< Jan 10 >

1 Amen, amen pravím vám: Kdož nevchází dveřmi do ovčince ovcí, ale vchází jinudy, ten zloděj jest a lotr.
ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ଜେ ଦୁଆର୍‌ ବାଟେ ନ ଜାଇ ବିନ୍‌ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ଚର୍‌ ଆରି କାଙ୍ଗାର୍‌ ।
2 Ale kdož vchází dveřmi, pastýř jest ovcí.
ମାତର୍‌ ଜେ ଦୁଆର୍‌ ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ମେଣ୍ଡା ରାସିର୍‌ ଗଉଡ୍‌ ।
3 Tomuť vrátný otvírá, a ovce hlas jeho slyší, a on svých vlastních ovec ze jména povolává, a vyvodí je.
ଜାଗୁଆଲ୍‌ ଦୁଆର୍‌ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍‌ସି । ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ସୁନ୍‌ବାଇ, ଆରି ସେମନ୍‌କେ ବାର୍‌କରାଇ ଦାରିଜାଇସି ।
4 A jakž ovce své vlastní vypustí, před nimi jde, a ovce jdou za ním; nebo znají hlas jeho.
ନିଜର୍‌ ସବୁ ମେଣ୍ଡାମନ୍‌କେ ବାଇରେ ଆନ୍‌ବା ବେଲେ, ସେ ଆଗେ ଆଗେ ଇଣ୍ଡ୍‌ସି ଆରି ମେଣ୍ଡାମନ୍‌ ତାର୍‌ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ଜାନତ୍‌ ।
5 Cizího pak nikoli následovati nebudou, ale utekou od něho; nebo neznají hlasu cizích.
ମାତର୍‌ ମେଣ୍ଡାମନ୍‌ କେବେ ମିସା ନ ଚିନ୍‌ଲା ଲକର୍‌ ପଚ୍‌ ପଚ୍‌ ନ ଜାଅତ୍‌, ତାର୍‌ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍‌ ଅଚିନାର୍‌ ଲକ୍‌ ଡାକ୍‌ଲେ ନ ଜାଅତ୍‌ ।”
6 To podobenství pověděl jim Ježíš, ale oni nevěděli, co by to bylo, což jim mluvil.
ଜିସୁ ସେମନ୍‌କେ ଏନ୍ତି ଉଦାଅରଣ୍‌ ଦେଇ କଇଲା, ମାତର୍‌ ସେମନ୍‌ ତାର୍‌ ଅରତ୍‌ କାଇଟା ବଲି ବୁଜି ନାପାର୍‌ଲାଇ ।
7 Tedy opět řekl jim Ježíš: Amen, amen pravím vám: Že já jsem dvéře ovcí.
ସେଟାର୍‌ ପାଇ ଜିସୁ ଆରିତରେକ୍‌ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି ମୁଇ ମେଣ୍ଡାମନର୍‌ ଡିଆଗଡି ।
8 Všickni, kolikž jich koli přede mnou příšlo, zloději jsou a lotři, ale neslyšeli jich ovce.
ମର୍‌ ଆଗ୍‌ତୁ ଜେତେଲକ୍‌ ଆସିଆଚତ୍‌, ସେମନ୍‌ ସବୁଲକ୍‌ ଜାକ ଚର୍‌ ଆରି କାଙ୍ଗାର୍‌ମନ୍‌, ସେଟାର୍‌ପାଇ ମେଣ୍ଡାମନ୍‌ ତାକର୍‌ କାତା ମୁଲ୍‌କେ ସୁନତ୍‌ନାଇ ।
9 Já jsem dvéře. Skrze mne všel-li by kdo, spasen bude, a vejde i vyjde, a pastvu nalezne.
ମୁଇ ଦୁଆର୍‌, ଜଦି କେ ମିସା ମର୍‌ ବାଟେ ଆସି କେଟ୍‌ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍‌ରେ ଆରି ବାଇରେ ଜାଇ ଚାରି ପାର୍‌ସି ।
