< 1 Tesalonickým 3 >
1 Protož nemohše se déle zdržeti, za nejlepší se nám vidělo, abychom v Atenách pozůstali my sami.
ଇତାର୍ ଗିନେ ଅଃମିମଃନ୍ ଆରେକ୍ ସଃମ୍ବାଳୁ ନଃହାର୍ଲୁ । ତଃବେ ଆତିନି ତଃୟ୍ ଏକ୍ଲା ରେଉଁକ୍ ତିର୍ କଃଲୁ,
2 A poslali jsme Timotea, bratra svého, a služebníka Božího, a pomocníka svého v evangelium Kristovu, aby potvrdil vás, a napomenul k tomu, což náleží k víře vaší,
ଆରେକ୍ ତୁମିମଃନ୍କେ ତିର୍ ଆର୍ ତାହୁନ୍ କଃରୁକେ ଆର୍ ତୁମିମଃନାର୍ ବିସ୍ୱାସାର୍ କଃତାୟ୍ ତୁମିମଃନ୍କେ ସାସ୍ ଦେଉଁକ୍ କ୍ରିସ୍ଟର୍ ନିକ କବୁର୍ ପର୍ଚାର୍ କଃର୍ତା କାମେ ଇସ୍ୱର୍ ସଃଙ୍ଗ୍ କାମ୍ କଃର୍ତା ଅଃମାର୍ ବାୟ୍ ତିମତିକେ ହଃଟାୟ୍ଲୁ,
3 Aby se žádný nepohnul v takových těchto ssouženích. Nebo i sami víte, že jsme k tomu postaveni.
ଜଃନ୍କଃରି କେ ହେଁ ଇ ସଃବୁ ଦୁକ୍ କଃସ୍ଟାର୍ ଗିନେ ବିସ୍ୱାସ୍ ଚାଡି ହଃଚେ ନଃଗୁଚ୍ତି । ଇତାର୍ ଗିନେ ଇସ୍ୱର୍ ଅଃମିମଃନ୍କ୍ ବାଚିଆଚେ ବଃଲି ତୁମିମଃନ୍ ତ ନିଜେ ଜାଣି ଆଚାସ୍ ।
4 Ještě zajisté, když jsme u vás byli, předpovídali jsme vám, že budeme ssouženi. Jakož se i stalo, jakž víte.
କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜେ ଦୁକ୍ ବୟଃଗ୍ କଃରୁକେ ଅୟ୍ଦ୍, ଇରି ଅଃମିମଃନ୍ ତୁମାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନ୍କେ ଆଗ୍ତୁ ତର୍କେ ତର୍ କୟ୍ରିଲୁ, ଆରେକ୍ ସେବାନ୍ୟା ଗଃଟିଆଚେ, ଆର୍ ତୁମିମଃନ୍ ସେରି ଜାଣାସ୍ ।
5 Protož i já, nemoha se déle zdržeti, poslal jsem, abych zvěděl o víře vaší, aťby snad nějak nepokoušel vás ten pokušitel, i byla by daremná práce naše.
ଇତାର୍ ଗିନେ, କଃଡେବଃଳ୍ ସୟ୍ତାନ୍ ତୁମିମଃନ୍କେ କଃଟ୍ହାଳ୍ ବୁଜି ରଃୟ୍ଦ୍ ଆର୍ ଅଃମିମଃନାର୍ କାମ୍ ହଲ୍ୟାୟ୍ ଜାୟ୍ ରଃୟ୍ଦ୍, ଇ ମଃନେ ବାବି ମୁୟ୍ଁ ହେଁ ଆରେକ୍ ସଃମ୍ବାଳି ରେଉଁ ନାହାର୍ଲାକ୍ ତୁମିମଃନାର୍ ବିସ୍ୱାସାର୍ କଃତା ଜାଣୁକେ ତିମତିକ୍ ହଃଟାୟ୍ଲେ ।
6 Nyní pak když k nám přišel Timoteus od vás, a zvěstoval nám novinu veselou o víře a lásce vaší, a že nás připomínáte dobře, žádajíce vždycky nás viděti, jako i my vás,
ମଃତର୍ ଅଃବେ ତିମତି ତୁମାର୍ ଲଃଗେ ହୁଣି ଅଃମିମଃନାର୍ ଲଃଗେ ବାଉଳି ଆସିଆଚେ, ଆର୍ ସେ ତୁମାର୍ ବିସ୍ୱାସ୍ ଆର୍ ଲାଡ୍ ବିସୟେ ସଃର୍ଦାର୍ କବୁର୍ ଆଣିଆଚେ । ସେ ଅଃମିମଃନ୍କେ ଜାଣାୟ୍ ଆଚେ, ତୁମିମଃନ୍କେ ସଃବୁବଃଳ୍ ଅଃମାର୍ ନିକ ଚିତା କଃରୁଲାସ୍ ଆର୍ ଅଃମିମଃନ୍ ଜଃନ୍କଃରି ତୁମିକେ ଦଃକୁକ୍ ମଃନ୍ କଃରୁଲୁ, ତୁମିମଃନ୍ ହେଁ ସେବାନ୍ୟା ଅଃମିମଃନ୍ ଦଃକୁକ୍ ମଃନ୍ କଃରୁଲାସ୍ ।
