< Židům 4 >

1 Bojmež se tedy, aby snad opustě zaslíbení o vjití do odpočinutí jeho, neopozdil se někdo z vás.
ପର୍‌ମେସର୍‌ ଆମ୍‌କେ କାତା ଦେଇରଇଲାଜେ, ସେ ଆମର୍‌ପାଇ ଗଟେକ୍‌ ପୁଣ୍ଡ୍‌ବା ଜାଗା ତିଆର୍‌ କଲାଆଚେ । ତେବର୍‌ ପାଇ ଆମେ ଜାଗରତ୍‌ ରଇବାକେ ପଡ୍‌ସି । ଜେନ୍ତିକି ଆମର୍‌ ବିତ୍‌ରେ ସେନ୍ତାରି କେ ନ ରଅତ୍‌, ଜେ କି ସେ ଜାଗାଇ ପୁରିନାପାରତ୍‌ ।
2 Nebo i nám zvěstováno jest, jako i oněmno, ale neprospěla jim řeč slyšená, nepřipojená k víře těch, kteříž slyšeli.
କାଇକେବଇଲେ ଆମର୍‌ ଆନିଦାଦିମନର୍‌ପାରା ଆମେ ମିସା ସୁବ୍‌କବର୍‌ ସୁନିଆଚୁ । ମାତର୍‌ ସେମନ୍‌ ସେଟା ସୁନିକରି ମିସା ମାନତ୍‌ ନାଇ, କାଇକେବଇଲେ ସେଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
3 Neboť vcházíme v odpočinutí my, kteříž jsme uvěřili, jakož řekl: Protož jsem přisáhl v hněvě svém, žeť nevejdou v odpočinutí mé, ačkoli dokonána jsou díla od ustanovení světa.
ଆମେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବୁ, ଆମେସେ ସେ ପୁଣ୍ଡ୍‌ବା ଜାଗାଇ ପୁର୍‌ବୁ । କାଇକେବଇଲେ ତାକର୍‌ ବିସଇନେଇ ପର୍‌ମେସର୍‌ କଇଲାଆଚେ, “ମର୍‌ ରିସାଇ ମୁଇ ସପତ୍‌ କରିଆଚି । ମୁଇ ତିଆର୍‌ କରିରଇବା ପୁଣ୍ଡ୍‌ବା ଜାଗାଇ ସେମନ୍‌କେ ନ ପୁରାଇ ।” ଜଗତ୍‌ ତିଆର୍‌ ଅଇଲା ବେଲେଅନି ସେ ପୁଣ୍ଡ୍‌ବା ଗର୍‌ ତିଆର୍‌ ଅଇରଇଲା । ଏଲେ ମିସା ପର୍‌ମେସର୍‌ ସେନ୍ତାରି କଇରଇଲା ।
4 Nebo pověděl na jednom místě o sedmém dni takto: I odpočinul Bůh dne sedmého ode všech skutků svých.
କାଇକେବଇଲେ ଆଟର୍‌ ସାରାସାରି ଦିନର୍‌ ବିସଇ ସାସ୍‌ତରେ ଏନ୍ତାରି ଲେକାଅଇଲାଆଚେ, “ପର୍‌ମେସର୍‌ ସବୁଜାକ କାମ୍‌ସାରାଇ କରି ଆଟର୍‌ ସାରାସାରି ଦିନେ, ଅଲପ୍‌ ପୁଣ୍ଡ୍‌ଲା ।”
