< 1 Korintským 10 >
1 Nechciť pak, abyste nevěděli, bratří, že otcové naši všickni pod oním oblakem byli, a všickni moře přešli,
କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ଦାଦିବାବୁ ମଃନାର୍ ସଃଙ୍ଗ୍ କାୟ୍ରି ସଃବୁ ଗଃଟିରିଲି ସେରିଏତାଉଆ । ସେମଃନ୍ ସଃବୁଲକ୍ ବାଦୁଳ୍ ତଃଳେ ବିବ୍ତି ନଃଉତ୍ ରିଲାୟ୍ ଆର୍ ସୁପ୍ ସାଗର୍ ଅୟ୍ ଲିଙ୍ଗ୍ଲାୟ୍ ।
2 A všickni v Mojžíše pokřtěni jsou v oblace a v moři,
ମସାର୍ ହଃଚେ ଜାତାଲକ୍ ହିସାବେ ମେଗ୍ତଃଳେ ଆର୍ ସଃମ୍ନ୍ଦେ ସେମଃନ୍ ସଃବୁଲକ୍ ବାପ୍ତିସମ୍ ନଃୟ୍ରିଲାୟ୍ ।
3 A všickni týž pokrm duchovní jedli,
ଆର୍ ସଃବୁ ଲକ୍ ଗଟେକ୍ ଆତ୍ମାର୍ କାଦି କାୟ୍ଲାୟ୍
4 A všickni týž nápoj duchovní pili. Pili zajisté z duchovní skály, kteráž za nimi šla. Ta pak skála byl Kristus.
ଆର୍ ସଃବୁଲକ୍ ଆତ୍ମାର୍ ସୁର୍ତାର୍ ଆତ୍ମାର୍ ହଃର୍ବାତେ ହୁଣି ସୁର୍ତି ରିଲାୟ୍ ଆର୍ ସେ ହଃର୍ବାତ୍ କ୍ରିସ୍ଟ
5 Ale ne ve mnohých z nich zalíbilo se Bohu; nebo zhynuli na poušti.
ଅୟ୍ଲେକ୍ ହେଁ ସେମଃନ୍କାର ବିତ୍ରେ କଃତିଲକେ ଇସ୍ୱରାର୍ ସଃଲ୍ମତ୍ ନଃରିଲି, ସେତାକ୍ ସେମଃନ୍ ଟଃଙ୍ଗ୍ରାବଃଟାୟ୍ ମଃଲାୟ୍ ଇସାବ୍ କଃତା ଜେ ତୁମିମଃନ୍କେ ନଃଜାଣିକଃରି ରିଆ, ଇତି ମର୍ ମଃନ୍ ନାୟ୍ ।
6 Ty pak věci ku příkladu nám se staly, abychom nebyli žádostivi zlého, jako oni žádali.
ସେମଃନ୍ ଜଃନ୍କଃରି କଃରାବ୍ କଃତାୟ୍ ମଃନ୍ କଃରି ରିଲାୟ୍, ଅଃମିମଃନ୍ ସେରଃକମ୍ ମଃନ୍ କଃର୍ତାର୍ ନଃଉଆଁ, ଇତାର୍ ଗିନେ ଇସାବ୍ କଃତା ଅଃମିମଃନାର୍ ଗିନେ ଜାଣୁକେ ଅୟ୍ଆଚେ ।
