< Luka 2 >
1 U one dane izađe naredba cara Augusta da se provede popis svega svijeta.
୧ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା ।
2 Bijaše to prvi popis izvršen za Kvirinijeva upravljanja Sirijom.
୨କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା ।
3 Svi su išli na popis, svaki u svoj grad.
୩ସେଟାର୍ପାଇ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
4 Tako i Josip, budući da je bio iz doma i loze Davidove, uziđe iz Galileje, iz grada Nazareta, u Judeju - u grad Davidov, koji se zove Betlehem -
୪ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା ।
5 da se podvrgne popisu zajedno sa svojom zaručnicom Marijom koja bijaše trudna.
୫ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା ।
6 I dok se bili ondje, navršilo joj se vrijeme da rodi.
୬ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା ।
7 I porodi sina svoga, prvorođenca, povi ga i položi u jasle jer za njih nije bilo mjesta u svratištu.
୭ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
8 A u tom kraju bijahu pastiri: pod vedrim su nebom čuvali noćnu stražu kod svojih stada.
୮ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ ।
9 Anđeo im Gospodnji pristupi i slava ih Gospodnja obasja! Silno se prestrašiše.
୯ଆରି ଏଦେ ଦେକା! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ ।
10 No anđeo im reče: “Ne bojte se! Evo javljam vam blagovijest, veliku radost za sav narod!
୧୦ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
11 Danas vam se u gradu Davidovu rodio Spasitelj - Krist, Gospodin.
୧୧କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
12 I evo vam znaka: naći ćete novorođenče povijeno gdje leži u jaslama.”
୧୨ଆରି ତମର୍ପାଇ ବଲି ଏଟା ଗଟେକ୍ ଚିନ୍ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍ ପିଲା ଗରୁସାଲର୍ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
13 I odjednom se anđelu pridruži silna nebeska vojska hvaleći Boga i govoreći:
୧୩ସେଡ୍କିବେଲେ ଅଟାତ୍ ସର୍ଗେଅନି ଦୁତ୍ମନ୍ ମାନ୍ଦାଅଇ, ସେ ସରଗର୍ ଦୁତ୍ଟାନେ କେଟି ପର୍ମେସର୍କେ ସୁମର୍ନା କର୍ବାର୍ ଦାର୍ଲାଇ ।
14 “Slava na visinama Bogu, a na zemlji mir ljudima, miljenicima njegovim!”
୧୪“ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ, ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।”
15 Čim anđeli otiđoše od njih na nebo, pastiri stanu poticati jedni druge: “Hajdemo dakle do Betlehema. Pogledajmo što se to dogodilo, događaj koji nam obznani Gospodin.”
୧୫ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, “ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।”
16 I pohite te pronađu Mariju, Josipa i novorođenče gdje leži u jaslama.
୧୬ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ ।
17 Pošto sve pogledaše, ispripovijediše što im bijaše rečeno o tom djetetu.
୧୭ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ ।
18 A svi koji su to čuli divili se tome što su im pripovijedali pastiri.
୧୮ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
19 Marija u sebi pohranjivaše sve te događaje i prebiraše ih u svome srcu.
୧୯ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା ।
20 Pastiri se zatim vratiše slaveći i hvaleći Boga za sve što su čuli i vidjeli kako im je bilo rečeno.
୨୦ଆରି ମେଣ୍ଡା ଚାରାଉମନ୍କେ ଦୁତ୍ ଜେନ୍ତି କଇରଇଲା, ସେନ୍ତା ସୁନ୍ଲାଇ ଆରି ଦେକ୍ଲାଇ । ସେ ସବୁର୍ଲାଗି ପର୍ମେସରର୍ ମଇମା କରି କରି ବାଅଡ୍ଲାଇ ।
21 Kad se navršilo osam dana da bude obrezan, nadjenuše mu ime Isus, kako ga je bio prozvao anđeo prije njegova začeća.
୨୧ଆଟ୍ ଦିନ୍ ଅଇଲାପଚେ ଜିଉଦିମନର୍ ନିୟମ୍ ଇସାବେ ପିଲାକେ ସୁନତ୍ କର୍ବାକେ ମନ୍ଦିରେ ନେଲାଇ । ଆରି ପିଲାର୍ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍ ଗାଗ୍ଡେ ନ ଅଇତେ, ସର୍ଗର୍ ଦୁତ୍ କଇରଇଲା ।
22 Kad se zatim po Mojsijevu Zakonu navršiše dani njihova čišćenja, poniješe ga u Jeruzalem da ga prikažu Gospodinu -
୨୨ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ ।
23 kao što piše u Zakonu Gospodnjem: Svako muško prvorođenče neka se posveti Gospodinu! -
୨୩ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ ।
24 i da prinesu žrtvu kako je rečeno u Zakonu Gospodnjem: dvije grlice ili dva golubića.
୨୪ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
25 Živio tada u Jeruzalemu čovjek po imenu Šimun. Taj čovjek, pravedan i bogobojazan, iščekivaše Utjehu Izraelovu i Duh Sveti bijaše na njemu.
