< 2 Korintským 6 >

1 Protož napomáhajíce, i napomínáme vás, abyste milosti Boží nadarmo nebrali,
ତେବେ ପର୍‌ମେସରର୍‌ ଏ କାମେ, ଆମେ କାମ୍‌କରୁମନ୍‌ ଅଇଲୁଆଚୁ ଜେ, ତମ୍‌କେ ଆମେ ବାବୁଜିଆ କଲୁନି । ତମେ ତାର୍‌ ଜିବନ୍‌ ଦୁକାଇଲାଟା ମିଲାଇ ଆଚାସ୍‌ । ସେଟା ଚୁଚାଇ ନ ଅ ।
2 (Neboť praví Bůh: V čas příhodný uslyšel jsem tě a v den spasení spomohl jsem tobě. Aj, nyníť jest čas příhodný, aj, nyní dnové spasení.)
ପର୍‌ମେସର୍‌ କଇବାଟା ସୁନା । “ତମ୍‌କେ ଦୟା ଦେକାଇବା ବେଲା ସମାନ୍‌ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍‌ଲି । ଜନ୍‌ ଦିନେ ମୁଇ ମୁକ୍‌ଲାଇବା ଦିନ୍‌ ବଲି ଟିକ୍‌ କଲି, ସେ ଦିନେ ମୁଇ ତମ୍‌କେ ସାଇଜ କଲି ।” ସୁନା! ପର୍‌ମେସର୍‌ ତମ୍‌କେ ତାର୍‌ ଆଲାଦ୍‌ ଦେକାଇବି ବଲି, ଟିକ୍‌ କଲା ଦିନ୍‌ ଆଜିସେ । ତମର୍‌ ପାପର୍‌ ଡଣ୍ଡେ ଅନି ସେ ତମ୍‌କେ ରକିଆ କର୍‌ବା ଦିନ୍‌ ଆଜି ସେ ।
3 Žádného v ničemž nedávajíce pohoršení, aby byla bez úhony služba naše;
ଜେନ୍ତିକି ଆମର୍‌ ସେବା କାମେ ଲକ୍‌ମନ୍‌ ଆମ୍‌କେ ଦସ୍‌ ନ ଦାରତ୍‌ ବଲି ଆମେ ମନ୍‍ କରୁନାଇ । ସେଟାର୍‌ପାଇ କିରିସ୍‌ଟର୍‌ ପଚେ ଜିବା ଲକ୍‌ମନ୍‌କେ ଆମ୍‌କେ ଆଗ୍‌ଟୁ ନାଇ ।
4 Ale ve všem se chovajíce jakožto Boží služebníci, ve mnohé trpělivosti, v utištěních, v nedostatcích, v úzkostech,
ତାର୍‌ ବାଦୁଲେ ଆମେ ଜାଇଟା କଲେ ମିସା ପର୍‌ମେସରର୍‌ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍‌ଟର୍‌ ଲାଗି ଉଡାସୁନ୍‌ବା ଟାନେ, ଦୁକ୍‌ କସ୍‌ଟ ଟାନେ, ଆମେ ସାଆସ୍‌ ଅଇ ମୁର୍‌ଚିକରି ଆଚୁ ।
5 V ranách, v žalářích, v nepokojích, v pracech, v bdění, v postech,
ଆମେ କର୍‌ଡା ମାଡ୍‌ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍‌ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍‌ କାମ୍‌ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍‌ ଦିନ୍‌ ଦାରି ନ କାଇ ନ ପିଇ କରି ରଇଆଚୁ ।
6 V čistotě, v umění, v dlouhočekání, v dobrotivosti, v Duchu svatém, v lásce neošemetné,