7 Protož nebuďte modláři, jako někteří z nich, jakož psáno jest: Posadil se lid, aby jedl a pil, a vstali, aby hrali.
ଜଃନ୍କଃରି ସେମଃନ୍କାର ବିତ୍ରେ କଃତିଲକ୍ ମୁର୍ତିହୁଜା କଃରୁଲାୟ୍, ସେରଃକମ୍ ତୁମିମଃନ୍ ମୁର୍ତିହୁଜା କଃରାନାୟ୍ ଜଃନ୍କଃରି ଲେକା ଆଚେ, “ଲକ୍ମଃନ୍ କାଉଆ ହିଉଆ କଃରୁକେ ବଃସ୍ଲାୟ୍ ଆର୍ ବେସୁଆ କାମ୍ କଃରୁକେ ଦଃର୍ଲାୟ୍ ।”
8 Aniž smilněme, jako někteří z nich smilnili, a padlo jich jeden den třímecítma tisíců.
ସେମଃନ୍କାର ବିତ୍ରେ କଃତିଲକ୍ ଦାରିକାମ୍ କଃରି ଗଟେଦିନ୍ କଳେ ତିନି ଆଜାର୍ ଲକ୍ ମଃଲାୟ୍, ସେରଃକମ୍ ହାହ୍ ଅଃମିମଃନ୍ ନଃକେରୁଆଁ ।
9 Ani pokoušejme Krista, jako někteří z nich pokoušeli, a od hadů zhynuli.
ଜଃନ୍କଃରି ସେମଃନ୍କାର ବିତ୍ରେ କଃତେକ୍ ମାପ୍ରୁକେ କଃଟ୍ହାଳ୍ ବୁଜି ସାହ୍ ଚାବାୟ୍ଅୟ୍ ମଃଲାୟ୍, ସେରଃକମ୍ ଅଃମିମଃନ୍ କ୍ରିସ୍ଟକେ କଃଟ୍ହାଳ୍ ନଃବୁଜୁଆଁ ।
10 Ani repcete, jako i někteří z nich reptali, a zhynuli od záhubce.
ଜଃନ୍କଃରି ସେମଃନ୍କାର ବିତ୍ରେ କଃତେକ୍ ଲକ୍ ଇସ୍ୱରାର୍ ବିରଦେ କଃତାକୟ୍ ମାର୍ତା ଦୁତାର୍ ଆତେ ନାସ୍ ଅୟ୍ଲାୟ୍, ତୁମିମଃନ୍ ସେରଃକମ୍ କଃତା କଃଉଆ ନାୟ୍ ।
11 Toto pak všecko u figůře dálo se jim, a napsáno jest k napomenutí našemu, kteříž jsme na konci světa. (aiōn )
ଇ ସଃବୁ କଃତା ଦଃକାଦଃୟ୍ କୟ୍ଲା ହର୍ ସେମଃନ୍କେ ଗଃଟ୍ଲି, ଆର୍ ଜୁୟ୍ ମଃନ୍କାର୍ ଜୁଗ୍ ବୁଡ୍ତାର୍ ଅୟ୍ଲି ଆଚେ, ଇରଃକମ୍ ଜେ ଅଃମିମଃନ୍, ଅଃମାର୍ ଜାଣୁକେ ସେରିମଃନ୍ ଲେକା ଅୟ୍ଆଚେ । (aiōn )
12 A protož kdo se domnívá, že stojí, hlediž, aby nepadl.
ଇତାକ୍ ଜେ ନିଜ୍କେ ତିର୍ବଃଲି ବାବେଦ୍, ସେ ଜଃନ୍କଃରି ତଃଳେ ନଃହେଳେ ଇତାର୍ ଗିନେ ସେ ଜଃଗ୍ରାତ୍ ଅଃଉଅ ।
13 Pokušení vás nezachvátilo, než lidské. Ale věrnýť jest Bůh, kterýž nedopustí vás pokoušeti nad vaši možnost, ale způsobíť s pokušením také i vysvobození, abyste mohli snésti.
