< Galatským 4 >

1 Pravímť pak, že pokudž dědic maličký jest, nic není rozdílný od služebníka, jsa pánem všeho,
କାତା ଇସାବେ କଇଅଇସି । ପିଲା ବାବାର୍‌ ସବୁ ଦନ୍‍ସଁମ୍‌ପତି ପାଇବାର୍‌ ଅଦିକାର୍‌ ଆଚେ, ମାତର୍‌ ସବୁ ଜାକ ତାର୍‌ ଅଇରଇଲା ପଚେ ମିସା, ବୟସ୍‌ ନ ଅଇବା ଜାକ ସେ ଗତିଦାଙ୍ଗ୍‌ଡା ଇସାବେ ଲେକା ଅଇସି ।
2 Ale pod ochráncemi a správcemi jest až do času uloženého od otce.
ବୟସ୍‌ ନ ଅଇବା ଜାକ, ତାର୍‌ ବାବା ଟିକ୍‌ କର୍‌ବା ବେଲା ନ ଅଇବା ଜାକ, ବିନ୍‌ ଲକ୍‌ମନ୍‌ ତାକେ ଜତନ୍‌ କର୍‌ବାଇ ଆରି ତାର୍‍ ସବୁ ବିସଇ ଦେକାରକା କର୍‌ବାଇ ।
3 Tak i my, když jsme byli maličcí, pod živly světa byli jsme v službu podrobeni.
ସେନ୍ତାରିସେ ଆମେ ମିସା ଆତ୍‍ମାର୍‍ ଇସାବେ ବୟସ୍‌ ନ ଅଇବା ଆଗ୍‌ତୁ, ଜଗତ୍‌କେ ସାସନ୍‌ କର୍‌ବା ନିଅମ୍‍, ଆରି ରିତିନିତିର୍‍ ଗତିଦାଙ୍ଗ୍‌ଡା ଅଇ ରଇଲୁ ।
4 Ale když přišla plnost času, poslal Bůh Syna svého učiněného z ženy, učiněného pod Zákonem,
ସାରାସାରି ଜେଡେବଲ୍‌ ସମାନ୍‌ ବେଲା କେଟ୍‌ଲା, ପରମେସର୍‌ ତାର୍‌ ନିଜର୍‌ ପଅକେ ପାଟାଇଲା । ଗଟେକ୍‌ ମାମୁଲି ଟକିର୍‌ ଗର୍‌ବେଅନି ଜାତ୍‌ ଅଇକରି ସେ ଜିଉଦି ନିଅମ୍‌ ମାନିକରି ଜିଇଲାଇ କାଇଲାଇ ।
5 Aby ty, kteříž pod Zákonem byli, vykoupil, abychom právo synů přijali.
ଜେନ୍ତିକି ଦର୍‌କାର୍‌ ରଇଲା ମୁଲିଅ ଦେଇ, ନିଅମର୍‌ ବନ୍ଦନେଅନି ଲକ୍‌ମନ୍‍କେ ମୁକ୍‌ଲାଇବାକେ ଆରି ସେମନ୍‌କେ ପରମେସରର୍‌ ପିଲାଜିଲା ଅଇବାକେ ବେଲା ଟିକ୍‍ କର୍‍ବାକେ, ତାର୍‌ ଜିବନର୍‌ ଆଦେସ୍‌ ରଇଲା ।
6 A že jste synové, protož poslal Bůh Ducha Syna svého v srdce vaše, volajícího: Abba, totiž Otče.
ତମେମନ୍‌ ଜେ ପରମେସରର୍‌ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍‌ ତାର୍‌ ପଅର୍‌ ଆତ୍‌ମା ଆମର୍‌ ମନ୍‌ ବିତ୍‌ରେ ପାଟାଇଲା ଆଚେ । ସେ ଆତ୍‌ମା ଆଉଲିଅଇ କଇଲାନି, “ବାବା! ଏ ମର୍‌ ବାବା!”