10 Zloděj nepřichází, než aby kradl a mordoval a hubil; já jsem přišel, aby život měly, a hojně měly.
୧୦ଚର୍‌, ଚରାଇବାକେ, ମରାଇବାକେ, ଆରି ନାସ୍‌ କର୍‌ବାକେସେ ଆଇସି, ମାତର୍‌ ମୁଇ ଜେନ୍ତିକି ସେମନ୍‌କେ ପୁରାପୁରୁନ୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
11 Já jsem ten pastýř dobrý. Dobrý pastýř duši svou pokládá za ovce.
୧୧ମୁଇ ନିମାନ୍‌ ମେଣ୍ଡା ଚାରାଉ ଗଉଡ୍‌ । ନିମାନ୍‌ ଗଉଡ୍‌ ମେଣ୍ଡାମନର୍‌ ଲାଗି ନିଜର୍‌ ଜିବନ୍‌ ମିସା ଦେଇସି ।
12 Ale nájemník a ten, kterýž není pastýř, jehož nejsou ovce vlastní, vida vlka, an jde, i opouští ovce i utíká, a vlk lapá a rozhání ovce.
୧୨ଜେ ମେଣ୍ଡା ଚାରାଉ ନଏଁ, ମାତର୍‌ ବୁତି ପାଉ, ମେଣ୍ଡାମନ୍‌ ତାର୍‌ ନିଜର୍‌ଟା ନଅତ୍‌, ସେଟାର୍‌ପାଇ ଡୁର୍‌କା ଆଇବାଟା ଦେକି ମେଣ୍ଡାମନ୍‌କେ ଚାଡି ପାଲାଇସି । ଆରି ଡୁର୍‌କା ମେଣ୍ଡାମନ୍‌କେ ଦାରି ଚିନ୍‌ ଚତର୍‌ କରିଦେଇସି ।
13 Nájemník pak utíká; nebo nájemník jest, a nemá péče o ovce.
୧୩ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍‌କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍‌ ପାଇ ଚିନ୍ତା ନ କରେ ।
14 Já jsem ten dobrý pastýř, a známť své, a znajíť mne mé.
୧୪ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି,
15 Jakož mne zná Otec, a já znám Otce, a duši svou pokládám za ovce.
୧୫ସେନ୍ତାରିସେ ମୁଇ ମର୍‌ ନିଜର୍‌ ମେଣ୍ଡାମନ୍‌କେ ଜାନି । ଆରି ମେଣ୍ଡାମନ୍‌ ମିସା ମକେ ଜାନତ୍‌ । ମୁଇ ସେମନର୍‌ ଲାଗି ମର୍‌ ଜିବନ୍‌ ଦେବାକେ ମିସା ରାଜି ।
16 A mámť i jiné ovce, kteréž nejsou z tohoto ovčince. I tyť musím přivesti; nebo hlas můj slyšeti budou. A budeť jeden ovčinec a jeden pastýř.
୧୬ଏନ୍ତାରି ମର୍‌ ବିନ୍‌ ମେଣ୍ଡାମନ୍‌ ଆଚତ୍‌ । ସେମନ୍‌ ଏ ରାସି ଟାନେ ନାଇ, ମକେ ସେମନ୍‌କେ ମିସା ଆନ୍‌ବାକେ ପଡ୍‌ସି । ସେମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ ଆରି ତେଇର୍‌ ଗଟେକ୍‌ ରାସି ଅଇ ରଇବାଇ । “
17 Protož mne Otec miluje, že já pokládám duši svou, abych ji zase vzal.
୧୭“ମର୍‌ ବାବା ମକେ ଆଲାଦ୍‌ କଲାନି, କାଇକେବଇଲେ ମୁଇ ମର୍‌ ଜିବନ୍‌ ଦେବାକେ ମନ୍‌ କଲିନି । ଆରି ମର୍‌ ଜିବନ୍‌ ଦାନ୍‌ କର୍‌ବି ବଇଲେ ଆରିତରେକ୍‌ ସେଟା ପାଇବି ।
18 Nižádnýť jí nebéře ode mne, ale já pokládám ji sám od sebe. Mám moc položiti ji, a mám moc zase vzíti ji. To přikázaní vzal jsem od Otce svého.