5 A tuto zase: Že nevejdou v odpočinutí mé.
ଆରି ଏ ବିସଇ ବିନ୍‌ଟାନେ ଲେକାଅଇଆଚେ । “ସେମନ୍‌ ମର୍‌ ପୁଣ୍ଡ୍‌ବା ଜାଗାଇ କେବେ ମିସା ପୁରିନାପାରତ୍‌ ।”
6 A poněvadž vždy na tom jest, že někteří mají vjíti do něho, a ti, kterýmž prvé zvěstováno jest, nevešli pro nevěru,
ପର୍‌ତମେ ଜେତ୍‌କିଲକ୍‌ ସୁବ୍‌କବର୍‌ ସୁନିରଇଲାଇ, ନିଜେ ବିସ୍‌ବାସ୍‌ କରତ୍‌ ନାଇ ଆରି ସେମନ୍‌ ସେ ପୁଣ୍ଡ୍‌ବା ଜାଗା ପାଅତ୍‌ ନାଇ । ତାର୍‌ପଚେ ପର୍‌ମେସର୍‌ ବିନ୍‌ ଲକ୍‌ମନ୍‌ ପୁର୍‌ବାକେ ଆଦେସ୍‌ ଦେଲା ।
7 Opět ukládá den jakýsi: Dnes, skrze Davida, po takovém času pravě, (jakož řečeno jest: ) Dnes uslyšíte-li hlas jeho, nezatvrzujte srdcí svých.
ଲକ୍‌ମନ୍‌ ତେଇ ପୁର୍‌ବାକେ ପର୍‌ମେସର୍‌ ଆରି ଗଟେକ୍‌ ବେଲା ବାଚ୍‌ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍‌ ପଚେ ପର୍‌ମେସର୍‌ ମୁଇ କଇଲା ବିସଇ ଦାଉଦର୍‌ ସାସ୍‌ତରେ ଲେକାଅଇରଇଲା, “ଆଜି ଜଦି ପର୍‌ମେସରର୍‌ ସବଦ୍‍ ସୁନ୍‌ଲେ ତମର୍‌ ମନ୍‌ ଆଁଟ୍‌ କରା ନାଇ ।”
8 Nebo byť byl Jozue v odpočinutí je uvedl, nebylť by potom mluvil o jiném dni.
ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍‌ମେସର୍‌ ଜନ୍‌ ବିସ୍‌ରାମ୍‌ ଜାଗାର୍‌ ପାଇ ସପତ୍‌ କରିରଇଲା, ସେ ଜାଗା ଜିଅସୁଆ ଆମର୍‌ ଆନିଦାଦିମନ୍‌କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍‌ମେସର୍‌ ଆରି ଗଟେକ୍‌ ପୁଣ୍ଡ୍‌ବା ଦିନର୍‌ କାତା ନ କଇତା ।
9 A protož zůstáváť svátek lidu Božímu.
ସେଟାର୍‌ପାଇ ଏଟା ସତ୍‌ ଆକା । ଆଟର୍‌ ସାରାସାରି ଦିନେ ପର୍‌ମେସର୍‌ ପୁଣ୍ଡ୍‌ଲାପାରା ତାକର୍‌ ଲକ୍‌ମନର୍‌ ପାଇ ଗଟେକ୍‌ ପୁଣ୍ଡ୍‌ବା ବେଲା ସଙ୍ଗଇଆଚେ ।
10 Nebo kdožkoli všel v odpočinutí jeho, takéť i on odpočinul od skutků svých, jako i Bůh od svých.
୧୦କାଇକେବଇଲେ ପର୍‌ମେସର୍‌ ସପତ୍‌ କରିରଇବା ବିସ୍‌ରାମେ ଜେତ୍‌କିଲକ୍‌ ପୁର୍‌ବାଇ, ସେ ବିସ୍‌ରାମ୍‌ କଲାପାରା, ତାକର୍‌ କାମେଅନି ବିସ୍‌ରାମ୍‌ କର୍‌ବାଇ ।
11 Snažmež se tedy vjíti do toho odpočinutí, aby někdo neupadl v týž příklad nedověry.
୧୧ସେଟାର୍‌ପାଇ ଆମେ ସବୁଲକ୍‌ ମନ୍‌ ଦିଆନ୍‌ ଦେଇକରି, ସେ ବିସ୍‌ରାମ୍‌ ଜାଗାଇ ପୁର୍‌ବାକେ ଚେସ୍‌ଟା କରୁ । ଆମର୍‌ ଆନିଦାଦିମନର୍‌ପାରା ନ ଅଇବାକେ ଆମେ ଜାଗ୍‌ରତ୍‌ ରଉଁ । ପର୍‌ମେସର୍‌ କଇଲାଟା ବିସ୍‌ବାସ୍‌ ନ କଲାର୍‌ପାଇ, ସେମନ୍‌ ସେଜାଗାଇ ପୁରି ନାପାର୍‌ଲାଇ ।
12 Živáť jest zajisté řeč Boží a mocná, a pronikavější nad všeliký meč na obě strany ostrý, a dosahujeť až do rozdělení i duše i ducha i kloubů i mozku v kostech, a rozeznává myšlení i mínění srdce.
