< Marek 14 >
1 Po dvou pak dnech byl hod beránka a přesnic; i hledali přední kněží a zákonníci, kterak by jej lstivě jmouce, zamordovali.
୧ନିସ୍ତାର୍ ପରବ୍ ଆରି କମିର୍ ନ ମିସାଇ ରୁଟି କାଇବା ପରବ୍ ଅଇବାକେ ଆରି ଦୁଇଦିନ୍ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ କେ ନାଜାନ୍ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍ତେରଇଲାଇ ।
2 Ale pravili: Ne v svátek, aby snad nebyl rozbroj v lidu.
୨ମାତର୍ ସେମନ୍ କଇଲାଇ, “ପରବ୍ ଦିନ୍ମନ୍କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍ମନ୍ ଗଣ୍ଡ୍ଗଲ୍ କର୍ବାଇ ।”
3 A když byl v Betany, v domu Šimona malomocného, a seděl za stolem, přišla žena, mající nádobu alabastrovou masti velmi drahé, z nardového koření. A rozbivši alabastrovou nádobu, vylila ji na hlavu jeho.
୩ଜିସୁ ବେତ୍ନିଆ ଗଡେ ଆଗ୍ତୁ ବଡ୍ ରଗ୍ ଅଇଲା ସିମନର୍ ଗରେ କାଇବାକେ ବସ୍ଲାବେଲେ, ଗଟେକ୍ ମାଇଜି କାଁଚେ ବେସି ଦାମ୍ ଦେବା ବାସ୍ନା ଚିକନ୍ ଆନିକରି କାଁଚର୍ ଗାଲା ବାଙ୍ଗାଇ, ଜିସୁର୍ ମୁଣ୍ଡେ ରକଇଦେଲା ।
4 I hněvali se někteří mezi sebou, řkouce: I proč ztráta masti této stala se?
୪ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି?
5 Nebo mohlo toto prodáno býti, dráže než za tři sta peněz, a dáno býti chudým. I zpouzeli se na ni.
୫ଏଟା ବର୍ସେକର୍ କାମାଇଲାତେଇଅନି ଅଦିକ୍ ଡାବୁକେ ବିକି ଗରିବ୍ ଲକ୍ମନ୍କେ ଦେବାର୍ ଅଇତା ।” ବଲିକରି ସେମନ୍ ସେ ମାଇଜିକେ ବେସି କଇପାକାଇଲାଇ ।
6 Ale Ježíš řekl: Nechte jí. Proč ji rmoutíte? Dobrýť skutek učinila nade mnou.
୬ମାତର୍ ଜିସୁ ସେମନ୍କେ କଇଲା, “ସେ ମାଇଜିକେ ଚାଡିଦିଆସ୍, କାଇକେ ତାକେ ଲାଗିକରି କସ୍ଟ ଦେଲାସ୍ନି? ସେ ମର୍ପାଇ ନିକ କାମ୍ କଲାଆଚେ ।
7 Však chudé máte vždycky s sebou, a když budete chtíti, můžete jim dobře činiti, ale mne ne vždycky míti budete.
୭କାଇକେବଇଲେ, ଗରିବ୍ ଲକ୍ମନ୍ ସବୁବେଲା ତମର୍ସଙ୍ଗ୍ ଆଚତ୍ । ତମେ ଜେଡେବେଲା ମନ୍କଲେ, ସେଡେବେଲା ସେମନ୍କେ ସାଇଜ କରିପାରାସ୍ । ମାତର୍ ମୁଇ ଆରି ବେସିଦିନ୍ ତମର୍ ସଙ୍ଗ୍ ନ ରଇ ।
8 Ona což mohla, to učinila; předešlať, aby těla mého pomazala ku pohřebu.
୮ଏ ମାଇଜି ଜେତ୍କି ପାର୍ଲା, ସେତ୍କି କଲାଆଚେ । ସେ ମର୍ ମଲା ଗାଗଡ୍ ମସ୍ନେ ତପ୍ବା ଆଗ୍ତୁ ଚିକନ୍ ଲାଗାଇଦେଲା ଆଚେ ।
9 Amen pravím vám: Kdežkoli bude kázáno toto evangelium po všem světě, takéť i to, což učinila tato, bude vypravováno na památku její.
