< Filipským 3 >

1 Dále pak, bratří moji, radujte se v Pánu. Jednostejných vám věcí psáti mně se jistě nestýště, vám pak to bezpečné jest.
ସଃରାସଃରି, ଏ ମର୍‌ ବାୟ୍‌ବେଣିମଃନ୍, ମାପ୍ରୁର୍‌ ତଃୟ୍‌ ସଃର୍ଦା କଃରା । ଗଟେରଃକମ୍‌ କଃତା ତୁମାର୍‌ ହାକ୍‌ ତର୍‌କେତର୍‌ ଲେକି ଲାଗୁକେ ମର୍‌ ହାଁୟ୍‌ କଃସ୍ଟ୍‌ ନାୟ୍‌, ମଃତର୍‌ ସେରିମଃନ୍ ତୁମାର୍‌ ହାୟ୍‌ ନିକ ।
2 Vizte psy, vizte zlé dělníky, vizte roztržku.
କଃରାବ୍‌ କାମ୍‌ କଃରୁ ମଃନାର୍‌ ତଃୟ୍‌ ହୁଣି, ସୁନତ୍‌ ବିଦି ମାନୁକେ ଜିଦ୍‌ ଦଃର୍‌ତାର୍‌ ଲକ୍‌ମଃନାର୍‌ ତଃୟ୍‌ ହୁଣି ଜାଗ୍ରତ୍‌; ଇରଃକମ୍‌ କୁକୁର୍‌ମଃନାର୍‌ ତଃୟ୍‌ହୁଣି ଜାଗ୍ରତ୍‌
3 Neboť myť jsme obřízka, kteříž duchem sloužíme Bohu, a chlubíme se v Kristu Ježíši, a nedoufáme v těle,
କାୟ୍‌ତାକ୍‌ବଃଲେକ୍‌ ଅଃମିମଃନ୍‌ ସଃତ୍‌କଃରି ସୁନତ୍‌ ହାୟ୍‌ ଆଚୁ, ଅଃମିମଃନ୍‌ ଇସ୍ୱରାର୍‌ ଆତ୍ମାୟ୍‌ ହୁଜା କଃରୁଲୁ, ଆରେକ୍‌ ତିରିବିଦି ବିସୟ୍‌ ଉହ୍ରେ ବଃର୍ସା ନଃକେରି କ୍ରିସ୍ଟ ଜିସୁର୍‌ଟାଣେ ଗଃର୍ବ୍‌ କଃରୁଲୁ ।
4 Ačkoli i já mohl bych doufati v těle. Zdá-liť se komu jinému, že by mohl doufati v těle, já více,
ମୁୟ୍‌ଁ ତ ସଂସାରାର୍‌ ବିସୟ୍‌ ଉହ୍ରେ ହେଁ ବଃର୍ସା କଃରୁ ହାର୍ଲେହୁଣି; ଜଦି ବିନ୍‌ଲକ୍‌ କେ ସଂସାରାର୍‌ କଃତା ଉହ୍ରେ ବଃର୍ସା କଃରୁହାରେ ବଃଲି ବାବେଦ୍‌ ତଃବେ ମୁୟ୍‌ଁ ଅଃଦିକ୍‌ କଃରୁହାରି ।
5 Obřezán jsa osmého dne, jsa z rodu Izraelského, pokolení Beniaminova, Žid z Židů, podlé zákona farizeus,
ମୁୟ୍‌ଁ ଆଟ୍‌ଦିନ୍ ଅୟ୍‌ଲାକ୍‌ ସୁନତ୍‌ ହାୟ୍‌ଆଚି, ଇସ୍ରାଏଲ୍‌ ବଃଉଁସେ ଜଃଲମ୍‌ ଅୟ୍‌ ଆଚି, ବିନ୍ୟାମିନ୍‌ କୁଟୁମାର୍‌, ଏବ୍ରିୟ ବଃନିଏ ଜାତ୍‌ ଗଟ୍‌ ଏବ୍ରିୟ, ମସାର୍‌ ବିଦିମାନୁ ହଃର୍କାରେ ଗଟ୍‌ ପାରୁସି,
