< Luka 17 >
1 I reče svojim učenicima: “Nije moguće da ne dođu sablazni, no jao onome po kom dolaze;
୧ଦିନେକ୍ ଜିସୁ ତାର୍ ସିସ୍ମନ୍କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍ମନ୍କେ ପାପ୍ କରାଇବାକେ କାଇଆଲେ ପରିକା ଆଇସି । ମାତର୍ ଜନ୍ ଲକ୍ ଏନ୍ତି ବିନ୍ ଲକ୍କେ ପାପ୍ କରାଇସି, ସେମନ୍କେ କେତେକ୍ କସ୍ଟର୍ ଦସା ଅଇସି । କାଇକେବଇଲେ ପର୍ମେସର୍ ସେମନ୍କେ ବେସି ବଡ୍ ଡଣ୍ଡ୍ ଦେଇସି ।
2 je li s mlinskim kamenom o vratu strovaljen u more, korisnije mu je, nego da sablazni jednoga od ovih malenih.
୨ସେନ୍ତାରି ଲକ୍, ଦରମ୍ ଲକ୍ମନ୍କେ ପାପ୍କରାଇବା ବାଦୁଲେ ଗାଲାଇ ଗଟେକ୍ ବଡ୍ଟା ଜତା ପାକ୍ନା ବାନ୍ଦିକରି ଡେଙ୍ଗ୍ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍ ତାର୍ପାଇ ନିକ ଅଇତା ।
3 Čuvajte se!” “Pogriješi li tvoj brat, prekori ga; ako se obrati, oprosti mu.
୩ତେବର୍ପାଇ ତମର୍ ଚଲାଚଲ୍ତିତେଇ ବେସି ଜାଗ୍ରତ୍ଅଇ ରୁଆ । ଜଦି ତମର୍ ବାଇ କି ବଇନି ପାପ୍ କଲେ, ସେଟା ନିକ କାମ୍ ନଏଁ ବଲି ଟିକ୍ କରା । ଆରି ସେ କରିରଇବା ବୁଲ୍ ଏତାଇ କରି ମନ୍ ବାଦ୍ଲାଇସି ବଇଲେ, ତାକେ କେମା ଦିଆସ୍ ।
4 Pa ako se sedam puta na dan ogriješi o tebe i sedam se puta obrati tebi govoreći: 'Žao mi je!', oprosti mu.”
୪ଜଦି ସେ ଗଟେକ୍ ଦିନେ ସାତ୍ପାଲି ଜାକ ତମର୍ ବିରଦେ ପାପ୍ କରି, ପଚେ ନିଜର୍ ବୁଲ୍ କଲାଟା ଏତାଇ ମନ୍ ବାଦ୍ଲାଇକରି ତମର୍ ତେଇ ଆସି ଜେତେପାଲି କେମା ମାଗ୍ଲେ, ସେତ୍କିପାଲି ତାକେ କେମା ଦିଆସ୍ ।”
5 Apostoli zamole Gospodina: “Umnoži nam vjeru!”
୫ଆରି ପେରିତ୍ମନ୍ ଜିସୁକେ କଇଲାଇ, “ଆମର୍ ବିସ୍ବାସ୍ ଅଦିକ୍ କରିଦିଆସ୍ ।”
6 Gospodin im odvrati: “Da imate vjere koliko je zrno gorušičino, rekli biste ovom dudu: 'Iščupaj se s korijenom i presadi se u more!' I on bi vas poslušao.”
୬ଜିସୁ ସେମନ୍କେ କଇଲା, “ଗଟେକ୍ ସର୍ସୁ ମୁଞ୍ଜି ପାରା ତମର୍ ବିସ୍ବାସ୍ ରଇସି ବଇଲେ ତମେ ବଡ୍ ଗଚ୍କେ ଜିକିଅଇ ସମ୍ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍ ତମର୍ କାତା ମାନ୍ସି ।”
7 “Tko će to od vas reći sluzi svomu, oraču ili pastiru, koji se vrati s polja: 'Dođi brzo i sjedni za stol?'