ମାନାୟ୍ର୍ ଗିନେ ଜୁୟ୍ ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟ୍ ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।
14 Protož, moji milí, utíkejtež modlářství.
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ମୁର୍ତିହୁଜା ଚାଡିଦିଆସ୍ ।
15 Jakožto opatrným mluvím. Vy suďte, co pravím.
ମୁୟ୍ଁ ବୁଦି ରିଲା ଲକେ କୟ୍ଲା ହଃର୍ କଃଉଁଲେ; ମୁଁୟ୍ ଜାୟ୍ରି କଃଉଁଲେ, ସେରି ତୁମିମଃନ୍ ନିଜେ ବିଚାର୍ କଃରା ।
16 Kalich dobrořečení, kterémuž dobrořečíme, zdaliž není společnost krve Kristovy? A chléb, kterýž lámeme, zdaliž není společnost těla Kristova?
ପର୍ବୁର୍ ବଜିଏ ଜୁୟ୍ ସୁର୍ତା କପା ଦଃରୁଲୁ, ସେତାର୍ଗିନେ ଅଃମି ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ । ଇ ସୁର୍ତା କପାର୍ ସୁର୍ତାବଃଳ୍ ଅଃମି କ୍ରିସ୍ଟର୍ ବଃନିର୍ ବାଗିଦାର୍ ଅଃଉଁନ୍ଦ୍ । ଆର୍ ରୁଟି ବାଙ୍ଗି କାତାର୍ ଗିନେ ଅଃମି କ୍ରିସ୍ଟର୍ ଗଃଗାଳାର୍ ବାଗ୍ ହାଉଁନ୍ଦ୍
17 Poněvadž jeden chléb, jedno tělo mnozí jsme; všickni zajisté jednoho chleba účastni jsme.
କାୟ୍ତାକ୍ବଃଲେକ୍ ରୁଟି ଗଟେକ୍ ଅୟ୍ଲାକ୍ ଅଃମିମଃନ୍ ଗାଦେକ୍ ଅୟ୍ଲେକ୍ ହେଁ ଗଟେକ୍ ଗଃଗାଳ୍, ଇତାକ୍ ଅଃମିମଃନ୍ ସଃବୁ ସେ ଗଟେକ୍ ରୁଟିର୍ ବାଗାର୍ କଃଣ୍ଡେକ୍ ହାଉତା ଲକ୍ମଃନ୍ ।
18 Pohleďte na Izraele podlé těla. Zdaliž ti, kteříž jedí oběti, nejsou účastníci oltáře?
ଇସ୍ରାଏଲ୍ ଲକ୍ମଃନାର୍ କଃତା ବାବି ଦଃକା; ଜୁୟ୍ ଲକ୍ମଃନ୍ ହୁଜା ଦିଲା ମାସ୍ କାତି, ସେମଃନ୍ କାୟ୍ ବେଦିର୍ ହୁଜାୟ୍ ବାଗ୍ ନଃଉତି?
19 Což tedy dím? Že modla jest něco? Aneb že modlám obětované něco jest?
ତଃବେ ମୁୟ୍ଁ କାୟ୍ରି କଃଉଁଲେ? ଦେବ୍ତାକେ ଦିଲା ହୁଜାକାଦି କାୟ୍ ମଲ୍ନାୟ୍ କି ମୁର୍ତିର୍ କାୟ୍ ମଃଲ୍ ନାୟ୍ ।
20 Anobrž což obětují pohané, ďáblům obětují, a ne Bohu. Nechtělť bych pak, abyste vy byli účastníci ďáblů.
ମଃତର୍ ମୁୟ୍ଁ କଃଉଁଲେ ଜେ, ଜାୟ୍ରି ସେମଃନ୍ ହୁଜା କଃର୍ତି, ସେସଃବୁ ଇସ୍ୱରାର୍ ଗିନେ ହୁଜା ନଃକେରି ବୁତ୍ମଃନାର୍ ଗିନେ ହୁଜା କଃର୍ତି । ଆର୍ ତୁମିମଃନ୍କେ ବୁତ୍ମଃନାର୍ ସଃଙ୍ଗ୍ ମିସାବିଳା ଅଃଉଆ, ଇରି ମର୍ ଇଚା ନାୟ୍ ।
