< Galatským 1 >

1 Pavel apoštol, (ne od lidí, ani skrze člověka, ale skrze Jezukrista, a Boha Otce, kterýž jej vzkřísil z mrtvých, )
ମୁଇ ପେରିତ୍‌ ସିସ୍‌ ପାଉଲ୍‌ । ପେରିତ୍‌ ସିସ୍‌ ଅଇବାକେ ମୁଇ ଲକ୍‌ମନର୍‌ଟାନେଅନି କି ଲକ୍‌ମନର୍‌ ମାଲାକାରିଆ ଇସାବେ ଡାକ୍‌ରା ପାଇନାଇ । ଏ ଡାକ୍‌ରା ମୁଇ ବାବା ପରମେସରର୍‌ ଆରି ଜିସୁ କିରିସ୍‌ଟର୍‌ ତେଇଅନି ପାଇଲିଆଚି । ପରମେସର୍‌ ତାକେ ମଲାଟାନେଅନି ଉଟାଇଆଚେ ।
2 I ti, kteříž se mnou jsou, všickni bratří zborům Galatským:
ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍‌ପାଇ ମର୍‌ ଚିଟି । ଜନ୍‌ ବିସ୍‌ବାସି ବାଇବଇନିମନ୍‌ ମର୍‌ ସଙ୍ଗ୍‍ ଆଚତ୍‌, ସେମନ୍‌ ମିସା ମର୍‌ ସଙ୍ଗ୍‌ ଜୁଆର୍‌ ଜାନାଇଲାଇନି ।
3 Milost vám a pokoj od Boha Otce a Pána našeho Jezukrista,
ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁ କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
4 Kterýž vydal sebe samého za hříchy naše, aby nás vytrhl z tohoto přítomného věku zlého, podlé vůle Boha a Otce našeho, (aiōn g165)
ଏବେ ଏ ପାପ୍‌ ବର୍‌ତି ଅଇରଇବା ଜଗତେଅନି ଆମ୍‌କେ ଉଦାର୍‌ କର୍‌ବାକେ ଆମର୍‌ ବାବା ପରମେସର୍‌ ମନ୍‍ କଲାଟା, ମାନିକରି କିରିସ୍‌ଟ ଆମର୍‌ ପାପର୍‌ ପାଇ ନିଜ୍‌କେ ସର୍‌ପିଦେଲା । (aiōn g165)
5 Jemuž buď sláva na věky věků. Amen. (aiōn g165)
ପରମେସର୍‌ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
6 Divím se, že jste tak rychle od toho, kterýž vás povolal v milost Kristovu, uchýlili se k jinému evangelium.
କିରିସ୍‌ଟ ଜିବନ୍‌ ଦୁକାଇକରିସେ ତମ୍‌କେ ଡାକିରଇଲା । ମାତର୍‌ ତମେ ତାକେ ଏତେକ୍‌ ଦାପ୍‌ରେ ଚାଡିଦେଇକରି ଆରି ଗଟେକ୍‌ ବିନ୍‌ ସୁବ୍‌କବର୍‌ବାଟେ ମନ୍‌ ଦେଲାସ୍‌ନି । ତମର୍‌ ଏ ମନ୍‌ ବାଦ୍‌ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
7 Kteréž není jiné, ale jsou někteří, ješto vás kormoutí, a převrátiti chtějí evangelium Kristovo.
ଏ ସୁବ୍‌କବର୍‌ ଚାଡି ଆରି ଗଟେକ୍‌ ବିନ୍‌ ସୁବ୍‌କବର୍‌ ନାଇ । ମାତର୍‌ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍‌ କିରିସ୍‌ଟର୍‌ ସୁବ୍‌କବର୍‌ ବିନ୍‌ ବିନ୍‌ ରକାମ୍‌ କରି, ତମ୍‌କେ କଚପଚ କର୍‌ବାକେ ଚେସ୍‌ଟା କଲାଇନି ବଲି ମୁଇ ସୁନ୍‌ଲିନି ।
8 Ale bychom pak i my neb anděl s nebe kázal vám mimo to, což jsme vám kázali, prokletý buď.
ମାତର୍‌ ଆମେ ତମର୍‌ ଲଗେ ଜନ୍‌ ସୁବ୍‌କବର୍‌ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍‌ ଗଟେକ୍‌ ସୁବ୍‌କବର୍‌ ଆମେ ନିଜେ, ନଇଲେ ସରଗ୍‌ ଦୁତ୍‌ ମିସା ଜାନାଇସି ବଇଲେ, ସେ ଅବିସାପ୍‌ ପାଅ ।
9 Jakož jsme prvé pověděli, a ještě znovu pravím: Jestliže by vám kdo jiné evangelium kázal mimo to, kteréž jste přijali, prokletý buď.
