< 2 Korintským 8 >

1 Známuť pak vám činíme, bratří, milost Boží, danou zborům Macedonským,
ଏ ମର୍‌ ବାଇବଇନିମନ୍‌, ମାସିଦନିଆର୍‌ ବିସ୍‌ବାସିମନ୍‌କେ ପର୍‌ମେସର୍‌ ଜିବନ୍‌ଦୁକାଇ ରଇଲାର୍‍ପାଇ ତେଇ କାଇଟା ଗଟ୍‌ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲୁନି ।
2 Že v mnohém zkušení ssoužení rozhojnilá radost jejich a převeliká chudoba jejich rozhojněna jest v bohatství upřímosti jejich.
ବେସି ବଡ୍‌ ଦୁକ୍‌ କସ୍‌ଟ ପାଇ, ମୁର୍‌ଚି ରଇକରି, ତେଇ ସେମନ୍‌ ବେସି ସାର୍‌ଦା କଲାଇ । ତାକର୍‌ ସାର୍‌ଦା ଏତେକ୍‌ ବଡିଜାଇରଇଲା ଜେ ସେମନ୍‌ ଅର୍‌କିତ୍‌ ଅଇରଇଲେ ମିସା ତାକର୍‌ ବିସ୍‌ବାସି ବାଇମନର୍‌ ପାଇ ବେସି ବେସି ଦାନ୍‌ କଲାଇ ।
3 Nebo svědectví jim vydávám, že podlé možnosti, ba i nad možnost hotovi byli,
ସେମନ୍‌ ଜେତ୍‌କି ଦେବାର୍‍ ରଇଲା, ତାର୍‌ତେଇଅନି ଅଦିକ୍‌ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍‌ ମନ୍‌ ରଇଲାକେ ନିଜର୍‌ ମନ୍‍ କଲା ଇସାବେ ଦେଲାଇ ।
4 Mnohými žádostmi prosíce nás, abychom tu milost a zbírku, kteráž se děje na svaté, na se přijali.
ଜିଉଦା ଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌ ମିସା ମିସତ୍‌ ବଲି ଆମ୍‌କେ ବାବୁଜିଆ କଲାଇ ।
5 A netoliko tak, jakž jsme se nadáli, ale sami sebe nejprvé dali Pánu, i nám z vůle Boží,
ତାକର୍‌ଟାନେଅନି ଆମେ ଜେତ୍‌କି ଆସା କରିରଇଲୁ, ତାର୍‌ତେଇଅନି ଅଦିକ୍‌ ଦେଲାଇ । କାଇକେବଇଲେ ପର୍‌ତମେ ସେମନ୍‌ ନିଜେ ନିଜେ ମାପ୍‌ରୁକେ ସର୍‌ପି ଅଇଲାଇ । ତାର୍‌ପଚେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେମନ୍‌ ଆମ୍‌କେ ମିସା ସର୍‌ପି ଅଇଲାଇ ।
6 Tak že jsme musili napomenouti Tita, aby jakož byl prvé započal, tak také i dokonal při vás milost tuto.
ତେବର୍‌ପାଇ ତିତସ୍‌ ଜେ କି ତମର୍‌ ବିତ୍‌ରେ ଏ କାମ୍‌ ଜେନ୍ତି ଆରାମ୍‌ କରିରଇଲା, ସେନ୍ତାରି ଆକା ତମର୍‌ ଆଲାଦର୍‌ ଦାନ୍‌ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
7 A protož jakž ve všech věcech jste hojní, u víře i v řeči i v známosti i ve všeliké snažnosti i v lásce své k nám, tak i v této milosti hojní buďte.
