< Jan 9 >

1 A pomíjeje, uzřel člověka slepého od narození.
ଦିନେକ୍‌ ଜିସୁ ଜିବାବେଲେ ଗଟେକ୍‌ ଜନ୍‌ମେଅନି କାଣା ରଇଲା ଲକ୍‌କେ ଦେକ୍‌ଲା ।
2 I otázali se ho učedlníci jeho, řkouce: Mistře, kdo zhřešil, tento-li, čili rodičové jeho, že se slepý narodil?
ଆରି ତାର୍‌ ସିସ୍‌ମନ୍‌ ତାକେ ପାଚାର୍‌ଲାଇ, “ଏ ଗୁରୁ କେ ପାପ୍‌ କଲାଇଜେ ଏ ଲକ୍‌ କାଣାଅଇ ଜନମ୍‌ ଅଇଲା? ସେ ନିଜେ କି ତାର୍‌ ବାବା ମାଆର୍‌ ପାପର୍‌ ଲାଗି?”
3 Odpověděl Ježíš: Ani tento zhřešil, ani rodičové jeho, ale aby zjeveni byli skutkové Boží na něm.
ଜିସୁ କ‍ଇଲା, “ତାର୍‌ କି ତାର୍‌ ବାବା ମାଆର୍‌ କାଇ ପାପ୍‌ଦସ୍‌ ନାଇ । ପର୍‌ମେସରର୍‌ ବପୁ ତାର୍‌ଟାନେ ଜାନାପଡ୍‌ସି ବଲି, ସେ କାଣା ଅଇ ଜନମ୍‌ ଅଇଲା ଆଚେ ।
4 Jáť musím dělati dílo toho, kterýž mne poslal, dokudž den jest. Přicházíť noc, když žádný nebude moci dělati.
ବେଲ୍‌ ରଇତେସେ ମକେ ପାଟାଇରଇବା ପର୍‌ମେସରର୍‌ କାମ୍‌ ଆମେ କର୍‌ବାର୍‌ ଆଚେ । ଏନ୍ତି ଆନ୍ଦାର୍‌ ଆଇଲାନି ସେ ବେଲାଇ କେ ମିସା କାଇ କାମ୍‌ କରି ନାପାରତ୍‌ ।
5 Dokudž jsem na světě, světlo jsem světa.
ମୁଇ ଜେତେ ଦିନ୍‌ ଜାକ ଏ ଦୁନିଆଇ ରଇବି ସେତ୍‌କି ଦିନ୍‌ ଜାକ ଏ ଦୁନିଆର୍‌ ଉଜଲ୍‌ ।”
6 To pověděv, plinul na zemi, a učinil bláto z sliny, i pomazal tím blátem oči slepého.
ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍‌ ସଙ୍ଗ୍‌ କାଦ ଚକଟ୍‌ଲା । ଆରି ସେ କାଦ ନେଇକରି କାଣାର୍‌ ଦୁଇଟା ଆଁକିତେଇ ଲିପିଦେଲା ।
7 A řekl jemu: Jdi, umej se v rybníku Siloe, což se vykládá: Poslaný. A on šel a umyl se, i přišel, vida.
ଆରି ତାକେ କଇଲା, “ତୁଇ ଜା ଆରି ସିଲଅ ନାଉଁର୍‌ ବନ୍ଦେ ଜାଇକରି ମୁ ଦଇ ଆଉ ।” ସିଲଅର୍‌ ଅରତ୍‌ ଅଇଲାନି ପାଟାଇଲାଟା । ତାର୍‌ ପଚେ ସେ ଲକ୍‌ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍‌ଲା ଆରି ଆଇଲା ।
