< Skutky Apoštolů 11 >
1 Uslyšeli pak apoštolé a bratří, kteříž byli v Judstvu, že by i pohané přijali slovo Boží.
୧ଜିଉଦି ନଇଲା ଲକ୍ମନ୍ ମିସା ପର୍ମେସରର୍ ବାକିଅ ନାମି ଆଚତ୍ ବଲି ପେରିତ୍ ସିସ୍ମନ୍ ଆରି ଜିଉଦା ରାଇଜର୍ ବିନ୍ ବିସ୍ବାସି ବାଇମନ୍ ସୁନ୍ଲାଇ ।
2 A když přišel Petr do Jeruzaléma, domlouvali se naň ti, kteříž byli z obřezaných,
୨ପିତର୍ କାଇସେରିଆ ଅନି ଜିରୁସାଲାମ୍ ଗାଲା । ଜିଉଦି ନଇଲା ଲକ୍ମନ୍କେ ସୁନତ୍ କରୁ ବଲି କଇବା ଲକ୍ମନ୍ ତାକେ ବାକାନିକରି କଇଲାଇ,
3 Řkouce: K mužům neobřezaným všel jsi, a jedl jsi s nimi.
୩“ତୁଇ ଜିଉଦି ନଇଲା ଗରେ, ଅବ୍କା ଗତିଆଅଇ ଜାଉସ୍ ନାଇ, ତେଇ କାଇଲୁସ୍ ମିସା ।”
4 Tedy začav Petr, vypravoval jim pořád, řka:
୪ମାତର୍ ମୁଲେଅନି କର୍ନିଲିଅକେ କାଇକାଇଟା ଗଟିରଇଲା, ସେଟା ବୁଜାଇବାକେ ପିତର୍ କଇଲା ।
5 Byl jsem v městě Joppen, modle se. I viděl jsem u vytržení mysli vidění, nádobu nějakou sstupující jako prostěradlo veliké, za čtyři rohy spouštějící se s nebe, a přišla až ke mně.
୫“ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
6 Do kteréž pohleděv pilně, spatřil jsem hovada zemská čtvernohá i zvířata, a zeměplazy, i ptactvo nebeské.
୬ସେ ବିତ୍ରେ, ଗରେପସ୍ବା ପସୁ, ଡଙ୍ଗ୍ରେ ରଇବା ପସୁ, ରାଙ୍ଗି ବୁଲ୍ବାଟାମନ୍ ଆରି ବିନ୍ ବିନ୍ ରକାମର୍ ଚଡଇମନ୍ ରଇଲାଟା ନିକକରି ଦେକ୍ଲି ।
7 Slyšel jsem k sobě také hlas řkoucí: Vstaň, Petře, bí a jez.
୭ତାର୍ପଚେ ଗଟେକ୍ କଁଟ୍ ସୁନ୍ଲି, “ପିତର୍! ଉଟ୍, ମାରିକରି କାଆ ।”
8 I řekl jsem: Nikoli, Pane, nebo nic obecného aneb nečistého nikdy nevcházelo v ústa má.
୮ମାତର୍ ମୁଇ କଇଲି, “ନାଇ ମାପ୍ରୁ! ମୁଲ୍କେ ନିଚି! ଆମର୍ ଜିଉଦିମନର୍ ନିୟମ୍ ମନାକରିରଇବା ଇସାବେ, ଏବେ ଜାକ କାଇମିସା ମାଉଁସ୍ ଟଣ୍ଡେ ଚିଆଇ ନାଇତା ।”
9 I odpověděl mi hlas podruhé s nebe: Co Bůh očistil, neměj ty toho za nečisté.
୯ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।”
10 A to se stalo potřikrát. I vtrženo jest zase to všecko do nebe.
୧୦ଏନ୍ତାରି ତିନ୍ତର୍ ଅଇଲା ପଚେ, ସେ ଜଁତ୍ମନ୍ ରଇଲାଟା ସଙ୍ଗ୍ ସେ ଚାଦର୍ ସରଗ୍ ଉପ୍ରେ ଜିକିନେଲାଇ ।
11 A aj, hned té chvíle tři muži stáli u domu, v kterémž jsem byl, posláni jsouce ke mně z Cesaree.
୧୧ସମାନ୍ ବେଲାଇସେ, କର୍ନିଲିଅ ପାଟାଇଲା ତିନ୍ ଲକ୍ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍ଲାଇ ।
12 I řekl mi Duch, abych šel s nimi, nic se nerozpakuje. A šlo se mnou i těchto šest bratří, a vešli jsme do domu muže toho.
