< Luka 7 >
1 Pošto dovrši sve te svoje besjede narodu, uđe u Kafarnaum.
୧ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା ।
2 Nekomu satniku bijaše bolestan sluga, samo što ne izdahnu, a bijaše mu veoma drag.
୨ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା ।
3 Kad je satnik čuo za Isusa, posla k njemu starješine židovske moleći ga da dođe i ozdravi mu slugu.
୩ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ ।
4 Kad oni dođoše Isusu, usrdno ga moljahu: “Dostojan je da mu to učiniš
୪ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, “ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି ।
5 jer voli naš narod, i sinagogu nam je sagradio.”
୫କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।”
6 Isus se uputi s njima. I kad bijaše već kući nadomak, posla satnik prijatelje s porukom: “Gospodine, ne muči se. Nisam dostojan da uđeš pod krov moj.
୬ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, “ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ ।
7 Zato se i ne smatrah dostojnim doći k tebi. Nego - reci riječ da ozdravi sluga moj.
୭ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି ।
8 Ta i ja, premda sam vlasti podređen, imam pod sobom vojnike pa reknem jednomu: 'Idi' - i ode, drugomu: 'Dođi' - i dođe, a sluzi svomu: 'Učini to' - i učini.”
୮ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।”
9 Čuvši to, zadivi mu se Isus pa se okrenu mnoštvu koje je išlo za njim i reče: “Kažem vam, ni u Izraelu na nađoh tolike vjere.”
୯ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, “ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।”
10 Kad se oni koji su bili poslani vratiše kući, nađoše slugu zdrava.
୧୦ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
11 Nakon toga uputi se Isus u grad zvani Nain. Pratili ga njegovi učenici i silan svijet.
୧୧ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
12 Kad se približi gradskim vratima, gle, upravo su iznosili mrtvaca, sina jedinca u majke, majke udovice. Pratilo ju mnogo naroda iz grada.
୧୨ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
13 Kad je Gospodin ugleda, sažali mu se nad njom i reče joj: “Ne plači!”
୧୩ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
14 Pristupi zatim, dotače se nosila; nosioci stadoše, a on reče: “Mladiću, kažem ti, ustani!”
୧୪ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍ତେରଇବା ଲକ୍ମନ୍ ଟିଆଅଇଲାଇ । ଆରି ସେ କଇଲା, “ମୁଇ ତକେ କଇଲିନି, ନୁନା ଉଟ୍!”
15 I mrtvac se podiže i progovori, a on ga dade njegovoj majci.
୧୫ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
16 Sve obuze strah te slavljahu Boga govoreći: “Prorok velik usta među nama! Pohodi Bog narod svoj!”
୧୬ତେଇ ସବୁଲକ୍ ଡରିଗାଲାଇ, ଆରି ପର୍ମେସରର୍ ମଇମା କରି କରି କଇଲାଇ “ଆମର୍ ବିତ୍ରେ ଗଟେକ୍ ମଆନ୍ ବବିସତ୍ବକ୍ତା ଆଇଲାଆଚେ, ଆରି ପର୍ମେସର୍ ନିଜର୍ ଲକ୍ମନ୍କେ ଉଦାର୍ କର୍ବାକେ ଆସିଆଚେ ।”
17 I proširi se taj glas o njemu po svoj Judeji i po svoj okolici.
୧୭ଜିସୁର୍ ଏ ବିସଇର୍ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍ ଗାଉଁଗଣ୍ଡାର୍ ଲକ୍ମନ୍ ଜାନ୍ଲାଇ ।
18 Sve to dojaviše Ivanu njegovi učenici. On dozva dvojicu svojih učenika
୧୮ପଚେ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଏ ସବୁ କାତା ଜଅନ୍କେ ଜାନାଇଲାଇ ।
19 i posla ih Gospodinu da ga pitaju: “Jesi li ti Onaj koji ima doći ili drugoga da čekamo?”
୧୯ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ?”
20 Došavši k njemu, rekoše ti ljudi: “Ivan Krstitelj posla nas k tebi da pitamo: 'Jesi li ti Onaj koji ima doći ili drugoga da čekamo?'”
୨୦ସେ ଲକ୍ମନ୍ ଜିସୁର୍ଲଗେ କେଟିକରି କଇଲାଇ, “ଡୁବନ୍ ଦେଉ ଜଅନ୍ ଆମ୍କେ ଏନ୍ତାରି କଇ ତମର୍ଲଗେ ପାଟାଇଆଚେ, ଜେ ଆଇବାର୍ ରଇଲା, ସେ ଲକ୍ ତମେ କି? କି କାଇ ଆମେ ଆରି ବିନ୍ ଲକ୍କେ ଜାଗ୍ବୁ?”
