< Skutky Apoštolů 28 >
1 A tak zachováni jsouce, teprv poznali, že ostrov ten sloul Melita.
୧କାଇଟା ନ ଅଇ, କଣ୍ଡିପାଲି ଜାଇ ଦେକ୍ଲୁ ଜେ, ଆମେ ମେଲିତି ନାଉଁର୍ ଚାରିବେଟ୍ତି ପାନିର୍ ମଜାଇ ରଇବା ସୁକ୍ଲା ଜାଗାଇ କେଟିଆଚୁ ।
2 Lidé pak toho ostrova velikou přívětivost k nám ukázali. Nebo zapálivše hranici drev, přijali nás všecky, pro déšť, kterýž v tu chvíli byl, a pro zimu.
୨ତେଇ ପୁର୍ବେଅନି ରଇବା ଲକ୍ମନ୍ ଆମ୍କେ ଆଲାଦ୍ ଦେକାଇଲାଇ, ସେବେଲେ ବର୍ସା ମାରି ସିତ୍ ଅଇତେ ରଇଲା । ସେଟାର୍ ପାଇ ସେମନ୍ ଆମ୍କେ ଜଇ ଲାଗାଇ ଗତିଆ ମାନ୍ଲାଇ ।
3 A když Pavel sebral drahně roždí a kladl na oheň, ještěrka, utíkajíc před horkem, připjala se k ruce jeho.
୩ପାଉଲ୍ ଗଟେକ୍ ବିଡା ଦାରୁ ଜଇତେଇ ପାକାଇବା ବେଲେ ଜଇ ତାତିର୍ ଲାଗି ବିଡାଇଅନି ଗଟେକ୍ ବିସ୍ରଇବା ସାଁପ୍ ବାରଇଲା ଆରି ପାଉଲର୍ ଆତେ ଚଗି ଚାବି ଡସିରଇଲା ।
4 A když uzřeli lidé toho ostrovu, ano ještěrka visí u ruky jeho, řekli jedni k druhým: Jistě člověk tento jest vražedlník; neb ač z moře vyšel, však pomsta Boží nedá jemu živu býti.
୪ସେ ଜାଗାର୍ ଲକ୍ମନ୍ ପାଉଲର୍ ଆତେ ଚାବିକରି ଡସି ଜୁଲ୍ତେ ରଇବା ସାଁପ୍କେ ଦେକି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍ ନର୍ମାରୁ ଲକ୍, ସେ ଜାଇଟା ମିସା ଅ ବେ, ସେ ସମ୍ଦୁରେ ରକିଆ ପାଇରଇଲେ ମିସା ତାର୍ କରମ୍ ତାକେ ବଁଚ୍ବାକେ ନ ଦେଏ ।”
5 Ale on střásl tu ještěrku do ohně, a nic se jemu zlého nestalo.
୫ମାତର୍ ପାଉଲ୍ ତାର୍ ଆତ୍ ଜିଞ୍ଜାଡ୍ଲାକେ ସାଁପ୍ ଜଇତେଇ ଅଦର୍ଲା ଆରି ତାକେ କାଇଟା ଅଏନାଇ ।
6 Oni pak očekávali, že oteče, aneb padna, pojednou umře. A když toho dlouho čekali a viděli, že se mu nic zlého nestalo, změnivše myšlení své, pravili, že jest on bůh.
୬ଲକ୍ମନ୍ ପାଉଲର୍ ଆତ୍ ପୁଲିଜାଇସି ନଇଲେ ଅଟାତ୍ ଅଦ୍ରି ମରିଜାଇସି ବଲି ଜାଗିରଇଲାଇ, ମାତର୍ ବେସି ପର୍ ଜାଗିକରି ଦେକ୍ଲାଇ ମିସା ତାକେ କାଇଟା ଅଏ ନାଇ । ପଚେ ସେମନ୍ କାତା ପାସ୍ଲାଇକରି କଇଲାଇ “ଏ ଗଟେକ୍ ଦେବ୍ତା!”
7 Na těch pak místech měl popluží kníže toho ostrova, jménem Publius, kterýžto přijav nás k sobě, za tři dni přátelsky u sebe v hospodě choval.