7 Protož potěšeni jsme, bratří, z vás ve všelikém ssoužení a nesnadnosti své skrze víru vaši.
ଇତାର୍ ଗିନେ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ସଃବୁ ବିପ୍ତି ଆର୍ ଦୁକ୍ବୟ୍ଗ୍ ବଃଳ୍ ତୁମାର୍ କଃତାୟ୍ ଦୁକ୍ ହାସ୍ରି ଆଚି । ତୁମିମଃନାର୍ ଅଃଟୁଆ ବିସ୍ୱାସ୍ ହଃକା ଅଃମିମଃନ୍କେ ବାଚାୟ୍ ଆଚେ ।
8 Nebo aj, živi jsme, jestliže vy stojíte v Pánu.
କାୟ୍ତାକ୍ବଃଲେକ୍ ଅଃମିମଃନ୍ ଅଃବେ ଜିବନ୍ ଆଚୁ, ଜଦି ତୁମିମଃନ୍ ଅଃବେ ହଃତେକ୍ ମାପ୍ରୁର୍ ତଃୟ୍ ତିର୍ ଆଚାସ୍ ।
9 A jakým děkováním z vás můžeme se odměniti Bohu za všecku tu radost, kterouž radujeme se pro vás před Bohem svým,
ସେତାକ୍, ଅଃମାର୍ ଇସ୍ୱର୍ ତଃୟ୍ ତୁମିମଃନାର୍ ଗିନେ ଅଃମିମଃନ୍ ଜୁୟ୍ ସଃବୁ ସଃର୍ଦାୟ୍ ସଃର୍ଦା ଅଃଉଁଲୁ, ସେତାର୍ ବାଦୁଲେ ତୁମାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ ।
10 Dnem i noci přehorlivě modléce se, abychom uzřeli tvář vaši, a doplnili to, čehož by se nedostávalo víře vaší?
ତୁମିମଃନାର୍ ବିସ୍ୱାସେ ଜାୟ୍ରି ଉଣା ଆଚେ, ସେରି ହୁରୁଣ୍ କଃରୁକେ ଅଃମିମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କଃରି ମିସୁ ହାରୁ, ଇତାର୍ ଗିନେ ଦିନ୍ରାତି ଇସ୍ୱର୍କେ ପାର୍ତ୍ନା କଃରୁଲୁ ।
11 Sám pak Bůh a Otec náš, a Pán náš Ježíš Kristus spraviž cestu naši k vám.
ଅଃମାର୍ ଇସ୍ୱର୍ ଉବା ନିଜେ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ ତୁମିମଃନାର୍ ଲଃଗେ ଆସୁକ୍ ଅଃମାର୍ ବାଟ୍ ତିଆର୍ କଃରିଦେଅ ।
12 Vás pak ten Pán račiž rozmnožiti a rozhojniti v lásce k sobě vespolek, i ke všechněm, jako i nás k vám,
ଆର୍ ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଜଃନ୍କଃରି ଜଃବର୍, ସେବାନ୍ୟା ନିଜାର୍ ନିଜାର୍ ବିତ୍ରେ ଆର୍ ବିନ୍ ସଃବୁ ଲକାର୍ ଗିନେ ମାପ୍ରୁ ତୁମିମଃନାର୍ ଲାଡ୍କେ ଅଃଦିକ୍ ବାଡାଅ ।
13 Aby tak utvrzena byla srdce vaše nepoškvrněná v svatosti, před Bohem a Otcem naším, ku příští Pána našeho Jezukrista, se všechněmi svatými jeho.
ସେ ତୁମିମଃନାର୍ ମଃନ୍ ତିର୍ କଃର, ତଃବେ ଅଃମାର୍ ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ଦଃର୍ମିମଃନାର୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ତୁମିମଃନ୍କେ ଅଃମାର୍ ଉବା ଇସ୍ୱରାର୍ ମୁଏଁ ନିର୍ଦସି ଆର୍ ପବିତ୍ର ଦଃକା ଜାହାସ୍ ।