< Djela apostolska 25 >
1 Fest dakle tri dana nakon dolaska u provinciju uziđe iz Cezareje u Jeruzalem.
୧ପେସ୍ଟସ୍ ସାସନ୍କାରିଆ ଅଇକରି ଆଇଲା ଜାଗାଇ, ତିନ୍ ଦିନ୍ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
2 Veliki mu svećenici i prvaci židovski izniješe tužbu protiv Pavla te ga zaklinjahu
୨ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍ ଆରି ତରେକ୍ ପାଉଲର୍ ବିରଦେ ରଇବା ଦାବି ନେଇ, ସେମନର୍ ଲଗେ ଗାଲାଇ । ସେମନ୍ ପେସ୍ତେସ୍କେ ବାବୁଜିଆ କଲାଇ,
3 ištući milost protiv Pavla: da ga pošalje u Jeruzalem. Jer spremali su zasjedu da ga putom smaknu.
୩ଜେନ୍ତିକି ପାଉଲ୍କେ ଜିରୁସାଲାମେ ଆନ୍ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍ ପାଉଲ୍କେ ମାରିମରାଇବାକେ ଜଜ୍ନା ତିଆର୍ କରିରଇଲାଇ ।
4 Ali Fest odvrati kako Pavao treba da ostane zatvoren u Cezareji, a i on da će uskoro onamo.
୪ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
5 “Ovlašteni dakle među vama, reče, neka sa mnom siđu pa ako na tom čovjeku ima krivnje, neka ga tuže.”
୫ଜଦି ସେ କାଇ ଦସ୍ କଲା ଆଚେ, ତେବେ ତମର୍ ନେତାମନ୍ ମର୍ ସଙ୍ଗ୍ ସିସେରିଆଇ ଆସତ୍ ଆରି ତାର୍ ବିରଦେ ସେମନର୍ ଦାବା ଜାନାଅତ୍ ।”
6 Pošto se u njih zadrži najviše osam ili deset dana, siđe u Cezareju. Sutradan sjede na sudačku stolicu i zapovjedi da se dovede Pavao.
୬ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା ।
7 Kad se on pojavi, okružiše ga Židovi koji su sišli iz Jeruzalema i izniješe protiv njega mnoge i teške optužbe kojih ne mogahu dokazati.
୭ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ ।
8 Pavao se branio: “Ničim se nisam ogriješio ni o židovski Zakon, ni o Hram, ni o cara.”
୮ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
9 Nato Fest hoteći ugoditi Židovima, odvrati Pavlu: “Hoćeš li u Jeruzalem da ti se ondje za to sudi preda mnom?”
୯ମାତର୍ ପେସ୍ଟସ୍ ଜିଉଦିମନ୍କେ ବଲ୍ ବଲାଇ ଅଇବାକେ ମନ୍ କରି ପାଉଲ୍କେ ପାଚାର୍ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍ ମୁଆଟେ, ଏ ସବୁ ଦାବାର୍ ବିଚାର୍ କର୍ବାକେ ତୁଇ କାଇ ରାଜି ଅଇସୁ କି?”
10 A Pavao će: “Stojim pred sudom carevim, gdje treba da mi se sudi. Židovima ništa ne skrivih, kao što i ti veoma dobro znaš.
୧୦ପାଉଲ୍ କଇଲା, “ମୁଇ ବଡ୍ ସାସନ୍କାରିଆର୍ ନିଜର୍ ବିଚାର୍ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍ ବିଚାର୍ ଅଇବାର୍ ଦର୍କାର୍ । ତମେ ନିକକରି ଜାନାସ୍ ଜେ, ମୁଇ ଜିଉଦିମନର୍ ବିରଦେ କାଇମିସା ଦସ୍ କରିନାଇ ।
11 Ako sam pak doista što skrivio i učinio štogod što zavređuje smrt, ne izmičem smrti; ako li pak ne stoji ono za što me ovi tuže, nitko me ne može njima izručiti. Na cara se prizivljem!”
୧୧ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
12 Tada se Fest posavjetova s vijećem pa odgovori: “Na cara si se prizvao, pred cara ćeš ići!”
୧୨ତାର୍ପଚେ ପେସ୍ଟସ୍ ତାର୍ ସବାଇ ରଇଲା ଲକ୍ମନର୍ ସଙ୍ଗ୍ କାତାବାର୍ତା ଅଇ କଇଲା, “ତମେ ବଡ୍ ସାସନ୍କାରିଆ ବିଚାର୍ କର ବଲି ଗୁଆରି କରିଆଚାସ୍, ସେଟାର୍ ପାଇ ତମ୍କେ ବଡ୍ ସାସନ୍କାରିଆର୍ ଲଗେ ପାଟାଇବି ।”
13 Nekoliko dana poslije dođu kralj Agripa i Berenika u Cezareju da pozdrave Festa.
୧୩କେତେଦିନ୍ ପଚେ ରାଜା ଆଗ୍ରିପା ଆରି ବର୍ନିସ୍ ପେସ୍ଟସ୍କେ ଜୁଆର୍ ଜାନାଇବାକେ କାଇସରିଆଇ ମିସ୍ବାର୍ ଆଇଲାଇ ।
14 Kako se ondje zadržaše nekoliko dana, izloži Fest kralju to o Pavlu: “Ima neki čovjek, reče, što ga je Feliks ostavio uznikom.