୨୫ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
26 Objavio mu Duh Sveti da neće vidjeti smrti dok ne vidi Pomazanika Gospodnjega.
୨୬ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ ।
27 Ponukan od Duha, dođe u Hram. I kad roditelji uniješe dijete Isusa da obave što o njemu propisuje Zakon,
୨୭ତାକେ ଆତ୍ମା ଚାଲାଇ ଆନ୍ଲାଜେ ସେ ଦେଉଲର୍ ଡାଣ୍ଡେ ଆଇଲା, ଆରି ଜେଡେବଲ୍ ସାନ୍ପିଲା ଜିସୁର୍ ଆୟା ବାବା ତାକେ ବିତ୍ରେ ଆନ୍ଲାଇ,
28 primi ga on u naručje, blagoslovi Boga i reče:
୨୮ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
29 “Sad otpuštaš slugu svojega, Gospodaru, po riječi svojoj, u miru!
୨୯“ଏ ମାପ୍ରୁ! ଏବେ ତୁଇ ନିଜର୍ ବାକିଅ ଇସାବେ ତର୍ ନିଜର୍ ଦାସ୍ ମକେ ସାନ୍ତିସଙ୍ଗ୍ ଜିବାକେ ଦେଲୁସ୍ନି!
30 Ta vidješe oči moje spasenje tvoje,
୩୦କାଇକେବଇଲେ ମର୍ ଆଁକି ତର୍ ଉଦାର୍ ଦେକି ଆଚେ,
31 koje si pripravio pred licem svih naroda:
୩୧ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
32 svjetlost na prosvjetljenje naroda, slavu puka svoga izraelskoga.”
୩୨ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍ ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।”
33 Otac njegov i majka divili se što se to o njemu govori.
୩୩ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ ।
34 Šimun ih blagoslovi i reče Mariji, majci njegovoj: “Ovaj je evo postavljen na propast i uzdignuće mnogima u Izraelu i za znak osporavan -
୩୪ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, “ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି ।
35 a i tebi će samoj mač probosti dušu - da se razotkriju namisli mnogih srdaca!”
୩୫କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
36 A bijaše neka proročica Ana, kći Penuelova, iz plemena Ašerova, žena veoma odmakla u godinama. Nakon djevojaštva živjela je s mužem sedam godina,
୩୬ସେ ଦାପ୍ରେ, ଏଦେ ଦେକା! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା ।
37 a sama kao udovica do osamdeset i četvrte. Nije napuštala Hrama, nego je postovima i molitvama danju i noću služila Bogu.
୩୭ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା ।
38 Upravo u taj čas nadođe. Hvalila je Boga i svima koji iščekivahu otkupljenje Jeruzalema pripovijedala o djetetu.
୩୮ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
39 Kad obaviše sve po Zakonu Gospodnjem, vratiše se u Galileju, u svoj grad Nazaret.
୩୯ପଚେ ଜସେପ୍ ଆରି ମରିୟମ୍ ମାପ୍ରୁର୍ ରିତିନିତି ଇସାବେ କର୍ବା ସବୁ କାମ୍ ସାରାଇ, ଗାଲିଲି ନିଜର୍ ନଅର୍ ନାଜରିତେ ବାଅଡ୍ଲାଇ ।
40 A dijete je raslo, jačalo i napunjalo se mudrosti i milost je Božja bila na njemu.
୪୦ଆରି ପିଲା ଦିନ୍କେ ଦିନ୍ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍ ଅଇଲା । ତାକେ ପର୍ମେସରର୍ ଦୟା ରଇଲା ।
41 Njegovi su roditelji svake godine o blagdanu Pashe išli u Jeruzalem.
୪୧ଜିସୁର୍ ବାବା, ମା ସବୁବର୍ସେ ଜିଉଦିମନର୍ ନିସ୍ତାର୍ ପରବ୍ ପାଇ ଜିରୁସାଲାମେ ଜାଇତେରଇଲାଇ ।
42 Kad mu bijaše dvanaest godina, uziđoše po običaju blagdanskom.
୪୨ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
43 Kad su minuli ti dani, vraćahu se oni, a dječak Isus osta u Jeruzalemu, a da nisu znali njegovi roditelji.
୪୩ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
44 Uvjereni da je među suputnicima, odoše dan hoda, a onda ga stanu tražiti među rodbinom i znancima.
୪୪ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ ।
45 I kad ga ne nađu, vrate se u Jeruzalem tražeći ga.
୪୫ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ ।
46 Nakon tri dana nađoše ga u Hramu gdje sjedi posred učitelja, sluša ih i pita.
୪୬ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା ।
47 Svi koji ga slušahu bijahu zaneseni razumnošću i odgovorima njegovim.
୪୭ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ ।
48 Kad ga ugledaše, zapanjiše se, a majka mu njegova reče: “Sinko, zašto si nam to učinio? Gle, otac tvoj i ja žalosni smo te tražili.”
୪୮ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
49 A on im reče: “Zašto ste me tražili? Niste li znali da mi je biti u onome što je Oca mojega?”
୪୯ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି?”
50 Oni ne razumješe riječi koju im reče.
୫୦ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
51 I siđe s njima, dođe u Nazaret i bijaše im poslušan. A majka je njegova brižno čuvala sve ove uspomene u svom srcu.
୫୧ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା ।
52 A Isus napredovaše u mudrosti, dobi i milosti kod Boga i ljudi.
୫୨ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।