୯ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
10 Tedy Jidáš Iškariotský, jeden ze dvanácti, odšel k předním kněžím, aby jim ho zradil.
୧୦ତାର୍ପଚେ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ଜିସୁକେ ମୁକିଅ ପୁଜାରିମନର୍ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍ ଲଗେ ଗାଲା ।
11 Oni pak uslyševše, zradovali se, a slíbili mu peníze dáti. I hledal, kterak by ho příhodně zradil.
୧୧ସେ ମୁକିଅ ପୁଜାରିମନ୍ ଜିଉଦାର୍ କାତା ସୁନିକରି ବେସି ସାର୍ଦା ଅଇଗାଲାଇ । ଏ କାମ୍ କଲେ ସେମନ୍ ଇସ୍କାରିୟତ୍ ଜିଉଦାକେ ଡାବୁ ଦେବୁ ବଲିକରି ପର୍ମାନ୍ କରି କଇଲାଇ । ସେଟାର୍ପାଇ ଇସ୍କାରିୟତ୍ ଜିଉଦା ଜିସୁକେ ମୁକିଅ ପୁଜାରିମନ୍କେ ଦାରାଇ ଦେବାକେ ବେଲା କଜ୍ଲା ।
12 Prvního pak dne přesnic, když velikonoční beránek zabíjín býval, řkou jemu učedlníci jeho: Kde chceš, ať jdouce, připravíme, abys jedl beránka?
୧୨କମିର୍ ନ ମିସାଇକରି ରୁଟି ତିଆର୍କରି କାଇବା ବଜିର୍ ପରବର୍ ପର୍ତୁମ୍ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍ବାଇ । ସେଦିନେ ଜିସୁର୍ ସିସ୍ମନ୍ ତାକେ “ତର୍ପାଇ ରକିଆ ପାଇବା ପରବର୍ ବଜି ସବୁ ଟିକ୍ କର୍ବାକେ ଆମେ କନ୍ ଜାଗାଇ ଜିବୁ ବଲିକରି ତୁଇ ମନ୍ କଲୁସ୍ନି?”
13 I poslal dva z učedlníků svých, a řekl jim: Jděte do města, a potkáť vás člověk dčbán vody nesa. Jdětež za ním.
୧୩ସେଟାର୍ପାଇ ଜିସୁ ତାର୍ ଦୁଇଟା ସିସ୍ମନ୍କେ ଡାକିକରି କଇଲା ତମେ ଗଡେ ଜା । ତେଇ ଗଟେକ୍ ବଡ୍ଟା ଆଣ୍ଡିତେଇ ପାନି ନେବା ଲକ୍କେ ଦେକ୍ସା । ତମେ ତାର୍ ପଚେ ପଚେ ଜା ।
14 A kamžkoli vejde, rcete hospodáři: Mistrť praví: Kde jest večeřadlo, v němž bych jedl beránka s učedlníky svými?
୧୪ସେ ପାନିନେବା ଲକ୍ ଗଟେକ୍ ଗରେ ପୁର୍ସି । ତମେ ମିସା ସେ ଗର୍ ବିତ୍ରେ ପୁରିକରି ସେ ଗରର୍ ସାଉକାର୍କେ କୁଆ, “ଆମର୍ ଗୁରୁ ପାଚାର୍ଲାନି, ମୁଇ ମର୍ ସିସ୍ମନର୍ ସଙ୍ଗ୍ ରକିଆ ପାଇବା ପରବର୍ ବଜି କର୍ବା ବାକ୍ରା କନ୍ତି ଆଚେ?
15 A on vám ukáže večeřadlo veliké, podlážené a připravené. Tu nám připravte.
୧୫ସେ ଗରର୍ ସାଉକାର୍ ତମ୍କେ ଗର୍ ଉପ୍ରେ ରଇବା ନିମାନ୍ ସଜାଇଅଇରଇଲା ଗଟେକ୍ ବଡ୍ଟା ବାକ୍ରା ଦେକାଇଦେଇସି । ତେଇ ଆମର୍ପାଇ କାଇବା କାଦି ତିଆର୍କରା ।” ବଲି ପାଟାଇଲା ।
16 I odešli učedlníci jeho, a přišli do města, a nalezli tak, jakož jim byl pověděl. I připravili beránka.
୧୬ତାର୍ ପଚେ ଦୁଇଟା ସିସ୍ମନ୍ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍ଲାଇ । ସେଟାର୍ପାଇ ସେମନ୍ ତେଇ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
