< 3 Janův 1 >

1 Starší Gáiovi milému, kteréhož já miluji v pravdě.
ଏ ମଣ୍ଡଲିର୍‌ ପାର୍‌ଚିନ୍‌ ଇସାବେ ମୁଇ ଜଅନ୍‌, ଏ ଚିଟି ଆଲାଦର୍‌ ଗାଇସ୍‌, ତକେ ଲେକ୍‌ଲିନି । ମୁଇ ତକେ ସତଇସେ ଆଲାଦ୍‌ କଲିନି ।
2 Nejmilejší, žádámť obzvláštně, abys se dobře měl, a zdráv byl, tak jako duše tvá dobře se má.
ଏ ମର୍‌ ଆଲାଦର୍‌ ମଇତର୍‌, ତମେ ଗାଗଡ୍‌ ଇସାବେ ବପୁ ଉଆ ଆରି ତମର୍‌ ସବୁ କାମ୍‌ ନିକ ଅ ବଲି ମୁଇ ପାର୍‌ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍‌ମାଇ ମିସା ନିକସେ ଆଚାସ୍‌ ।
3 Zradovalť jsem se zajisté velice, když přišli bratří, a svědectví vydávali o tvé upřímnosti, kterak ty v upřímnosti chodíš.
ପର୍‌ମେସରର୍‌ ସତ୍‌ ବାଟ୍‌ ଇସାବେ ତମେ ଚଲାଚଲ୍‌ତି କଲାସ୍‌ନି ବଲି କେତେଟା ସଙ୍ଗର୍‌ ବିସ୍‌ବାସି ବାଇମନ୍‌ ଇତି ଆସିକରି ଆମ୍‌କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍‌ତି କଲାସ୍‌ନି ବଲି ମୁଇ ଜାନି ।
4 Nemámť větší radosti, než abych slyšel, že synové moji chodí v upřímnosti.
ମର୍‌ ପିଲାମନ୍‌ ସତ୍‌ ଇସାବେ ଚଲାଚଲ୍‌ତି କଲାଇନି ବଲି ସୁନ୍‌ଲାତେଇଅନି ଆରି କାଇ ବିସଇ ମକେ ସାର୍‌ଦା ନ କରାଏ ।
5 Nejmilejší, věrně děláš, cožkoli činíš bratřím a hostem,
ମର୍‌ ଆଲାଦର୍‌ ମଇତର୍‌, ତମର୍‌ ସଙ୍ଗ୍‌ ରଇବା ବିନ୍‌ ଦେସର୍‌ ବିସ୍‌ବାସି ବାଇମନର୍‌ପାଇ ତମେ କର୍‌ବା କାମ୍‌ କେବେ କେବେ ନାଜାନିରଇଲେ ମିସା ସତ୍‌ସଙ୍ଗ୍‌ କଲାସ୍‌ନି ।
6 Kteříž svědectví vydali o lásce tvé před církví. Kteréžto vyprovodíš-li, tak jakž sluší na Boha, dobře učiníš.
ତାକର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଇତିର୍‌ ମଣ୍ଡଲିର୍‌ ଲକ୍‌ମନ୍‌କେ ତମର୍‌ ଆଲାଦର୍‌ ବିସଇ କାତା ଅଇଲାଇଆଚତ୍‌ । ସେନ୍ତାରି ଲକ୍‌ମନ୍‌କେ, ଜେଡେବେଲେ ତମ୍‌କେ ଚାଡି ଅଲ୍‌ଗା ଜାଗାମନ୍‌କେ ଜିବାବେଲେ, ଆଗ୍‌କେ ପଚ୍‌କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ ।
7 Neboť pro jméno jeho vyšli, a nic nevzali od pohanů.
ଏ ଲକ୍‌ମନ୍‌ ଜିସୁକିରିସ୍‌ଟର୍‌ ସେବା କାମର୍‌ଲାଗି ଗୁଲାଇବାଟେ ବୁଲ୍‌ଲାଇନି । ଆରି କିରିସ୍‌ଟକେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ତେଇଅନି ସେମନ୍‌ କାଇ ସାଇଜ ନ ମାଙ୍ଗତ୍‌ ।
8 Mámeť tedy my takové přijímati, abychom byli pomocníci pravdy.
ତେବର୍‌ପାଇ ଆମେ ତାକର୍‌ ସଙ୍ଗର୍‌ ବିସ୍‌ବାସିମନ୍‌, ସେମନ୍‌କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍‌ମନ୍‌କେ ସତ୍‌ ଜାନାଇବା କାମ୍‌ଟାନେ ଆମେ ମିସିକରି କରୁ ।
9 Psal jsem zboru vašemu, ale Diotrefes, kterýž stojí o prvotnost mezi nimi, nepřijímá nás.
ତମର୍‌ ନଅରେ ରଇବା ମଣ୍ଡଲିର୍‌ ଲକ୍‌ମନ୍‌କେ ମୁଇ ଆଗ୍‌ତୁ ଗଟେକ୍‌ ଚିଟି ଲେକିରଇଲି । ମାତର୍‌ ଡାୟଟେପିସ୍‌ ମର୍‌ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍‌ ନେତା ଅଇବି ବଲି ମନ୍‌କଲାନି ।
10 Protož přijdu-li tam, připomenuť skutky jeho, kteréž činí, mluvě proti nám zlé řeči. A nemaje dosti na tom, i sám bratří nepřijímá, i těm, kteříž by chtěli, nedopouští, a ze zboru je vylučuje.