21 Upravo u taj čas Isus je ozdravio mnoge od bolesti, muka i zlih duhova i mnoge je slijepe podario vidom.
୨୧ସେବେଲେ ଜିସୁ ଜର୍ ଦୁକା, ଆରି ଡୁମା ଦାର୍ଲା ଲକ୍ମନ୍କେ ନିକ କଲା । ଆରି କେତେଟା କାଣାମନ୍କେ ମିସା ଆଁକି ଡିସାଇଲା ।
22 Tada im odgovori: “Pođite i javite Ivanu što ste vidjeli i čuli: Slijepi progledaju, hromi hode, gubavi se čiste, gluhi čuju, mrtvi ustaju, siromasima se navješćuje evanđelje.
୨୨ଜିସୁ ଜଅନର୍ ସିସ୍ମନ୍କେ କଇଲା, “ତମେମନ୍ ଜନ୍ ଜନ୍ଟା ଦେକ୍ଲାସ୍ ଆରି ସୁନ୍ଲାସ୍, ସେଟା ସବୁ ଜାଇ ଜଅନ୍କେ ଜାନାଆ, କାଣା ଲକ୍ମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡିବୁଲ୍ଲାଇନି, ବଡ୍ ରଗିମନ୍ ନିକ ଅଇଲାଇନି, ବଇରା ଲକ୍ମନ୍ ସୁନ୍ଲାଇନି, ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାଇନି, ଆରି ଦୁକର୍ ଲକ୍ମନ୍କେ ମାପ୍ରୁର୍ ବାକିଅ ସୁନାଇଅଇଲାନି ।
23 I blago onom tko se ne sablazni o mene.”
୨୩ଜନ୍ଲକ୍ ମକେ ‘କିରିସ୍ଟ ସେ କି ନଏଁ?’ ବଲି ନ ବାବିକରି ବିସ୍ବାସ୍ କର୍ସି, ତାର୍ କେଡେକ୍ ନିକ କରମ୍ ।”
24 Kad Ivanovi glasnici odoše, poče Isus govoriti mnoštvu o Ivanu: “Što ste izašli u pustinju gledati? Trsku koju vjetar ljulja?
୨୪ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, “କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା?
25 Ili što ste izašli vidjeti: Čovjeka u mekušaste haljine odjevena? Eno, oni u sjajnoj odjeći i raskošju po kraljevskim su dvorima.
୨୫ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ ।
26 Ili što ste izašli vidjeti? Proroka? Uistinu, kažem vam, i više nego proroka!
୨୬ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।”
27 On je onaj o kome je pisano: Evo, šaljem glasnika svoga pred licem tvojim da pripravi put pred tobom.
୨୭ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକାଆଚେ । ପର୍ମେସର୍ କଇଲା, “ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ ।
28 Kažem vam: među rođenima od žene nitko nije veći od Ivana. A ipak, i najmanji u kraljevstvu Božjem veći je od njega.”
୨୮ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।”
29 Sav narod koji ga je slušao, pa i carinici, uvidješe pravednost Božju: pokrstiše se Ivanovim krstom.
୨୯ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ ।
30 Naprotiv, farizeji i zakonoznanci ometoše što je Bog s njima naumio jer ne htjedoše da ih Ivan krsti.
୩୦ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।
31 “S kime dakle da prispodobim ljude ovog naraštaja? Komu su nalik?
୩୧ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି? ଆରି ସେମନ୍ କାର୍ ପାରା?
32 Nalik su djeci što sjede na trgu pa jedni drugima po poslovici dovikuju: 'Zasvirasmo vam i ne zaigraste! Zakukasmo i ne zaplakaste!'
୩୨ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, “ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା ।
33 Doista, došao je Ivan Krstitelj. Nije kruha jeo ni vina pio, a velite: 'Ðavla ima!'
୩୩କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି ।
34 Došao je Sin Čovječji koji jede i pije, a govorite: 'Evo izjelice i vinopije, prijatelja carinika i grešnika!'
୩୪ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ ।
35 Ali opravda se Mudrost pred svom djecom svojom.”
୩୫ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।”
36 Neki farizej pozva Isusa da bi blagovao s njime. On uđe u kuću farizejevu i priđe stolu.
୩୬ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା ।
37 Kad eto neke žene koja bijaše grešnica u gradu. Dozna da je Isus za stolom u farizejevoj kući pa ponese alabastrenu posudicu pomasti
୩୭ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।
38 i stade odostrag kod njegovih nogu. Sva zaplakana poče mu suzama kvasiti noge: kosom ih glave svoje otirala, cjelivala i mazala pomašću.