17 Když pak byl večer, přišel se dvanácti.
୧୭ସଞ୍ଜ୍ ଅଇଲାକେ ଜିସୁ ତାର୍ ସିସ୍ମନ୍କେ ଡାକିନେଇ ତେଇ କେଟ୍ଲା ।
18 A když seděli za stolem a jedli, řekl Ježíš: Amen pravím vám, že jeden z vás mne zradí, kterýž jí se mnou.
୧୮ସେମନ୍ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଏବେ ତମର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଆମର୍ ସଙ୍ଗ୍ କାଇଲାନି, ସେ ମକେ ସତ୍ରୁମନ୍କେ ଦାରାଇଦେଇସି ।”
19 A oni se počali rmoutiti, a praviti jemu jeden každý obzvláštně: Zdali já jsem? A jiný: Zdali já?
୧୯ଏ କାତା ସୁନିକରି ସିସ୍ମନ୍ ବେସି ମନ୍ଦୁକ୍ ଅଇଲାଇ । ସବୁଲକ୍ ଗଟେକ୍ ଗଟେକ୍ ଅଇକରି ଜିସୁକେ ସେଲକ୍ ମୁଇ କି? ବଲିକରି ପାଚାର୍ଲାଇ ।
20 On pak odpověděv, řekl jim: Jeden ze dvanácti, kterýž omáčívá se mnou v mise.
୨୦ଜିସୁ ସେମନ୍କେ କଇଲା, “ତମର୍ ବାର ଲକର୍ ବିତ୍ରେଅନି ଜନ୍ ଲକ୍ ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
21 Syn zajisté člověka jde, jakož psáno o něm, ale běda člověku tomu, skrze něhož Syn člověka bude zrazen. Dobré by bylo jemu, aby se byl nenarodil člověk ten.
୨୧“ମର୍ ବିସଇ ପର୍ମେସରର୍ ସାସ୍ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍ସେ, ମାତର୍ ଜାର୍ଟାନେଅନି ନର୍ପିଲା ମୁଇ ସତ୍ରୁମନର୍ ଆତେ ଦାରାଇଅଇବି, ସେ ବେସି ବଡ୍ ଡଣ୍ଡ୍ ପାଇବାଲକ୍ ଆରି ସେ ଜନମ୍ ନ ଅଇରଇଲେ ନିକ ଅଇତା ।”
22 A když oni jedli, vzav Ježíš chléb, a dobrořečiv, lámal a dával jim, řka: Vezměte, jezte, to jest tělo mé.
୨୨ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ନିଆ ଏଟା ମର୍ ଗାଗଡ୍ ।”
23 A vzav kalich, a díky učiniv, dal jim. A pili z něho všickni.
୨୩ତାର୍ପଚେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି ସବୁ ଲକ୍କେ କାଇବାକେ ଦେଲାଜେ ସେମନ୍ କାଇଲାଇ ।
24 I řekl jim: To jest krev má smlouvy té nové, kteráž se za mnohé vylévá.
୨୪ଆରି ସେ ତାର୍ ସିସ୍ମନ୍କେ କଇଲା, ଏଟା ଅଇଲାନି ବେସି ଲକର୍ପାଇ ଜରାଇଲା ମର୍ ବନି । ଏ ବନି ସଙ୍ଗ୍ ପର୍ମେସର୍ ଲକ୍ମନର୍ ସଙ୍ଗ୍ ରାଜିନାମା କଲାନି ।
25 Amen pravím vám, žeť již více nikoli nebudu píti z plodu vinného kořene, až do onoho dne, když jej píti budu nový v království Božím.
୨୫ମୁଇ ତମ୍କେ ସତ୍ କାତା କଇଲିନି, “ମୁଇ ପର୍ମେସରର୍ ରାଇଜେ ନୁଆ ଅଙ୍ଗୁର୍ ରସ୍ କାଇବା ଦିନ୍ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।”
26 A sezpívavše písničku, vyšli na horu Olivetskou.
୨୬ସବୁ ସିସ୍ମନ୍ ମିସିକରି ପର୍ମେସର୍କେ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ ନାଉଁର୍ ପର୍ବତେ ଗାଲାଇ ।
27 Potom řekl jim Ježíš: Všickni vy zhoršíte se nade mnou této noci. Nebo psáno jest: Bíti budu pastýře, a rozprchnou se ovce.