7 A tak již nejsi slouha, ale syn, a poněvadž syn, tedy i dědic Boží skrze Krista.
ସେଟାର୍‌ପାଇ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍‌ଡା ନୁଆସ୍‌, ମାତର୍‌ ପିଲାମନ୍‌ । ତମେ ତାର୍‌ ପିଲାଜିଲା ଅଇଲାର୍‌ ଲାଗି, ପରମେସର୍‌ ତାର୍‌ ପିଲାଟକିମନର୍‌ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍‌କେ ଦାନ୍‌ କରିଦେଇସି ।
8 Ale tehdáž, neměvše známosti Boha, sloužili jste těm, kteříž z přirození nejsou bohové.
ଆଗ୍‌ତୁ ତମେମନ୍‌ ପରମେସର୍‌କେ ଜାନି ନ ରଇଲାସ୍‌, ସେଟାର୍‌ ପାଇ ତମେ ମିଚ୍‌ ଦେବିଦେବ୍‌ତାମନର୍‌ ଗତି ଅଇରଇଲାସ୍‌ ।
9 Nyní pak, znajíce Boha, nýbrž poznáni jsouce od Boha, kterakž se zpátkem zase obracíte k mdlým a bídným živlům, jimž opět znovu chcete sloužiti?
ମାତର୍‌ ଏବେ ତମେ ପରମେସର୍‌କେ ଜାନିଆଚାସ୍‌, ନଇଲେ ମୁଇ କଇବି ପରମେସର୍‌ ତମ୍‌କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍‌କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍‌ତାମନର୍‌ ଲଗେ ଆରି ତରେକ୍‌ ବାଉଡି ଜିବାକେ ମନ୍‍ କଲାସ୍‌ନି? ତମେ କାଇକେ ଆରି ତରେକ୍‌ ସେମନର୍‌ ଗତିଦାଙ୍ଗ୍‌ଡା ଅଇବାକେ ମନ୍‍ କଲାସ୍‌ନି?
10 Dnů šetříte, a měsíců, a časů, i let.
୧୦ଦୁକର୍‌ କାତା, ତମେ କେତେଟା ଦିନ୍‌, ମାସ୍‌, ପାଗ୍‌ ଆରି ବରସ୍‌କେ ବେସି ମନ୍‌ଦିଆନ୍‌ ଦେଲାସ୍‌ନି ।
11 Bojím se za vás, abych snad nadarmo nepracoval mezi vámi.
୧୧ମୁଇ ତମର୍‌ ପାଇ ବେସି ଚିନ୍ତା କଲିନି । ତମର୍‌ପାଇ ମର୍‌ ସବୁ କାମ୍‌ ବେକାର୍‌ ଅଇଲା କି?
12 Buďte jako já, neb i já jsem jako vy, bratří, prosím vás. Nic jste mi neublížili.
୧୨ବାଇମନ୍‌, ମୁଇ ତମ୍‌କେ ଜୁଆର୍‌ କରି କଇଲିନି, ମୁଇ ଜେନ୍ତାର୍‌ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍‌ପାରା ଜିଉଦି ନଇଲା ଲକ୍‌ ପାରା ଅଇକରି, ମସାର୍‌ ନିୟମେଅନି ମୁକ୍‌ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍‌ ନାଇ ।
13 Neb víte, že s mdlobou těla kázal jsem vám evangelium ponejprve.
୧୩ମୁଇ ପର୍‌ତୁମ୍‌ ତର୍‌ କାଇକେ ତମର୍‌ ସଙ୍ଗ୍‌ ରଇଲି, ସେଟା ଏତାଆ । ସେଡ୍‌କି ବେଲେ ମକେ ଜର୍‌ଅଇରଲାକେ ତମ୍‌କେ ସୁବ୍‍କବର୍‌ ଜାନାଇରଇଲି ।
14 A pokušení mé, přišlé na tělo mé, nebylo u vás málo váženo, aniž jste pohrdli, ale jako anděla Božího přijali jste mne, jako Krista Ježíše.
