< Jan 19 >
1 Tedy vzal Pilát Ježíše, a zbičoval.
୧ତାର୍ ପଚେ ପିଲାତ୍ ଜିସୁକେ ନେଇ କର୍ଡା ସଙ୍ଗ୍ ମାରା ବଲି ଆଦେସ୍ ଦେଲା ।
2 A žoldnéři zpletše korunu z trní, vstavili na hlavu jeho, a pláštěm šarlatovým přioděli jej.
୨ସନିଅମନ୍ କାଟାର୍ ମୁକୁଟ୍ ତିଆର୍ କରି ଜିସୁର୍ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍କଲି ରଙ୍ଗର୍ ପଚିଆ ଗାଗ୍ଡେ ପିନ୍ଦାଇଦେଲାଇ ।
3 A říkali: Zdráv buď, králi Židovský. A bili jej hůlkami.
୩ସେମନ୍ ଜିସୁର୍ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍ ରାଜା ଜୁଆର୍! ତୁଇ ବେସି ବରସ୍ ବଁଚ୍!” ବଲି ତାକେ ଚାପଡ୍ ଚାପଡ୍ ମାର୍ଲାଇ ।
4 I vyšel opět ven Pilát, a řekl jim: Aj, vyvedu jej vám ven, abyste poznali, žeť na něm žádné viny nenalézám.
୪ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।”
5 Tedy vyšel Ježíš ven, nesa tu korunu trnovou, a ten plášť šarlatový. I řekl jim Pilát: Aj člověk.
୫ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, “ଏଦେ ଦେକା! ଏଦେ ସେ ଲକ୍!”
6 A jakž jej uzřeli přední kněží a služebníci, zkřikli, řkouce: Ukřižuj, ukřižuj ho. Dí jim Pilát: Vezměte vy jej a ukřižujte, nebo já na něm viny nenalézám.
୬ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍ସେ ଚଗାଆ!” ବଲି । ପିଲାତ୍ କଇଲା, “ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।”
7 Odpověděli jemu Židé: My zákon máme, a podlé zákona našeho máť umříti, nebo Synem Božím se činil.
୭ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
8 A když Pilát uslyšel tuto řeč, více se obával.
୮ତେଇ ପିଲାତ୍ ଏ କାତା ସୁନିକରି ଅଦିକ୍ ଡରିଗାଲା ।
9 I všel do radného domu zase, a řekl Ježíšovi: Odkud jsi ty? Ale Ježíš nedal jemu odpovědi.
୯ପିଲାତ୍ ଜିସୁକେ ଆରିତରେକ୍ ତାର୍ ମେଡେ ବାଉଡାଇ ନେଇ ପାଚାର୍ଲା, “ତୁଇ କନ୍ତିଅନି ଆସିଆଚୁସ୍?” ମାତର୍ ଜିସୁ ତାକେ ପଦେକ୍ ମିସା କଏନାଇ ।
10 Tedy řekl jemu Pilát: Nemluvíš se mnou? Nevíš-liž, že mám moc ukřižovati tě, a moc mám propustiti tebe?
୧୦ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି?”
11 Odpověděl Ježíš: Neměl bys nade mnou moci nižádné, byť nebylo dáno s hůry; protož kdo mne tobě vydal, většíť hřích má.
୧୧ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”
12 Od té chvíle hledal Pilát propustiti ho. Ale Židé volali, řkouce: Propustíš-li tohoto, nejsi přítel císařův; každý, kdož se králem činí, protiví se císaři.
୧୨ଏ କାତା ସୁନି ପିଲାତ୍ ଜିସୁକେ ମୁକ୍ଲାଇବାକେ ଚେସ୍ଟା କଲା । ମାତର୍ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍ଲାଇସୁ ବଇଲେ, ସମ୍ରାଟର୍ ମଇତର୍ ନଉଁସ୍ । ଜେ ନିଜ୍କେ ରାଜା ବଲି ଦାବି କର୍ସି, ସେ ତାର୍ ବିରଦେ କଇଲାନି ।”
13 Tedy Pilát uslyšev tu řeč, vyvedl ven Ježíše, a sedl na soudné stolici na místě, kteréž slove Litostrotos, a Židovsky Gabbata.