୨୭ସେବେଲେ ଜିସୁ ସିସ୍ମନ୍କେ କଇଲା, “ତମେ ସବୁଲକ୍ ମକେ ଚାଡିକରି ଉଟିଜାଇସା । ସେଟା ପର୍ମେସରର୍ ସାସ୍ତରେ ଏନ୍ତି ଲେକାଅଇଲାଆଚେ, “ମୁଇ ମେଣ୍ଡା ଗଉଡ୍କେ ମରାଇବି । ତେଇର୍ ମେଣ୍ଡାମନ୍ ଚିନ୍ଚତର୍ ଅଇଜିବାଇ ।”
28 Ale když z mrtvých vstanu, předejduť vás do Galilee.
୨୮“ମାତର୍ ମୁଇ ମଲାଟାନେଅନି ଆରିତରେକ୍ ଉଟ୍ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍ତୁ, ମୁଇ ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
29 Tedy Petr řekl jemu: Byť se pak všickni zhoršili, ale já nic.
୨୯ମାତର୍ ପିତର୍ ଜିସୁକେ କଇଲା, “ସବୁ ସିସ୍ମନ୍ ତମ୍କେ ଚାଡିକରି ଗାଲେ ମିସା ମୁଇ ତମ୍କେ କେବେ ନ ଚାଡି ।”
30 I řekl jemu Ježíš: Amen pravím tobě, že dnes této noci, prvé než kohout po dvakrát zazpívá, třikrát mne zapříš.
୩୦ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଆଜି ରାତି ଦୁଇତର୍ କୁକ୍ଡା ଡାକ୍ବା ଆଗ୍ତୁ, ତୁଇ ମକେ ତିନ୍ତର୍ ଚିନିନାଇ ବଲିକରି କଇସୁ ।”
31 On pak mnohem více mluvil: Bychť pak měl s tebou i umříti, nikoliť nezapřím tebe. A takž také i všickni mluvili.
୩୧ଏ କାତା ସୁନି ପିତର୍ ଜିସୁକେ ଆରିତରେକ୍ ଡାଟ୍ସଙ୍ଗ୍ କଇଲା, “ମୁଇ ତମର୍ ସଙ୍ଗ୍ ମର୍ବାର୍ ଆଲେ ମିସା କେବେ ତମ୍କେ ନାଜାନି ବଲି ନ କଇ ।” ଆରି ବାକି ସିସ୍ମନ୍ ମିସା ସେନ୍ତିସେ କଇଲାଇ ।
32 I přišli na místo, kterémuž jméno Getsemany. Tedy řekl učedlníkům svým: Seďtež tuto, až se pomodlím.
୩୨ତାର୍ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଆଇଲାଇ । ତେଇ ଜିସୁ ସିସ୍ମନ୍କେ କଇଲା, “ମୁଇ ପାର୍ତନା କର୍ବାବେଲେ ତମେ ଇତି ବସିରୁଆ ।”
33 A pojav s sebou Petra a Jakuba a Jana, počal se lekati a velmi teskliv býti.
୩୩ପିତର୍, ଜଅନ୍ ଆରି ଜାକୁବ୍କେ ତାର୍ ସଙ୍ଗ୍ ମିସ୍ତେ ଡାକିନେଲା । ସେ ଦୁକ୍ଅଇ କିଲ୍ବିଲ୍ ଅଇବାର୍ ବସ୍ଲା ।
34 I dí jim: Smutnáť jest duše má až k smrti. Počekejtež tuto a bděte.
୩୪ଆରି ଜିସୁ, ପିତର୍, ଜାକୁବ୍ ଆରି ଜଅନ୍କେ କଇଲା, “ମର୍ ମନେ ବେସି ଦୁକ୍ ଅଇଗାଲା ଆଚେ । ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ତମେ ଇତି ବସିରଇ ଜାଗିରୁଆ ।”
35 A poodšed maličko, padl na zemi a modlil se, aby, bylo-li by možné, odešla od něho hodina ta.
୩୫ଜିସୁ ତାକର୍ଟାନେଅନି କଣ୍ଡେକ୍ ଦୁରିକେ ଇଣ୍ଡିଜାଇ ଉମ୍ତାଡିଅଇ ବୁଏଁ ଅଦ୍ରିକରି ପର୍ମେସର୍କେ ଏନ୍ତି ପାର୍ତନା କଲା, “ଏନ୍ତି କରିଅଇସି ବଇଲେ, ଏ କସ୍ଟର୍ ବେଲା ମକେ ନ ଆସ ।
36 I řekl: Abba, Otče, všecko jest možné tobě. Přenes kalich tento ode mne, ale však ne, což já chci, ale co ty.
୩୬ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା” ବଲି ପାର୍ତନା କଲା ।
37 I přišel a nalezl je, ani spí. I řekl Petrovi: Šimone, spíš? Nemohl-lis jediné hodiny bdíti?
୩୭ତାର୍ପଚେ ଜିସୁ ତାର୍ ସିସ୍ମନର୍ ଲଗେ ବାଉଡି ଆଇଲାଜେ, ସେମନ୍ ସଇରଇବାଟା ଦେକ୍ଲା । ସେ ପିତର୍କେ କଇଲା, “ସିମନ୍ ପିତର୍, ତମେ ସଇଦେଲାସ୍ନି କି? ଗଟେକ୍ ଗଁଟା ମିସା ଚେତା ରଇ ଜାଗି ନାପାର୍ଲାସ୍ନି?