୧୨ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ ।
13 Kterýž vypravoval nám, kterak viděl anděla v domě svém, an se před ním postavil, a řekl jemu: Pošli do Joppen muže, a povolej Šimona, kterýž slove Petr.
୧୩ତାର୍ ଗରେ ସେ କେନ୍ତି ସରଗ୍ ଦୁତର୍ ଦର୍ସନ୍ ପାଇରଇଲା, ସେ ବିସଇ ଆମ୍କେ ଜାନାଇଲା । ସରଗ୍ ଦୁତ୍ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍କେ, ତାର୍ ଆରି ଗଟେକ୍ ନାଉଁ ଅଇଲାନି ସିମନ୍, ତାକେ ଇତି ଡାକି ଆନ୍ବାକେ ଲକ୍ ପାଟା ।
14 Onť tobě bude mluviti slova, skrze něž spasen budeš ty i všecken tvůj dům.
୧୪ସେ ଆସି ତମ୍କେ ସିକିଆ ଦେଇସି ଆରି ସିତିଅନି ତମ୍କେ ଆରି ତମର୍ ଗରର୍ ଲକ୍କେ ପର୍ମେସର୍ ରକିଆ କର୍ସି ।
15 Když jsem pak já mluviti začal, sstoupil Duch svatý na ně jako i na nás na počátku.
୧୫ଆରି ମୁଇ ଜେଡେବଲ୍ ସିକିଆଦେବାର୍ ଆରାମ୍ କଲି, ଆଗେ ସୁକଲ୍ ଆତ୍ମା ଜେନ୍ତାରି ଆମର୍ ଉପ୍ରେ ଡାବିଅଇରଇଲା, ସେନ୍ତାରି ସେମନର୍ ଉପ୍ରେ ଡାବିଅଇଲା ।
16 I rozpomenul jsem se na slovo Páně, kteréž byl pověděl: Jan zajisté křtil vodou, ale vy pokřtěni budete Duchem svatým.
୧୬ତାର୍ପଚେ ମୁଇ ମାପ୍ରୁର୍ ଏ ବାକିଅ ଏତାଇଲି, ଜଅନ୍ ତମ୍କେ ପାନି ସଙ୍ଗ୍ ଡୁବନ୍ ଦେଲା, ମାତର୍ ପର୍ମେସର୍ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।
17 Poněvadž tedy jednostejný dar dal jim Bůh jako i nám věřícím v Pána Ježíše Krista, i kdož jsem já byl, abych mohl zabrániti Bohu?
୧୭“ଏଟା ପୁରାପୁରନ୍ ସତ୍ ଜେ, ଆମେ ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ପରମେସର୍ ଆମ୍କେ ଜନ୍ ଦାନ୍ ଦେଲାଆଚେ, ଜିଉଦିନଇଲା ଲକ୍ମନ୍କେ ମିସା ସେ ଦାନ୍ ଦେଲା ଆଚେ । ଜଦି ପର୍ମେସର୍ ମନ୍ କର୍ସି ବଇଲେ, ମୁଇ କେ ଜେ ପରମେସରର୍ ଏ କାମ୍ ଅଟ୍କାଇବି!”
18 To uslyšavše, spokojili se, a slavili Boha, řkouce: Tedy i pohanům Bůh pokání dal k životu.
୧୮ଜିଉଦି ବିସ୍ବାସିମନ୍ ଏଟା ସୁନ୍ଲା ପଚେ ଆରି ନ ବାକାନିକରି ପର୍ମେସର୍କେ ଡାକ୍ପୁଟା କଲାଇ, “ସେନ୍ତାର୍ ଆଲେ ଜିଉଦିନଇଲା ଲକ୍ମନ୍କେ ମିସା ପାପ୍ କଲାଟା ମାନିଅଇକରି ନ ସାର୍ବା ଜିବନ୍ ପାଇବାକେ ସେ ସୁଜଗ୍ ଦେଲାଆଚେ ।”
19 Ti pak, kteříž se byli rozprchli příčinou ssoužení, kteréž se bylo stalo pro Štěpána, přišli až do Fenicen a Cypru a do Antiochie, žádnému nemluvíce slova než samým toliko Židům.