8 Sousedé pak a ti, kteříž jej prvé vídali slepého, řekli: Není-liž toto ten, kterýž sedával a žebrával?
କେତେକ୍‌ ଲକ୍‌ମନ୍‌ ଏ ଲକ୍‌କେ ଆଗ୍‌ତୁ ବିକ୍‌ ମାଙ୍ଗ୍‌ବାଟା ଦେକି ରଇଲାଇ । ସେଟାର୍‌ ପାଇ ଏ ଲକ୍‌ମନ୍‌ ଆରି କାଣାର୍‌ ଗର୍‌ ଲଗର୍‌ ଲକ୍‌ମନ୍‌ ତାକେ ଦେକି କଇଲାଇ, “ଜନ୍‌ ଲକ୍‌କି ସବୁବେଲା ବସିକରି ବିକ୍‌ ମାଙ୍ଗ୍‌ତେ ରଇଲା ସେ କାଇ ଏ ଲକ୍‌ ନଏଁ କି?”
9 Jiní pravili, že ten jest, a jiní, že jest podoben k němu. Ale on pravil: Já jsem.
କେତେ ଲକ୍‌ମନ୍‌ କଇଲାଇ, “ଉଁ ଏତାଉ ସେ ଲକ୍‌ସେ ।” ମାତର୍‌ ଆରି ଅଦେକ୍‌ ଲକ୍‌ କଇଲାଇ, “ନାଇ ଏ ସେ ଲକ୍‌ ନଏଁ ମାତର୍‌ ତାର୍‌ ପାରା ଡିସ୍‌ଲାନି ।” ମାତର୍‌ କାଣା କଇଲା, “ମୁଇସେ ଆଗ୍‌ତୁ କାଣା ଅଇରଇଲି ।”
10 Tedy řekli jemu: Kterak jsou otevříny oči tvé?
୧୦ଲକ୍‌ମନ୍‌ ତାକେ ପାଚାର୍‌ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍‌ଲୁସ୍‌ନି?”
11 On odpověděl a řekl: Člověk ten, kterýž slove Ježíš, bláto učinil, a pomazal očí mých, a řekl mi: Jdi k rybníku Siloe, a umej se. I odšed a umyv se, prohlédl jsem.
୧୧କାଣା ସେମନ୍‌କେ କଇଲା, “ଲକ୍‌ମନ୍‌ ଜନ୍‌ ଲକ୍‌କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍‌ ଆଁକିତେଇ ଲିପିଦେଲା । ତାର୍‌ପଚେ ସେ ମକେ ‘ସିଲଅ ନାଉଁର୍‌ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍‌ରେ ଦେକି ପାର୍‌ଲି ।”
12 I řekli jemu: Kde jest ten? Řekl: Nevím.
୧୨ଆରି ଲକ୍‌ମନ୍‌ ତାକେ କଇଲାଇ, “ସେ କନ୍ତି ଆଚେ?” ସେ “ମୁଇ ନାଜାନି” ବଲି କଇଲା ।
13 Tedy přivedli toho, kterýž někdy byl slepý, k farizeům.
୧୩ତାର୍‌ ପଚେ ଲକ୍‌ମନ୍‌ ଆଗେଅନି କାଣା ଅଇରଇଲା ଲକ୍‌କେ ପାରୁସିମନର୍‌ ଲଗେ ଡାକିନେଲାଇ ।
14 Byla pak sobota, když Ježíš učinil bláto, a otevřel oči jeho.
୧୪ଜିସୁ ଜନ୍‌ ଦିନେ କାଦ ଲିପିକରି ତାର୍‌ ଆଁକି ନିକ କରିରଇଲା, ସେ ଦିନ୍‌ ବିସ୍‌ରାମ୍‌ବାର୍‌ ରଇଲା ।
15 I otázali se ho opět i farizeové, kterak by prozřel. On pak řekl jim: Bláto položil na oči mé, a umyl jsem se, i vidím.