୧୮ମର୍‌ ଜିବନ୍‌ ବିନ୍‌ ଲକ୍‌ ନେଇ ନାପାରତ୍‌ । ସେଟା ମୁଇ ନିଜେ ମନ୍‌କରି ଦାନ୍‌ କର୍‌ବି କି ଆରିତରେକ୍‌ ଆନ୍‌ବାକେ ମିସା ମର୍‌ ଅଦିକାର୍‌ ଆଚେ । ମର୍‌ ବାବା ମକେ ଏ ଅଦିକାର୍‌ ଦେଇଆଚେ ।”
19 Tedy stala se opět různice mezi Židy pro ty řeči.
୧୯ଜିସୁର୍‌ ଏ ସବୁ କାତାର୍‌ ଲାଗି ଜିଉଦିମନ୍‌ ବାଗ୍‌ ବାଗ୍‌ ଅଇଗାଲାଇ ।
20 A pravili mnozí z nich: Ďábelství má a blázní. Co ho posloucháte?
୨୦ସେମନର୍‌ ବିତ୍‌ରେ କେତେକ୍‌ ଲକ୍‌ କଇବାର୍‌ ଦାର୍‌ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍‌ କାତା ସୁନ୍‌ଲାସ୍‌ନି?”
21 Jiní pravili: Tato slova nejsou ďábelství majícího. Zdaliž ďábelství může slepých oči otvírati?
୨୧ମାତର୍‌ ବିନ୍‌ଲକ୍‌ମନ୍‌ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍‌ କଇନାପାରେ । ଡୁମା କାଇ କାଣା ଲକର୍‌ ଆଁକି ନିମାନ୍‌ କରିଦେଇପାରେ କି?”
22 Bylo pak posvícení v Jeruzalémě, a zima byla.
୨୨ସେ ବେଲେ ସିତ୍‌ ଦିନ୍‌ ଅଇରଇଲା ଆରି ଜିରୁସାଲାମ୍‌ ମନ୍ଦିର୍‌ ତିଆର୍‌ କଲା ପରବ୍‌ ଅଇତେରଇଲା ।
23 I procházel se Ježíš v chrámě po síňci Šalomounově.
୨୩ତେଇ ଜିସୁ ମନ୍ଦିରେ ସଲ୍‌ମନର୍‌ ମଣ୍ଡପେ ବୁଲ୍‌ତେରଇଲା ।
24 Tedy obstoupili jej Židé, a řekli jemu: Dokudž duši naši držíš: Jestliže jsi ty Kristus, pověz nám zjevně.
୨୪ତେଇ ଜିଉଦିମନ୍‌ ତାକେ ଚାରିବେଟ୍‌ତିଅନି ଡାବିଅଇ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି କେତେ ଦିନ୍‌ ଜାକ ଆମ୍‌କେ ନାଡାଇସୁ? ତମେ ଜଦି ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍‌କେ ସତ୍‌ କାତା କ ।”
25 Odpověděl jim Ježíš: Pověděl jsem vám, a nevěříte. Skutkové, kteréž já činím ve jménu Otce svého, tiť svědectví vydávají o mně.
୨୫ଜିସୁ ସେମନ୍‌କେ କ‍ଇଲା, “ମୁଇ ତମ୍‌କେ ପର୍‌ତୁମ୍‌ କଇଆଚି, ମାତର୍‌ ମକେ ବିସ୍‌ବାସ୍‌ କରାସ୍‌ନାଇ । ମର୍‌ ବାବାର୍‌ ଅଦିକାରେ ମୁଇ ଜନ୍‌ ଜନ୍‌ କାମ୍‌ମନ୍‌ କଲିଆଚି, ସେ ସବୁଜାକ ମର୍‌ ବିସଇର୍‍ ସାକି ଦେଲାନି ।