6 A z strany horlivosti protivník církve, z strany pak spravedlnosti zákonní jsa bez úhony.
ସଃବୁବାଟ୍‌ ଅଃଦିକ୍‌ ଉଦ୍‌ଜଗି ହିସାବେ ମଣ୍ଡ୍‌ଳିର୍‌ ଗଟ୍‌ ତାଳ୍‌ନା କାରି, ଆର୍‌ ବିଦି ମାନି ଦଃର୍ମି କଃତାୟ୍‌ ନିର୍ଦସି ଡିସ୍ତିରିଲେ ।
7 Ale to, což mi bylo ziskem, položil jsem sobě pro Krista za škodu.
ମଃତର୍‌ ଜାୟ୍‌ରିସଃବୁ ମର୍‌ ହାୟ୍‌ଁ ଲାବ୍‌ ରିଲି, ସେରି ସଃବୁ କ୍ରିସ୍ଟର୍‌ ହାଁୟ୍‌ ଲାବ୍‌ ନୟ୍‌ଲାର୍‌ ବଃଲି ମଃନେ କଃରୁଲେ ।
8 Nýbrž i všecky věci pokládám škodou býti pro vyvýšenost známosti Krista Ježíše Pána svého, pro nějž jsem to všecko ztratil, a mám to jako za lejna, abych Krista získal,
ସଃତେକ୍‌ସେ ନୟ୍‌ ମୁୟ୍‌ଁ ମର୍‌ ମାପ୍ରୁ କ୍ରିସ୍ଟ ଜିସୁକେ ଜାଣ୍‌ଲାର୍‌ ଗିନେ ଜୁୟ୍‌ ଦଃନ୍ ଲାବ୍‌ କଃରି ଆଚି, ତାର୍‌ ତଃୟ୍‌ହୁଣି ବିନ୍ ସଃବୁ ବିସୟ୍‌କେ ମୁୟ୍‌ଁ ଅଃବେ ଅଃସାର୍‌ ବଃଲି ଗଃଣ୍‌ତି କଃରୁଲେ; ତାର୍‌ ହାୟ୍‌ ମୁୟ୍‌ଁ ସଃବୁ ଚାଡିଆଚି । ଜଃନ୍‌କଃରି କ୍ରିସ୍ଟକେ ହାଉଁକେ ହାରି ।
9 A v něm nalezen byl nemající své spravedlnosti, kteráž jest z zákona, ale tu, kteráž jest z víry Kristovy, tu spravedlnost, kteráž jest z Boha, a u víře záleží,
ଆର୍‌ ତାର୍‌ ସଃଙ୍ଗ୍ ହୁର୍ନ୍‌ବାବେ ମିସ୍ତାର୍‌ ଗିନେ ବିନ୍ ସଃବୁ ବିସୟ୍‌କେ କଃଉ ବଃଲି ଗଃଣ୍‌ତି କଃରୁଲେ । ଆରେକ୍‌, ମସାର୍‌ ବିଦି ମାନ୍‌ତାର୍‌ ଗିନେ ନିଜାର୍‌ ଦଃର୍ମ ନଃହାୟ୍‌ କଃରି କ୍ରିସ୍ଟକେ ବିସ୍ୱାସ୍‌ କଃଲାକ୍‌ ଇସ୍ୱର୍‌ ଦିଲା ବିସ୍ୱାସ୍‌ ମୁଳେ ଦଃର୍ମ୍‌ ହାୟ୍‌ଦ୍‌,
10 Abych poznal jej, a moc vzkříšení jeho, i společnost utrpení jeho, připodobňuje se k smrti jeho,
ଅଃବେ ମର୍‌ ଗଟେକ୍‌ ମଃନ୍‌ ମୁୟ୍‌ଁ ଜଃନ୍‌କଃରି କ୍ରିସ୍ଟକେ ଜାଣିନ୍ଦ୍‌ ଆର୍‌ ତାର୍‌ ସେ ମଃରି ଉଟ୍‌ଲା ସଃକ୍ତି ମଃନେ ଏତାୟ୍‌ ତାର୍‌ ଦୁକ୍‌ବଗାର୍‌ ସଃମାନ୍ ଦୁକ୍‌ ମଃନେ ଏତାୟ୍‌ ମଃର୍ନେ ହେଁ ତାର୍‌ ହର୍‌ ଅୟ୍‌ଦ୍‌,
