< Jan 2 >

1 Třetího pak dne stala se svadba v Káni Galilejské, a byla matka Ježíšova tam.
ଦୁଇ ଦିନ୍‌ ପଚେ ଗାଲିଲି ଦେସର୍‌ କାନା ନାଉଁର୍‌ ଗଡେ ଗଟେକ୍‌ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍‌ ମାଆ ମରିୟମ୍‌ ରଇଲା ।
2 A pozván jest také Ježíš i učedlníci jeho na tu svadbu.
ଜିସୁ ଆରି ତାର୍‌ ସିସ୍‌ମନ୍‌କେ ମିସା ସେ ବିବାତେଇ ଡାକି ରଇଲାଇ ।
3 Když se pak nedostalo vína, řekla matka Ježíšova jemu: Vína nemají.
ବଜି ନ ସାର୍‌ତେ ଅଙ୍ଗୁର୍‌ ରସ୍‌ ସାରିଗାଲାକେ ଜିସୁର୍‌ ମାଆ ଆସି ତାକେ କଇଲା, “ସେମନର୍‌ ଅଙ୍ଗୁର୍‌ ରସ୍‌ ସାରିଗାଲାବେ ।”
4 Dí jí Ježíš: Co mně a tobě ženo? Ještě nepřišla hodina má.
ଜିସୁ ତାକେ କଇଲା, “ଏ ମାଆ, ମର୍‌ଟାନେ ତର୍‌ କାଇଟା ଆଚେ? ତୁଇ ମକେ କାଇଟା ମିସା କର୍‌ବାକେ କଅ ନାଇ । ମର୍‌ ବେଲା ଏବେ ଜାକ ଆସେ ନାଇତା ।”
5 Dí matka jeho služebníkům: Což by koli vám řekl, učiňte.
ଜିସୁର୍‌ ମା ବାଣ୍ଡାର୍‌ଗରିଆମନ୍‌କେ କଇଲା, “ଜିସୁ ତମ୍‌କେ ଜାଇଟା କଇସି ସେଟା କରା ।”
6 I bylo tu kamenných stoudví šest postaveno, podlé očišťování Židovského, beroucí v sebe jedna každá dvě neb tři míry.
ସେ ଜାଗାଇ ବଡ୍‌ ବଡ୍‌ ପାକ୍‌ନା ସଙ୍ଗ୍‌ ତିଆର୍‌ କଲା ଚଅଟା କୁଣ୍ଡ୍‌ ରଇଲା । ଜିଉଦି ଲକ୍‌ମନ୍‌ ସୁକଲ୍‌ ଅଇବାକେ ସେମନର୍‌ ରିତିନିତି ଇସାବେ ଏ କୁଣ୍ଡର୍‌ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍‌ ଗଟେକ୍‌ କୁଣ୍ଡେ ସଏ ଲିଟର୍‌ ଲାକା ପାନି ଦାର୍‌ତେ ରଇଲା ।
7 Řekl jim Ježíš: Naplňte ty stoudve vodou. I naplnili je až do vrchu.
ଜିସୁ ବାଣ୍ଡାର୍‌ଗରିଆମନ୍‌କେ “ସେ କୁଣ୍ଡ୍‌ମନ୍‌କେ ପାନି ବର୍‌ତି କରା” ବଲି କଇଲା ଆରି ସେମନ୍‌ ସେ ସବୁ କୁଣ୍ଡେ ପାନି ବର୍‌ତି କଲାଇ ।
8 I dí jim: Nalévejtež již, a neste vrchnímu správci svadby. I nesli.
ତାର୍‌ ପଚେ ଜିସୁ ସେମନ୍‌କେ ତେଇର୍‌ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍‌କେ ଦିଆସ୍‌ ବଲି କଇଲା । ସେମନ୍‌ ତେଇର୍‌ ପାନି ଡୁମି ନେଇ ତାକେ ଦେଲାଇ ।
9 A jakž okusil vrchní správce svadby té vody, vínem učiněné, (nevěděl pak, odkud by bylo, ale služebníci věděli, kteříž vážili vodu, ) povolal ženicha ten vrchní správce,
ମାତର୍‌ ସେ ସବୁ ପାନି ଅଙ୍ଗୁର୍‌ ରସ୍‌ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍‌ ଅଙ୍ଗୁର୍‌ ରସ୍‌ କନ୍ତିଅନି ବଲି ଜାନି ନ ରଇଲା । ମାତର୍‌ ସେ ପାନି ଡୁମି ନେଲା ଲକ୍‌ମନ୍‌ ଜାନି ରଇଲାଇ, ପଚେ ସେ ଲକ୍‌ ଚାକି କରି ଏ ରସ୍‌ କନ୍ତିଅନି ଆନ୍‌ଲାଇ ବଲି ବିବା ଅଇବା ଦାଙ୍ଗ୍‌ଡାକେ ଡାକି ପାଚାର୍‌ଲା,
10 A řekl mu: Každý člověk nejprvé dobré víno dává, a když by se hojně napili, tedy to, kteréž horší. Ty zachoval jsi víno dobré až dosavad.