38 Bděte a modlte se, abyste nevešli v pokušení. Duchť zajisté hotov jest, ale tělo nemocno.
୩୮ତମେ ଜେନ୍ତିକି ପରିକାର୍ ପାନ୍ଦେ ନ ଅଦର୍ବାପାଇ ଜାଗି ରଇକରି ପାର୍ତନା କରା । ମନ୍ କର୍ବି ବଲି ମନ୍ କଲାନି ମାତର୍ ଗାଗଡ୍ ନିଚ୍ଲାନି ।”
39 A opět odšed, modlil se, táž slova mluvě.
୩୯ଜିସୁ ଆରିତରେକ୍ ଜାଇକରି ଆଗ୍ତୁର୍ ପାରା କଇକରି ପାର୍ତନା କଲା ।
40 A navrátiv se, nalezl je, ani opět spí, (nebo oči jejich byly obtíženy; ) aniž věděli, co by jemu odpověděli.
୪୦ତାର୍ପଚେ ସେ ସିସ୍ମନର୍ ଲଗେ ଆରି ତରେକ୍ ବାଉଡି ଆସି ଦେକ୍ଲା । ସେମନ୍ ଆରିତରେକ୍ ସଇଦେଇରଇଲାଇ । ସେମନର୍ ଆଁକିତେଇ ଗୁନ୍ ଡାବି ଆଇତେରଇଲାଜେ ସେମନ୍ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍ଲାଇ ।
41 I přišel po třetí, a řekl jim: Spětež již a odpočívejte; dostiť jest. Přišlať ta hodina; aj, Syna člověka zrazují v ruce hříšných.
୪୧ଏନ୍ତି ତିନ୍ତର୍ ପାର୍ତନା କରି ସାରାଇଲାପଚେ ଜିସୁ ସିସ୍ମନର୍ଲଗେ ଆରିତରେକ୍ ବାଉଡି ଆଇଲା ଆରି ସେମନ୍କେ କଇଲା, “ଏବେଜାକ ତମେ ପୁଣ୍ଡିକରି ସଇଦେଇ ଆଚାସ୍? ଏତ୍କି ଅଇସିବେ, ଏବେ ନର୍ପିଲା ମକେ, ପାପି ଲକ୍ମନର୍ ଆତେ ଦାରାଇଦେବା ବେଲା ଆସି କେଟ୍ଲା ।
42 Vstaňte, poďme. Aj, kterýž mne zrazuje, blízkoť jest.
୪୨ଉଟା ଆମେ ଜୁବେ । ଏଦେ ଦେକା! ମକେ ସତ୍ରୁମନ୍କେ ଦାରାଇ ଦେବା ଲକ୍ ଆଇଲାଆଚେ ।” ବଲି କଇଲାଇ ।
43 A hned, když on ještě mluvil, přišel Jidáš, kterýž byl jeden ze dvanácti, a s ním zástup veliký s meči a s kyjmi, od předních kněží a od zákonníků a starších.
୪୩ସେ ଦାପ୍ରେ ଜିସୁ ଏ କାତା କଇବାବେଲା, ବାର୍ଟା ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଇସ୍କାରିୟତ୍ ଜିଉଦା ଆସି କେଟ୍ଲା । ଆରି ତାର୍ ସଙ୍ଗ୍ ବେସି ଲକ୍ମନ୍ ରଇଲାଇ । ସେ ଲକ୍ମନର୍ ଆତେ କାଣ୍ଡା ଆରି ଟେଙ୍ଗ୍ ଦାରିରଇଲାଇ । ସେ ଲକ୍ମନ୍କେ ମୁକିଅ ପୁଜାରିମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ମୁକିଅ ଜିଉଦି ନେତାମନ୍, ପାଟାଇ ରଇଲାଇ ।