୧୩ପିଲାତ୍ ଜିଉଦି ନେତାମନର୍ଟାନେଅନି ଏ କାତା ସୁନିକରି ଜିସୁକେ ବାର୍କରାଇ ଆନି ପାକ୍ନାଇ ତିଆର୍ ଅଇରଇଲା ବିଚାର୍ କର୍ବା ମଣ୍ଡପେ ବସ୍ଲା । ଜନ୍ଟାକି ଇବ୍ରୁ ବାସାଇ ଗବ୍ବତା ବଲି କଇବାଇ ।
14 A bylo v pátek před velikonocí, okolo šesté hodiny. I řekl Židům: Aj, král váš.
୧୪ସେଦିନେ ନିସ୍ତାର୍ ପରବର୍ ପାଇ ତିଆର୍ ଅଇବା ଦିନ୍ ରଇଲା । ସେଟା ସେଦିନର୍ ଆଡ୍ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍ ଜିଉଦିନେତାମନ୍କେ କଇଲା, “ଏଦେ ଦେକା! ତମର୍ ରାଜା!”
15 Oni pak zkřikli: Vezmi, vezmi, ukřižuj jej. Řekl jim Pilát: Krále vašeho ukřižuji? Odpověděli přední kněží: Nemámeť krále, než císaře.
୧୫ସେବେଲାଇ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍ସେ ଚଗାଆ!” ପିଲାତ୍ ସେମନ୍କେ କଇଲା, “ମୁଇ ତମର୍ ରାଜାକେ କୁର୍ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍ କଇଲାଇ, “ସମ୍ରାଟ୍କେ ଚାଡିକରି ଆମର୍ ଆରି କେ ରାଜା ନାଇ ।”
16 Tehdy vydal jim ho, aby byl ukřižován. I pojali Ježíše a vedli.
୧୬ସାରାସାରି ପିଲାତ୍ ଜିସୁକେ ସେମନର୍ ମନ୍ କଲା ଇସାବେ କୁର୍ସେ ଚଗାଇ ମରାଇବାକେ ସର୍ପିଦେଲା । ତାର୍ପଚେ ସନିଅମନ୍ ଜିସୁକେ ଦାରିଗାଲାଇ ।
17 A nesa kříž svůj, šel na místo, kteréž slove popravné, a Židovsky Golgota.
୧୭ଜିସୁ ତାର୍ ନିଜର୍ କୁର୍ସ ବଇକରି ନଅରର୍ ବାଇରେ ରଇବା କାପାଲ୍ ନାଉଁର୍ ଜାଗାଇ ଗାଲା । ଏବ୍ରି ବାସାଇ ସେ ଜାଗାକେ ଗଲ୍ଗାତା ବଲି କଇବାଇ ।
18 Kdež ukřižovali ho, a s ním jiné dva s obou stran, a v prostředku Ježíše.
୧୮ତେଇ ସେମନ୍ ଜିସୁକେ କୁର୍ସେ ଚଗାଇଲାଇ । ତାର୍ ସଙ୍ଗ୍ ଦୁଇ ଲକ୍କେ ମିସା କୁର୍ସେ ଚଗାଇଲାଇ । ଦୁଇ ଲକ୍କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
19 Napsal pak i nápis Pilát, a vstavil na kříž. A bylo napsáno: Ježíš Nazaretský, král Židovský.
୧୯ଆରି ପିଲାତ୍ ନିଜେ ଗଟେକ୍ ବରଡ୍ ଲେକି କୁର୍ସେ ଅଲାଇବାକେ ଆଦେସ୍ ଦେଲା । ସେ ବରଡ୍ତେଇ ନାଜରିତିୟ ଜିସୁ, ଜିଉଦିମନର୍ ରାଜା ବଲି ଲେକିରଇଲା ।
20 Ten pak nápis mnozí z Židů čtli; nebo blízko města bylo to místo, kdež ukřižován byl Ježíš. A bylo psáno Židovsky, Řecky a Latině.
