< Římanům 3 >

1 Což tedy má více Žid? Aneb jaký jest užitek obřízky?
ତେବେ ଜିଉଦି ନଇଲା ଲକ୍‌ମନର୍‌ତେଇଅନି ଜିଉଦିମନର୍‌ ଅଦିକ୍‌ ସୁବିଦା କାଇଟା? ସୁନତ୍‌ କଲେ କାଇ ଲାବ୍‌?
2 Mnohý všelijak. Přední zajisté, že jest jim svěřen zákon Boží.
ସବୁ ରକାମର୍‌ ଲାବ୍‌ ଆଚେ । ତେବେ ପର୍‌ତୁମ୍‌, ପରମେସର୍‌ ତାର୍‌ କବର୍‌ ଜାନାଇବା ଦାଇତ୍‌ ଜିଉଦିମନର୍‌ ଆତେ ଦେଲା ଆଚେ ।
3 Nebo co jest do toho, jestliže byli někteří nevěrní? Zdaliž nevěra jejich věrnost Boží vyprázdní?
ତେବେ କାଇଟା ଅଇସି? ଜିଉଦିମନର୍‌ ବିତ୍‌ରେଅନି କେତେ ଲକ୍‌ ବିସ୍‌ବାସ୍‌ ନ କଲେ ପରମେସର୍‌ କାତା ଦେଇରଇବାଟା ପୁରାପୁରୁନ୍‌ ନ ଅଏ କି?
4 Nikoli, nýbrž budiž Bůh pravdomluvný, ale každý člověk lhář, jakož psáno jest: Abys ospravedlněn byl v řečech svých, a přemohl, když bys soudil.
କେବେ ନାଇ । ମୁନୁସ୍‌ମନ୍‌ ସବୁ ଲକ୍‌ ମିଚୁଆ ଅଇଲେ ମିସା, ପରମେସର୍‌ ସତ୍‌ସେ । ସାସ୍‌ତରେ ଲେକା ଆଚେ, “ତମର୍‌ ବାକିଅ ଅନି ତମେସେ ସତ୍‌ ବଲି ଚିନାଇ ଉଆ, ତମେ ବିଚାର୍‌ କରାଇ ଅଇଲାବେଲେ ଜିତି କରି ରୁଆ ।”
5 Jestližeť pak nepravost naše spravedlnost Boží zvelebuje, což díme? Zdali nespravedlivý jest Bůh, kterýž uvodí hněv? (Po lidskuť pravím.)
ଇତି ଗଟେକ୍‌ ପର୍‌ସନ୍‌ ଅଇପାରେ, “ଆମର୍‌ କାରାପ୍‌ ଚଲାଚଲ୍‌ତି, ପରମେସରର୍‌ ଦରମ୍‌କେ ଚିନାଇ ଦେଇସି ବଇଲେ, ସେ ଆମ୍‌କେ ଡଣ୍ଡ୍‌ଦେଇ ଅନିଆଇ କଲାନି ବଲି କଇପାରିଅଇସି କି?
6 Nikoli, sic jinak kterakž by Bůh soudil svět?
କେବେ ନାଇ । ପରମେସର୍‌ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍‌ ନିଆଇ ବିଚାର୍‌ କର୍‌ସି?”
7 Nebo jestližeť pravda Boží mou lží rozmohla se k slávě jeho, i pročež pak já ještě jako hříšník bývám souzen?
“ଜଦି ମୁଇ ମିଚ୍‌ କ‍ଇବାଟା ପରମେସରର୍‌ ସତ୍‌ ଅଦିକ୍‌ ଡିସି କରି ଡାକ୍‌ପୁଟା କରାଇସି ବ‍ଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି?”
8 A ne raději (jakž o nás zle mluví, a jakož někteří praví, že bychom my říkali, ): Čiňme zlé věci, aby přišly dobré? Jichž spravedlivé jest odsouzení.
