< Římanům 11 >

1 Protož pravím: Zdaliž Bůh zavrhl lid svůj? Nikoli; nebo i já Izraelský jsem, z semene Abrahamova, z pokolení Beniaminova.
ମୁଇ ଆରିତରେକ୍‌ ପାଚାର୍‍ଲିନି, “ତେବେ ପରମେସର୍‌ ସବୁ ଜିଉଦି ଲକ୍‌ମନ୍‌କେ ଚାଡି ଦେଲା ଆଚେ କି? ନାଇ, କେବେ ନାଇ । ମୁଇ ମିସା ନିଜେ ସେମନର୍‌ପାରା ଗଟେକ୍‌ ଜିଉଦି, ଅବ୍‌ରାଆମ୍‍ତା ମର୍‌ ଆନିଦାଦି ଆରି ମୁଇ ବେନ୍‌ଜାମିନ୍‌ କୁଟୁମର୍‌ ଲକ୍‌ ଅଇଆଚି ।”
2 Nezavrhlť Bůh lidu svého, kterýž předzvěděl. Zdali nevíte, co písmo praví o Eliášovi, kterak se modlí Bohu proti lidu Izraelskému, řka:
ପରମେସର୍‌ ମୁଲେଅନି ବାଚିରଇଲା ତାର୍‌ ଲକ୍‌ମନ୍‌କେ କେବେ ମିସା ଚାଡେନାଇ । ତମେ ସାସ୍‌ତରେ ପଡିଆଚାସ୍‌, ଏଲିଅ କେନ୍ତି ଇସ୍‌ରାଏଲ୍‌ ମନର୍‌ ପାପର୍‌ ଚଲାଚଲ୍‌ତିର୍‌ପାଇ ପରମେସର୍‌କେ ପାର୍‌ତନା କରିରଇଲା,
3 Pane, proroky tvé zmordovali, a oltáře tvé rozkopali, já pak zůstal jsem sám, a i méť duše hledají?
“ଏ ମାପ୍‌ରୁ, ସେମନ୍‌ ତମର୍‌ ବବିସତ୍‌ବକ୍‌ତାମନ୍‌କେ ମରାଇଆଚତ୍‌ ଆରି ତମର୍‌ ପୁଜା କର୍‌ବା ବେଦି ସବୁ ବାଙ୍ଗାଇ ପାକାଇଲାଇ ଆଚତ୍‌ । ମୁଇ ଗଟେକ୍‌ ଲକ୍‌ସେ ତକେ ପୁଜା କର୍‌ବାକେ ଆଚି । ମକେ ମିସା ସେମନ୍‌ ମାରିପାକାଇବାକେ ଚେସ୍‌ଟା କଲାଇନି ।”
4 Ale co jemu dí odpověď Boží? Pozůstavil jsem sobě sedm tisíců mužů, kteříž neskláněli kolen před Bálem.
ପରମେସର୍‌ ଏଲିଅକେ କାଇବଲି କଇ ରଇଲା । “କାରାପ୍‌ ଦେବ୍‌ତା ବାଲ୍‌ ପୁତ୍‌ଲାକେ ପୁଜା ନ କରିରଇବା ତମର୍‌ ବିତ୍‌ରେଅନି ସାତ୍‌ ଅଜାର୍‌ ଲକ୍‌କେ ମର୍‌ ପାଇ ସଙ୍ଗଇ ଆଚି ।”
5 Takť i nyní ostatkové podlé vyvolení milosti zůstali,
ଏବେ ସେ ସମାନ୍‍ ବେଲା ଗଟ୍‌ଲା ଆଚେ । ପରମେସର ଜିବନ୍‌ ଦୁକାଇ ଜନ୍‌ ଲକ୍‌ମନ୍‌କେ ବାଚି ରଇଲା, ସେମନର୍‌ ବିତ୍‌ରେଅନି ଅଲପ୍‌ କେତେଟା ଜିଉଦିମନ୍‌ ଅଗ୍‌ଲି ଆଚତ୍‌ ।
6 A poněvadž z milosti, tedy ne z skutků, sic jinak milost již by nebyla milost. Pakli z skutků, již není milost, jinak skutek nebyl by skutek.