୧୪ତେଇ ସେମନ୍ କେତେ ଦିନ୍ ରଇଲା ପଚେ ପେସ୍ଟସ୍ ପାଉଲର୍ ବିସଇ ରାଜାକେ ଜାନାଇଲା, “ପେଲିକସ୍ ବନ୍ଦିକରି ଜାଇରଇବା ଗଟେକ୍ ଲକ୍ ଇତି ଆଚେ ।”
15 Kad bijah u Jeruzalemu, izniješe veliki svećenici i starješine protiv njega tužbu i zatražiše osudu.
୧୫ମୁଇ ଜେଡେବେଲା ଜିରୁସାଲାମ୍ ଜାଇରଇଲି, ଜିଉଦିମନର୍ ମୁକିଅ ପୁଜାରିମନ୍ ଆରି ସେ ଦରମର୍ ପାର୍ଚିନ୍ମନ୍ ତାର୍ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍ବାକେ ମକେ କଇଲାଇ ।
16 Odgovorih im da u Rimljana nije običaj izručivati kojega čovjeka prije negoli se, optužen, suoči s tužiteljima i dobije prigodu da se brani od optužbe.
୧୬ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
17 Pošto zajedno dođosmo ovamo, bez ikakva odgađanja sjedoh ja sutradan na sudačku stolicu i zapovjedih dovesti toga čovjeka.
୧୭ସେମନ୍ ଇତି ଆଇଲା ପଚେ ମୁଇ ଅଲ୍ସମ୍ ନ କରି, ତାର୍ ପର୍ଦିନେ ବିଚାର୍ କର୍ବା ଗରେ ବସ୍ଲି ଆରି ସେ ଲକ୍କେ ବିତ୍ରେ ଆନ୍ବାକେ ଆଦେସ୍ ଦେଲି ।
18 Tužitelji ga okružiše, ali ne izniješe tužbe ni za jedno od zlodjela koja sam ja naslućivao,
୧୮ମର୍ ବାବ୍ବାଟା ବୁଲ୍ ରଇଲା, ସେମନ୍ ତାର୍ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍ ବିସଇ ଅଇରଇସି ବଲି ବାବ୍ଲି, ମାତର୍ ସେନ୍ତାର୍ ନ ରଇଲା ।
19 nego su protiv njega imali nešto prijeporno o svojoj vjeri i o nekom Isusu koji je umro, a Pavao tvrdi da je živ.
୧୯ସେମନର୍ ଦାବି ତାକର୍ ନିଜର୍ ଦରମ୍ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍ ମରିଜାଇରଇବା ଲକର୍ ବିସଇ ରଇଲା । ମାତର୍ ସେଲକ୍ ବଁଚ୍ଲା ଆଚେ ବଲି ପାଉଲ୍ କଇଲା ।
20 Ne snalazeći se u takvoj raspravi, upitah bi li htio u Jeruzalem da mu se ondje za to sudi.
୨୦ଏ ସବୁ ବିସଇର୍ ସତ୍ କେନ୍ତି ବାର୍କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍ନା କର୍ବାକେ ପାଉଲ୍କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍ଲି ।
21 Budući da se Pavao prizivom podložio presudi njegova Veličanstva, zapovjedih da ga čuvaju dok ga ne pošaljem caru.”
୨୧ମାତର୍ ପାଉଲ୍, ନିଜେ ରମ୍ ରାଇଜର୍ କାଇସର୍ ରାଜା, ତାର୍ ବିଚାର୍ କର ବଲି କଇ ସନିଅମନ୍ ରକିଆ କରତ୍ ବଲି ମନ୍ କଲା । ସେଟାର୍ପାଇ ବଡ୍ ସାସନ୍କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍ବାକେ ଆଦେସ୍ ଦେଲିଆଚି ।
22 Na to će Agripa Festu: “Htio bih i ja čuti toga čovjeka.” “Sutra ćeš ga, reče, čuti.”
୨୨ଆଗ୍ରିପା ପେସ୍ଟସ୍କେ କଇଲା, “ମୁଇ ନିଜେ ଏ ଲକର୍ କାତା ସୁନ୍ବାକେ ମନ୍ କଲିନି ।” ପେସ୍ଟସ୍ କଇଲା, “କାଲିକେ ତମେ ତାର୍ କାତା ସୁନ୍ସା ।”
23 Sutradan dakle dođu Agripa i Berenika s velikim sjajem te uđu u dvoranu zajedno s tisućnicima i najuglednijim gradskim muževima. Kad na zapovijed Festovu dovedu Pavla,
୨୩ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ ।
24 reče Fest: “Agripa, kralju, i vi svi ovdje s nama nazočni, gledajte ovoga čovjeka! Zbog njega me sav narod židovski salijetao i u Jeruzalemu i ovdje vičući da on ne smije više živjeti.
୨୪ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
25 Ali ja nađoh da nije učinio ništa čime bi zaslužio smrt pa kad se on sam prizvao na njegovo Veličanstvo, odlučih poslati mu ga.
୨୫ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।
26 Ja nemam ništa pouzdano o njemu napisati Gospodaru. Zato ga izvedoh pred vas, ponajpače preda te, kralju Agripa, da bih nakon ove istrage imao što napisati.
୨୬ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି ।
27 Čini mi se doista besmislenim poslati uznika, a ne naznačiti optužbu protiv njega.”
୨୭କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”