୧୦“ଲକ୍‌ମନ୍‌ ସବୁ ବେଲା ପର୍‌ତୁମ୍‌ ପର୍‌ତୁମ୍‌ କାଇବାକେ ନିମାନ୍‌ ଅଙ୍ଗୁର୍‌ ରସ୍‌ ଦେବାଇ । ଆରି ଗତିଆ ଲକ୍‌ମନ୍‌ କାଇ ପୁରୁନ୍‌ ଅଇଲା ପଚେ ଚପ୍‌ରାଟା ଦେବାଇ । ମାତର୍‌ ତମେ ଏବେ ସାରାସାରି ଜାକ ନିମାନ୍‌ ଅଙ୍ଗୁର୍‌ ରସ୍‌ କନ୍ତି ସଙ୍ଗଇ ରଇଲାସ୍‌?”
11 To učinil Ježíš počátek divů v Káni Galilejské, a zjevil slávu svou. I uvěřili v něho učedlníci jeho.
୧୧ଏଟା ଜିସୁ ପର୍‌ତୁମ୍‌ କଲା କାବାଅଇଜିବା କାମ୍‌ । ସେଟା ଗାଲିଲି ଦେସର୍‌ କାନା ନଅରେ କରିରଇଲା । ଏନ୍ତି କରି ତାର୍‌ ମଇମା ଦେକାଇଲା ଆରି ତାର୍‌ ସିସ୍‌ମନ୍‌ ତାକେ ବିସ୍‌ବାସ୍‌ କଲାଇ ।
12 Potom sstoupil do Kafarnaum, on i matka jeho, i bratří jeho, i učedlníci jeho, a pobyli tam nemnoho dní;
୧୨ତାର୍‌ ପଚେ ଜିସୁ, ତାର୍‌ ମାଆ ତାର୍‌ ବାଇମନ୍‌ ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ କପର୍‌ନାଉମ୍‌ ଗଡେ ଜାଇ ତେଇ କେତେ ଦିନ୍‌ ପାରା ରଇଲାଇ ।
13 Nebo blízko byla velikanoc Židovská. I vstoupil Ježíš do Jeruzaléma.
୧୩ସେ ବେଲା ଜିଉଦି ଲକ୍‌ମନର୍‌ ନିସ୍‌ତାର୍‌ ପରବ୍‌ କେଟି ଆଇତେ ରଇଲା । ସେଟାର୍‌ପାଇ ଜିସୁ ଜିରୁସାଲମେ ଗାଲା ।
14 A nalezl v chrámě prodavače volů a ovec i holubic, a penězoměnce sedící.
୧୪ତେଇ ସେ ମନ୍ଦିର୍‌ ବିତ୍‌ରେ, ଲକ୍‌ମନ୍‌ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍‌ ବେବାର୍‌ କର୍‌ବାଟା, ଆରି ବିନ୍‌ ଦେସର୍‌ ଡାବୁ ବାଦ୍‌ଲାଉମନ୍‌ ସେମନର୍‌ ଟେବୁଲେ ବସିରଇଲାଟା ଦେକ୍‌ଲା ।
15 A udělav bič z provázků, všecky vyhnal z chrámu, i ovce i voly, a penězoměncům rozsypal peníze, a stoly zpřevracel.
୧୫ତେଇ ଜିସୁ କସିରା ସଙ୍ଗ୍‌ କର୍‌ଡା ତିଆର୍‌ କରି ମେଣ୍ଡା ଆରି ଗରୁମନର୍‌ ସଙ୍ଗ୍‌ ସବୁ ଲକ୍‌ମନ୍‌କେ ମନ୍ଦିରେଅନି ବାର୍‌କରାଇ ଦେଲା । ଆରି ଲକ୍‌ମନର୍‌ତେଇ ଅନି ବାଦ୍‌ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍‌ ଟେବୁଲ୍‌ ପାସ୍‌ଲାଇ ଦେଲା ।
16 A těm, kteříž holuby prodávali, řekl: Odneste tyto věci odsud, a nečiňte domu Otce mého domem kupeckým.
୧୬ପରୁଆ ବିକ୍‌ବା ଲକ୍‌ମନ୍‌କେ କଇଲା, “ଏ ସବୁ ଦିନ୍‌ସୁ ଇତିଅନି ଦାରିଜା । ମର୍‌ ବାବାର୍‌ ଗରେ ଗେନା ବିକା ଜାଗା ପାରା କରାନାଇ ।”