ପରମେସର୍‌ ସେମନ୍‌କେ ତାର୍‌ ନିଜର୍‌ ଜିବନ୍‌ ଦୁକାଇକରି ବାଚ୍‌ଲା ଆଚେ । ସେମନ୍‌ କରି ରଇବା ନିକ କାମର୍‍ ଲାଗି ନାଇ । ଜଦି ସେମନର୍‌ ନିକ କାମର୍‍ ଲାଗି ସେମନ୍‌କେ ବାଚିରଇତା, ତାର୍‌ ଜିବନ୍‌ ଦୁକାନି ସତ୍‌ ଜିବନ୍‌ ଦୁକାନି ନ ଅଇତା ।
7 Což tedy? Čeho hledá Izrael, toho nedošel, ale vyvolení došli toho, jiní pak zatvrzeni jsou,
ତେବେ କାଇଟା ଅଇଲା? ଇସ୍‌ରାଏଲର୍‌ ଲକ୍‌ମନ୍‌ ନିଜେ ଦରମ୍‌ ବଲାଇଅଇବାକେ ଗଟେକ୍‌ ବାଟ୍‌ କଜ୍‌ଲାଇ । ମାତର୍‌ ତେଇଅନି ଗଟେକ୍‌ ସାନ୍‌ ଦଲ୍‌କେସେ ପର୍‌ମେସର୍‌ ବାଚିରଇଲା । ଆରି ବାକିଲକ୍‌ମନ୍‌ କେ ମିସା ସେ ଡାକ୍‌ଲାକେ ସୁନତ୍‌ ନାଇ ।
8 (Jakož psáno jest: Dal jim Bůh ducha zkormoucení, oči aby neviděli, a uši, aby neslyšeli, ) až do dnešního dne.
ସାସ୍‌ତରର୍‌ ବାକିଅ “ଜେନ୍ତିକି ପରମେସର୍‌ ସେମନର୍‌ ଆଁକି ଆରି ମନ୍‌ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍‌ ଦେକି ନାପାର୍‌ଲାଇନି କି ସୁନି ନାପାର୍‌ଲାଇନି ।”
9 A David dí: Budiž jim stůl jejich osídlem a pastmi a pohoršením i odplacením.
ସେମନର୍‌ ବିସଇନେଇ ଦାଉଦ୍‌ ଲେକ୍‌ଲା ଆଚେ, ସେମନ୍‌ ଆମେ ପାପ୍‌ କରୁନାଇ ବଲି ବୁଲ୍‌ ଚିନ୍ତା କରତ୍‌ । ସେମନ୍‌ ତେଇ ଅଦ୍‌ରି ଜାଅତ୍‌ । ଅଦ୍‌ରିଜାଇକରି ଡଣ୍ଡ୍ ପାଅତ୍‌ ।
10 Zatmětež se oči jejich, ať nevidí, a hřbet jejich vždycky shýbej.
୧୦ସେମନ୍‌ କାଣାକାଣି ଅଇକରି କାଇଟା ମିସା ଦେକି ନାପାରତ୍‌ । ସବୁବେଲେ ଦୁକ୍‌ କସ୍‌ଟ ପାଇପାଇ ସେମନର୍‌ ଆଁଟା ସବୁବେଲର୍‌ ପାଇ ବାଁକ୍‌ ଅଇଜାଅ ।
11 Pravím tedy: Tak-liž pak klesli, aby padli? Nikoli, ale jejich pádem spasení přišlo pohanům, aby je k závidění přivedl.