44 Zrádce pak jeho byl jim dal znamení, řka: Kteréhožkoli políbím, tenť jest; jmětež ho, a veďte opatrně.
୪୪ସତ୍ରୁମନର୍ ଆତେ ଦାରାଇଦେବା ଇସ୍କାରିୟତ୍ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍ ଚିନ୍ କଇରଇଲା, “ମୁଇ ଜନ୍ ଲକ୍କେ ଚୁମ୍ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍ ସଙ୍ଗ୍ ଦୁରିକେ ଦାରିଜାଇସା ।”
45 A přišed, hned přistoupiv k němu, řekl: Mistře, Mistře, a políbil ho.
୪୫ସେମନ୍ ତେଇ ଆସିକରି କେଟ୍ଲା ଦାପ୍ରେ, ଇସ୍କାରିୟତ୍ ଜିଉଦା ଜିସୁର୍ ଲଗେ ଜାଇକରି “ଏ ଗୁରୁ, ଜୁଆର୍!” ବଲିକରି ଚୁମ୍ଲା ।
46 Tedy oni vztáhli naň ruce své, a jali jej.
୪୬ସେବେଲା ସେଲକ୍ମନ୍ ଜିସୁକେ ଦାରି ବନ୍ଦିକରି ନେବାବେଲେ,
47 Jeden pak z těch, kteříž tu okolo stáli, vytrh meč, udeřil služebníka nejvyššího kněze, a uťal jemu ucho.
୪୭ସେ ଲଗେ ଟିଆଅଇରଇଲା ଜିସୁର୍ ଗଟେକ୍ ସିସ୍ ତାର୍ କାଣ୍ଡା ବେଟି ମୁକିଅ ପୁଜାରିର୍ ଗତି ଦାଙ୍ଗ୍ଡାର୍ ଉଜା କାନ୍ କାଟିଦେଲା ।
48 I odpověděv Ježíš, řekl jim: Jako na lotra vyšli jste s meči a s kyjmi, abyste mne jali?
୪୮ଜିସୁ ସେ ଲକ୍ମନ୍କେ ପାଚାର୍ଲା, “ମୁଇ କାଇ ଗଟେକ୍ ଅପ୍ରାଦି ଲକ୍ କି, ତମେ କାଣ୍ଡା ଆରି ଟେଙ୍ଗ୍ମନ୍ ଦାରି ମକେ ନେବାର୍ ଆସିଆଚାସ୍?
49 Na každý den býval jsem u vás, uče v chrámě, a nejali jste mne. Ale aby se naplnila písma.
୪୯ସବୁ ଦିନ୍ ମୁଇ ପାର୍ତନା ଗର୍ମନ୍କେ ସିକାଇଦେବା ବେଲେ ମୁଇ ତମର୍ ସଙ୍ଗ୍ ରଇଲି । ମାତର୍ ସେବେଲେ ମକେ ଦାରାସ୍ନାଇ । ମାତର୍ ପର୍ମେସରର୍ ସାସ୍ତରେ ଜେନ୍ତି ଲେକାଅଇରଇଲା ସେଟା ସବୁ ସତ୍ ଅଇବାକେସେ ଏନ୍ତି ଅଇଲାଆଚେ ।”
50 Tedy opustivše jej, všickni utekli.
୫୦ସେବେଲା ଜିସୁର୍ ସିସ୍ମନ୍ ତାକେ ଚାଡି ଉଟିପାଲାଇଲାଇ ।
51 Jeden pak mládenček šel za ním, odín jsa rouchem lněným po nahém těle. I popadli jej mládenci.
୫୧ମାତର୍ ସେବେଲା ଗଟେକ୍ ଦାଙ୍ଗ୍ଡା ଅବ୍କା ପାତଲ୍ ଚାଦର୍ ଡାବିଅଇ ଜିସୁର୍ ପଚେ ପଚେ ଜାଇତେରଇଲା । ଲକ୍ମନ୍ ତାକେ ବନ୍ଦିକର୍ବାକେ ଚେସ୍ଟା କଲାଇକେ
52 On pak opustiv roucho, nahý utekl od nich.
୫୨ସେ ଦାଙ୍ଗ୍ଡା ପାତଲ୍ ଚାଦର୍ ଚାଡିକରି ଡୁମ୍ଣ୍ଡା ଉଟିପାଲାଇଲା ।
53 I přivedli Ježíše k nejvyššímu knězi, a sešli se k němu všickni přední kněží i starší i zákonníci.
୫୩ପଚେ ସେ ଲକ୍ମନ୍ ଜିସୁକେ ସବୁର୍ଟାନେଅନି ବଡ୍ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍, ପାର୍ଚିନ୍ମନ୍ ଆରି ନିୟମ୍ ଗୁରୁମନ୍ ସବୁଲକ୍ ଗଟେକ୍ ତେଇ ରୁଣ୍ଡ୍ଲାଇ ।