ତମେ ବେସି ବିସଇଟାନେ ପୁରାପୁରୁନ୍‌ ଆଚାସ୍‌ । ସବୁ ବିସଇଟାନେ ସାଉକାର୍‌ ଅଇଆଚାସ୍‌ । ବିସ୍‌ବାସେ ଡାଁଟ୍‌ଆଚାସ୍‌, ବାକିଅ ସିକାଇବାକେ ଜାନିଆଚାସ୍‌, ବାକିଅତେଇ ତମର୍‌ ଗିଆନ୍‌ ଜବର୍‌ ଆଚେ, ସଙ୍ଗର୍‌ ବିସ୍‌ବାସିମନ୍‌କେ ସାଇଜ କର୍‌ବାଟା ଆରି ଆମର୍‌ପାଇ ରଇବା ତମର୍‌ ଆଲାଦ୍‌ ବେସି ବଡ୍‌ ଆଚେ । ସେନ୍ତାରିସେ ଦାନ୍‌ ଦେବାଟାନେ ମିସା ଅଦିକ୍‌ ଅଦିକ୍‌ ଦିଆସ୍‌ ବଲି ଆମେ ମନ୍‍ କଲୁନି ।
8 Ne jako rozkazuje, pravím, ale snažností jiných i vaši upřímou lásku zkušenou ukázati chtěje.
ଏଟା ତମ୍‌କେ ମୁଇ ତିଆର୍‌ଲା ପାରା କଇନାଇ, ମାତର୍‌ ବିନ୍‌ ବିସ୍‌ବାସିମନ୍‌ ତାର୍‌ ବାଇମନ୍‌କେ କେନ୍ତି ଅଦିକ୍‌ ମନ୍‍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍‌ କଲାପାରା ତମେ କରିପାରାସ୍‌ ଆରି ସେଟା ଦେକି ତମର୍‌ ଆଲାଦ୍‌ ସତ୍‌ କି ମିଚ୍‌ ବଲି ମୁଇ ଜାନିପାର୍‌ବି ।
9 Nebo znáte milost Pána našeho Jezukrista, že pro vás učiněn jest chudý, jsa bohatý, abyste vy jeho chudobou zbohatli.
ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍‌ । ସର୍‌ଗେ ସେ ବେସି ସାଉକାର୍‌ ଅଇରଇଲେ ମିସା ସେ ନିଜେ ଅର୍‌କିତ୍‌ ଅଇଆଇଲା । ଜେନ୍ତି କି ତାର୍‌ଲାଗି ତମେ ସାଉକାର୍‌ ଅଇସା ।
10 A k tomuť vám radu dávám; nebo jest vám to užitečné, kteříž jste netoliko činiti, ale i chtíti prvé začali léta předešlého.
୧୦ସାଇଜ କର୍‌ବାକେ ତମେସେ ଆଗ୍‌ତୁ ଅଇଲାସ୍‌ ଆରି ପରୁ ଅନି ଆରାମ୍‌ କରିଆଚାସ୍‌ । ଏବେ ମୁଇ ବାବ୍‌ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍‌କର୍‌ବାଟାସେ ନାଇ, ମାତର୍‌ କାମ୍‌କର୍‌ବାକେ ମନ୍‍ କରି କର୍‌ବାକେ ତମେ ପର୍‌ତୁମ୍‌ ଆଚାସ୍‌ ।
11 Protož nyní již to skutkem vykonejte, aby jakož hotové bylo chtění, tak bylo i vykonání z toho, což máte.
୧୧ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍‌ । ତମେ ବେସି ସାର୍‌ଦା ଅଇ ମୁଲିଆଇଲାସ୍‌ । ସେନ୍ତାରିସେ ସାର୍‌ଦା ଅଇ ସାରାଇବାର୍‌ ଆଚେ । ଗଟେକ୍‌ ଗଟେକ୍‌ ଲକ୍‌ ଜେତ୍‌କି ଦେଇପାରାସ୍‌, ସେତ୍‌କି ଦେଇ ସାରାଇଦିଆସ୍‌ ।