୧୧ମର୍‌ ସଙ୍ଗର୍‌ ଜିଉଦିମନ୍‌ ଜଟିଆଇ ଅଇକରି ଆଜିଜାଇ ନସ୍‌ଟ ଅଇଗାଲାଇ । ମାତର୍‌ ସେମନ୍‌କେ ବାଉଡାଇ ଆନ୍‌ବାକେ ପର୍‌ମେସର୍‌ ନାପାରେ ବଲି ବାବ୍‌ଲାସ୍‌ନି କି? ନାଇ ସେ ପାର୍‌ସି । ସେମନ୍‌ ପର୍‌ମେସରର୍‌ ବାକିଅ ନିଚ୍‌ଲାକେ ଜିଉଦି ନ ଅଇଲା ଲକ୍‌ମନ୍‌ ମୁକ୍‌ତି ପାଇଲାଇ ଆଚତ୍‌ । ଜେନ୍ତାରି କି ଜିଉଦିମନ୍‌ ଇଁସା ଅଇଜିବାଇ ।
12 A poněvadž pak jejich pád jest bohatství světa, a zmenšení jejich jest bohatství pohanů, čím více plnost jich?
୧୨ଜିଉଦିମନର୍‌ ନ ମାନ୍‌ବାଟା, ଜଗତର୍‌ ବିନ୍‌ ଲକ୍‌ମନ୍‌କେ ବେସି ଆସିର୍‌ବାଦ୍‌ ମିଲ୍‌ଲା । ଜିଉଦିମନ୍‌ ପର୍‌ମେସର୍‌କେ ନ ମାନ୍‌ଲାକେ ଜିଉଦି ନ ଅଇଲା ଲକ୍‌ମନ୍‌ ତାର୍‌ଟାନେ ଅନି ବଡ୍‌ ଆସିର୍‌ବାଦ୍‌ ପାଇଲାଇ । ସେନ୍ତାର୍‌ ଆଲେ ପଚ୍‌କେ ବାଚି ରଇବା ସବୁ ଜିଉଦିମନ୍‌ ବିସ୍‌ବାସ୍‌ କଲେ, ସେ ଆସିର୍‌ବାଦ୍‌ କେତେକ୍‌ ଅଦିକ୍‌ ଅଇସି ।
13 Vámť zajisté pravím pohanům, že jelikož jsem já apoštol pohanský, přisluhování své oslavuji,
୧୩ଜିଉଦି ନଇଲା ଲକ୍‌ମନ୍‌, ତମ୍‌କେ ମୁଇ କଇଲିନି, ପେରିତ୍‌ସିସ୍‌ ଇସାବେ ତମର୍‌ ବିତ୍‌ରେ କାମ୍‌ କର୍‌ବାକେ ପର୍‌ମେସର୍‌ ମକେ ବାଚ୍‌ଲା ଆଚେ । ସେ ମକେ ଜେତ୍‌କି କାମ୍‌ ଦେଲାଆଚେ, ସେଟା ମୁଇ ଜତନ୍‌ସଙ୍ଗ୍‌ କଲିନି ।
14 Zda bych jak k závidění vzbuditi mohl tělo mé, a k spasení přivesti některé z nich.
୧୪ମୁଇ ତମ୍‌କେ ସାଇଜ କଲାର୍‌ପାଇ, ମର୍‌ ସଙ୍ଗର୍‌ ଜିଉଦିମନ୍‌ ଇଁସା ଅଅତ୍‌ ବଲି ମୁଇ ମନ୍‍ କଲିନି । କେ ଜାନେ ସେମନର୍‌ ବିତ୍‌ରେଅନି କେତେଲକ୍‌ ବିସ୍‌ବାସ୍‌ କରି ପର୍‌ମେସରର୍‌ ଡଣ୍ଡେଅନି ରକିଆ ପାଇବାଇ ।