୧୪ମାତର୍‌ ମର୍‌ ଗାଗଡ୍‌ ନିକ ନ ରଇଲାର୍‍ପାଇ ତମ୍‌କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍‌ ନାଇ କି ଚାଡି ଦିଆସ୍‌ ନାଇ, ମାତର୍‌ ମକେ ଗଟେକ୍‌ ସରଗର୍‌ ଦୁତ୍‌ପାରା ଡାକି ରଇଲାସ୍‌ । କିରିସ୍‌ଟ ଜିସୁକେ ଜେନ୍ତି ତମେ ଡାକ୍‌ତାସ୍‌, ସେନ୍ତି ମକେ ମିସା ଡାକ୍‌ଲାସ୍‌ ।
15 Jaké tehdy bylo blahoslavenství vaše? Svědectvíť vám zajisté dávám, že, kdyby to možné bylo, oči vaše vyloupíce, byli byste mi dali.
୧୫ସେବେଲା ତମେ କେତେକ୍‌ ସାର୍‌ଦା ରଇଲାସ୍‌! ମାତର୍‌ ଏବେ ଆମର୍‌ ବିତ୍‌ରେ ରଇବା ସେ ସାର୍‌ଦା କେନେ ଗାଲା? ତମର୍‌ ବିସଇ ମୁଇ ଡାଟ୍‌ସଙ୍ଗ୍‍ କଇଲିନି ଜେ, ଜଦି ଅଇପାର୍‌ତା ଆଲେ, ତମର୍‌ ନିଜର୍‌ ନିଜର୍‌ ଆଁକି ବେଟି ଆନି ମକେ ଦେଇତାସ୍‌!
16 Což tedy učiněn jsem vaším nepřítelem, pravdu vám pravě?
୧୬ମାତର୍‌ ମୁଇ ଏବେ ସତ୍‌ କଇଲାର୍‌ ପାଇ, କାଇ ତମର୍‌ ସତ୍‌ରୁ ଅଇଗାଲି ଆଚି କି?
17 Milujíť vás někteří nedobře, nýbrž odstrčiti vás chtějí, abyste vy je milovali.
୧୭ସେ ବିନ୍‌ ଲକ୍‌ମନ୍‌ ତମର୍‌ ବାଟେ ବେସି ଦିଆନ୍‌ ଦେଲାଇନି । ମାତର୍‌ ସେମନର୍‌ ଦିଆନ୍‌ ଦେବାଟା ସତ୍‌ ଇସାବେ ନାଇ । ସେମନ୍‍ ଏଟା ମନ୍‍ କଲାଇନି, ଜେନ୍ତିକି ମର୍‌ବାଟେଅନି ତମ୍‌କେ ବିନେ କଲେ, ତମେ ତାକର୍‌ବାଟେ ମନ୍‌ କର୍‌ସା ।
18 Slušnéť jest pak horlivě milovati v dobrém vždycky, a ne jen toliko tehdáž, když jsem přítomen vám.
୧୮ବିନ୍‌ ଲକ୍‌ମନ୍‌ ତମର୍‌ ବାଟେ ବେସି ଦିଆନ୍‌ କର୍‌ବାଟା ନିକ ବିସଇ । ମୁଇ ରଇଲା ବେଲେ କି ନ ରଇଲା ବେଲେ ସେମନ୍‌ ତମର୍‌ଟାନେ ଦିଆନ୍‌ ଦେବାଟା ନିକ ବିସଇ, ମାତର୍‌ ତାକର୍‌ ଦିଆନ୍‌ ଦେବାଟା ଟିକ୍‌ ରଇବାର୍‌ ଆଚେ ।
19 Synáčkové moji, (kteréž opět rodím, až by Kristus zformován byl v vás),
୧୯ଏ ମର୍‌ ଆଲାଦର୍‌ ପିଲାମନ୍‌, ତମର୍‌ ବିତ୍‌ରେ କିରିସ୍‌ଟର୍‌ ପାରା ଚଲାଚଲ୍‌ତି ଅଇ ଆଇବାକେ, ମୁଇ ଆରିତରେକ୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ପାରା ଦୁକ୍‌କସ୍‌ଟ ପାଇଲିନି ।