ସେନ୍ତାର୍‌ଆଲେ “ଆସା, ଆମେ କାରାପ୍‌ କାମ୍‌ କରୁ ଜେନ୍ତାରି କି ତେଇଅନି ନିକ ବିସ‍ଇ ବାର‍ଇସି” ବଲି କ‍ଇଅଇସି କି? ନାଇ, କ‍ଇ ନ‍ଏ । ମୁଇ ସମାନ୍‍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍‌ ମକେ ଇଜତ୍‌ ଜିକ୍‌ଲାଇନି । ସେମନ୍‌ ସେଟାର୍‌ ପାଇ ଜନ୍‌ ଡଣ୍ଡ୍ ପାଇବାର୍‍ ରଇଲାଇ, ସତଇସେ ପାଇବାଇ ।
9 Což tedy? Máme něco napřed? Nikoli, nebo jsme prvé dokázali toho, že jsou, i Židé i Řekové, všickni pod hříchem,
ତେବେ କାଇ ଜିଉଦିମନର୍‌ ଜିଉନା କାଉନା, ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ଅଦିକ୍‌ ନିକ କି? ନାଇ, ମୁଲ୍‍କେ ନାଇ! ମୁଇ ଆଗ୍‌ତୁଅନି କଇଲି ଆଚି ଜେ, ସେମନ୍‌ ଦୁଇ ଦଲ୍‌ ଜାକ ପାପର୍‌ ସାସନେ ଆଚତ୍‌ ।
10 Jakož psáno jest: Že není spravedlivého, ani jednoho.
୧୦ସାସ୍‌ତରେ ଲେକା ଆଚେ, ଦରମ୍‌ ଲକ୍‌ କେ ନାଇ ଗଟେକ୍‌ ଲକ୍‌ ମିସା ନାଇ,
11 Není rozumného, není, kdo by hledal Boha.
୧୧କେ ମିସା ଗିଆନ୍‌ ରଇବା ଲକ୍‌ ନାଇ । ସତଇସେ ପରମେସର୍‌କେ ଉପାସନା କର୍‌ବା ଲକ୍‌ ନାଇ ।
12 Všickni se uchýlili, spolu neužiteční učiněni jsou; není, kdo by činil dobré, není ani jednoho.
୧୨ସେମନ୍‌ ସବୁ ଲକ୍‌ ପରମେସର୍‌ଟାନେଅନି ଅନି ଦୁରିକେ ଜାଇ ଆଚତ୍‌ । ସେମନ୍‌ ବାଟ୍‌ ବାନା ଅଇଗାଲାଇ ଆଚତ୍‌ । କେ ଗଟେକ୍‌ ଲକ୍‌ ମିସା ସତ୍‌ କାମ୍‌ କରତ୍‌ ନାଇ ।
13 Hrob otevřený jest hrdlo jejich, jazyky svými lstivě mluvili, jed lítých hadů jest pod rty jejich.
୧୩ସେମନର୍‌ କାତା କଇବାଟାନେ ଅଦିକ୍‌ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍‌ ଗାଲାପାରା ମିଚ୍‌ କାତା ବାରଇଲାନି । ଜିବ୍‌ତଲେ ନାଗ୍‌ ସାପର୍‌ ବିସ୍‌ ପାରା ଆଚେ ।
14 Kterýchž ústa plná jsou zlořečení a hořkosti.
୧୪ସେମନର୍‌ କାତା, ପିତା ଅଇ, ଅବିସାପେ ପୁରୁନ୍‌ ଅଇଆଚେ ।
15 Nohy jejich rychlé k vylévání krve.
୧୫ସେମନ୍‌ ମାର୍‌ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
16 Setření a bída na cestách jejich.
୧୬ସେମନ୍‌ ଜନ୍‌ବାଟେ ଗାଲାଇନି, ତେଇ କୁରୁପ୍‌ନାସ୍‌ ଅଇବାଟା ଆରି କସ୍‌ଟ ଅଇବାଟା ଉବଜ୍‌ଲାନି ।
17 A cesty pokoje nepoznali.
୧୭ସେମନ୍‌ ସାନ୍ତିର୍‌ ବାଟ୍‌ ନାଜାନତ୍‌,
18 Není bázně Boží před očima jejich.
୧୮କି ପରମେସର୍‌କେ ଡର୍‌ବାଟା ସିକତ୍‌ ନାଇ ।
19 Víme pak, že cožkoli zákon mluví, těm, kteříž jsou pod zákonem mluví, aby všeliká ústa zacpána byla, a aby vinen byl všecken svět Bohu.