15 Nebo kdyžť zavržení jich jest smíření světa, co pak zase jich přijetí, než život z mrtvých?
୧୫ଜିଉଦିମନ୍‌ ପର୍‌ମେସରର୍‌ ଟାନେଅନି ବେଗଲ୍‌ଲାକେ, ଜିଉଦି ନ ଅଇଲା ଲକ୍‌ମନ୍‌ ତାର୍‍ ନିଜର୍‌ ଲକ୍‌ ଅଇପାର୍‌ଲାଇ । ସେନ୍ତାର୍‌ଆଲେ ଜିଉଦି ଲକ୍‌ମନ୍‌ ତାର୍‌ଟାନେ ଆରିତରେକ୍‌ ବାଉଡିଆଇଲେ, ଜିଉଦି ନ ଅଇଲା ଲକ୍‌ମନ୍‌କେ କେତେକ୍‌ ଅଦିକ୍‌ ଆସିର୍‌ବାଦ୍‌ ଅଇସି । ସେନ୍ତାରି ଅଇଲେ କେଡେକ୍‌ ନିକ କରମ୍‌! ସବୁ ମଲାଲକ୍‌ମନ୍‌ ଜିବନ୍‌ଅଇ ଉଟ୍‌ଲାପାରା ଅଇସି ।
16 Poněvadž prvotiny svaté, takéť i těsto; a jestliť kořen svatý, i ratolesti.
୧୬ରୁଟିତେଇଅନି କଣ୍ଡେକ୍‌ ପରମେସର୍‌କେ ଦିଆଅଇରଇଲେ, ସବୁଜାକ ରୁଟି ଦିଆଅଇଲା ଆଚେ ବଲି ବାବ୍‌ବାର୍‌ । ଗଟେକ୍‌ ଗଚର୍‌ ଚେର୍‌ ସୁକଲ୍‌ ରଇଲେ, ତାର୍‌ କେନ୍ଦାକଡ୍‌ ମିସା ସୁକଲ୍‌ ଆଚେ ବଲି ବାବ୍‌ବାକେ ଅଇସି ।
17 Žeť jsou pak některé ratolesti vylomeny, a ty, byv planou olivou, vštípen jsi místo nich, a učiněn jsi účastník kořene i tučnosti olivy.
୧୭ଇସ୍‌ରାଏଲ୍‌ କୁଟୁମର୍‌ ଲକ୍‌ମନ୍‌ ପର୍‌ମେସର୍‌ ଜତନ୍‌ କରିରଇବା ଗଟେକ୍‌ ଜିତ୍‌ ଗଚର୍‌ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍‌ ଜିତ୍‌ ଗଚର୍‌ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍‌ମନ୍‌ ସେ ବନର୍‌ ଜିତ୍‌ ଗଚ୍‌ ପାରା । ଏବେ ତମେ ଜିଉଦିମନର୍‌ ଡାଟ୍‌ ଆତ୍‌ମାର୍‌ ଜିବନ୍‌ତେଇ ଜଡିଅଇଆଚାସ୍‌ ।
18 Nechlub se proti ratolestem. Pakli se chlubíš, věz, že ne ty kořen neseš, ale kořen tebe.
୧୮ସେଟାର୍‌ ପାଇ ତମେ ଜିଉଦିମନର୍‌ ଟାନେଅନି ବଡ୍‌ ବଲି ବାବାନାଇ । କାଇକେବଇଲେ ତମେ ଅବ୍‌କା କେନ୍ଦାସେ ଆରି କେନ୍ଦାମନର୍‌ କାଦି ଗଚର୍‌ ଚେରେଅନିସେ ଆଇସି । ଚେରର୍‌ କାଦି କେନ୍ଦାଇଅନି ନ ଆସେ ।
19 Pakli díš: Vylomeny jsou ratolesti, abych já byl vštípen,
୧୯“ଉଁ ତମେ କଇପାରାସ୍‌, ଜିଉଦି ନ ଅଇଲା ଲକ୍‌ମନ୍‌ ଆମେସେ ବଡ୍‌ । କାଇକେବଇଲେ ଆମ୍‌କେ ଜଡ୍‌ବାକେ କେନ୍ଦାମନ୍‌ ବାଙ୍ଗାଇଲାଇ ।”