୧୫ପାରୁସି ଲକ୍‌ମନ୍‌ ତାକେ ଆରିତରେକ୍‌ ପାଚାର୍‌ଲାଇ, “ତୁଇ କେନ୍ତାର୍‌ ଦେକିପାର୍‌ଲୁସ୍‌ନି?” ତେଇ ସେ ସେମନ୍‌କେ କଇଲା, “ଜିସୁ ମର୍‌ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍‌ଲିନି ।”
16 Tedy někteří z farizeů řekli: Ten člověk není z Boha, nebo neostříhá soboty. Jiní pravili: Kterak může člověk hříšný takové divy činiti? I byla různice mezi nimi.
୧୬କେତେଟା ପାରୁସିମନ୍‌ କଇଲାଇ, “ଏ ଲକ୍‌ ପର୍‌ମେସରର୍‌ ତେଇଅନି ଆସେ ନାଇ । ସେଟାର୍‌ ପାଇଁ ସେ ବିସ୍‌ରାମ୍‌ ଦିନର୍‌ ନିୟମ୍‌ ମାନେନାଇ ।” ଆରି ଅଦେକ୍‌ ଲକ୍‌ମନ୍‌ କଇଲାଇ, “ଗଟେକ୍‌ ପାପି ଲକ୍‌ କେବେ ମିସା ଏନ୍ତି କାବାଅଇଜିବା କାମ୍‌ କରିନାପାରେ ।” ଏନ୍ତି ଜିଉଦି ଲକ୍‌ମନ୍‌ ଦୁଇ ବାଗ୍‌ ଅଇଗାଲାଇ ।
17 Řekli opět slepému: Co ty o něm pravíš, poněvadž otevřel oči tvé? A on řekl: Že prorok jest.
୧୭ସେଟାର୍‌ ପାଇ ସେମନ୍‌ ସେ ଲକ୍‌କେ ଆରି ତରେକ୍‌ ପାଚାର୍‌ଲାଇ, “ତକେ ଜିସୁ ନିମାନ୍‌ କଲାଜେ ଦେକି ପାର୍‌ଲୁସ୍‌ନି । ଏନ୍ତି ବଇଲେ ତୁଇ ତାକେ କେ ବଲି ବାବ୍‌ଲୁସ୍‌ନି?” ସେ ଲକ୍‌ ସେମନ୍‌କେ କଇଲା, “ସେ ଗଟେକ୍‌ ବବିସତ୍‌ବକ୍‌ତା ।”
18 I nevěřili Židé o něm, by slepý býval a prozřel, až povolali rodičů toho, kterýž byl prozřel.
୧୮ଜିଉଦି ନେତାମନ୍‌ ସେ ନିମାନ୍‌ ଅଇଲା ଲକ୍‌ ଆଗ୍‌ତୁ କାଣା ରଇଲା ଜେ ଏବେ ସେ ଦେକିପାର୍‌ବା ବିସଇ ମୁଲ୍‌କେ ବିସ୍‌ବାସ୍‌ କରତ୍‌ନାଇ । ପାରୁସିମନ୍‌ ସେ ଲକର୍‌ ମାଆ ବାବାକେ ନ ଡାକ୍‌ବା ଜାକ ମୁଲ୍‌କେ ବିସ୍‌ବାସ୍‌ କରତ୍‌ନାଇ ।
19 A otázali se jich, řkouce: Jest-li tento syn váš, o kterémž vy pravíte, že by se slepý narodil? Kterakž pak nyní vidí?
୧୯ସେମନ୍‌ ତାର୍‌ ମାଆ ବାବାକେ ପାଚାର୍‌ଲାଇ, “ଏଟା ତମର୍‌ ପିଲା କି? ସେ ଜନ୍‌ମେ ଅନି କାଣାଟା ବଲି ତମେ କଇଲାସ୍‌ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍‌ଲାନି?”
20 Odpověděli jim rodičové jeho a řekli: Vímeť, že tento jest syn náš, a že se slepý narodil.
୨୦ତାର୍‌ ମାଆ ବାବା କଇଲାଇ, “ଉଁ ଏଟା ଆମର୍‌ ପିଲା । ସେ ଜନ୍‌ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ ।
21 Ale kterak nyní vidí, nevíme; aneb kdo otevřel oči jeho, myť nevíme. Máť léta, ptejte se ho, on sám za sebe mluviti bude.