୨୦ଜିସୁକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍ ନ ରଇଲା । ସେ ବର୍ଡେ ଏବ୍ରି ବାସାଇ, ଲାଟିନ୍ ବାସାଇ ଆରି ଗିରିକ୍ ବାସାଇ ଲେକାଅଇରଇଲା । ବେସି ଲକ୍ମନ୍ ତେଇ ଲେକ୍ଲାଟା ପଡ୍ଲାଇ ।
21 Tedy přední kněží Židovští řekli Pilátovi: Nepiš: Král Židovský, ale že on řekl: Král Židovský jsem.
୨୧ସେବେଲା ଜିଉଦିମନର୍ ମୁକିଅ ପୁଜାରିମନ୍ ପିଲାତ୍କେ କଇଲାଇ “ଜିଉଦିମନର୍ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍ ରାଜା ବଲି କଇଲା ପାରା ଲେକ୍ ।”
22 Odpověděl Pilát: Co jsem psal, psal jsem.
୨୨ପିଲାତ୍ କଇଲା “ନାଇ ମୁଇ ଜନ୍ଟା ଲେକ୍ଲି ଆଚି ସେଟା ଆରି ନ ବାଦ୍ଲାଇ ।”
23 Žoldnéři pak, když Ježíše ukřižovali, vzali roucha jeho, (a učinili čtyři díly, každému rytíři díl, ) a sukni. Byla pak sukně nesšívaná, ale od vrchu všecka naskrze setkaná.
୨୩ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା ।
24 I řekli mezi sebou: Neroztrhujme jí, ale losujme o ni, čí bude. Aby se naplnilo písmo, řkoucí: Rozdělili sobě roucho mé, a o můj oděv metali los. Tedy žoldnéři tak učinili.
୨୪ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ ।
25 Stály pak u kříže Ježíšova matka jeho a sestra matky jeho, Maria Kleofášova, a Maria Magdaléna.
୨୫ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ ।
26 Tedy Ježíš uzřev matku, a učedlníka tu stojícího, kteréhož miloval, řekl matce své: Ženo, aj, syn tvůj.
୨୬ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା! ତର୍ ପଅ!”
27 Potom řekl učedlníkovi: Aj, matka tvá. A od té hodiny přijal ji učedlník ten k sobě.
୨୭ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା! ତର୍ ଆୟା!” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
28 Potom věda Ježíš, že již všecko dokonáno jest, aby se naplnilo písmo, řekl: Žízním.
୨୮ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
29 Byla pak tu postavena nádoba plná octa. Tedy oni naplnivše hubu octem, a obloživše yzopem, podali ústům jeho.
୨୯ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ ।
30 A když okusil Ježíš octa, řekl: Dokonánoť jest. A nakloniv hlavy, ducha Otci poručil.
୩୦ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
31 Židé pak, aby nezůstala na kříži těla na sobotu, poněvadž byl den připravování, (byl zajisté veliký ten den sobotní, ) prosili Piláta, aby zlámáni byli hnátové jejich, a byli složeni.
୩୧ସେଦିନ୍ ନିସ୍ତାର୍ ପରବର୍ ନିଉତା ଦିନ୍ ରଇଲାଜେ, ମଲା ଗାଗଡ୍ କୁର୍ସ ଉପ୍ରେ ନ ରଏ, କାଇକେବଇଲେ ସେ ଦିନ୍ ବିସ୍ରାମ୍ବାରର୍ ସୁକଲ୍ ଦିନ୍ ରଇଲା । ସେଟାର୍ପାଇ କୁର୍ସେ ରଇବା ତିନ୍ଲକର୍ ଗଡ୍ ବାଙ୍ଗାଇକରି ବିନ୍ ଜାଗାଇ ନେଅତ୍ ବଲି ଜିଉଦିଲକ୍ମନ୍ ପିଲାତ୍କେ ଗୁଆରି କଲାଇ ।