54 Petr pak šel za ním zdaleka až na dvůr nejvyššího kněze; i seděl s služebníky, zhřívaje se u ohně.
୫୪ପିତର୍ ଜିସୁର୍ ଟାନେଅନି ଦୁରିକେ ରଇ ତାର୍ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍ ଡାଣ୍ଡ୍ବିତ୍ରେ ଗାଲା । ଜାଗୁଆଲ୍ମନର୍ ସଙ୍ଗ୍ ବସିକରି ଜଇ ଚେକ୍ତେରଇଲା ।
55 Ale přední kněží i všecka ta rada hledali proti Ježíšovi svědectví, aby jej na smrt vydali, a však nenalezli.
୫୫ତେଇ ମୁକିଅ ପୁଜାରିମନ୍ ଆରି ବିଚାର୍ କର୍ବା ଜିଉଦି ନେତାମନ୍ ଜିସୁକେ ମର୍ବା ଡଣ୍ଡ୍ ଦେବାକେ ତାର୍ ବିରଦେ ସାକି କଜ୍ତେରଇଲାଇ । ମାତର୍ ସାକି ଦେବାକେ କେ ମିସା ମିଲତ୍ନାଇ ।
56 Nebo ač mnozí křivé svědectví vydávali proti němu, však svědectví jejich nebyla jednostejná.
୫୬ବେସି ଲକ୍ମନ୍ ଆସିକରି ଜିସୁର୍ ବିରଦେ ମିଚ୍ ସାକି କଇଲାଇ, ମାତର୍ ସେମନ୍ ସବୁଲକ୍ ବିନ୍ ବିନ୍ ରକାମର୍ କାତା କଇଲାଇ ।
57 Tedy někteří povstavše, křivé svědectví dávali proti němu, řkouce:
୫୭ସାରାସାରି କେତେ ଲକ୍ ଉଟିକରି ତାର୍ ବିରଦେ ମିଚ୍ ସାକି ଦେଇ ଏନ୍ତି କଇଲାଇ,
58 My jsme slyšeli tohoto, že řekl: Já zbořím chrám tento rukou udělaný, a ve třech dnech jiný ne rukou udělaný postavím.
୫୮“ଲକ୍ମନ୍ ତିଆର୍କଲା ଏ ପର୍ମେସରର୍ ମନ୍ଦିର୍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତିଆର୍କରିଦେବି, ଜନ୍ଟାକି ଲକ୍ମନ୍ ତିଆର୍ ନ କରିରଅତ୍ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
59 Ale ani to jejich svědectví nebylo jednostejné.
୫୯ମାତର୍, ଏନ୍ତି ବଇଲେମିସା ଏ ଲକ୍ମନ୍ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍ ଲକର୍ କାତା ଆରି ଗଟେକ୍ ଲକର୍ କାତା ସଙ୍ଗ୍ ନ ମିସ୍ତେରଇଲା ।
60 Tedy povstav nejvyšší kněz u prostřed, otázal se Ježíše, řka: Neodpovídáš ničeho, což tito na tebe svědčí?
୬୦ତାର୍ପଚେ ସବୁଲକର୍ ଆଗ୍ତୁ ବଡ୍ ପୁଜାରି ଟିଆଅଇକରି ପାଚାର୍ଲା, “ଏ ଲକ୍ମନ୍ ତର୍ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍ ଆଚେ କି?”
61 Ale on mlčel, a nic neodpověděl. Opět nejvyšší kněz otázal se ho a řekl jemu: Jsi-liž ty Kristus, ten Syn toho Požehnaného?
୬୧ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, “ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି?”
62 A Ježíš řekl: Jáť jsem, a uzříte Syna člověka, an sedí na pravici moci Boží, a přichází s oblaky nebeskými.
୬୨ଜିସୁ କଇଲା, “ଉଁ, ମୁଇ ସେ । ଆରି ନର୍ପିଲା ମୁଇ, ପର୍ମେସରର୍ ବେସି ବପୁର୍ ଉଜା ଆତ୍ ବାଟେ ବସିରଇଲାଟା ଆରି ସରଗର୍ ମେଗେ ଆଇବାଟା ଦେକ୍ସା ।”
63 Tedy nejvyšší kněz roztrh roucha svá, řekl: I což ještě potřebujeme svědků?
୬୩ବଡ୍ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍ ନିଜର୍ ପଚିଆ ଚିରିପାକାଇଲା ଆରି ସବୁଲକ୍ମନ୍କେ କଇଲା, “ଆମ୍କେ ଆରି କାଇ ସାକି ଦର୍କାର୍?”
