< Djela apostolska 1 >
1 Prvu sam knjigu, Teofile, sastavio o svemu što je Isus činio i učio
୧ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
2 do dana kad je uznesen pošto je dao upute apostolima koje je izabrao po Duhu Svetome.
୨ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା ।
3 Njima je poslije svoje muke mnogim dokazima pokazao da je živ, četrdeset im se dana ukazivao i govorio o kraljevstvu Božjem.
୩ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା ।
4 I dok je jednom s njima blagovao, zapovjedi im da ne napuštaju Jeruzalema, nego neka čekaju Obećanje Očevo “koje čuste od mene:
୪ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
5 Ivan je krstio vodom, a vi ćete naskoro nakon ovih dana biti kršteni Duhom Svetim.”
୫କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
6 Nato ga sabrani upitaše: “Gospodine, hoćeš li u ovo vrijeme Izraelu opet uspostaviti kraljevstvo?”
୬ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି?”
7 On im odgovori: “Nije vaše znati vremena i zgode koje je Otac podredio svojoj vlasti.
୭ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ ।
8 Nego primit ćete snagu Duha Svetoga koji će sići na vas i bit ćete mi svjedoci u Jeruzalemu, po svoj Judeji i Samariji i sve do kraja zemlje.”
୮ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
9 Kada to reče, bi uzdignut njima naočigled i oblak ga ote njihovim očima.
୯ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
10 I dok su netremice gledali kako on odlazi na nebo, gle, dva čovjeka stadoše kraj njih u bijeloj odjeći
୧୦ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
11 i rekoše im: “Galilejci, što stojite i gledate u nebo? Ovaj Isus koji je od vas uznesen na nebo isto će tako doći kao što ste vidjeli da odlazi na nebo.”
୧୧ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
12 Onda se vratiše u Jeruzalem s brda zvanoga Maslinsko, koje je blizu Jeruzalema, udaljeno jedan subotni hod.
୧୨ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
13 I pošto uđu u grad, uspnu se u gornju sobu gdje su boravili: Petar i Ivan i Jakov i Andrija, Filip i Toma, Bartolomej i Matej, Jakov Alfejev i Šimun Revnitelj i Juda Jakovljev -
୧୩ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
14 svi oni bijahu jednodušno postojani u molitvi sa ženama, i Marijom, majkom Isusovom, i braćom njegovom.
୧୪ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
15 U one dane ustade Petar među braćom - a bijaše sakupljenog naroda oko sto i dvadeset duša - i reče:
୧୫କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
16 “Braćo! Trebalo je da se ispuni Pismo što ga na usta Davidova proreče Duh Sveti o Judi koji bijaše vođa onih što uhvatiše Isusa.
୧୬“ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
17 A Juda se ubrajao među nas i imao udio u ovoj službi.
୧୭ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।”
18 On, eto, steče predio cijenom nepravednosti pa se stropošta, raspuče po sredini i razli mu se sva utroba.
୧୮ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
19 I svim je Jeruzalemcima znano da se onaj predio njihovim jezikom zove Akeldama, to jest Predio smrti.
୧୯ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
20 Pisano je doista u Knjizi psalama: Njegova kuća nek opusti, nek ne bude stanovnika u njoj! Njegovo nadgledništvo nek dobije drugi!
୨୦ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
21 Jedan dakle od ovih ljudi što bijahu s nama za sve vrijeme što je među nama živio Gospodin Isus -
୨୧“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
22 počevši od krštenja Ivanova pa sve do dana kad bi uzet od nas - treba da bude svjedokom njegova uskrsnuća.
୨୨ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”
23 I postaviše dvojicu: Josipa koji se zvao Barsaba a prozvao se Just, i Matiju.
୨୩ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
24 Onda se pomoliše: “Ti, Gospodine, poznavaoče svih srdaca, pokaži koga si od ove dvojice izabrao
୨୪ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି?
25 da primi mjesto ove apostolske službe kojoj se iznevjeri Juda da ode na svoje mjesto.”
୨୫ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
26 Onda baciše kocke i kocka pade na Matiju; tako bi pribrojen jedanaestorici apostola.
୨୬ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।