୭“ଜଦି ତୁଇ ଗଟେକ୍ ସାଉକାର୍ ଅଇରଇସୁ ବଇଲେ ତର୍ ଗତିଦାଙ୍ଗ୍ଡା କସ୍ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍ ନିଜର୍ କାମ୍ ନ ସାରାଇବା ଆଗ୍ତୁ ତୁଇ ତାକେ ‘କାଇବାକେ ବସ୍ବେ’, ବଲି କଇସୁ କି? ନାଇ, ସେନ୍ତି ନ କଉସ୍ ।
8 Neće li mu naprotiv reći: 'Pripravi što ću večerati pa se pripaši i poslužuj mi dok jedem i pijem; potom ćeš ti jesti i piti?'
୮ମାତର୍ ସେ ନିଜର୍ କାଦି କାଇବା ଆଗ୍ତୁ ତର୍ପାଇ ରାନ୍ଦି ନ ଦେବା ଜାକ, ତୁଇ ତାକେ କାଇବାକେ ନ ଦେଉସ୍ ।
9 Zar duguje zahvalnost sluzi jer je izvršio što mu je naređeno?
୯ଆରି ତୁଇ ସେ ଗତିଦାଙ୍ଗ୍ଡାକେ ‘ସବୁ କାମ୍ କରି ସାରାଇଲୁସ୍!’ ବଲି ଦନିଅବାଦ୍ ଦେଇସୁ କି? ନାଇ ନ ଦେଉସ୍ ।
10 Tako i vi: kad izvršite sve što vam je naređeno, recite: 'Sluge smo beskorisne! Učinismo što smo bili dužni učiniti!'”
୧୦ସେନ୍ତାରି ତମ୍କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍ ଆଚେ । ଆମେ ଅବ୍କା ଗତିଦାଙ୍ଗ୍ଡାମନ୍, ଆମର୍ ଜେତ୍କି କର୍ବାର୍ ରଇଲା, ସେତ୍କିସେ ଆମେ କରିଆଚୁ।”
11 Dok je tako putovao u Jeruzalem, prolazio je između Samarije i Galileje.
୧୧ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍ ମଜାଇ କେଟ୍ଲା ।
12 Kad je ulazio u neko selo, eto mu u susret deset gubavaca. Zaustave se podaleko
୧୨ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି,
13 i zavape: “Isuse, Učitelju, smiluj nam se!”
୧୩ବେସି ଆଉଲିଅଇ କଇଲାଇ, “ଜିସୁ! ଏ ଗୁରୁ! ଆମ୍କେ ଦୟାକରା ।”
14 Kad ih Isus ugleda, reče im: “Idite, pokažite se svećenicima!” I dok su išli, očistiše se.
୧୪ଜିସୁ ସେମନ୍କେ ଦେକି କରି କଇଲା, “ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।” ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ ।
15 Jedan od njih vidjevši da je ozdravio, vrati se slaveći Boga u sav glas.
୧୫ଏଦେ ଦେକା! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା ।
16 Baci se ničice k Isusovim nogama zahvaljujući mu. A to bijaše neki Samarijanac.
୧୬ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା “ତମେ ମକେ ନିମାନ୍ କରିଆଚାସ୍” ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ ।
17 Nato Isus primijeti: “Zar se ne očistiše desetorica?
୧୭ଜିସୁ ତାକେ କଇଲା, “ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ?
18 A gdje su ona devetorica? Ne nađe li se nijedan koji bi se vratio i podao slavu Bogu, osim ovoga tuđinca?”
୧୮ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି?”