୧୯ଆମେ ଜାନୁ, ଜନ୍‌ ଲକ୍‌ମନ୍‌ ନିୟମର୍‌ ସାସନ୍‍ ତଲେ ଆଚତ୍‌, ତେଇର୍‍ ସବୁ ବିଦିବିଦାନ୍‌ ମାନ୍‌ବାକେ ବାଦିଅ । ପରମେସର୍‌ ଜେଡେବଲ୍‌ ଗୁଲାଇ ଜଗତର୍‌ ବିଚାର୍‌ କର୍‌ସି, ନିୟମ୍‌ ନ ମାନ୍‌ଲା ଲକ୍‌ମନ୍‌ କାଇ କାମ୍‌ ମିସା ଦେକାଇକରି, ଦସ୍‌ କରିନାଇ ବଲି କ‍ଇନାପାରତ୍‌ ।
20 Protož z skutků zákona nebude ospravedlněn žádný člověk před oblíčejem jeho; nebo skrze zákon poznání hřícha.
୨୦ମାତର୍‌ ନିୟମର୍‌ ରିତିନିତି ମାନିକରି କେ ମିସା ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ଅଇନାପାରେ । ନିୟମେଅନି ସେ ଲକ୍‌ ଅବ୍‍କା ପାପର୍‌ ବଜ୍‍ସେ ପାଇସି ।
21 Ale nyní bez zákona spravedlnost Boží zjevena jest, osvědčená zákonem i proroky,
୨୧ମାତର୍‌ ଏବେ ଲକ୍‌ମନ୍‌ ତାର୍‌ ମୁଆଟେ ଦରମ୍‌ ବଲି ଏଜାଇ ଅଇବାକେ, ପରମେସର୍‌ ଜନ୍‌ଟା ଜଜ୍‌ନା କରି ରଇଲା, ସେଟା ସେ ଆମ୍‌କେ ଜାନାଇଦେଲାଆଚେ । ମାତର୍‌ ଏଟା ନିୟମ୍‌ ମାନ୍‌ଲାକେ ଅଏନାଇ । ଏ ଜଜ୍‌ନା ମସାର୍‌ ନିୟମେ ଆରି ବିନ୍‌ ବବିସତ୍‌ବକ୍‌ତାମନର୍‌ ଟାନେ ମିସା ରଇଲା ।
22 Spravedlnost totiž Boží, skrze víru Ježíše Krista, ke všem a na všecky věřící.
୨୨ଉଜେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାକେ ଏବେ ଆମେ ପରମେସରର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇ ଅଇଆଚୁ । ପରମେସର୍‌ କେତେ ଲକ୍‌କେ ଆଲାଦ୍‌ କରି ଆରି କେତେକ୍‌ ଲକ୍‌କେ ଗିନ୍‌ କରେନାଇ । କିରିସ୍‌ଟକେ ବିସ୍‌ବାସ୍‌କର୍‌ବା ସବୁ ଲକ୍‌ମନ୍‌କେ ଏ ଅଦିକାର ଦେଲାଆଚେ ।
23 Neboť není rozdílu. Všickniť zajisté zhřešili, a nemají slávy Boží.
୨୩ସବୁ ଲକ୍‌ ପାପ୍‌ କଲାଇ ଆଚତ୍‌ ଆରି ପରମେସରର୍‌ ପୁରାପୁରୁନ୍‌ ମଇମାଇଅନି ଉନା ଅଇଗାଲାଇ ଆଚତ୍‌ ।
24 Spravedlivi pak učiněni bývají darmo, milostí jeho, skrze vykoupení, kteréž se stalo v Kristu Ježíši,
୨୪ମାତର୍‌ ପରମେସର୍‌ କିରିସ୍‌ଟ ଜିସୁର୍‌ତେଇଅନି ଇନାମେ ନ ସାର୍‌ବା ଜିବନ୍‌ ଦୁକାନି ଦାନ୍‌ କଲାଆଚେ । ଜନ୍‌ ଲକ୍‌ମନ୍‌ ସେଟା ମିଲାଇଆଚତ୍‌, ସେମନ୍‌କେ ମାପ୍‌ରୁ ଜିସୁ ମୁକ୍‌ତି ଦେଇସି । ସେମନ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାଇ ।
25 Jehož Bůh vydal za smírci, skrze víru ve krvi jeho, k ukázaní spravedlnosti své, skrze odpuštění předešlých hříchů,
୨୫ପରମେସର୍‌ ଜିସୁକେ ଦାନ୍‌କଲା, ଜେନ୍ତିକି ତାର୍‌ ମରନ୍‌, ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ପାପ୍‌ କେମାର୍‌ ବାଟ୍‌ ଦେକାଇସି । ସେ ନିଜର୍‌ ଦରମ୍‌ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍‌ଚିକରି ଲକ୍‌ମନ୍‌ ଆଗ୍‌ତୁ କରିରଇବା ପାପ୍‌ ଦାରେ ନାଇ ।
26 V shovívání Božím, k dokázaní spravedlnosti své v nynějším času, k tomu, aby on spravedlivým byl, a ospravedlňujícím toho, kterýž jest z víry Ježíšovy.