୨୧ମାତର୍‌ ଏବେ ସେ କେନ୍ତି ଦେକିପାର୍‌ଲାନି ଆରି କେ ତାକେ ନିମାନ୍‌ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍‌ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।”
22 Tak mluvili rodičové jeho, že se báli Židů; nebo již tak byli uložili Židé, aby, kdož by ho koli vyznal Kristem, vyobcován byl ze školy.
୨୨ତାର୍‌ ମାଆ ବାବା ଜିଉଦି ନେତାମନ୍‌କେ ଡରି ଏନ୍ତି ବଲି କଇଦେଲାଇ । କାଇକେ ବଇଲେ ଜିସୁକେ ଜଦି ମସିଅ ବଲି କଇସି ବଇଲେ ତାକେ ପର୍‌ମେସର୍‌କେ ଉପାସନା କର୍‌ବା ଗର୍‌ ବିତ୍‌ରେ ଜିବାକେ ନ ଦେଅତ୍‌ ବଲି ଆଗ୍‌ତୁସେ କଇରଇଲାଇ ।
23 Protož řekli rodičové jeho: Máť léta, ptejte se jeho.
୨୩ସେଟାର୍‌ପାଇ ସେ ମାଆ ବାବା କଇଲାଇ, “ସେ ତ ବଡ୍‌ ଅଇଲା ଆଚେ, ତାକେ ପାଚାରା ।”
24 Tedy zavolali po druhé člověka toho, kterýž býval slepý, a řekli jemu: Vzdej chválu Bohu. My víme, že člověk ten hříšník jest.
୨୪ସେମନ୍‌ ସେ ଲକ୍‌କେ ଆରି ତରେକ୍‌ ବିତ୍‌ରେ ଡାକି କରି ପାଚାର୍‌ଲାଇ, “ପର୍‌ମେସର୍‌କେ ରାନ୍‌ ପାକାଇ କ । ଜିସୁ ଗଟେକ୍‌ ପାପି ଲକ୍‌ ବଲି ଆମେ ଜାନୁ ।”
25 I odpověděl on a řekl: Jest-li hříšník, nevím, než to vím, že byv slepý, nyní vidím.
୨୫ତାର୍‌ ପଚେ ସେମନ୍‌କେ ସେ କଇଲା, “ସେ ପାପି ଲକ୍‌କି ନଏଁ ସେଟା ମୁଇ ଜାନି ନାଇ । ମାତର୍‌ ମୁଇ ଗଟେକ୍‌ ବିସଇ ଜାନି ଆଚି ସେଟା ଅଇଲାନି, ମୁଇ ଆଗ୍‌ତୁ କାଣା ରଇଲି, ଏବେ ଦେକି ପାର୍‌ଲିନି ।”
26 I řekli jemu opět: Coť učinil? Kterak otevřel oči tvé?
୨୬ଜିଉଦି ନେତାମନ୍‌ ତାକେ ପାଚାର୍‌ଲାଇ, “ସେ ତକେ କାଇଟା କଲା? କେନ୍ତି ତର୍‌ ଆଁକି ପିଟାଇଦେଲା?”
27 Odpověděl jim: Již jsem vám pověděl, a neslyšeli jste? Což opět chcete slyšeti? Zdaliž i vy chcete učedlníci jeho býti?
୨୭ସେ ସେମନ୍‌କେ କଇଲା, “ମୁଇ ଆଗ୍‌ତୁସେ କଇ ସାରାଇଆଚି, ମାତର୍‌ ତମେ ମାନ୍‌ବାକେ ମନ୍‌ କରାସ୍‌ ନାଇ । ଏବେ ଆରି ତରେକ୍‌ କାଇକେ ପାଚାର୍‌ଲାସ୍‌ନି? ତମେ ମିସା କାଇ ତାର୍‌ ସିସ୍‌ ଅଇବାକେ ମନ୍‌କଲାସ୍‌ନି କି?”