୧୨ପର୍‌ମେସରର୍‌ ବାକିଅ ଜିବନ୍‌ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍‌ରଇବା ଗଟେକ୍‌ ଲାଗନ୍‌ କାଣ୍ଡା ପାରା । ସେଟା ଆଡର୍‌ ଗଁଟି ଆରି ଆଡ୍‌ ବିତ୍‌ରେ ରଇବାଟା କାଟ୍‍ସି । ଗଟେକ୍‌ ଲକର୍‌ ମନ୍‌ ବିତ୍‌ରେ ରଇବା ସବୁ ବିସଇ ବିଚାର୍‌ କରିପାର୍‌ସି । ମନ୍‌ ବିତ୍‌ରେ ଲୁଚିରଇବା ସବୁ ବିସଇ ମିସା ।
13 A neníť stvoření, kteréž by nebylo zjevné před oblíčejem jeho, nýbrž všecky věci jsou nahé a odkryté očima toho, o kterémž jest řeč naše.
୧୩ପର୍‌ମେସର୍‌ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍‌ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍‌ ନ ଚାଡିକରି, ସବୁ ଜାନେ । ଆରି ତାର୍‌ ଲଗେ ଆମେ ଆମର୍‌ ନିଜର୍‌ ବିସଇର୍‌ ଇସାବ୍‌ ଦେବାର୍‌ ଆଚେ ।
14 Protož majíce velikého nejvyššího kněze, kterýž pronikl nebesa, Ježíše Syna Božího, držmež to vyznání.
୧୪ଜିସୁ ପର୍‌ମେସରର୍‌ ପଅ ଅଇଲାକେ, ସେ ଆମର୍‌ ମନେ ଜନ୍‌ ବଡ୍‌ ପୁଜାରି ବଲି ବିସ୍‌ବାସ୍‌ କରି ଦାରିକରି ଆଚୁ, ସେଟା ଡାଟ୍‌ କର୍‌ବୁ ।
15 Nebo nemáme nejvyššího kněze, kterýž by nemohl čitedlen býti mdlob našich, ale zkušeného ve všem nám podobně, kromě hříchu.
୧୫ସେ ଆମର୍‌ ବାଦୁଲେ ବଡ୍‌ ପୁଜାରିଅଇ ପର୍‌ମେସରର୍‌ ମୁଆଟେ ଗାଲାଆଚେ । ଆରି ଜେତ୍‌କି ରକାମ୍‌ ପରିକା, ଜେତେକ୍‌ କସ୍‌ଟ ଆମେ ପାଇଲୁନି, ସେଟା ଆମର୍‌ ବଡ୍‌ ପୁଜାରି ସବୁବେଲେ ଆମର୍‌ ସଙ୍ଗ୍‍ ମିସିକରି କଲାନି । କାଇକେବଇଲେ ଜେତ୍‌କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍‌ ସେ କେଡେବେଲେ ମିସା ପାପ୍‌ କରେ ନାଇ ।
16 Přistupmež tedy směle s doufáním k trůnu milosti, abychom dosáhli milosrdenství, a milost nalezli ku pomoci v čas příhodný.
୧୬ତେବର୍‌ପାଇ ତମେ ସାଆସ୍‌ ସଙ୍ଗ୍‍ ପର୍‌ମେସରର୍‌ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍‌ଲେ ସେ ଜିବନ୍‌ ଦୁକାଇ ଆମ୍‌କେ ଦୟା କର୍‌ସି ଆରି ସାଇଜ ଦର୍‌କାର୍‌ ରଇବାବେଲେ, ଆମ୍‌କେ ସାଇଜ କର୍‌ସି ।

< Židům 4 >