ଆମର୍‌ ସୁକଲ୍‌ କାମେ, ଆମର୍‌ ଗିଆନେ, ଆମର୍‌ ମୁର୍‌ଚି ରଇବାଟାନେ, ଆମର୍‌ ଦୟା ଦେକାଇବାଟାନେ, ସୁକଲ୍‌ଆତ୍‌ମାଟାନେ, ଆମର୍‌ ସତ୍‌ ଆଲାଦ୍‌ଟାନେ, ଆମେ ପର୍‌ମେସରର୍‌ ସେବା କାରିଆ ବଲିକରି ଜାନାଇ ଅଇଲୁନି ।
7 V slovu pravdy, v moci Boží, skrze odění spravedlnosti, napravo i nalevo,
ଆମେ ସିକାଇବା ବାକିଅ ସତ୍‌ ବାକିଅ । ଆରି ଆମର୍‌ ସଙ୍ଗ୍‍ ପର୍‌ମେସରର୍‌ ବପୁ ଆଚେ । ପର୍‌ମେସର୍‌ ଦେକ୍‌ବା ଇସାବେ, ଆମର୍‌ ଦରମ୍‌ ବଲାଇ ଅଇବାଟା ଗଟେକ୍‌ ଆତ୍‌ଆତିଆର୍‌ ପାରା । ଆମର୍‌ ସତ୍‌ରୁମନର୍‌ ବିରୁଦେ ଜୁଜ୍‌ବାକେ ଆରି ନିଜ୍‌କେ ରକିଆ ପାଇବାକେ, ସେଟା ବାଇଲୁନି ।
8 Skrze slávu i pohanění, skrze zlou i dobrou pověst, jakožto bludní, a jsouce pravdomluvní,
କେବେ କେବେ ଆମ୍‌କେ ସନ୍‌ମାନ୍‌ ମିଲ୍‌ଲାନି । ମାତର୍‌ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍‌ ବଲାଇଅଇଲୁନି । ମାତର୍‌ କେବେ କେବେ ଆମେ ନିନ୍ଦା ପାଇଲୁନି ।
9 Jakožto neznámí, a jsouce známí, jakožto umírající, a aj, živi jsme, jakožto potrestaní, a nezmordovaní,
ଆମେ ମିଚୁଆ ବଲାଇଅଇଲୁନି । ମାତର୍‌ ସତ୍‌ କାତା କଇଲୁନି । ନାଜାନ୍‌ତେ ରଇଲେ ମିସା ସବୁଲକ୍‌ ଜାନି ଆଚତ୍‌ । ମଲା ସମାନ୍‌ ରଇଲୁ, ମାତର୍‌ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍‌ ପାଇଲୁ ମିସା ମରୁନାଇ ।
10 Jako smutní, avšak vždycky se radujíce, jako chudí, a mnohé zbohacujíce, jako nic nemajíce, avšak všemi věcmi vládnouce.
୧୦ବେସି ଦୁକେ ରଇଲେ ମିସା ସାର୍‌ଦା ସଙ୍ଗ୍‍ ଆଚୁ । ଆମେ ଅର୍‌କିତ୍‌ ପାରା ଅଇରଇଲେ ମିସା, ବିନ୍‌ ଲକ୍‌ମନ୍‌କେ ସାଉକାର୍‌ କରାଇଆଚୁ । ଆମେ କାଇଟା ନ ରଇବା ଲକର୍‌ ପାରା ଆଚୁ, ମାତର୍‌ ସବୁଜାକ ଆମର୍‌ଟା ।
11 Ústa naše otevřína jsou k vám, ó Korinští, srdce naše rozšířeno jest.
୧୧ଏ କରନ୍ତିଏ ରଇବା ଆମର୍‌ ମଇତର୍‌ମନ୍‌, କାଇ କପଟ୍‌ ନ କରି, ଆମର୍‌ ମନେ ଜାଇଟା ରଇଲା, ସେଟା ସବୁ ତମର୍‌ ମୁଆଟେ କଇଲୁଆଚୁ । ଆମେ ତମ୍‌କେ ବେସି ଆଲାଦ୍‌ କଲୁନି ।
12 Nejste v nás souženi, než souženi jste v srdcích vašich.
୧୨ତମର୍‌ପାଇ ବଲିକରି ଆମର୍‌ ଆଲାଦ୍‌ ଉନା ଅଏ ନାଇ । ମାତର୍‌ ଆମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇଆଚେ ।