୩୮ପଚ୍ବାଟେ ଜିସୁର୍ ପାଦ୍ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍ ଆଁସୁ ପାନି ସଙ୍ଗ୍ ଜିସୁର୍ ପାଦ୍ ବିଜାଇକରି ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚ୍ବାର୍ ଦାର୍ଲା । ଆରି ତାର୍ ପାଦେ ଚୁମି ଚୁମି କରି ସେ ଚିକନ୍ ଲାଗାଇବାର୍ ଦାର୍ଲା ।
39 Kad to vidje farizej koji ga pozva, pomisli: “Kad bi ovaj bio Prorok, znao bi tko i kakva je to žena koja ga se dotiče: da je grešnica.”
୩୯ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
40 A Isus, da mu odgovori, reče: “Šimune, imam ti nešto reći.” A on će: “Učitelju, reci!” A on:
୪୦ଜିସୁ ତାକେ କଇଲା, “ସିମନ୍ ତକେ ମୁଇ ଅଲପ୍ କଇବାର୍ ଆଚେ ।” ସେ କଇଲା, “ଗୁରୁ କୁଆ ତେବେ ।”
41 “Neki vjerovnik imao dva dužnika. Jedan mu dugovaše pet stotina denara, drugi pedeset.
୪୧“ଗଟେକ୍ ସାଉକାରର୍ ରୁନ୍ ନେଇରଇବା ଦୁଇଲକ୍ ରଇଲାଇ, ଗଟେକ୍ଲକ୍ ପାଁଚ୍ସ ରୁପାଟାଙ୍ଗା ଆରି ଗଟେକ୍ଲକ୍ ପଚାସ୍ ରୁପାଟାଙ୍ଗା ରୁନ୍ କରିରଇଲାଇ ।
42 Budući da nisu imali odakle vratiti, otpusti obojici. Koji će ga dakle od njih više ljubiti?”
୪୨ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି?”
43 Šimun odgovori: “Predmnijevam, onaj kojemu je više otpustio.” Reče mu Isus: “Pravo si prosudio.”
୪୩ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।”
44 I okrenut ženi reče Šimunu: “Vidiš li ovu ženu? Uđoh ti u kuću, nisi mi vodom noge polio, a ona mi suzama noge oblila i kosom ih svojom otrla.
୪୪ଆରି ଜିସୁ ସେ ମାଇଜିର୍ବାଟେ ମୁ ବୁଲାଇକରି ସିମନ୍କେ କଇଲା, “ଏ ମାଇଜିକେ ଦେକ୍ଲୁସ୍ନି? ମୁଇ ତମର୍ ଗରେ ଆଇଲି, ମକେ ଗଡ୍ ଦଇବାକେ ପାନି ଦିଆସ୍ନାଇ, ମାତର୍ ଏ ତାର୍ ଆଁସୁପାନି ସଙ୍ଗ୍ ମର୍ ପାଦ୍ ବିଜାଇ ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚିଦେଲା ।
45 Poljupca mi nisi dao, a ona, otkako uđe, ne presta mi noge cjelivati.
୪୫ତମେ ମକେ ଚୁମାସ୍ନାଇ, ମାତର୍ ମୁଇ ବିତ୍ରେ ଆଇଲା ବେଲେଅନି ଏ ମର୍ ପାଦେ ଚୁମି ଚୁମି, ତାକେନାଇ ।
46 Uljem mi glave nisi pomazao, a ona mi pomašću noge pomaza.
୪୬ତମେ ମକେ ସନ୍ମାନର୍ ସଙ୍ଗ୍ ମୁଣ୍ଡେ ଚିକନ୍ ଲାଗାଆସ୍ନାଇ, ମାତର୍ ଏ ମର୍ ପାଦେ ବାସ୍ନା ଚିକନ୍ ଲାଗାଇଲା ।
47 Stoga, kažem ti, oprošteni su joj grijesi mnogi jer ljubljaše mnogo. Komu se malo oprašta, malo ljubi.”
୪୭ତେବର୍ପାଇ ମୁଇ ତକେ କଇଲିନି, ଏ ମାଇଜିର୍ କେତେ କେତେ ପାପ୍ କେମାଅଇଲାଆଚେ, କାଇକେବଇଲେ ସେ ବେସି ଆଲାଦ୍ କଲା, ମାତର୍ ଜାକେ ଅଲପ୍ କେମା ଦିଆଅଇସି, ସେ ଅଲପ୍ ଆଲାଦ୍ କର୍ସି ।”
48 A ženi reče: “Oprošteni su ti grijesi.”
୪୮ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”
49 Sustolnici počeli nato među sobom govoriti: “Tko je ovaj da i grijehe oprašta?”
୪୯ତେଇ ଜିସୁର୍ସଙ୍ଗ୍ କାଇବାକେ ବସିରଇବା ଲକ୍ମନ୍ ମନେ ମନେ କଇବାର୍ ଦାର୍ଲାଇ, “ପାପ୍ ମିସା କେମାକଲାନିଜେ, ଏ କେ?”
50 A on reče ženi: “Vjera te tvoja spasila! Idi u miru!”
୫୦ମାତର୍ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।”