୨୬ମାତର୍‌ ଏବେ ସେ ତାର୍‌ ଦରମ୍‌ ଅଇଲାଟା ଦେକାଇବାକେ ସେ ସବୁ ପାପ୍‌, ଜନ୍‌ ପାପ୍‌ କି ଜିସୁ କୁର୍‌ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍‌ଲାଗି ପର୍‌ମେସର୍‌ ପୁରାପୁରୁନ୍‌ ଦରମ୍‌ ଆଚେ । ଆରି ଜେତ୍‌କି ଲକ୍‌ ଜିସୁକେ ବିସ୍‌ବାସ୍‌ କର୍‌ବାଇ ସେ ସବୁ ଦରମ୍‌ ଲକ୍‌ ବଲି ଏଜାଇଅଇବାଇ ।
27 Kdež jest tedy ta chlouba? Vyprázděna jest. Skrze který zákon? Skutků-li? Nikoli, ale skrze zákon víry.
୨୭ସେନ୍ତାର୍‌ଆଲେ ଆମେ କାଇ ବିସଇନେଇ ବଡ୍‌ପନ୍‌ ଅଇବାର୍‌ ଆଚେ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍‌ପନ୍‌ ଦେକାଇବାକେ କାଇ ବିସଇ ଆଚେ କି? ଆମେ ପୁରାପୁରି ନିୟମ୍‌ ମାନ୍‌ଲୁନି ବଲିକରି କି? ନାଇ, ଅବ୍‌କା ବିସ୍‌ବାସ୍‌ କର୍‌ବାଟାସେ ଆମର୍‌ ବଡ୍‌ପନ୍‌ ଦେକାଇବାଟା ।
28 Protož za to máme, že člověk bývá spravedliv učiněn věrou bez skutků zákona.
୨୮ଆମେ ସତଇସେ ବୁଜି ପାର୍‌ଲୁ ଜେ, ଗଟେକ୍‌ ଲକ୍‌ ଅବ୍‌କା ବିସ୍‌ବାସ୍‌ କରିସେ ଦରମ୍‌ ଲକ୍‌ ବଲାଇ ଅଇସି, ନିୟମ୍‌ ମାନିକରି ନାଇ ।
29 Zdaliž jest toliko Bůh Židů? Zdali také není i pohanů? Jistě i pohanů,
୨୯ପରମେସର୍‌ କାଇ ଉଜେ ଜିଉଦିମନର୍‌ସେ ପରମେସର୍‌ କି? ସେ କାଇ ଜିଉଦିନଇଲା ଲକ୍‌ମନର୍‌ ପରମେସର୍‌ ନଏଁ କି? ସତଇସେ ସେ ସବୁ ଲକର୍‌ ପରମେସର୍‌ ।
30 Poněvadž jeden jest Bůh, kterýž ospravedlňuje obřízku z víry, a neobřízku skrze víru.
୩୦ପରମେସର୍‌ ଗଟେକ୍‌ସେ । ଜିଉଦି ଆରି ଜିଉଦିନଇଲା ଲକର୍‌ ପାଇ ସମାନ୍‌ । ସେମନର୍‌ ବିସ୍‌ବାସ୍‌ ପାଇ ସେମନ୍‌କେ ଦରମ୍‌ ଲକ୍‌ ଇସାବେ ବାଚ୍‌ସି ।
31 Což tedy zákon vyprazdňujeme skrze víru? Nikoli, nýbrž zákon tvrdíme.
୩୧ଏଟାର୍‌ ଅରତ୍‌ କାଇଟା, ଏନ୍ତାରି ବିସ୍‌ବାସ୍‌ କରି ନିୟମ୍‌ ନସାଇଦେଉଁ କି? ନାଇ, ଆମେ ଜଦି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବୁ ବଇଲେ, ନିୟମ୍‌କେ ମିସା ଡାଟ୍‌ କର୍‌ବୁ ।

< Římanům 3 >