32 I přišli žoldnéři, a prvnímu zajisté zlámali hnáty, i druhému, kterýž ukřižován byl s ním.
୩୨ସେଟାର୍ପାଇ ସନିଅମନ୍ ଜାଇ ଜିସୁର୍ ସଙ୍ଗ୍ ଚଗାଇଅଇରଇବା ଆରି ଦୁଇଲକର୍ ଗଡ୍ ବାଙ୍ଗାଇଦେଲାଇ ।
33 Ale k Ježíšovi přišedše, jakž uzřeli jej již mrtvého, nelámali hnátů jeho.
୩୩ମାତର୍ ଜେଡେବେଲା ସେମନ୍ ଜିସୁର୍ ଲଗେ ଆସି ଦେକ୍ଲାଇଜେ, ସେ ମରିଜାଇରଇଲା । ସେଟାର୍ପାଇ ସେମନ୍ ତାର୍ ଗଡ୍ ବାଙ୍ଗାଅତ୍ ନାଇ ।
34 Ale jeden z žoldnéřů bok jeho kopím otevřel, a hned vyšla krev a voda.
୩୪ମାତର୍ ଗଟେକ୍ ସନିଅ ଚେଲ୍ ସଙ୍ଗ୍ ତାର୍ ପାଞ୍ଜ୍ରା ତଲେ ବୁସ୍ଲା ଦାପ୍ରେ ବନି ଆରି ପାନି ବାରଇଲା ।
35 A ten, kterýž viděl, svědectví vydal, a pravé jest svědectví jeho. Onť ví, že pravé věci praví, abyste vy věřili.
୩୫ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍ ପାଇ ତମେ ମିସା ବିସ୍ବାସ୍ କରା । ତାର୍ ସାକିଦେଲାଟା ସତ୍ସେ । ଆରି ସେ ସତ୍କାତା କଇଲା ଆଚେ ବଲିକରି ନିଜେ ବିସ୍ବାସ୍ କର୍ସୁ ।)
36 Stalo se pak to, aby se naplnilo to písmo: Kost jeho nebude zlámána.
୩୬କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।”
37 A opět jiné písmo dí: Uzříť, v koho jsou bodli.
୩୭ପର୍ମେସରର୍ ସାସ୍ତରେ ଆରି ଗଟେକ୍ ବାକିଅ ଏନ୍ତାରି ଆଚେ ଜାକେ ସେମନ୍ ବୁସ୍ଲାଇଆଚତ୍, ତାକେ ଦେକ୍ବାଇ ଆରି ତାର୍ ବାଟେସେ ଦେକ୍ତେ ରଇବାଇ ।
38 Potom pak prosil Piláta Jozef z Arimatie, (kterýž byl učedlník Ježíšův, ale tajný, pro strach Židovský, ) aby sňal tělo Ježíšovo. I dopustil Pilát. A on přišed, sňal tělo Ježíšovo.
୩୮ଏ ସବୁ ଗଟ୍ନା ଅଇଲା ପଚେ ଆରାମାତିଆ ଗଡର୍ ଜସେପ୍ ନାଉଁର୍ ଗଟେକ୍ ଲକ୍ ପିଲାତ୍କେ ଜିସୁର୍ ଗାଗଡ୍ ମାଙ୍ଗ୍ଲା । ଜସେପ୍ ଜିସୁର୍ ସିସ୍ ରଇଲା । ମାତର୍ ସେ ଜିଉଦି ନେତାମନ୍କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍ ଜସେପ୍କେ ଜିସୁର୍ ଗାଗଡ୍ ନେ ବଇଲାକେ, ସେ ଜିସୁର୍ ମଲାଗାଗଡ୍ ଦାରି ଗାଲା ।
39 Přišel pak i Nikodém, (kterýž byl prvé přišel k Ježíšovi v noci, ) nesa smíšení mirry a aloes okolo sta liber.
୩୯ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା ।
40 Tedy vzali tělo Ježíšovo, a obvinuli je prostěradly s těmi vonnými věcmi, jakž obyčej jest Židům se pochovávati.
୪୦ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
41 A byla na tom místě, kdež ukřižován byl, zahrada, a v zahradě hrob nový, v němž ještě žádný nebyl pochován.
୪୧ତାକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍ ବାଡ୍ ରଇଲା । ଆରି ସେ ବାଡେ ମଲା ଲକ୍ମନ୍କେ ସଙ୍ଗଇବାକେ ଗଟେକ୍ ନୁଆ ପାଆର୍ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
42 Protož tu pro den připravování Židovský, že blízko byl ten hrob, položili Ježíše.
୪୨ବିସ୍ରାମ୍ ବାରର୍ ନିଉତା ଦିନ୍ ଅଇରଇଲା ଆରି ସେ ପାଆର୍ ଲଗେ ରଇଲା ଜେ, ସେମନ୍ ଜିସୁର୍ ଗାଗଡ୍ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।