19 A njemu reče: “Ustani! Idi! Tvoja te vjera spasila!”
୧୯ତାର୍ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।”
20 Upitaju ga farizeji: “Kad će doći kraljevstvo Božje?” Odgovori im: “Kraljevstvo Božje ne dolazi primjetljivo.
୨୦କେତେଟା ପାରୁସି ଲକ୍ମନ୍ ଜିସୁକେ “କେବେଅନି ପର୍ମେସର୍ ଲକ୍ମନ୍କେ ସାସନ୍ କର୍ସି?” ବଲି ପାଚାର୍ଲାଇ । ଜିସୁ ସେମନ୍କେ କଇଲା, “ପର୍ମେସର୍ କେନ୍ତି ସାସନ୍ କର୍ସି, ସେ ରାଇଜ୍ ତମର ଆଁକିତେଇ ନ ଡିସେ ।
21 Niti će se moći kazati: 'Evo ga ovdje!' ili: 'Eno ga ondje!' Ta evo - kraljevstvo je Božje među vama!”
୨୧ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।”
22 Zatim reče učenicima: “Doći će dani kad ćete zaželjeti vidjeti i jedan dan Sina Čovječjega, ali ga nećete vidjeti.
୨୨ପଚେ ତାର୍ ସିସ୍ମନ୍କେ କଇଲା, ଏନ୍ତି ବେଲା ଆଇସି ତମେ ପର୍ମେସର୍ଟାନେଅନି ଆଇଲା ନର୍ପିଲା ମର୍ସଙ୍ଗ୍ ଗଟେକ୍ ଦିନ୍ ରଇବାକେ ବେସି ମନ୍ କର୍ସା । ମାତର୍ ସେବେଲା ମକେ ଦେକି ନାପାରାସ୍
23 Govorit će vam: 'Eno ga ondje, evo ovdje!' Ne odlazite i ne pomamite se!
୨୩ଲକ୍ମନ୍ ତମ୍କେ କଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍ବାକେ ନ ଜାଆ । ତମେ କନ୍ତି ଆଚାସ୍ ତେଇସେ ରୁଆ ।
24 Jer kao što munja sijevne na jednom kraju obzorja i odbljesne na drugom, tako će biti i sa Sinom Čovječjim u Dan njegov.
୨୪କାଇକେବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ, ବାଉଡ୍ବାଟା ତମେ ଦେକ୍ସା । ସେଟା କେନ୍ତାର୍ ବଇଲେ, ଆକାସେ ଜେନ୍ତି ଗଟେକ୍ ବାଟେଅନି ଆରି ଗଟେକ୍ ବାଟେ ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରିସେ ସବୁ ଲକ୍ମନ୍ ଦେକିଅଇସି ।
25 No prije treba da on mnogo pretrpi i da ga ovaj naraštaj odbaci.”
୨୫ମାତର୍ ସେଟା ଅଇବା ଆଗ୍ତୁ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ଆରି ମର୍ ସବୁ କାମ୍ ଦେକ୍ଲା ଲକ୍ମନ୍ ମକେ ନ ନାମତ୍ ।
26 “I kao što bijaše u dane Noine, tako će biti i u dane Sina Čovječjega:
୨୬ନଅ ରଇଲା ବେଲା ଲକ୍ମନ୍ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବାବେଲେ ଲକ୍ମନ୍ ରଇବାଇ ।
27 jeli su, pili, ženili se i udavali do dana kad Noa uđe u korablju. I dođe potop i sve uništi.
୨୭ସେବେଲାଇ ନଅ ବଡେଟା ପାନିଜାଜେ ପୁର୍ବା ଦିନ୍ ଜାକ ଲକ୍ମନ୍ ଅବ୍କାସେ ରଇଲାଇ । ସେମନ୍ ବଜି କର୍ବାର୍, ଦାଙ୍ଗ୍ଡି ଆନ୍ବାର୍, ଆରି ଦାଙ୍ଗ୍ଡି ଦେବାର୍ କର୍ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସବୁ ଲକ୍କେ ପାନି ବୁଡାଇ ପାକାଇଲାଇ ।