26 Ale vy nevěříte, nebo nejste z ovcí mých, jakož jsem vám pověděl.
୨୬ମାତର୍‌ ତମେ ମକେ ବିସ୍‌ବାସ୍‌ କରାସ୍‌ନାଇ, କାଇକେବଇଲେ ତମେ ମର୍‌ ମେଣ୍ଡାମନ୍‌ ନୁଆସ୍‌ ।
27 Ovceť mé hlas můj slyší, a já je znám, a následujíť mne.
୨୭ମର୍‌ ସବୁ ମେଣ୍ଡାମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ, ମୁଇ ସେମନ୍‌କେ ଜାନି, ଆରି ସେମନ୍‌ ମର୍‌ ପଚେ ପଚେ ଆଇବାଇ ।
28 A jáť život věčný dávám jim, a nezahynouť na věky, aniž jich kdo vytrhne z ruky mé. (aiōn g165, aiōnios g166)
୨୮ଆରି ମୁଇ ସେମନ୍‌କେ ନ ସାର୍‌ବା ଜିବନ୍‌ ଦେବି । ସେମନ୍‌ କେବେମିସା ନସ୍‌ଟ ନ ଅଅତ୍‌ । ସେମନ୍‌କେ ମର୍‌ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍‌ । (aiōn g165, aiōnios g166)
29 Otec můj, kterýž mi je dal, větší jest nade všecky, a žádnýť jich nemůže vytrhnouti z ruky Otce mého.
୨୯ମର୍‌ ବାବା ମକେ ଜନ୍‌ଟା ଦେଲାଆଚେ, ସେଟା ସବୁର୍‌ଟାନେଅନି ଅଦିକ୍‌ ମୁଲିଅ । ବାବାର୍‌ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍‌ ।
30 Já a Otec jedno jsme.
୩୦ବାବା ଆରି ମୁଇ ଗଟେକ୍‌ ସେ ।”
31 Tedy zchápali opět kamení Židé, aby jej kamenovali.
୩୧ଏ କାତା ସୁନି ଲକ୍‌ମନ୍‌ ତାକେ ଆରିତରେକ୍‌ ମାର୍‌ବାକେ ପାକ୍‌ନା ବେଟ୍‌ଲାଇ ।
32 Odpověděl jim Ježíš: Mnohé dobré skutky ukázal jsem vám od Otce svého. Pro který z těch skutků kamenujete mne?
୩୨ଜିସୁ ସେମନ୍‌କେ କ‍ଇଲା, “ମୁଇ ବାବାର୍‌ ଆଦେସ୍‌ ଇସାବେ ତମ୍‌କେ କେତେକ୍‌ କେତେକ୍‌ ନିମାନ୍‌ କାମ୍‌ ଦେକାଇ ଆଚି, ସେ ସବୁ ନିମାନ୍‌ କାମ୍‌ ବିତ୍‌ରେଅନି, କନ୍‌ କାମର୍‌ପାଇ ମକେ ମାର୍‌ବାକେ ପାକ୍‌ନା ବେଟିଆଚାସ୍‌?”
33 Odpověděli jemu Židé, řkouce. Pro dobrý skutek tebe nekamenujeme, ale pro rouhání, totiž že ty, člověk jsa, děláš se Bohem.
୩୩ସେମନ୍‌ ତାକେ କଇଲାଇ, “ନିମାନ୍‌ କାମର୍‌ ଲାଗି ତକେ ଆମେ ମାର୍‌ବାକେ ପାକ୍‌ନା ବେଟୁନାଇ, ମାତର୍‌ ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲିକରି, ଆରି ତୁଇ ମନସ୍‌ ଅଇକରି ନିଜ୍‌କେ ପର୍‌ମେସର୍‌ ବଲାଇଅଇବାର୍‌ ଲାଗି ।”