12 Nebo jest-liť prvé vůle hotová, podlé toho, což kdo má, vzácná jest, ne podlé toho, čehož nemá.
୧୨କାଇକେ ବଇଲେ ଜଦି ତମ୍‌କେ ଦାନ୍‌ ଦେବାକେ ମନ୍‌ଆଚେ, ତମର୍‌ ପାର୍‌ବା ଏତେକ୍‌ ଦେଲାସ୍‌ନି । ତମେ ଦେବାଟା ପର୍‌ମେସର୍‌ ସଙ୍ଗଇସି । କାଇକେବଇଲେ, ତମେ ନାପାର୍‌ବା ଏତ୍‌କି ଦିଆ ବଲି ମାଙ୍ଗେ ନାଇ ।
13 Nebo ne, aby jiní měli polehčení, a vy úzkost, ale rovnost ať jest, nyní přítomně vaše hojnost spomoz jejich chudobě,
୧୩ତମର୍‌ ବାଇମନ୍‌କେ ସାଇଜ କରିକରି ତମର୍‌ଟା ଉନା ଅଇଜାଅ ବଲି ମୁଇ ମନ୍‍ କରିନାଇ । ମାତର୍‌ ଏବେ ତମର୍‌ ଟାନେ ଜବର୍‌ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍‌ବାଟା ଟିକ୍ ରଇସି ।
14 Aby také jejich hojnost vaší chudobě byla ku pomoci, aby tak byla rovnost;
୧୪ଏନ୍ତାରିକଲେ, ତମ୍‌କେ ଜେଡେବେଲେ ଲଡା ପଡ୍‌ସି, ଆରି ସେମନ୍‌କେ ଜବର୍‌ ରଇଲେ, ସେମନ୍‌ ତମ୍‌କେ ସାଇଜ କର୍‌ବାଇ । ଏନ୍ତାରି ଦୁଇ ବାଟର୍‌ ଲକ୍‌ ସମାନ୍‌ ଇସାବେ ପାଇବାଇ ।
15 Jakož psáno: Kdo mnoho, nic mu nezbývalo, a kdo málo, neměl nedostatku.
୧୫ଜେନ୍ତିକି ସାସ୍‌ତରେ ଲେକା ଅଇଆଚେ, ଜେ ଅଦିକ୍‌ କାମାଇଲା, ତାର୍‌ଟା ଉବ୍‌ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
16 Ale díka Bohu, kterýž takovou snažnost k vám dal v srdce Titovo,
୧୬ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି, ଜେନ୍ତି ତମ୍‌କେ ସାଇଜ କର୍‌ବାକେ ମନ୍‍ କଲୁ, ସେନ୍ତାରିସେ ତିତସ୍‌କେ ମିସା ସାଇଜ କର୍‌ବାକେ ମନ୍‌ ଦେଲା ।
17 Tak že to napomenutí přijal, anobrž jsa opravdový, sám z své dobré vůle šel k vám.
୧୭ଆମେ ଜେଡେବେଲେ ତିତସ୍‌କେ ତମର୍‌ଟାନେ ଜିବାକେ କଇଲୁ, ସେ ଦାପ୍‌ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍‍ କରି ତମର୍‌ଟାନେ ଜାଇ ତମ୍‌କେ ସାଇଜ କର୍‌ବି ବଇଲା ।
18 Poslaliť jsme pak s ním bratra toho, kterýž má velikou chválu v evangelium po všech zbořích,
୧୮ତାର୍‌ ସଙ୍ଗ୍‍ ଆରି ଗଟେକ୍‌ ବାଇକେ ମିସା ପାଟାଇଲୁନି । ଏ ଲକ୍‌ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାନିଜେ ସବୁ ବିସ୍‌ବାସିମନ୍‌ ତାକେ ସନ୍‌ମାନ୍‌ ଦେଲାଇନି ।
19 (A netoliko to, ale také vyvolen jest od církví za tovaryše putování našeho, s touto milostí, kterouž sloužíme k slávě Pánu a vůli vaší, )
୧୯କାଲି ସେତ୍‌କିରେ ନଏଁଁ, ତମେ ଦେଇରଇବା ଆଲାଦର୍‌ ଦାନ୍‌ ଆମେ ଲଡା ରଇବା ବାଇମନର୍‌ ଲଗେ ନେବାବେଲେ, ଆମର୍‌ ସଙ୍ଗ୍‌ ଜିବାକେ ସବୁ ବିସ୍‌ବାସିମନ୍‌ ତାକେ ବାଚିକରି ପାଟାଇଆଚତ୍‌ । ଏଟା ପର୍‌ମେସର୍‌ ଡାକ୍‌ପୁଟା ପାଇବାକେ ଆରି ତମ୍‌କେ ସାଇଜ କର୍‌ବାକେ ଆମେ ସାର୍‌ଦା ଅଇକରି ଏନ୍ତାରି କଲୁନି ।
20 Varujíce se toho, aby nám někdo neutrhal pro tu hojnost, kterouž my přisluhujeme,
୨୦ଆମର୍‌ ଲାଗି ସେବା କାମର୍‌ ପାଇ ତମେ ଆଲାଦ୍‌ ସଙ୍ଗ୍‌ ଦେଇ ଜମାଇରଇଲା ଏ ଡାବୁ ଜନ୍‌ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍‌କେ କେ ମିସା ନିନ୍ଦା ନ କରତ୍‌ । ସେଟାର୍‌ପାଇ ଆମେ ଜାଗ୍‌ରତ୍‌ ଅଇଆଚୁ ।