ଏଟା ଆମେ ଆଗ୍‌ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍‌ କଇଲିନି, ତମେ ତମର୍‌ ଜିବନେ ଜନ୍‌ ସୁବ୍‌କବର୍‌ ମାନିରଇଲାସ୍‌, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍‌ ସୁବ୍‌କବର୍‌ ଜାନାଇସି ବଇଲେ ସେ ଅବିସାପ୍‌ ପାଅ ।
10 Nebo lidské-liž věci, čili Boží předkládám? Zdaliž lidem se líbiti hledám? Kdybych se zajisté ještě lidem zaliboval, služebník Kristův bych nebyl.
୧୦ଏଟା ସୁନି ତମେ ମନେ ମନେ କାଇଟା ବାବ୍‌ଲାସ୍‌ନି? ମୁଇ ଲକ୍‌ମନର୍‌ ମାନ୍‌ବାଟା ପାଇବାକେ ଚେସ୍‌ଟା କଲିନି କି? ନାଇ, କେବେ ନାଇ । ମୁଇ ପରମେସରର୍‌ ମାନ୍‌ବାଟାସେ ମନ୍‍ କଲିନି । ମୁଇ କାଇ ଡାକ୍‌ପୁଟା ଅଇବି ବଲି ମନ୍‌ କଲିନି କି? ମୁଇ ଜଦି ଏବେ ଜାକ ଡାକ୍‌ପୁଟା ଅଇବାକେ ମନ୍‌ କର୍‌ତି ବଇଲେ, ଆଜି କିରିସ୍‌ଟର୍‌ ସେବାକାରିଆ ନ ଅଇତି ।
11 Oznamujiť pak vám, bratří, že evangelium to, kteréž kázáno jest ode mne, není podlé člověka.
୧୧କାଇକେବଇଲେ, ଏ ବାଇବଇନିମନ୍‌ ମୁଇ ତମ୍‌କେ ଜନ୍‌ ସୁବ୍‌କବର୍‌ ଜାନାଇଲିନି, ସେଟା ମୁନୁସର୍‌ଟାନେଅନି ବାରଏ ନାଇ ।
12 Nebo aniž jsem já ho přijal od člověka, ani se naučil, ale skrze zjevení Ježíše Krista.
୧୨ତେବେ ମୁଇ ସେଟା ମୁନୁସ୍‌ ମନର୍‌ ଟାନେଅନି ପାଇନାଇ, କି କେ ମକେ ସିକାଅତ୍‌ ନାଇ । ନିଜେ ଜିସୁ କିରିସ୍‌ଟ ସେଟା ମକେ ଜାନାଇଲା ଆଚେ ।
13 Slýchali jste zajisté o mém obcování někdejším v Židovstvu, že jsem se převelice protivil církvi Boží, a hubil jsem ji,
୧୩ଆଗ୍‌ତୁ ମୁଇ ଜିଉଦି ଦରମ୍‌ ନାମ୍‌ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍‌ତନା କର୍‌ବାକେ ରୁଣ୍ଡ୍‌ବା ଲକ୍‌ମନ୍‌କେ କେନ୍ତି କସ୍‌ଟ ଦେଇତେ ରଇଲି ଆରି ସେଟାମନ୍‌ ନସ୍‌ଟ କର୍‌ବାକେ କେନ୍ତି ଚେସ୍‌ଟା କରିରଇଲି, ଏଟା ସବୁ ବିସଇ ତମ୍‌କେ ଜାନାଇଦିଆଅଇଆଚେ ।
14 A že jsem prospíval v Židovstvu nad mnohé mně rovné v pokolení svém, byv velmi horlivý milovník otcovských ustanovení.
୧୪ଜିଉଦି ଦରମ୍‌ ମାନ୍‌ବା ବେଲେ, ମୁଇ ଦାଙ୍ଗ୍‌ଡା ବଇସେ ଆମର୍‌ ଜିଉଦିମନର୍‌ ବିତ୍‌ରେ ସବୁକେ ଅନି ଆଗ୍‌ତୁ ରଇଲି ଆରି ଆମର୍‌ ଆନିଦାଦିମନ୍‌ ବିସ୍‌ବାସ୍‌ କରି ଆଇତେରଇବା ରିତିନିତି ବେସି ଡାଟ୍‌ ସଙ୍ଗ୍‌ ମାନ୍‌ତେରଇଲି ।
15 Ale když se zalíbilo Bohu, kterýž mne byl oddělil z života matky mé, a povolal skrze milost svou,
୧୫ମାତର୍‌ ପରମେସର୍‌ ତାର୍‌ ଜିବନ୍‌ ଦୁକାଇ ମର୍‌ ମାଆର୍‌ ଗର୍‌ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍‌ ସେବା କର୍‌ବାକେ ଡାକ୍‌ଲା ।
16 Zjeviti Syna svého mně, abych jej kázal mezi pohany, hned jsem se neporadil s tělem a krví;
୧୬ଆରି ଜେଡେବେଲେ ଜିଉଦି ନଇଲା ଲକ୍‌ମନର୍‌ ଟାନେ ସୁବ୍‌କବର୍‌ ଜାନାଇବାକେ ପର୍‌ମେସର୍‌ ମକେ ତାର୍‌ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍‌ଲଗେ ଜିବି ଆରି ସେମନ୍‌ ମକେ ସିକାଇଦେଅତ୍‌ ବଲି ଚିନ୍ତାକରି ନାଇ ।
17 Aniž jsem se vrátil do Jeruzaléma k těm, kteříž prvé byli apoštolé nežli já, ale šel jsem do Arabie, přišel jsem pak zase do Damašku.