64 Slyšeli jste rouhání. Co se vám zdá? Oni pak všickni potupili jej, že jest hoden smrti.
୬୪“ସେ ପର୍ମେସରର୍ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍ । ଏବେ ତମେ କାଇଟା ବଲି ବାବ୍ଲାସ୍ନି?” ତେଇ ସବୁ ଲକ୍ମନ୍ ଜିସୁକେ ଦସି କରାଇ, ତାକେ ମର୍ବା ଡଣ୍ଡ୍ ମିଲ ବଲି କଇଲାଇ ।
65 I počali někteří naň plvati, a tvář jeho zakrývati, a jej poličkovati, a říkati jemu: Prorokuj. A služebníci kyji jej bili.
୬୫ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।
66 A když byl Petr v síni dole, přišla jedna z děvek nejvyššího kněze.
୬୬ପିତର୍ ମଜାଡାଣ୍ଡେ ଟିଆଅଇଲାବେଲେ ବଡ୍ ପୁଜାରିର୍ ଗତି ଦାଙ୍ଗ୍ଡି ତେଇ ଆଇଲା ।
67 A uzřevši Petra, an se ohřívá, a popatřivši naň, dí: I ty s Ježíšem Nazaretským byl jsi.
୬୭ପିତର୍ ଜଇ ଚେକ୍ବାବେଲେ ତାକେ ନିମାନ୍ ଦେକିକରି କଇଲା, “ତୁଇମିସା ନାଜରିତର୍ ଜିସୁର୍ ସଙ୍ଗ୍ ରଇଲୁସ୍ ।”
68 Ale on zapřel, řka: Aniž vím, ani rozumím, co ty pravíš. I vyšel ven před síň, a kohout zazpíval.
୬୮ମାତର୍ ପିତର୍ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍ ସଙ୍ଗ୍ ରଇନାଇ, ତମେ କାଇଟା କଇଲାସ୍ନି ମୁଇ ନାଜାନି ।” ତାର୍ପଚେ ପିତର୍ ଡାଣ୍ଡେ ପୁର୍ବା ବାଟେ ଉଟିଗାଲା ।
69 Tedy děvka, uzřevši jej opět, počala praviti těm, kteříž tu okolo stáli, že tento z nich jest.
୬୯ଆରି ତରେକ୍ ଗତିଦାଙ୍ଗ୍ଡି ପିତର୍କେ ଦେକି ତେଇ ଟିଆଅଇଲା ଲକ୍ମନ୍କେ କଇଲା, “ଏ ଲକ୍ ମିସା ଜିସୁର୍ ଦଲେଅନି ଗଟେକ୍ ଲକ୍ ।”
70 A on opět zapřel. A po malé chvíli opět ti, kteříž tu stáli, řekli Petrovi: Jistě z nich jsi, nebo i Galilejský jsi, i řeč tvá podobná jest.
୭୦ମାତର୍ ପିତର୍ ଆରିତରେକ୍ କଇଲା, “ଏ କାତା ମୁଲ୍କେ ସତ୍ ନାଇ ।” ଆରି କେତେପର୍ ଗାଲା ପଚେ, ତେଇ ରଇଲା ଲକ୍ମନ୍ “ତୁଇ ସେମନର୍ ମାନ୍ଦାଇ ରଇଲୁସ୍ ଆକା, ତୁଇ ଗଟେକ୍ ଗାଲିଲି ଅନି ଆଇଲା ଲକ୍ ପାରା ଡିସ୍ଲୁସ୍ନି ।” ବଲି କଇଲାଇ ।
71 On pak počal se proklínati a přisahati: Neznám člověka toho, o němž pravíte.
୭୧ମାତର୍ ପିତର୍ ସାଇପ୍ ଦେଇ ରାନ୍ ପାକାଇ କଇଲା, “ମୁଇ ପର୍ମେସରର୍ ନାଉଁ ଦାରି ପର୍ମାନ୍ କରି କଇଲିନି, ତମେ କାର୍ କାତା କଇଲାସ୍ନି, ମୁଇ ତାକେ ମୁଲ୍କେ ନାଜାନି ।”
72 A hned po druhé kohout zazpíval. I rozpomenul se Petr na slovo, kteréž byl řekl jemu Ježíš: Že prvé než kohout dvakrát zazpívá, třikrát mne zapříš. A vyšed, plakal.
୭୨ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।