17 I rozpomenuli se učedlníci jeho, že psáno jest: Horlivost domu tvého snědla mne.
୧୭ଏ ସବୁ ଗଟ୍‍ନା ଅଇବାବେଲେ ଜିସୁର୍‌ ସିସ୍‌ମନ୍‌ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଗଟେକ୍‌ ବାକିଅ ଏତାଇଲାଇ । ତମର୍‌ ଗରର୍‍ ପାଇ ରଇବା ମର୍‍ ବକ୍‌ତି, ମର୍‌ ମନ୍‌ ବିତ୍‌ରେ ଜଇ ଲାଗ୍‌ଲା ପାରା ଲାଗ୍‌ଲାନି ।
18 Tedy odpověděli Židé a řekli jemu: Jaké znamení nám ukážeš, že tyto věci činíš?
୧୮ତେଇ ଜିଉଦି ନେତାମନ୍‌ ଜିସୁର୍‌ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍‌ କର୍‌ବାକେ ଅଦିକାର୍‌ ପାଇଆଚୁସ୍‌ ବଲି ଆମେ କେନ୍ତି ଜାନ୍‌ବୁ ଆରି କାଇ ଚିନର୍‌ଲାଗି ଆମ୍‌କେ ସେଟା ଦେକାଇଲୁସ୍‌ନି?”
19 Odpověděl Ježíš a řekl jim: Zrušte chrám tento, a ve třech dnech zase vzdělám jej.
୧୯ଜିସୁ ସେମନ୍‌କେ କ‍ଇଲା, “ତମେ ଏ ମନ୍ଦିର୍‌ ବସ୍‌ଲାଇ ଦିଆସ୍‌ । ସେଟା ମୁଇ ତିନ୍‌ଦିନ୍‌ ବିତ୍‌ରେ ଆରିତରେକ୍‌ ତିଆର୍‌ କରିଦେବି ।”
20 I řekli Židé: Čtyřidceti a šest let dělán jest chrám tento, a ty ve třech dnech vzděláš jej?
୨୦ଜିସୁର୍‌ ଏ କାତା ସୁନି ସେମନ୍‌ କଇଲାଇ, “କାଇଟା! ତିନ୍‌ଦିନ୍‌ ବିତ୍‌ରେ ତୁଇ ତିଆର୍‌ କରି ପାରୁସ୍‌ କି? ଏ ମନ୍ଦିର୍‌ ତିଆର୍‌ କର୍‌ବାକେ ଚାଲିସ୍‌ ଚଅ ବରସ୍‌ ଲାଗିରଇଲା ।”
21 Ale on mluvil o chrámu těla svého.
୨୧ମାତର୍‌ ଜିସୁ ତାର୍‌ ନିଜର୍‌ ଗାଗଡର୍‍ ବିସଇ ମନ୍ଦିର୍‌କେ ଦେକାଇ କରି ଏ କାତା କଇରଇଲା ।
22 A protož když z mrtvých vstal, rozpomenuli se učedlníci jeho, že jim to byl pověděl. I uvěřili písmu a slovu, kteréž pověděl Ježíš.
୨୨ସେ ମରିକରି ଆରିତରେକ୍‌ ଜିବନ୍‌ ଅଇ ଉଟ୍‌ଲା ପଚେ ସିସ୍‌ମନର୍‌ ମନେ ପଡ୍‌ଲା ଜେ, ସେ ଏନ୍ତାରି କଇରଇଲା । ତେବର୍‌ପାଇ ସେମନ୍‌ ଦରମ୍‌ ସାସ୍‌ତର୍‌ ଆରି ଜିସୁର୍‌ ବାକିଅ ବିସ୍‌ବାସ୍‌ କଲାଇ ।
23 A když byl v Jeruzalémě na velikunoc v den sváteční, mnozí uvěřili ve jméno jeho, vidouce divy jeho, kteréž činil.
୨୩ନିସ୍‌ତାର୍‌ ପରବ୍‌ବେଲେ ଜିସୁ ଜିରୁସାଲାମ୍‌ ରଇଲାବେଲେ କେତେକ୍‌ କେତେକ୍‌ ଲକ୍‌ ସେ କରିରଇବା କାବା ଅଇଜିବା କାମ୍‌ମନ୍‌ କଲାଟା ଦେକି ତାକେ ବିସ୍‌ବାସ୍‌ କଲାଇ ।
24 Ale Ježíš nesvěřil sebe samého jim, proto že on znal všecky.
୨୪ମାତର୍‌ ଜିସୁ ସେ ଲକ୍‌ମନ୍‌ ବିସ୍‌ବାସ୍‌ କରିରଇବାଟା ସତ୍‌ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍‌ ବିସଇ ସେ ନିକସଙ୍ଗ୍‌ ଜାନି ରଇଲା ।
25 Aniž potřeboval, aby kdo svědectví vydával o člověku; nebo on věděl, co by bylo v člověku.
୨୫ଲକ୍‌ମନର୍‌ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍‌ ଦର୍‌କାର୍‌ ନ ରଇଲା, କାଇକେବଇଲେ ସେ ତାକର୍‌ ମନ୍‌ ବିତ୍‌ରର୍‌ କାତା, ନିଜେ ଜାନି ରଇଲା ।

< Jan 2 >