13 O takovéžť odplaty žádám od vás, jakožto synům pravím: Rozšiřte se i vy.
୧୩ନିଜର୍‌ ପିଲାମନ୍‌କେ କଇଲା ପାରା ତମ୍‌କେ କଇଲିନି, ଆମେ ଜେନ୍ତାରି କି ତମ୍‌କେ ଆଲାଦ୍‌ କଲୁନି, ସେନ୍ତାରିସେ ତମେ ଆମ୍‌କେ ଆଲାଦ୍‌ କରା ।
14 A netáhněte jha s nevěřícími. Nebo jaký jest spolek spravedlnosti s nepravostí? A jaké obcování světla s temnostmi?
୧୪ତମେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ମିସିକରି କାମ୍‌ କରାନାଇ । ସେ କାମ୍‌ କେବେମିସା ନ ଅଏ । କାଇକେବଇଲେ ସତ୍‌ ଆରି ମିଚ୍‌ ମିସାଇ ନ ଅଏ । ଉଜଲ୍‌ ଆରି ଆନ୍ଦାର୍‌ ନ ମିସତ୍‌ ।
15 A jaké srovnání Krista s Beliálem? Aneb jaký díl věřícímu s nevěřícím?
୧୫କିରିସ୍‌ଟ ଆରି ସଇତାନ୍‌ କାଇ ବିସଇଟାନେ ମିସା ରାଜି ନ ଅଅତ୍‌ । ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ଆରି ଗଟେକ୍‌ ବିସ୍‌ବାସ୍‌ ନ କର୍‌ବା ଲକ୍‌, ଗଟେକ୍‌ ଟାନେ ମିସିକରି ନ ରଅତ୍‌ ।
16 A jaké spolčení chrámu Božího s modlami? Nebo vy jste chrám Boha živého, jakož pověděl Bůh: Že přebývati budu v nich, a procházeti se, a budu jejich Bohem, a oni budou mým lidem.
୧୬ପର୍‌ମେସରର୍‌ ମନ୍ଦିରେ ପୁତ୍‌ଲା ପୁଜା କର୍‌ବାର୍‌ ନ ଅଏ । ଆମେ ପର୍‌ମେସରର୍‌ ମନ୍ଦିର୍‌ ପାରା । କାଇକେବଇଲେ ଜିବନ୍‌ ରଇବା ପର୍‌ମେସର୍‌ ଆମର୍‌ ବିତ୍‌ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ଜନ୍‌ ଲକ୍‌ମନ୍‌ ମର୍‌ ଲକ୍‌, ମୁଇ ସେମନର୍‌ ସଙ୍ଗ୍‍ ରଇବି । ତାକର୍‌ ବିତ୍‌ରେ ଚାଲାବୁଲା କର୍‌ବି । ମୁଇ ସେମନର୍‌ ପର୍‌ମେସର୍‌ ଅଇବି । ଆରି ସେମନ୍‌ ମର୍‌ ଲକ୍‌ ଅଇବାଇ ।”
17 A protož vyjdětež z prostředku jejich a oddělte se od nich, praví Pán; a nečistého se nedotýkejte, a já přijmu vás.
୧୭ତେବେ ମାପ୍‌ରୁ କଇଲାନି, “ଜନ୍‌ ଲକ୍‌ମନ୍‌ ମର୍‌ ସଙ୍ଗ୍‍ ଆସତ୍‌ ନାଇ, ସେ ମାନ୍ଦାଇ ଅନି ଚାଡି କରି ବେଗ୍‌ଲି ଉଟିଆସା । ସୁକଲ୍‌ ନ ରଇବା କାଇଟା ମିସା ଚିଆନାଇ । ସେନ୍ତାର୍‌ଆଲେ ମୁଇ ତମ୍‌କେ ଡାକିନେବି ।”
18 A budu vám za Otce, a vy mi budete za syny a za dcery, praví Pán všemohoucí.
୧୮ମୁଇ ତମର୍‌ ବାବା ଅଇବି ଆରି, ତମେ ମର୍‌ ପିଲାଜିଲା ଅଇସା । ଏଟା ସବୁର୍‌ଟାନେ ଅନି ବପୁ ରଇବା ମାପ୍‌ରୁ କଇଲାନି ।

< 2 Korintským 6 >