20 Dobře. Pro nevěru vylomeny jsou, ale ty věrou stojíš. Nebudiž vysokomyslný, ale boj se.
୨୦ତମ୍‌କେ ଜଡିଆଚେ, ସେଟା ସତ୍‌ ସେ । ମାତର୍‌ ଜିଉଦିମନ୍‌ ବିସ୍‌ବାସ୍‌ ନ କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ କାଟିଦେଲାଆଚେ । ତମେ ବିସ୍‌ବାସ୍‌ କଲାକେସେ ତମ୍‌କେ ଜଡିଆଚେ । ସେଟାର୍‌ପାଇ ବଡ୍‌ପନ୍‌ ନ ଅଇ ଡରିକରି ରୁଆ ।
21 Nebo poněvadž Bůh ratolestem přirozeným neodpustil, věz, žeť by ani tobě neodpustil.
୨୧କାଇକେବଇଲେ ଜଦି ଗଚେଅନି ନିଜେ ବାରଇଲା କେନ୍ଦା ପାରା ଜିଉଦିମନ୍‌କେ ପରମେସର୍‌ ବାଙ୍ଗାଇଦେଲା, ତେବେ ବନେଅନି ଆନି ଜଡିରଇବା କେନ୍ଦାମନ୍‌କେ କେତେକ୍‌ ଅଦିକ୍‌ ସେ ନ ବାଙ୍ଗାଏ? ସେ କେନ୍ଦାମନ୍‌ ଅଇଲାନି, ତମେ ବିସ୍‌ବାସ୍‌ ନ କଲା ଜିଉଦି ନଇବା ଲକ୍‌ମନ୍‌ ।
22 A protož viz dobrotivost i zůřivost Boží. K těm zajisté, kteříž padli, zůřivost, ale k tobě dobrotivost, ač budeš-li trvati v dobrotě. Sic jinak i ty vyťat budeš.
୨୨ଇତିଅନି ଆମେ ଦେକ୍‌ଲୁନି ପରମେସର୍‌ କେନ୍ତି ଆଲାଦ୍‌କାରିଆ, ଆରି ସାସନ୍‌କାରି ମିସା! ଜନ୍‌ ଲକ୍‌ମନ୍‌ ତାର୍‌ କାତା ମାନତ୍‌ ନାଇ, ସେମନ୍‌କେ ଡଣ୍ଡ୍‌ ଦେଲା । ମାତର୍‌ ତାର୍‌ ଦୟା ତମେ ଡାଟ୍‌ ସଙ୍ଗ୍‌ ଦାରିରଇଲେ, ସେ ତମ୍‍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍‌କେ ମିସା କାଟିଦେଇସି ।
23 Ano i oni, jestliže nezůstanou v nevěře, zase vštípeni budou. Mocenť jest zajisté Bůh zase vštípiti je.
୨୩ଜଦି ଜିଉଦିମନ୍‌ ବିସ୍‌ବାସ୍‌ କଲେ, ଗଚର୍‌ ବୁନ୍ଦେ ରଇବା ତାକର୍‌ ଆଗର୍‌ ଜାଗାଇ ପର୍‌ମେସର୍‌ ସେମନ୍‌କେ ବାଉଡାଇସି । କାଇକେବଇଲେ ସେଟା ପର୍‌ମେସର୍‌ସେ କରିପାରେ ।
24 Nebo poněvadž ty vyťat jsi z přirozené plané olivy, a proti přirození vštípen jsi v dobrou olivu, čím více ti, kteříž podlé přirození jsou, vštípeni budou v svou vlastní olivu.
୨୪ତମେ ଜିଉଦିନଇଲା ଲକ୍‌ମନ୍‌ ବନର୍‌ ଜିତ୍‌ ଗଚର୍‌ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍‌ବାଟାନେ କଲାପାରା ନ କରି, ପର୍‌ମେସର୍‌ ନିଜେ ଜତନ୍‌ କର୍‌ବା ଗଚେ, ତମ୍‌କେ ଜଡ୍‌ଲାଆଚେ । ଜିଉଦିମନ୍‌ ସେ ନିଜେ ଜତନ୍‌ କରିରଇବା ଗଚର୍‌ପାରା । ସେନ୍ତାର୍‌ଆଲେ ଗଚ୍‌ବୁନ୍ଦେ ରଇବା କେନ୍ଦାମନ୍‌କେ ଆଗର୍‌ ଜାଗାଇ ନେଇ ଜଡ୍‌ବାକେ କେତେକ୍‌ ଅଦିକ୍‌ ସଅଜ୍‌ ଅଇସି ।
25 Neboť nechci, bratří, abyste nevěděli tohoto tajemství, (abyste nebyli sami u sebe moudří, ) že zatvrdilost z částky přihodila se Izraelovi, dokudž by nevešla plnost pohanů.