11 Zda bych tak přišel k vzkříšení z mrtvých.
ଆରେକ୍‌ କଃନ୍‌କଃରି ହେଁ ମଃଲା ଲକାର୍‌ ବିତ୍ରେହୁଣି ଆରେକ୍‌ ଉଟ୍‌ତାର୍‌ ହାଉଁହାରି ।
12 Ne že bych již dosáhl, aneb již dokonalým byl, ale snažně běžím, zda bych i uchvátiti mohl, načež uchvácen jsem od Krista Ježíše.
ମୁୟ୍‌ଁ ଜେ ଅଃବେ ସେ ସଃବୁ ହାୟ୍‌ଆଚି କି ସିଦ୍‌ ଅୟ୍‌ ଆଚି, ସେରି ନାୟ୍‌, ମଃତର୍‌ କ୍ରିସ୍ଟ ଜିସୁ ମକ୍‌ କୁଦି ରିଲାକେ ସେତାର୍‌ ଇନାମ୍‌ ହାଉଁକେ ଦଃବ୍‌ଳୁଲେ ।
13 Bratří, jáť nemám za to, že bych již dosáhl.
ଏ ବାୟ୍‌ମଃନ୍‌ ହଃଚାର୍‌ କଃତା ସଃବୁ ମଃନେହୁଣି ଦୁର୍‌ କଃରି ଆଗ୍‌ବାଟାର୍‌ ବିସୟ୍‌ମଃନ୍‌ ମଃନେ ଦଃରି କ୍ରିସ୍ଟ ଜିସୁର୍‌ତଃୟ୍‌ ଇସ୍ୱରାର୍‌ ସଃର୍ଗେ କୁଦ୍‌ଲାର୍‌ ହାଣ୍ ହାଉଁକ୍‌ ସଃରାସଃରି ହଃତେକ୍‌ ଦଃବ୍ଳୁଲେ
14 Ale to jedno činím, na ty věci, kteréž jsou za mnou, zapomínaje, k těm pak, kteréž jsou přede mnou, úsilně chvátaje, k cíli běžím, k odplatě svrchovaného povolání Božího v Kristu Ježíši.
ମୁୟ୍‌ଁ ସଃଳ୍‌କେ ସଃନ୍ଦିଏ ହଚୁକେ ଦଃବ୍‌ଳୁଲେ ପୁରିସ୍କାର୍‌ ହାୟ୍‌ନ୍ଦ୍ ବଃଲି ଜୁୟ୍‌ତାର୍‌ ଗିନେ ମକେ ଇସ୍ୱର୍‌ ଜିସୁ କ୍ରିସ୍ଟର୍‌ ଦଃୟ୍‌ ଜିବନେ କଃରି ଆଚେ ।
15 Protož kteřížkoli jsme dokonalí, to smýšlejme. A pakli v čem jinak smyslíte, i toť vám Bůh zjeví.
ତଃବେ, ଆସା, ଅଃମିମଃନ୍‌ ଜଃତିଲକ୍‌ ସିଦ୍‌, ଇହଃର୍କାର୍‌ ମଃନ୍‌ବାବ୍‌ ଦଃରୁଆଁ, ଆର୍‌ ଜଦି କାୟ୍‌ ବିସୟେ ତୁମିମଃନାର୍‌ ମଃନ୍‌ବାବ୍‌ ବିନ୍ ରଃକମ୍‌ ରିଲେକ୍‌, ତଃବେ ଇରି ହେଁ ଇସ୍ୱର୍‌ ତୁମିମଃନାର୍‌ ତଃୟ୍‌ ଜାଣାୟ୍‌ଦ୍‌ ।