21 Dobré opatrujíce netoliko před oblíčejem Páně, ale i před lidmi.
୨୧କାଇକେ ବଇଲେ ଆମେ କର୍‌ବା କାମ୍‌ ସବୁ ଟିକ୍‌ ରଇବାର୍‌ ଆଚେ । ଅବ୍‍କା ପର୍‌ମେସର୍‌ ଦେକ୍‌ବା ଇସାବେସେ ନାଇ ମାତର୍‌ ଲକ୍‌ମନ୍‌ ଦେକ୍‌ବା ଇସାବେ ମିସା ଅ ।
22 Poslali jsme pak s nimi bratra svého, kteréhož jsme mnohokrát ve mnohých věcech zkusili, že jest pilný, a nyní mnohem pilnější pro mnohé doufání mé o vás.
୨୨ଆମେ ଆରି ଗଟେକ୍‌ ବାଇକେ ମିସା ତିତସର୍‌ ଦଲ୍‌ ସଙ୍ଗ୍‍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍‌ ପରିକା କଲୁଆଚୁ । ଆରି ତାକେ ସାଇଜ କର୍‌ବାକେ ବେସି ମନ୍‌ ଆଚେ । ଏବେ ସେ ଅଦିକ୍‌ ମନ୍‌ କଲାନି । କାଇକେବଇଲେ ସେ ତମ୍‌କେ ଅଦିକ୍‌ ଆସା କଲାନି ।
23 Z strany Tita, tovaryš můj jest, a mezi vámi pomocník; z strany bratří našich, poslové jsou církví a sláva Kristova.
୨୩ଏବେ ତିତସର୍‌ ବିସଇ ଜାନ୍‌ବାର୍‌ ଆଲେ ସେ ତମ୍‌କେ ସାଇଜ କର୍‌ବାକେ ମର୍‌ ସଙ୍ଗ୍‍ କାମ୍‌ କଲାନି । ଆରି ସେ ଦୁଇଟା ବିନ୍‌ ବାଇମନ୍‌ ଇତିର୍‌ ବିସ୍‌ବାସିମନ୍‌ କଇଲାକେସେ ତାର୍‌ସଙ୍ଗ୍‍ ଗାଲାନି । ସେମନ୍‌ କର୍‌ବା କାମର୍‌ ଲାଗି କିରିସ୍‌ଟ ଡାକ୍‌ପୁଟା ଅଇସି ।
24 Protož jistoty lásky své a chlouby naší o vás k nim dokažte, před oblíčejem církví.
୨୪ସେମନ୍‌ ତେଇ କେଟ୍‌ଲେ ସରି ତମେ ଆଲାଦ୍‌ କରି ସେମନ୍‌କେ ଡାକିନିଆ । ଜେନ୍ତାରି କି ତମର୍‌ ଆଲାଦ୍‌ ସତ୍‌ ବଲି ସବୁ ବିସ୍‌ବାସିମନ୍‌ ଜାନ୍‌ବାଇ ଆରି ତମର୍‌ ବିସଇନେଇ ଆମେ ବଡ୍‌ପନ୍‌ ଅଇ ସବୁ କଇବାଟା, ସତ୍‌ ବଲି ଜାନ୍‌ବାଇ ।

< 2 Korintským 8 >