20 Chtěl bych pak přítomen vám býti nyní a proměniti hlas svůj; nebo v pochybnosti jsem o vás.
୨୦ଜେନ୍ତାରିକି ମୁଇ ଏବେ ତମର୍‌ ଲଗେ ରଇକରି ଦାକାପୁକା ନ କରି, ବିନ୍‌ ଇସାବେ କାତା ଅଇବାକେ ମନ୍‍ କଲିନି । କାଇକେବଇଲେ ମୁଇ ତମର୍‌ ବିସଇନେଇ ବେସି ଚିନ୍ତା କଲିନି ।
21 Povězte mi, kteříž pod Zákonem chcete býti, nepozorujete-liž Zákona?
୨୧ମସାର୍‌ ରିତିନିତିର୍‍ ତଲେସେ ରଇବାକେ ତମେ ମନ୍‌ କଲାସ୍‌ନି କି? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍‌ ବାକିଅ ସୁନାସ୍‌ ନାଇ କି?
22 Nebo psáno jest: Že Abraham měl dva syny, jednoho z služebnice, a druhého z svobodné.
୨୨ଅବ୍‌ରାଆମ୍‍କେ ଦୁଇଟା ପଅ ରଇଲାଇ । ଗଟେକ୍‌ ତାର୍‌ ଗରେ ପାଇଟି କର୍‌ବା କୁଲିଆର୍‌ନିର୍‌ଟା, ଆରି ଗଟେକ୍‌ ତାର୍‌ ନିଜର୍‌ ବିବାଇ ମାଇଜିର୍‌ଟା । କାଇକେବଇଲେ ଲେକା ଆଚେ,
23 Ale ten z služebnice podle těla se narodil, tento pak z svobodné podle zaslíbení.
୨୩ଜନ୍‌ଟା କୁଲିଆର୍‌ନିର୍‌ ପଅ, ସେ ମୁନୁସର୍‌ ମନ୍‍ କଲା ଇସାବେ ଜନମ୍‌ ଅଇଲା । ଜନ୍‌ଟା ବିବାଇ ମାଇଜିର୍‌ଟା, ପର୍‌ମେସର୍‌ କରିରଇବା ସପତ୍‌ ଇସାବେ ଜାତ୍‌ ଅଇଲାଟା ।
24 Kteréžto věci u figuře se staly. Nebo toť jsou ti dva Zákonové, jeden s hory Sinai, k manství zplozující, a tenť jest jako Agar.
୨୪ଏ କାତା ଗଟେକ୍‌ ଜଟ୍‌କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍‌ ରାଜିନାମା ଆରାବ୍‌ ଦେସେ ରଇବା ସିନଅ ପର୍‌ବତ୍‌ ଉପ୍‌ରେ ପର୍‌ମେସର୍‌ ମସାକେ ଦେଇରଇବା ନିୟମ୍‌ । ଏ ରାଜିନାମା ଆଗାର୍‌କେ ସମାନ୍‌ କରି ଅଇସି । କାଇକେବଇଲେ ଆଗାର୍‌ ଆରି ତାର୍‌ ପିଲାମନ୍‌ ଗତି ଅଇରଇଲାଇ । ସମାନ୍‌ ସେନ୍ତାରିସେ ଏ ରାଜିନାମାର୍‌ ପିଲାମନ୍‌ ସବୁଲକ୍‌ ଗତିଦାଙ୍ଗ୍‌ଡା ।
25 Agar zajisté jest hora Sinai v Arabii. Dobřeť se pak k ní trefuje nynější Jeruzalém, nebo v službu podroben jest s syny svými.
୨୫ଆଗାର୍‌କେ ଆରବର୍‌ ସିନଅ ପର୍‌ବତ୍‌ ସଙ୍ଗ୍‌ ସମାନ୍‌ କରିଅଇସି, କନ୍ତିଅନି ନିୟମ୍‌ ଆଇଲାଆଚେ । ତାକେ ଏବର୍‌ ଜିରୁସାଲାମ୍‌ ସଅର୍‌କେ ମିସା ସମାନ୍‌ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍‌ ମସାର୍‌ ନିୟମ୍‌ ବିସ୍‌ବାସ୍‌ କଲାଇନି । ସେ ନିୟମ୍‌ ବିସ୍‌ବାସ୍‌ କରି ନିୟମର୍‍ ଗତିଦାଙ୍ଗ୍‌ଡା ଅଇଆଚତ୍‌ ।