୧୯ଜିରୁସାଲେମର୍ ଲକ୍ମନ୍ ତିପାନ୍କେ ମରାଇଲାପଚେ ବିସ୍ବାସିମନ୍କେ ତାଡ୍ନା ଦେଲାଇ । ତେଇଅନି କେତେଲକ୍ ଚିନ୍ବିନ୍ ଅଇଗାଲାଇ । ସେମନ୍, ପିନିସିଆ, ସାଇପରସ୍ ଆରି ଆନ୍ଟିଅକ୍ ଟାନେ ଜାଇ ଅବ୍କା ଜିଉଦିମନ୍କେସେ ସୁବ୍ କବର୍ ଜାନାଇଲାଇ ।
20 A byli někteří z nich muži z Cypru a z Cyrénu, kteříž přišedše do Antiochie, mluvili Řekům, zvěstujíce Pána Ježíše.
୨୦ମାତର୍ କେତେଟା ସାଇପରସ୍ ଆରି କୁରିନିୟର୍ ବିନ୍ ବିସ୍ବାସିମନ୍, ଆନ୍ଟିଅକେ ଜାଇ ଜିଉଦି ନଇଲା ଲକ୍ମନର୍ତେଇ ଜିସୁ ମାପ୍ରୁର୍ ସୁବ୍ କବର୍ ଜାନାଇଲାଇ ।
21 A byla ruka Páně s nimi, a veliký počet věřících obrátil se ku Pánu.
୨୧ପରମେସରର୍ ବପୁ ସେମନର୍ ସଙ୍ଗ୍ ରଇଲା ଆରି ବେସି ଲକ୍ ବିସ୍ବାସ୍ କରି ମାପ୍ରୁର୍ ବାଟେ ମନ୍ ବାଉଡାଇଲାଇ ।
22 I přišla pověst o tom k církvi, kteráž byla v Jeruzalémě. I poslali Barnabáše, aby šel až do Antiochie.
୨୨ଆନ୍ଟିୟକିଆଇ ବେସି ଲକ୍ ଜିସୁର୍ଟାନେ ବିସ୍ବାସ୍ କଲାଇନି ବଲି ଜିରୁସାଲେମର୍ ମଣ୍ଡଲିମନ୍ ସୁନ୍ଲାଇ । ଆରି ସେମନ୍ ବର୍ନବାକେ ଆନ୍ଟିୟକିଆଇ ପାଟାଇଲାଇ ।
23 Kterýž přišed tam, a uzřev milost Boží, zradoval se, a napomínal všech, aby v úmyslu srdce trvali v Pánu.
୨୩ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
24 Nebo byl muž dobrý, a plný Ducha svatého a víry. I přibyl veliký zástup Pánu.
୨୪ବର୍ନବା ସୁକଲ୍ଆତ୍ମାଇ ଆରି ବିସ୍ବାସେ ପୁରୁନ୍ ଅଇ ରଇବା ଗଟେକ୍ ଦରମ୍ ଲକ୍ ରଇଲା । ସେ କବର୍ ଜାନାଇଲାକେ ବେସି ଲକ୍ ମାପ୍ରୁର୍ ଲଗେ ଆଇଲାଇ ।
25 Tedy odšel Barnabáš do Tarsu hledati Saule, a nalezna jej, přivedl ho do Antiochie.
୨୫ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା ।
26 I byli přes celý rok při tom zboru, a učili zástup veliký, tak že nejprv tu v Antiochii učedlníci nazváni jsou křesťané.
୨୬ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
27 V těch pak dnech přišli z Jeruzaléma proroci do Antiochie.
୨୭ସେବେଲାଇ କେତେଟା ବବିସତ୍ବକ୍ତାମନ୍ ଜିରୁସାଲମେଅନି ଆନ୍ଟିଅକେ ଆଇଲାଇ ।
28 I povstav jeden z nich, jménem Agabus, oznamoval skrze Ducha, že bude hlad veliký po všem okršlku zemském. Kterýž i stal se za císaře Klaudia.
୨୮ସେମନର୍ ବିତ୍ରେଅନି ଆଗାବ୍ ନାଉଁର୍ ଗଟେକ୍ ଲକ୍ ଆତ୍ମାର୍ ବପୁ ସଙ୍ଗ୍ ପୁରୁନ୍ ଅଇ, ଗୁଲାଇ ଦେସେ ଗଟେକ୍ ବଡ୍ ମର୍ଡି ଅଇସି ବଲି ବବିସତ୍ କାତା ସୁନାଇ ରଇଲା । ଏଟା ବଡ୍ ସାସନ୍କାରିଆ କଲ୍ଡିୟ ରମ୍ଦେସେ ସାସନ୍ କଲାବେଲେ ଗଟି ରଇଲା ।
29 Tedy učedlníci, jeden každý podlé možnosti své, umínili poslati ku pomoci bratřím přebývajícím v Judstvu.
୨୯ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
30 Což i učinili, poslavše k starším skrze ruce Barnabáše a Saule.
୩୦ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।