21 Nemůžete kalicha Páně píti i kalicha ďáblů; nemůžete účastníci býti stolu Páně i stolu ďáblů.
ତୁମିମଃନ୍ ମାପ୍ରୁର୍ ସୁର୍ତା କପା ଆର୍ ବୁତ୍ମଃନାର୍ ସୁର୍ତା କପା ଜଳେକାର୍ ବାଗ୍ ମିସୁ ନାହାରାସ୍; ତୁମିମଃନ୍ ମାପ୍ରୁର୍ ଆର୍ ବୁତ୍ମଃନାର୍ ଟେବୁଲ୍ ଜଳେକାର୍ ବାଗିଦାର୍ ଅଃଉଁ ନାହାରାସ୍ ।
22 Či k hněvu popouzíme Pána? Zdaž silnější jsme jeho?
କି ଅଃମିମଃନ୍ କାୟ୍ ମାପ୍ରୁକେ କାକ୍ରି କରାଉଁଆ? ଅଃମିମଃନ୍ କାୟ୍ ତାର୍ ତଃୟ୍ ହୁଣି ଅଃଦିକ୍ ସଃକ୍ତି ।
23 Všecko mi sluší, ale ne všecko jest užitečné; všecko mi sluší, ale ne všecko vzdělává.
ସେମଃନ୍ କଃଉଁଲାୟ୍ ସଃବୁ କଃରୁକେ ଅଃମାର୍ ଅଃଦିକାର୍ ଆଚେ, ମଃତର୍ ସଃବୁ ହେଁ ଉହ୍କାର୍ ନାୟ୍ । ସଃବୁ କଃରୁକେ ଅଃଦିକାର୍ ଆଚେ, ମଃତର୍ ସଃବୁ କଃତାୟ୍ ନିକ ଜାତ୍ ନାୟ୍
24 Žádný nehledej svých věcí, ale jeden každý toho, což jest bližního.
କେ ହେଁ ନିଜାର୍ ଉହ୍କାର୍ ଗିନେ ଉପାୟ୍ ନଃକେର, ମଃତର୍ ହଃତିଲକ୍ ବିନ୍ ଲକାର୍ ବଃଲାର୍ ଗିନେ ଉପାୟ୍ କଃର ।
25 Všecko, což se v masných krámích prodává, jezte, nic se nevyptávajíce pro svědomí.
ବଃଜାରେ ଜାୟରି ବିକା ଅୟ୍ଦ୍ ବଃଲ୍ମଃନ୍ଦ୍ ବୁଜୁକ୍ କାୟ୍ରି ହଚାରି ନଃକେରି ସେରି କାହା,
26 Nebo Páněť jest země i plnost její.
କାୟ୍ତାକ୍ବଃଲେକ୍ ସାସ୍ତରେ ଲେକାଆଚେ, “ହୁର୍ତିବି ଆର୍ ସେତି ରିଲାର୍ ସଃବୁ କଃତା ମାପ୍ରୁର୍ ।”
27 Pozval-liť by vás pak kdo z nevěřících, a chcete jíti, vše, cožkoli bylo by vám předloženo, jezte, nic se nevyptávajíce pro svědomí.
ଅଃବିସ୍ୱାସି ମଃନ୍କାର୍ ବିତ୍ରାର୍ କେ ଜଦି ତୁମିମଃନ୍କେ କାଉଁକେ କୁଦେଦ୍, ଆର୍ ତୁମିମଃନ୍ ଜଃଉଁକେ ମଃନ୍ କଃରାସ୍ ତଃବେ ଜାୟ୍ରି ହେଁ ବାଟାକଃରା ଅୟ୍ଦ୍ ବଃଲ୍ମଃନ୍ଦ୍ କାୟ୍ରି ବୁଜୁକ୍ ହଃଚାରା ନାୟ୍ ସେରି କାହା ।
28 Pakli by vám někdo řekl: Toto jest modlám obětované, nejezte pro toho, kdož oznámil, a pro svědomí. Páně zajisté jest země i plnost její.