୧୭ଜେନ୍ତିକି ମର୍‌ ଆଗ୍‌ତୁ ଜେତ୍‌କି ଲକ୍‌ ପେରିତ୍‌ ସିସ୍‌ ଅଇରଇଲାଇ, ସେମନର୍‌ ସଙ୍ଗ୍‌ ମିସ୍‌ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍‌ରେ ବାରଇ ଆରବ୍‌ ଦେସେ ଉଟିଗାଲି । ଜାଇକରି ଆରିତରେକ୍‌ ଦାମାସ୍‌କସେ ବାଉଡି ଆଇଲି ।
18 Potom po třech letech navrátil jsem se do Jeruzaléma, abych navštívil Petra, a pobyl jsem u něho patnácte dní.
୧୮ଆରି ତିନ୍‌ ବରସ୍‌ ପଚେ ମୁଇ ପିତର୍‌କେ ବେଟ୍‌ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍‌ସଙ୍ଗ୍‌ ଦୁଇ ଆଟ୍‌ ରଇଲି ।
19 Jiného pak z apoštolů žádného jsem neviděl než Jakuba, bratra Páně.
୧୯ମାତର୍‌ ମାପ୍‌ରୁର୍‌ ବାଇ ଜାକୁବ୍‌କେ ଚାଡ୍‍ଲେ ଆରି ମୁଇ କନ୍‌ ପେରିତ୍‌ ସିସ୍‌କେ ମିସା ବେଟ୍‌ ଅଇନାଇ ।
20 Cožť pak píši vám, aj, před Bohem, žeť neklamám.
୨୦ମୁଇ ଜେତ୍‌କି ବିସଇ ଲେକ୍‌ଲିନି, ସେଟା ସତ୍‌, ପରମେସର୍‌ ଜାନିଆଚେ ମୁଇ କାଇଟା ମିସା ମିଚ୍‌ କଇନାଇ!
21 Potom přišel jsem do krajin Syrských a Cilických.
୨୧ତାର୍‌ପଚେ ମୁଇ ସିରିଆ ଆରି ସିଲିସିଆର୍‌ ବେସି ଜାଗାଇ ଜାଇରଇଲି ।
22 Nebyl jsem pak známý osobou zborům Židovským, kteříž byli v Kristu,
୨୨ସେବେଲା ଜିଉଦା ରାଇଜେ ରଇଲା କିରସ୍‌ଟକେ ବିସ୍‌ବାସ୍‌ କର୍‌ବା ମଣ୍ଡଲିର୍‌ ଲକ୍‌ମନ୍‌ ମକେ ନିକସଙ୍ଗ୍‌ ନାଜାନି ରଇଲାଇ ।
23 Než toliko slýchali: Že ten, kterýž se nám někdy protivil, již nyní káže víru, kterouž někdy vybojovával.
୨୩ବିନ୍‌ ଲକ୍‌ମନ୍‌ ମର୍‌ ବିସଇ ଜାଇଟା କଇରଇଲାଇ, ସେମନ୍‌ ସେତ୍‌କିସେ ଜାନିରଇଲାଇ । ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ସୁନିରଇଲାଇ କି, ଜନ୍‌ ଲକ୍‌ ଗଟେକ୍‌ ବେଲାଇ ଆମ୍‌କେ କସ୍‌ଟ ଦେଇତେ ରଇଲା, ଆମର୍‌ ଦରମ୍‌ କୁରୁପ୍‌ନାସ୍‌ କରିଦେବାକେ ଚେସ୍‌ଟା କର୍‌ତେ ରଇଲା, ଏବେ ସେ ଆକା ମାପ୍‌ରୁର୍‌ ସୁବ୍‌କବର୍‌ ଜାନାଇଲାନି!
24 A slavili ve mně Boha.
୨୪ସେଟାର୍‌ ପାଇ ସେମନ୍‌ ମର୍‌ପାଇ ପରମେସରର୍‌ ଡାକ୍‌ପୁଟା କର୍‌ତେରଇଲାଇ ।

< Galatským 1 >