16 Ale k čemuž jsme již přišli, v tom při jednostejném zůstávejme pravidle, a jednostejně smyslme.
ଅଃମିମଃନ୍‌ ଜଃତେକ୍‌ ହଃତେକ୍‌ ଆଗେ ଜାୟ୍‌ଆଚୁ, ସେ ହଃର୍କାରେ ଜିବନ୍ କାଟୁଆଁ ।
17 Spolunásledovníci moji buďte, bratří, a šetřte těch, kteříž tak chodí, jakož máte příklad na nás.
ଏ ବାୟ୍‌ବେଣିମଃନ୍, ତୁମିମଃନ୍ ଗଟେତଃୟ୍‌ ଅୟ୍‌ ମର୍‌ ହଃଚେ ଆସା, ଆର୍‌ ଅଃମିମଃନାର୍‌ ତଃୟ୍‌ ଜୁୟ୍‌ ନିକ ଗୁଣ୍‌ ଦଃକୁଲାସ୍‌, ଜୁୟ୍‌ ଲକ୍‌ମଃନ୍ ସେରଃକମ୍‌ ଜିବନ୍ କାଟୁଲାୟ୍‌ ସେମଃନ୍‌କେ ଦଃକା ।
18 Neboť mnozí chodí, o nichž jsem častokrát pravil vám, a nyní s pláčem pravím, že jsou nepřátelé kříže Kristova,
କାୟ୍‌ତାକ୍‌ବଃଲେକ୍‌ ଇ ହର୍‌ ଗାଦାଲକ୍‌ ଆଚ୍‌ତି, ଜୁୟ୍‌ମଃନାର୍‌ ବେବାର୍‌ ତୁମିମଃନ୍‌କେ ତର୍‌କେତର୍‌ କୟ୍‌ଆଚି, ଆର୍‌ ଅଃବେ ହେଁ କାନ୍ଦିକାନ୍ଦି କଃଉଁଲେ, ସେମଃନ୍ କ୍ରିସ୍ଟର୍‌ ବିରଦି ।
19 Jichžto konec jest zahynutí, jejichž Bůh jest břicho, a sláva v mrzkostech jejich, kteříž o zemské věci stojí.
ସେମଃନାର୍‌ ଦଃସା ନାସ୍‌ ଅୟ୍‌ଦ୍‌, ହେଟ୍‌ ସେମଃନାର୍‌ ଦେବ୍‌ତା, ସେମଃନ୍ ନିଜାର୍‌ ନିଜାର୍‌ ଲାଜ୍‌ କଃତାକ୍‌ ଜଃଜ୍‌ମାନାର୍‌ କଃତା ବଃଲି ମଃନେ କଃର୍ତି, ଆର୍‌ ଜଃଗତାର୍‌ ବିସୟ୍‌ମଃନ୍‌କେ ମଃନ୍‌ ଦଃୟ୍‌ଆଚ୍‌ତି ।
20 Ale naše obcování jest v nebesích, odkudž i spasitele očekáváme Pána Jezukrista,
ଅଃମିମଃନ୍‌ ତ ସଃର୍ଗାର୍‌ ହଃର୍ଜା, ସେ ଟାଣେହୁଣି ହେଁ ଅଃମିମଃନ୍‌ ମୁକ୍ତିକାରି ମାପ୍ରୁ ଜିସୁ କ୍ରିସ୍ଟର୍‌ ଆସ୍ତାର୍‌ ଜାଗୁଲୁ;
21 Kterýž promění tělo naše ponížené, aby bylo podobné k tělu slávy jeho, podlé mocnosti té, kterouž mocen jest i všecky věci podmaniti sobě.
ସେ ଅଃହ୍‌ଣାର୍‌ ସଃକ୍ତିର୍‌ ସଃଙ୍ଗ୍ ଜୁୟ୍‌ ସଃବୁ ବିସୟ୍‌ ନିଜାର୍‌ କାମ୍‌ ସାଦୁନ୍‌ କଃରୁହାରେ, ସେତାର୍‌ଗିନେ ଅଃମିମଃନାର୍‌ ଚାର୍‌ ଗଃଗାଳ୍‌କେ ବାଦ୍‌ଲାୟ୍‌କଃରି ଅଃହ୍‌ଣାର୍‌ ଜଃଜ୍‌ମାନାର୍‌ ଗଃଗାଳ୍‌ କଃରୁହାରେ ।

< Filipským 3 >