୨୫ଏ ବାଇବଇନିମନ୍‌, ଏ ବିସଇଟାନେ ଗଟେକ୍‌ ଲୁଚିରଇଲା ସତ୍‌ ତମେ ବୁଜା ବଲି ମୁଇ ମନ୍‌ କଲିନି । ଆମେ ଜିଉଦିମନର୍‌ ଟାନେଅନି ବଡ୍‌ ଆଚୁ ବଲି ତମେ ବଡ୍‌ପନ୍‌ ନ ଅଇବାକେ, ଏଟା ତମ୍‌କେ ବୁଜାଇଲିନି । ଜିଉଦିମନର୍‌ କାତା ନ ମାନ୍‌ବାଟା, ବେସିଦିନ୍‌ ଜାକ ନ ରଏ । ମାତର୍‌ ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସର୍‌ ବାଚ୍‌ଲାଆଚେ, ସେମନ୍‌ ବିସ୍‌ବାସ୍‌ କର୍‌ବାଜାକ ସେଟା ରଇସି ।
26 A takť všecken Izrael spasen bude, jakož psáno jest: Přijde z Siona vysvoboditel, a odvrátíť bezbožnosti od Jákoba.
୨୬ତାର୍‌ ପଚେ ଇସ୍‌ରାଏଲିଅମନ୍‌ ସବୁ ଲକ୍‌ ଏ ସାସ୍‌ତରର୍‌ ଇସାବେ ରକିଆ ପାଇବାଇ । ମୁକ୍‌ତିକାରିଆ ଜିଉଦିମନର୍‌ ବିତ୍‌ରେ ଅନି ଆଇସି, ଆରି ତାର୍‌ ଲାଗି ଜାକୁବର୍‌ କୁଟୁମେଅନି ସବୁ ତାକର୍‌ କାରାପ୍‌ ଚଲାଚଲ୍‌ତି ଚାଡ୍‌ବାଇ ।
27 A tatoť bude smlouva má s nimi, když shladím hříchy jejich.
୨୭ସେମନର୍‌ ପାପ୍‍ ରଇବା ଚଲାଚଲ୍‌ତି ମୁଇ ଦାରିଜିବାବେଲେ, ସେମନର୍‌ ସଙ୍ଗ୍‌ ଏ ରାଜିନାମା କର୍‌ବି ।
28 A tak s strany evangelium jsouť nepřátelé pro vás, ale podlé vyvolení jsou milí pro otce.
୨୮ସୁବ୍‌ କବର୍‌ ବିସ୍‌ବାସ୍‌ ନ କରି ଜିଉଦିମନ୍‌ ପର୍‌ମେସରର୍‌ ସତ୍‌ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍‌ମନ୍‌ ମୁକ୍‌ତି ପାଇଲାସ୍‌ । ଏନ୍ତାରି ଅଇଲେମିସା ପର୍‌ମେସର୍‌ ଜନ୍‌ କାତା ତାକର୍‌ ଆନିଦାଦିମନ୍‌କେ ଦେଇରଇଲା, ଆରି ସେମନ୍‌ ତାର୍‌ ବାଚିରଇବା ଲକ୍‌ମନ୍‌ ଅଇଲାକେ ମିସା, ସେମନ୍‍ ତାର୍‍ ଲକ୍‌ ଅଇଆଚତ୍‌ ।