୭ତେଇଅନି ଅଲପ୍ ଦୁରିକେ ସେ ଜାଗାର୍ ମୁକିଅ ନେତା, ତାର୍ ନାଉଁ ପବ୍ଲିଅ । ତାର୍ କେତେଟା ପଦା ରଇଲା, ସେ ଆମ୍କେ ଗତିଆ ମାନିକରି ଡାକିନେଲା । ଆରି ଆମେ ତିନ୍ ଦିନ୍ ଜାକ ତାକର୍ ଗରେ ଗତିଆ ଅଇ ରଇଲୁ ।
8 I přihodilo se, že otec toho Publia ležel, maje zimnici a červenou nemoc. K němuž všed Pavel, a pomodliv se, vzložil na něj ruce a uzdravil jej.
୮ସେବେଲେ ପବ୍ଲିଅସର୍ ବାବା ଜର୍ ଆରି ରକତ୍ଜାଡା ଦାରାଇଅଇ ଡୁଲିରଇଲା । ପାଉଲ୍ ତାକର୍ ବାକ୍ରାଇ ଜାଇ ତାର୍ପାଇ ପାର୍ତନା କରି ତାର୍ ଉପ୍ରେ ଆତ୍ ଚିଇ ତାକେ ନିମାନ୍କଲା ।
9 A když se to stalo, tedy i jiní, kteříž na ostrově tom nemocní byli, přistupovali, a byli uzdravováni.
୯ଏ ଗଟ୍ନା ପଚେ ସେ ଜାଗାର୍ ଜେତ୍କି ରଗିମନ୍ ସବୁ ପାଉଲର୍ ଲଗେ ଆସି ନିମାନ୍ ଅଇଲାଇ ।
10 Ctili nás pak velice, a když jsme se měli pryč plaviti, nakladli nám na lodí toho, čehož potřebí bylo.
୧୦ସେମନ୍ ଆମ୍କେ ବେସି ବିନ୍ ବିନ୍ ରକାମର୍ ଜିନିସ୍ ଇନାମେ ଦେଲାଇ ଆରି ଆମେ ତେଇଅନି ଜାଜେ ବସି ଜିବାବେଲେ ସେମନ୍ ଆମର୍ପାଇ ଦର୍କାର୍ ରଇଲା ସବୁ ଜିନିସ୍ ଜାଜେ ଆନି ଦେଲାଇ ।
11 A po třech měsících plavili jsme se na bárce Alexandrinské, kteráž tu byla na tom ostrově přes zimu, majici za erb Kastora a Polluxa.
୧୧ସେ ଜାଗାଇଅନି ବାରଇବାକେ ଆମ୍କେ ତିନ୍ମାସ୍ ଲାଗ୍ଲା । ସିତ୍ଦିନ୍ ଅଇରଇଲାକେ ତବିର୍ଅଇଲା ଆଲେକ୍ଜାଣ୍ଡ୍ରିଆ ନଅରେଅନି ଆସିରଇବା ଗଟେକ୍ ଜାଜେ ଆମେ ବାରଇଲୁ । ସେ ଜାଜର୍ ନାଉଁ ରଇଲା ଜଁଲି ଦେବ୍ତା ।
12 A když jsme přijeli do Syrakusis, zůstali jsme tu za tři dni.
୧୨ପର୍ତୁମ୍ ସିର୍କୁସ୍ ନାଉଁର୍ ନଅରେ କେଟି ତେଇ ତିନ୍ଦିନ୍ ରଇଲୁ ।
13 A odtud okolo plavíce se, přišli jsme do Regium; a po jednom dni, když vál vítr od poledne, druhý den přijeli jsme do Puteolos.
୧୩ତେଇଅନି ଆରି ତରେକ୍ ଜିବାଟା ଆରାମ୍ କରି ଆମେ ରେଜିଅମ୍ ସଅରେ କେଟ୍ଲୁ । ତାର୍ ଆର୍କର୍ ଦିନେ ଦକିଣ୍ ଦିଗେଅନି ପବନ୍ ଆଇଲା ଆରି ଦୁଇଦିନ୍ ପଚେ ପୁତେଅଲି ସଅରେ କେଟ୍ଲୁ ।
14 Kdežto nalezli jsme bratří, kteříž nás prosili, abychom pobyli u nich za sedm dní. A tak jsme šli k Římu.
୧୪ତେଇ କେତେଟା ଜିସୁକେ ବିସ୍ବାସ୍ କର୍ବା ବାଇମନ୍କେ ମିସ୍ଲୁ । ତାକର୍ ସଙ୍ଗ୍ ଗଟେକ୍ ଆଟ୍ ରଇବାକେ ସେମନ୍ ଆମ୍କେ ବାବୁଜିଆ କଲାଇ । ସାରାସାରିପଚେ ଆମେ ରମ୍ ଦେସେ ଜାଇ କେଟ୍ଲୁ ।
15 Odkudž, když o nás uslyšeli bratří, vyšli proti nám až na rynk Appiův a ke Třem krčmám. Kteréžto uzřev Pavel, poděkoval Bohu a počal býti dobré mysli.