26 Ale ten svrchní Jeruzalém svobodný jest, kterýž jest matka všech nás.
୨୬ମାତର୍‌ ଅବ୍‌ରାଆମର୍‌ ବିବାଇ ମାଇଜି ଜେ କି ଗତିଦାଙ୍ଗ୍‌ଡା ନଏଁ, ତାକେ ସରଗର୍‌ ଜିରୁସାଲାମ୍‌କେ ସମାନ୍‌ କରିଅଇସି । ସେ ଆମେ ବିସ୍‌ବାସ୍‌ କର୍‌ବା ସବୁ ଲକର୍‌ ମାଆ ।
27 Nebo psáno jest: Vesel se neplodná, kteráž nerodíš, vykřikni a zvolej, kteráž nepracuješ ku porodu; nebo ta opuštěná mnoho má synů, více nežli ta, kteráž má muže.
୨୭ଜେନ୍ତାରିକି ସାସ୍‌ତରେ ଲେକାଅଇଆଚେ, “ଅଇରେ ବାଞ୍ଜି ମାଇଜି, ତୁଇ ସାର୍‌ଦା ଅ, କେବେମିସା ପିଲାଜିଲା ପାଇବା ଦୁକାସୁକା ଦାରାଇ ଅଇବାଟା ନାଜାନିରଇଲେ ମିସା ଆଉଲି ଅଇ ତର୍‌ ସାର୍‌ଦା ସବୁକେ ଜାନାଇଦେସ୍‌ । କାଇକେବଇଲେ ମୁନୁସ୍‌ ସଙ୍ଗ୍‍ ବାସା ଅଇରଇବା ମାଇଜିର୍‌ ଟାନେଅନି ଗଟେକ୍‌ ଚାଡ୍‌ରି ମାଇଜିର୍‌ ପିଲାଜିଲା ଅଦିକ୍‌ ଅଇସି ।”
28 Myť jsme tedy, ó bratří, tak jako Izák, synové zaslíbení.
୨୮ଏ ବାଇବଇନିମନ୍‌ ତମେ ଇସାକର୍‌ ପାରା ପର୍‌ମେସର୍‌ ସପତ୍‌ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍‌ ।
29 Ale jakož tehdáž ten podle těla zplozený protivil se tomu, kterýž byl zplozen podle Ducha, tak se děje i nyní.
୨୯ସେବେଲେ ଅବ୍‌ରାଆମର୍‌ ପିଲା ଜେ କି ଗାଗଡର୍‌ ଇସାବେ ଜନମ୍‌ ଅଇରଇଲା, ତାର୍‌ ସାନ୍‌ ବାଇକେ ସାଦ୍‌ବାନ୍ଦ୍‌ କଲା । ଜେ କି ପର୍‌ମେସରର୍‌ ଆତ୍‌ମା ଇସାବେ ଜନମ୍‌ ଅଇଲା । ସେଟା ଏବେ ମିସା ଅଇଲାନି ।
30 Než co praví Písmo? Vyvrz služebnici i syna jejího; nebo nebudeť dědicem syn služebnice s synem svobodné.
୩୦ମାତର୍‌ ଏ ବିସଇନେଇ ସାସ୍‌ତର୍‌ କାଇଟା କଇଲାନି? ତେଇ ଲେକାଅଇଆଚେ, କୁଲିଆର୍‌ନି ଆରି ତାର୍‌ ପଅକେ ବାର୍‌କରାଇ ଦିଆସ୍‌ । କାଇକେବଇଲେ କୁଲିଆର୍‌ନିର୍‌ ପଅ ବିବାଇ ମାଇଜିର୍‌ ପଅର୍‌ ସଙ୍ଗ୍‍ ବାବାର୍‌ ଦନ୍‌ ସଁପତି ପାଇନାପାରେ ।
31 A tak, bratří, nejsmeť synové služebnice, ale svobodné.
୩୧ତେବେ ଏ ମର୍‌ ବାଇବଇନିମନ୍‌ ଆମେ କୁଲିଆର୍‌ନିର୍‌ ପିଲାଜିଲା ନଉଁ, ବିବାଇ ମାଇଜିର୍‌ ପିଲାଜିଲା ।

< Galatským 4 >