28 Slično kao što bijaše u dane Lotove: jeli su, pili, kupovali, prodavali, sadili, gradili.
୨୮ଲତ୍ ନାଉଁର୍ ଗଟେକ୍ ଲକର୍ ବେଲେ ମିସା ସେନ୍ତାର୍ ପାରା ଅଇରଇଲା । ଲକ୍ମନ୍ ସବୁ ଦିନର୍ ପାରାସେ କାଆ ପିଇ, ବିକାବିକ୍ରି, ଗଚ୍ରପା ଆରି ଗର୍ବାନ୍ଦାତେଇ ଲାଗିରଇଲାଇ ।
29 A onog dana kad Lot iziđe iz Sodome, zapljušti s neba oganj i sumpor i sve uništi.
୨୯ମାତର୍ ଲତ୍ ସଦମ୍ ନାଉଁର୍ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍ଲେଅନି ଜଇ ଆରି ଗନ୍ଦ୍ଗୁଲା ଆସି ଲତ୍ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସେ ଗଡର୍ ସବୁ ଲକ୍କେ ମରାଇ ଦେଲା ।
30 Tako će isto biti u dan kad se Sin Čovječji objavi.”
୩୦ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବା ଦିନେ ମିସା ସେନ୍ତାରିସେ ଅଇସି ।
31 “U onaj dan tko bude na krovu, a stvari mu u kući, neka ne siđe da ih uzme.
୩୧“ସେ ଦିନେ ନିଜର୍ ଗର୍ ଉପ୍ରେ ରଇଲେ ତୁଇ ଉତ୍ରି ତର୍ ଦିନ୍ସୁ ଆନ୍ବାକେ ଗର୍ ବିତ୍ରେ ନ ଜାଆ । ସେନ୍ତାରି ତାସ୍ ପଦାଇ ରଇଲେ, ଦିନ୍ସୁ ବେଟି ନେବାକେ ଗରେ ନ ଆଉ ।
32 I tko bude u polju, neka se ne okreće natrag. Sjetite se žene Lotove!
୩୨ଲତର୍ ମାଇଜିକେ କାଇଟା ଅଇରଇଲା ସେଟା ଏତାଇ ଦେକା । ତାର୍ ଦନ୍ ସଁପତି କେନ୍ତାର୍ ଅଇଲା ବଲି ପାସ୍ଲି ଦେକ୍ଲାଜେ ସେ ନୁନ୍ କୁମ୍ ପାସ୍ଲି ଗାଲା ।
33 Tko god bude nastojao život svoj sačuvati, izgubit će ga; a tko ga izgubi, živa će ga sačuvati.”
୩୩କେ କେ ଏ ଦୁନିଆଇ ଜିଇବା ଜିବନ୍ ମନ୍ କଲେ ତାକେ ନ ସାର୍ବା ଜିବନ୍ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍ ଆରାଇସି, ତାକେ ନ ସାର୍ବା ଜିବନ୍ ମିଲ୍ସି ।
34 “Kažem vam, one će noći biti dvojica u jednoj postelji: jedan će se uzeti, drugi ostaviti.
୩୪ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍ ଗଟେକ୍ ବାକ୍ରାଇ ସଇରଇସା । ଗଟେକ୍ ଲକ୍କେ ଡାକି ନେବି, ଆରି ଗଟେକ୍ ଲକ୍କେ ଚାଡି ଦେବି ।
35 Dvije će mljeti zajedno: jedna će se uzeti, druga ostaviti.”
୩୫ଦୁଇଟା ମାଇଜିମନ୍ ଗର୍ତେ ରଇବାଇ, ତେଇଅନି ଗଟେକ୍ ମାଇଜିକେ ନେବି ଆରି ଗଟେକ୍କେ ଚାଡି ଦେବି ।
୩୬ଦୁଇ ଲକ୍ ପଦାଇ ରଇବାଇ, ଗଟେକ୍ ଲକ୍କେ ନେବି, ଆରି ଗଟେକ୍ ଲକ୍କେ ଚାଡିଦେବି ।”
37 Upitaše ga na to: “Gdje to, Gospodine?” A on im reče: “Gdje bude trupla, ondje će se okupljati i orlovi.”
୩୭ତାର୍ପଚେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ ଏଟା କନ୍ତି ଗଟ୍ସି?” ଜିସୁ ସେମନ୍କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”