୧୫ଆମେ ଗାଲା କବର୍ ସୁନିକରି ରମ୍ ଦେସର୍ ବିସ୍ବାସି ବାଇମନ୍ ତେଇଅନି ଆପିଅ ଜାଗାର୍ ଆଟେ ଆରି ତିନ୍ସରା ନାଉଁର୍ ନଅର୍ମନ୍ ଜାକ ଆମ୍କେ ବେଟ୍ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍କେ ଦେକି ପାଉଲ୍ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବେସି ସାର୍ଦା ଅଇଲା ।
16 A když jsme přišli do Říma, setník dal vězně v moc hejtmanu vojska, ale Pavlovi dopuštěno, aby sám bydlil s žoldnéřem, kterýž ho ostříhal.
୧୬ଆମେ ରମ୍ ଦେସେ କେଟ୍ଲା ପଚେ ପାଉଲ୍କେ ଗଟେକ୍ ସନିଅ ସଙ୍ଗ୍ ଗଟେକ୍ ଗରେ ରଇବାକେ ଆଦେସ୍ ମିଲ୍ଲା ।
17 I stalo se po třech dnech, svolal Pavel muže přední z Židů. A když se sešli, řekl k nim: Muži bratří, já nic neučiniv proti lidu ani proti obyčejům otcovským, jat jsa, z Jeruzaléma vydán jsem v ruce Římanům,
୧୭ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।
18 Kteříž vyslyševše mne, chtěli mne propustiti, protože žádné viny hodné smrti na mně nebylo.
୧୮ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ ।
19 Ale když Židé tomu odpírali, přinucen jsem odvolati se k císaři, ne jako bych měl co národ svůj žalovati.
୧୯ମାତର୍ ଜିଉଦି ଲକ୍ମନ୍ ମକେ ଚାଡ୍ବାକେ ରାଜି ଅଅତ୍ନାଇ । ତେବେ ମର୍ ନିଜର୍ ଲକ୍ମନର୍ ବିରୁଦେ ମର୍ କାଇ ଦାବି ନ ରଇଲା ମିସା, ମୁଇ ବଡ୍ସାସନ୍କାରିଆକେ ଗୁଆରି କର୍ବି ଆକା ବଲି ବାବ୍ଲି ।
20 A protož z té příčiny povolal jsem vás, žádostiv jsa viděti vás a s vámi promluviti; nebo pro naději lidu Izraelského řetězem tímto svázán jsem.
୨୦ସେଟାର୍ପାଇ ଏ ବିସଇ କାତାବାର୍ତା ଅଉଁ ବଲି ମୁଇ ତମ୍କେ ଡାକାଇ ଆଚି । ଇସ୍ରାଏଲର୍ ଲକ୍ମନ୍ ଏବେ ଜାକେ ଆସା କରି ଆଇଲାଇନି, ତାର୍ପାଇ ବଲିକରି ମୁଇ ଆଜି ସିକ୍ଲି ସଙ୍ଗ୍ ବାନ୍ଦାଇ ଅଇଆଚି ।”
21 A oni řekli jemu: Myť jsme žádného psaní neměli o tobě z Židovstva, aniž kdo z bratří přijda, vypravoval nám, aneb mluvil co zlého o tobě.
୨୧ସେମନ୍ କଇଲାଇ, “ଆମ୍କେ ଜିଉଦା ଦେସେଅନି ତମର୍ ବିସଇ କାଇ ଚିଟି ଗଟେକ୍ ମିସା ମିଲେ ନାଇ, କି ବାଇମନର୍ ବିତ୍ରେଅନି କେ ମିସା ଇତି ଆସି ତମର୍ ବିସଇର୍ ବୁଲ୍ କାତା ସୁନାଅତ୍ ନାଇ କି କଅତ୍ ମିସା ନାଇ ।
22 Ale žádámeť od tebe slyšeti, jak smyslíš; nebo víme o té sektě, že se jí všudy odpírá.
୨୨ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”
23 A když jemu uložili den, sešlo se jich mnoho do hospody k němu, jimžto s osvědčováním vypravoval o království Božím, slouže jim k víře o Ježíšovi z Zákona Mojžíšova a Proroků, od jitra až do večera.