୧୦ତେବର୍‌ପାଇ ମୁଇ ଜେଡେବେଲେ ତମର୍‌ ନଅରେ ଆଇବାବେଲେ ଡାୟଟେପିସ୍‌ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍‌ ଲକ୍‌ମନ୍‌କେ, କଇଦେବି ବଲି ମନ୍‍ କଲି । ସେ ମର୍‌ ବିରୁଦେ, ନ କର୍‌ଲାଟାମନ୍‌ କଇବୁଲ୍‌ଲାନି । ଆରି ତାର୍‌ତେଇଅନି ଅଦିକ୍‌ କାରାପ୍‌ଟା ମିସା ସେ କଲାନି । ଆମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌, ଜେକି ସୁବ୍‌କବର୍‌ ଜାନାଇଲାଇନି, ସେ ସେମନ୍‌କେ ଡାକିନେବାକେ ନିଚ୍‌ଲାନି । ଜନ୍‌ ଲକ୍‌ମନ୍‌ ସେମନ୍‌କେ ଡାକିନେବାକେ ମନ୍‍ କଲାଇନି, ସେମନ୍‌କେ ତେବାଇଲାନି । ସେନ୍ତାରି ଲକ୍‌ମନ୍‌କେ ମଣ୍ଡଲିର୍‌ ସବାତେଇ ଆଇବାକେ ମନାକଲାନି ।
11 Nejmilejší, nenásledujž zlého, ale dobrého. Kdož dobře činí, z Boha jest; ale kdož zle činí, nevidí Boha.
୧୧ଆଲାଦର୍‌ ମଇତର୍‌, କାରାପ୍‌ କାମ୍‌ କରି ଚଲାଚଲ୍‌ତି କର୍‌ବା ଲକ୍‌ମନର୍‌ ପାରା ଉଆନାଇ । ତାର୍‌ ବାଦୁଲେ ନିକ କାମ୍‌ କର୍‌ବା ଲକ୍‌ମନର୍‌ପାରା ଉଆ । ଜଦି କେ କାରାପ୍‌ କାମ୍‌ କଲେ, ତାର୍‌ କାମେଅନି ସେ ପର୍‌ମେସର୍‌କେ ନାଜାନେ ବଲି ଡିସ୍‌ଲାନି ।
12 Demetriovi svědectví vydáno jest ode všech, i od samé pravdy; ano i my svědectví o něm vydáváme, a víte, že svědectví naše pravé jest.
୧୨ଡିମିତିର୍‌ ଗଟେକ୍‌ ନିକ ଲକ୍‌ ବଲି ମଣ୍ଡଲିର୍‌ ସବୁଲକ୍‌ କଇଲାଇନି । ସେ ସତ୍‌ ବିସଇ ଇସାବେ ଚଲାଚଲ୍‌ତି କଲାନି । ତେବର୍‌ପାଇ ସେ ଗଟେକ୍‌ ନିକ ଲକ୍‌ ବଲି ଆମେ ଜାନିଆଚୁ । ସେ ଗଟେକ୍‌ ନିକ ଲକ୍‌ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍‌ ଆମେ ଗଟେକ୍‌ ଲକର୍‌ କାଇଆଲେ ବିସଇ କଇଲେ, ସେଟା ସତ୍‌ ।
13 Mnohoť jsem měl psáti, ale nechciť psáti černidlem a pérem.
୧୩ତମ୍‌କେ ମୁଇ ବେସି ବିସଇ କଇବାକେ ମନ୍‌ କଲିନି, ମାତର୍‌ ଚିଟିଟାନେ ଲେକ୍‌ବାକେ ମନ୍‌ କରିନାଇ ।
14 Nebo mám naději, že tě tudíž uzřím, a ústy k ústům mluviti budeme. Pokoj tobě. Pozdravují tě přátelé. Pozdraviž i ty přátel ze jména.
୧୪ମୁଇ ଦାପ୍‌ରେ ତମର୍‌ଟାନେ ଆସିକରି ତମର୍‌ ମୁଆଟେ ସବୁ କାତା କଇବି । ପର୍‌ମେସର୍‌ ତମ୍‌କେ ସାନ୍ତି ଦେଅ । ମଣ୍ଡଲିତେଇ ରଇବା ତମର୍‌ ସବୁ ମଇତର୍‌ମନ୍‌ ଜୁଆର୍‌ ଜାନାଇଲାଇନି । ତମର୍‌ ନଅରର୍‌ ମଣ୍ଡଲିତେଇ ରଇବା ମର୍‌ ସବୁ ମଇତର୍‌ମନ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ, ଜୁଆର୍‌ ଜାନାଆ ।

< 3 Janův 1 >