28 I zlořečili jemu a řekli: Ty jsi učedlník jeho, ale my jsme Mojžíšovi učedlníci.
୨୮ସେମନ୍‌ ସାଇପ୍‌ ଦେଇ କଇଲାଇ, “ତୁଇ କାଇ ତାର୍‌ ସିସ୍‌ ଅଇସୁ, ଆମେ ନଉଁ, ଆମେ ମସାର୍‌ ସିସ୍‌ମନ୍‌ ।
29 My víme, že Mojžíšovi mluvil Bůh, tento pak nevíme, odkud jest.
୨୯ପର୍‌ମେସର୍‌ ମସାର୍‌ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍‌ ଏ ଲକ୍‌ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
30 Odpověděl ten člověk a řekl jim: Toť jest jistě divná věc, že vy nevíte, odkud jest, a otevřel oči mé.
୩୦ତାର୍‌ ପଚେ ସେ ଲକ୍‌ ଜିଉଦି ନେତାମନ୍‌କେ କଇଲା, “ଏଟା ଗଟେକ୍‌ ବେସି ବଡ୍‌ କାବାଅଇଜିବା ବିସଇ । ସେ ଲକ୍‌ ମର୍‌ ଆଁକି ନିମାନ୍‌ କଲାଆଚେ, ମାତର୍‌ ସେ କନ୍ତିଅନି ଆଇଲା ଆଚେ, ସେଟା ତମେ ନାଜାନୁ ବଲି କଇଲାସ୍‌ନି ।”
31 Víme pak, že Bůh hříšníků neslyší, ale kdo by ctitel Boží byl, a vůli jeho činil, tohoť slyší.
୩୧ପାପି ଲକ୍‌ମନର୍‌ ପାର୍‌ତନା ପର୍‌ମେସର୍‌ ନ ସୁନେ ବଲି ସବୁ ଲକ୍‌ମନ୍‌ ଜାନିଆଚତ୍‌ । ମାତର୍‌ ଜନ୍‌ ଲକ୍‌ ପର୍‌ମେସର୍‌କେ ଜୁଆର୍‌ କରି ସେ ମନ୍‌କଲା ଇସାବେ ଚଲାଚଲ୍‌ତି କଲାନି, ସେ ତାର୍‌ କାତା ସୁନ୍‌ସି ।
32 Od věků není slýcháno, aby kdo otevřel oči slepého narozeného. (aiōn g165)
୩୨ଦୁନିଆ ଆରାମେଅନି, ଜନ୍‌ମେ ଅନି କାଣା ରଇଲା ଗଟେକ୍‌ ଲକ୍‌କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । (aiōn g165)
33 Byť tento nebyl od Boha, nemohlť by nic učiniti.
୩୩ଏ ଲକ୍‌ ଜଦି ପର୍‌ମେସରର୍‌ ଟାନେଅନି ଆସି ନ ରଇଲେ, କେବେ ମିସା ଏ କାମ୍‌ କରିନାପାର୍‌ତା ।
34 Odpověděli a řekli jemu: Ty jsi všecken se v hříších narodil, a ty nás učíš? I vyhnali jej ven.
୩୪ସେବେଲା ଜିଉଦି ନେତାମନ୍‌ କ‍ଇଲାଇ, “ତୁଇ ପାପେ ଜନମ୍‌ ଅଇକରି ପୁରାପୁରୁନ୍‌ ପାପେ ବୁଡି ଆଚୁସ୍‌ । ତେଇଅନି ତୁଇ ବାଅଡ୍‌ । ଆମ୍‌କେ ସିକାଇଲୁସ୍‌ନି?” ଏନ୍ତି କଇକରି ସେମନ୍‌ ତାକେ ଜିଉଦିମନର୍‌ ପାର୍‌ତନା ଗରେଅନି ବାର୍‌କରାଇଦେଲାଇ ।