୨୩ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା ।
24 A někteří uvěřili tomu, což Pavel vypravoval, někteří pak nevěřili.
୨୪ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
25 A tak nejsouce mezi sebou svorní, rozešli se, k nimžto promluvil Pavel toto jedno slovo: Jistě žeť jest dobře Duch svatý skrze proroka Izaiáše mluvil k otcům našim,
୨୫ତେବେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍ ଗଟେକ୍ କାତା କଇଲା, ସୁକଲ୍ ଆତ୍ମା ତମର୍ ଆନିଦାଦିମନ୍କେ ଜିସାୟ ବବିସତ୍ବକ୍ତାର୍ ଡଣ୍ଡେଅନି ସତ୍ କାତା କଇରଇଲା!
26 Řka: Jdi k lidu tomuto a rciž jim: Sluchem slyšeti budete, a nesrozumíte, a hledíce hleděti budete, a neuzříte.
୨୬ସେ କଇରଇଲା, “ଏ ଲକ୍ମନ୍କେ ଜାଇ କଅ, ତମେ ସୁନି ସୁନି ରଇସା, ମାତର୍ ନ ବୁଜାସ୍ । ଦେକି ଦେକି ରଇସା, ମାତର୍ ନ ଚିନାସ୍ ।”
27 Nebo zhrublo srdce lidu tohoto, a ušima těžce slyšeli, a oči své zamhouřili, aby snad neviděli očima, a ušima neslyšeli, a srdcem nerozuměli, a neobrátili se, abych jich neuzdravil.
୨୭କାଇକେ ବଇଲେ ଏ ଲକ୍ମନର୍ ମନ୍ ବେସି ଆଁଟ୍, ସେମନ୍ ନିଜର୍ ନିଜର୍ ଆଁକି ଲିମିଦେଇ ଆଚତ୍ ଆରି କାନ୍ ଚୁଟି ଦେଇ ଆଚତ୍, ସେମନ୍ ଜଦି ଆଁକି ଦେକ୍ତାଇ, ଆରି ଚୁଟି ଅଇଲା କାନ୍ ଉଗାଡି ସୁନ୍ତାଇ । ସେନ୍ତାର୍ ଆଲେ ସେମନ୍ ମନେ ମନେ ବୁଜ୍ତାଇ । ଆରି ସେମନ୍ ମର୍ଲଗେ ବାଅଡ୍ତାଇ ଆରି ମୁଇ ସେମନ୍କେ ନିକ କର୍ତି । ଏଟା ପରମେସର୍ କଇଲାନି ।
28 Budiž vám tedy známo, že jest pohanům posláno toto spasení Boží, a oniť slyšeti budou.
୨୮ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।”
29 A když on to propověděl, odešli Židé, majíce mezi sebou mnohé hádky.
୨୯ପାଉଲ୍ ଏ ସବୁ କାତା କଇଲାକେ, ଜିଉଦିମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଅଇକରି ଉଟିଗାଲାଇ ।
30 Pavel pak trval za celé dvě létě v hospodě své, a přijímal všecky, kteříž přicházeli k němu,
୩୦ପାଉଲ୍ ଗଟେକ୍ ଗର୍ ବାଡାକରି ତେଇ ଦୁଇ ବରସ୍ ଜାକ ରଇଲା ଆରି ତାକେ ଦେକ୍ବାକେ ଆଇଲା ସବୁ ଲକ୍ମନ୍କେ ତେଇ ଗତିଆ ମାନ୍ତେରଇଲା । ଜେତ୍କି ଲକ୍ ପାଉଲର୍ ଲଗେ ଆଇତେ ରଇଲାଇ ସେ ସବୁ ଲକ୍କେ ଡାକି, କାକେ ନ ଡର୍ତେ କଲା ।
31 Káže o království Božím a uče těm věcem, kteréž jsou o Pánu Ježíši Kristu, se vší doufanlivostí bez překážky.
୩୧ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।