29 Darů zajisté svých a povolání Bůh nelituje.
୨୯କାଇକେବଇଲେ ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ବାଚିକରି ଆସିର୍‌ବାଦ୍‌ କର୍‌ସି, ସେ ଦାନ୍‌ ଦେବାକେ ଜାଗର୍‌ତା ରଇସି ।
30 Nebo jakož i vy někdy jste nebyli poslušni Boha, ale nyní milosrdenství jste došli pro jejich nevěru,
୩୦ଜିଉଦିନଇଲା ଲକ୍‌ମନ୍‌ ତମେ ପୁର୍‌ବେ ପରମେସରର୍‌ କାତା ନ ମାନ୍‌ତେ ରଇଲାସ୍‌, ମାତର୍‌ ଜିଉଦିମନ୍‌ କାତା ନ ମାନ୍‌ଲାର୍‌ ପାଇ, ଏବେ ତମେ ପରମେସରର୍‌ ଜିବନ୍‌ ଦୁକାନିର୍‍ ଆଲାଦ୍‌ ପାଇଆଚାସ୍‌ ।
31 Tak i oni nyní neuposlechli, aby pro učiněné vám milosrdenství i oni milosrdenství dosáhli.
୩୧ଏଟା ଜିଉଦି ଅଇରଇବା ଲକ୍‌ମନର୍‌ ପାଇ ମିସା ସେନ୍ତାରିସେ । ଏବେ ସେମନ୍‌ କାତା ନ ମାନ୍‌ଲେ ମିସା, ତମ୍‌କେ ଜେନ୍ତାରି ପର୍‌ମେସର୍‌ ଦୟା ଦେକାଇ ଆଲାଦ୍‌ କଲାଆଚେ, ସେ ପଚ୍‌କେ ସେମନ୍‌କେ ମିସା ଦୟା ଦେକାଇସି ।
32 Zavřel zajisté Bůh všecky v nevěře, aby se nade všemi smiloval. (eleēsē g1653)
୩୨ଗୁଲାଇ ମନସ୍‌ ଜାତି ତାର୍‌ କାତା ନ ମାନ୍‌ଲାକେ ଡଣ୍ଡ୍‌ ପାଇବାର୍‌ ଆଚେ ବଲି ପର୍‌ମେସର୍‌ ଦେକାଇଲା ଆଚେ । ତାର୍‌ ଜିବନ୍‌ ଦୁକାଇଲାଟା ସବୁକେ ଡିସ୍‌ସି ବଲି ଏନ୍ତାରି କଲାଆଚେ । (eleēsē g1653)
33 Ó hlubokosti bohatství i moudrosti i umění Božího! Jak jsou nezpytatelní soudové jeho, a nevystižitelné cesty jeho.
୩୩ପରମେସରର୍‌ ଦୟା କେତେକ୍‌ ବଡ୍‌! ତାର୍‌ ଗିଆନ୍‌ ଆରି ବିଚାର୍‌ କର୍‌ବା ବପୁ କେ ବୁଜିନାପାରତ୍‌! ସେ ଜନ୍‌ଟା ଉଁ କର୍‌ସି, ସେଟା ଲକ୍‌ମନ୍‌ ବୁଜିନାପାରତ୍‌ । ସେ ଜନ୍‌ କାମ୍‌ କର୍‌ବାକେ ଗାଲାନି, ସେଟା କେ ବାତାଇ ନାପାରତ୍‌ ।
34 Nebo kdo poznal mysl Páně? Aneb kdo jemu radil?
୩୪କାଇକେବଇଲେ ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ । “ପରମେସର୍‌ ମନେ ଚିନ୍ତା କର୍‌ବାଟା କେ ବୁଜି ପାରତ୍‌? ତାକେ କେ ମିସା ବୁଦିର୍‌ କାତା କଇବାକେ ଲଡାନାଇ ।”
35 Nebo kdo prvé dal jemu, a budeť mu odplaceno?
୩୫ତାକେ କାଇଟା ଉନା ନାଇ । ସେ ଆମର୍‌ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
36 Nebo z něho, a skrze něho, a v něm jsou všecky věci, jemuž sláva na věky. Amen. (aiōn g165)
୩୬ତିଆର୍‌ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍‌ପାଇସେ । ପର୍‌ମେସର୍‌, କାଲେ କାଲେ ଜୁଗେ ଜୁଗେ, ତାର୍‌ ଡାକ୍‌ପୁଟା ଅ । ଆମେନ୍‌! (aiōn g165)

< Římanům 11 >