35 Uslyšel pak Ježíš, že jej vyhnali ven. A když jej nalezl, řekl jemu: Věříš-liž ty v Syna Božího?
୩୫ଜିସୁ ସେ ଲକ୍‌କେ ପାର୍‌ତନା ଗରେ ଅନି ବାର୍‌ କରାଇ ଦେଲାଟା ସୁନି ଆରିତରେକ୍‌ ତାକେ ଦେକାଇଅଇ, ପାଚାର୍‌ଲା, “ତୁଇ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲାକେ ବିସ୍‌ବାସ୍‌ କଲୁସ୍‌ନି କି?”
36 Odpověděl on a řekl: I kdož jest, Pane, abych věřil v něho?
୩୬ସେ କାଣା ଲକ୍‌ କଇଲା, “ଏ ଆଗିଆଁ ସେ ଲକ୍‌ କେ? ମୁଇ ତାକେ ବିସ୍‌ବାସ୍‌ କର୍‌ବି ।”
37 I řekl jemu Ježíš: I viděl jsi ho, a kterýž mluví s tebou, onť jest.
୩୭ଜିସୁ ତାକେ କଇଲା, “ତୁଇ ତାକେ ଦେକିଆଚୁସ୍‌, ଆରି ଏବେ ଜନ୍‌ ଲକର୍‌ ସଙ୍ଗ୍‌ କାତା ଅଇଲୁସ୍‌ନି, ସେ ଆକା ସେ ଲକ୍‌।”
38 A on řekl: Věřím, Pane, a klaněl se jemu.
୩୮ସେବେଲାଇ ସେ କଇଲା, “ମାପ୍‌ରୁ ମୁଇ ତକେ ବିସ୍‌ବାସ୍‌ କଲିନି ।” ଆରି ଜିସୁର୍‌ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍‌ କଲା ।
39 I řekl jemu Ježíš: Na soud přišel jsem já na tento svět, aby ti, kteříž nevidí, viděli, a ti, kteříž vidí, aby slepí byli.
୩୯ଜିସୁ କଇଲା, “ମୁଇ ଏ ଦୁନିଆର୍‌ ଲକ୍‌ମନ୍‌କେ ବିଚାର୍‌ କର୍‌ବାର୍‌ ଆସିଆଚି । ସେଟାର୍‌ ପାଇ କାଣା ଲକ୍‌ମନ୍‌ ଦେକିପାର୍‌ବାଇ, ଆରି ଦେକିପାର୍‌ବା ଲକ୍‌ମନ୍‌ କାଣା ଅଇଜିବାଇ ।”
40 I uslyšeli to někteří z farizeů, kteříž s ním byli, a řekli jemu: Zdali i my slepí jsme?
୪୦ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍‌ମନ୍‌ ସୁନିକରି ତାକେ ପାଚାର୍‌ଲାଇ, “ଏନ୍ତି ବଇଲେ ଆମ୍‌କେ କାଇ କାଣା ଲକ୍‌ମନ୍‌ ବଲି ବାବ୍‌ଲୁସ୍‌ନି କି?”
41 Řekl jim Ježíš: Byste slepí byli, hříchu byste neměli; ale nyní pravíte: Vidíme, protož hřích váš zůstává.
୪୧ଜିସୁ ସେମନ୍‌କେ କ‍ଇଲା, “ତମେ କାଣା ଅଇରଇତାସ୍‌ ଆଲେ ଦସି ନ ଅଇତାସ୍‌ । ମାତର୍‌ ଦେକି ପାର୍‌ଲୁନି ବଲି କଇଲାସ୍‌ନିଜେ ଅଦିକ୍‌ ଦସି ।”

< Jan 9 >