ମଃତର୍ କେ ଜଦି ତୁମିମଃନ୍କେ କୟ୍ଦ୍ ଇତି ହୁଜା କଃରା ଅୟ୍ଆଚେ, ତଃବେ କୟ୍ରିଲାର୍ ଗିନେ ଆର୍ ନିଜାର ବାବ୍ତାର୍ ଗିନେ କାହା ନାୟ୍ ।
29 Svědomí pak pravím ne tvé, ale toho druhého. Nebo proč by měla svoboda má potupena býti od cizího svědomí?
ତୁମାର୍ ନିଜାର୍ ବଃଲ୍ମଃନ୍ଦ୍ ଜାଣ୍ତାର୍ ଗିନେ ବଃଲି ମୁଁୟ୍ ନଃକୟ୍ଁ ମଃତର୍ ତାର୍ ବଃଲ୍ମଃନ୍ଦ୍ ଜାଣ୍ତାର୍ ଗିନେ ମର୍ ଅଃଦିକାର୍ କାୟ୍ତାକ୍ ବିନ୍ ଲକାର୍ ବଃଲ୍ ମଃନ୍ଦାର୍ ଗିନେ ବିଚାର୍ ଅୟ୍ଦ୍?
30 A poněvadž já s díků činěním požívám, proč za bezbožného jmín býti mám pro to, z čehož já díky činím?
ଜଦି ମୁୟ୍ଁ ଇସ୍ୱର୍କେ ଦନ୍ୟବାଦ୍ ଦଃୟ୍ ଜୁୟ୍ କାଦି କାୟ୍ନ୍ଦ୍, ତଃବେ ଜୁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦଃୟ୍ନ୍ଦ୍ ସେ ଇସ୍ୱର୍ ଲିନ୍ଦା ହାୟ୍ଦ୍ କାୟ୍କଃରୁକ୍?
31 Protož buď že jíte, neb pijete, aneb cožkoli činíte, všecko k slávě Boží čiňte.
ସେତାର୍ ଗିନେ ତୁମିମଃନ୍ ଜାୟ୍ରି ହେଁ କାହା ଆର୍ ଜାୟ୍ରିହେଁ କଃରା, ଇସ୍ୱରାର୍ ଜଃଜ୍ମାନ୍ ଗିନେ ସଃବୁ କଃରା ।
32 Bez úrazu buďte i Židům i Řekům i církvi Boží,
ଜିଉଦି କି ଅଜିଉଦି ଜେ କି ଇସ୍ୱରାର୍ ବିସ୍ୱାସି ଦଃଳ୍, କାର୍ ଜଟ୍ୟାୟ୍ ଅଃଉତାର୍ ହର୍ ଅଃଉଆ ନାୟ୍ ।
33 Jakož i já ve všem líbím se všechněm, nehledaje v tom svého užitku, ale mnohých, aby spaseni byli.
ତୁମି ମର୍ ହର୍ ଚାଲାଚାଲ୍ତି କଃରା । ମୁୟ୍ଁ ସଃବୁ କଃତାୟ୍ ସଃବ୍କେ ସଃର୍ଦା କଃରାଉଁକ୍ ଚେସ୍ଟା କଃରୁଲେ, ଜଃନ୍କଃରି ମୁଁୟ୍ ହେଁ ମର୍ ନିଜାର୍ ଲାବ୍ ଆସା ନଃକେରି ଗାଦେକ୍ ଲକ୍ ମଃନ୍କାର୍ ମୁକ୍ତି ହାଉତା ଗିନେ ସେମଃନାର୍ ନିକ ଉପାୟ୍ କଃରିନ୍ଦ୍ ଆରେକ୍ ସଃବୁ କଃତାୟ୍ ସଃବୁଲକେ ଜଃତୁନ୍ କଃରିନ୍ଦ୍ ।