୍ହୁଣି ଜୁୟ୍ ଜିକରିଅର୍ ହୁଜା ବେଦି ଆର୍ ମନ୍ଦିରାର୍ ପବିତ୍ର ଟାଣେ ମାଡ୍ କାୟ୍ ମଃଲାୟ୍, ତାକାର୍ ବାରାୟ୍ଲା ବଃନି ହଃତେକ୍ ଜଃଗତାର୍ ହାହେ ହଃଳ୍ଲି, ଜଃତେକ୍ ବାବ୍ବାଦିମଃନାର୍ ବଃନି ବାରାୟ୍ ଆଚେ,
51 Od krve Abelovy až do krve Zachariášovy, kterýž zahynul mezi oltářem a chrámem. Jistě, pravím vám, požádáno bude od pokolení tohoto.
ହେବଲ୍କେ ଅଃତ୍ୟା ତଃୟ୍ ହୁଣି ଆରୁମ୍ କଃରି ଜିକରିଅର୍ ହଃତେକ୍ ଜାକେ କି ପବିତ୍ର ବେଦି ଆର୍ ପବିତ୍ର ଟାଣେ ଅଃତ୍ୟା କଃରାଜାୟ୍ ରିଲି । ହେଁ ମୁୟ୍ଁ ତୁମିମଃନ୍କେ କଃଉଁଲେ ଇ ଜୁଗାର୍ ଲକ୍ମଃନ୍ ସେ ସଃବୁଲକାର୍ ହାୟ୍ଁ ଦଃଣ୍ଡ୍ ହାଉତି ।”
52 Běda vám zákoníkům, nebo jste vzali klíč umění; sami jste nevešli, a těm, kteříž vcházeli, zbránili jste.
“ଚି! ଡଃଣ୍ଡ୍ ହାଉତା ଜୟ୍ଗ୍, ବିଦି ସିକାଉମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଗ୍ୟାନାର୍ କୁଚିକାଡା ନିଜେ ଚର୍ଲାସ୍, ତୁମିମଃନ୍ ନିଜେ ନଃହୁର୍ଲାସ୍ ଆର୍ ହୁର୍ତା ଲକ୍ମଃନ୍କେ ହୁରୁକ୍ ନଃଦିଲାସ୍ ।”
53 A když jim to mluvil, počali zákoníci a farizeové přísně jemu odpírati, a k mnohým řečem příčiny jemu dávati,
ଆରେକ୍ ସେ ସେତି ହୁଣି ବାରାୟ୍ ଗଃଲା ହଃଚେ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଅଃନାୟ୍ ଡାରା ଅୟ୍,
54 Ukládajíce o něm, a hledajíce popadnouti něco z úst jeho, aby jej obžalovali.
ଜିସୁର୍ କଃତା ବୁଲ୍ ଦଃରୁକ୍ ହାନ୍ଦା ଅଡି, ତାକ୍ କଃତେକ୍ କଃତା ହଃଚାରୁକେ ଦଃର୍ଲାୟ୍ ।