34 Odpověděl jim Ježíš: Však psáno jest v zákoně vašem: Já jsem řekl: Bohové jste.
୩୪ଜିସୁ ସେମନ୍‌କେ କ‍ଇଲା, “ତମର୍‌ ରିତିନିତି ଟାନେ କାଇ ଏଟା ଲେକାନାଇ କି? ପର୍‌ମେସର୍‌ କଇଲା ତମେ ପର୍‌ମେସର୍‌ ।
35 Poněvadž ty nazval bohy, k nimž řeč Boží stala se, a nemůže zrušeno býti písmo,
୩୫ଆମେ ଜାନୁ ସାସ୍‌ତରର୍‌ ବାକିଅ ସବୁ ଦିନର୍‌ ପାଇ ସତ୍‌ । ପର୍‌ମେସରର୍‌ ବାକିଅ ଜନ୍‌ଲକ୍‌ମନ୍‌ ଜାନିଆଚତ୍‌, ସେମନ୍‍କେ ପର୍‌ମେସର୍‌ ବଲି କୁଆ ଅଇଲାଆଚେ ।
36 Mně pak, kteréhož posvětil Otec a poslal na svět, vy pravíte: Rouháš se, že jsem řekl: Syn Boží jsem?
୩୬ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍‌ ଆଲେ ମୁଇ ନିଜ୍‌କେ ପର୍‌ମେସରର୍‌ ପ ବଲି କଇଲାକେ, ତମେ ମକେ କେନ୍ତି ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲି କଇଲାସ୍‌ନି?
37 Nečiním-liť skutků Otce svého, nevěřte mi.
୩୭ମୁଇ ଜଦି ମର୍‌ ବାବାର୍‌ କାମ୍‌ ନ କରି, ସେନ୍ତାର୍‌ଆଲେ ମକେ ବିସ୍‌ବାସ୍‌ କରାନାଇ ।
38 Pakliť činím, byste pak mně nevěřili, skutkům věřte, abyste poznali a věřili, že Otec ve mně jest, a já v něm.
୩୮ଜଦି ମୁଇ ସେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବି ବଇଲେ, ମକେ ବିସ୍‌ବାସ୍‌ ନ କଲେମିସା ମୁଇ କର୍‌ବା କାମ୍‌ ବିସ୍‌ବାସ୍‌ କରା । ସେଟାର୍‌ ପାଇ ତମେ ଜାନିପାରାସ୍‌ ଜେ, ମର୍‌ ବାବା ପର୍‌ମେସର୍‌ ମର୍‌ ସଙ୍ଗ୍‌ ଆଚେ ଆରି ମୁଇ ତାର୍‌ଟାନେ ଆଚି ।”
39 Tedy opět hledali ho jíti, ale vyšel z rukou jejich.
୩୯ସେମନ୍‌ ଆରିତରେକ୍‌ ଜିସୁକେ ଦାର୍‌ବାକେ ଚେସ୍‌ଟା କଲାଇ, ମାତର୍‌ ଜିସୁ ସେମନ୍‌କେ ଦାରାଇ ନ ଅଇକରି କସ୍‌ରି ଉଟିଗାଲା ।
40 I odšel opět za Jordán na to místo, kdež nejprvé Jan křtil, a pozůstal tam.
୪୦ତାର୍‌ପଚେ ସେ ଆରିତରେକ୍‌ ଜର୍‌ଦନ୍‌ ଗାଡର୍‌ ସେପାଟେ ଉଟିଜାଇକରି ଆଗେ ଜଅନ୍‌ ଜନ୍‌ ଜାଗାଇ ଡୁବନ୍‌ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା ।
41 I přišli k němu mnozí, a pravili: Jan zajisté žádného divu neučinil, ale všecko, cožkoli mluvil Jan o tomto, pravé bylo.
୪୧ଆରି ବେସିଲକ୍‌ମନ୍‌ ତାର୍‌ଲଗେ ଆସିକରି କଇଲାଇ, “ଜଅନ୍‌ ସିନା କାଇ କାବାଅଇ ଜିବା କାମ୍‌ କରି ନ ରଇଲା, ମାତର୍‌ ଏ ଲକର୍‌ ବିସଇନେଇ ଜଅନ୍‌ ଜେତ୍‌କି କାତା କଇରଇଲା, ସେ ସବୁ ସତ୍‌ ଆକା ।”
42 A mnozí tam uvěřili v něho.
୪୨ଆରି ସେ ଜାଗାଇ ବେସି ଲକ୍‌ମନ୍‌ ଜିସୁକେ ବିସ୍‌ବାସ୍‌ କଲାଇ ।

< Jan 10 >