< 1 Ivanova 5 >
1 Tko god vjeruje: “Isus je Krist”, od Boga je rođen. I tko god ljubi roditelja, ljubi i rođenoga.
୧ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
2 Po ovom znamo da ljubimo djecu Božju: kad Boga ljubimo i zapovijedi njegove vršimo.
୨ପର୍ମେସରର୍ ପିଲାମନ୍କେ ଆମେ ଆଲାଦ୍ କଲୁନି ବଲି ଏନ୍ତାରି ଜାନିଅଇସି । ପର୍ମେସର୍କେ ଆଲାଦ୍ କରି ଆରି ତାର୍ ଆଦେସ୍ ମିସା ମାନିକରି ।
3 Jer ljubav je Božja ovo: zapovijedi njegove čuvati. A zapovijedi njegove nisu teške.
୩ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ ।
4 Jer sve što je od Boga rođeno, pobjeđuje svijet. I ovo je pobjeda što pobijedi svijet: vjera naša.
୪କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି ।
5 Ta tko to pobjeđuje svijet ako ne onaj tko vjeruje da je Isus Sin Božji?
୫ଏ ଜଗତ୍କେ କେ ଆରାଇପାର୍ସି? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।
6 On, Isus Krist, dođe kroz vodu i krv. Ne samo u vodi nego - u vodi i krvi. I Duh je koji svjedoči jer Duh je istina.
୬ଜିସୁକିରିସ୍ଟ ପର୍ମେସରର୍ ପ ବଲିକରି, ଡୁବନ୍ ଦେଉ ଜଅନ୍ ତାକେ ପାନିତେଇ ଡୁବନ୍ ଦେଲା । ଆରି ସେ ମଲାବେଲେ ତାର୍ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍କା ପାନିସଙ୍ଗ୍ ଡୁବନ୍ ଅଇଲା, ମାତର୍ ତାର୍ ମରନେ ତାର୍ ବନି ରକଇଅଇଲା । ଏ ସବୁ ବିସଇ ସତ୍ ବଲି ସୁକଲ୍ଆତ୍ମା ଆମ୍କେ ସାକିଦେଲାନି । କାଇକେବଇଲେ ସେ ସତ୍ ଆତ୍ମା ।
7 Jer troje je što svjedoči:
୭ତେବର୍ପାଇ ତିନ୍ଟା ସାକିତେଇଅନି ଆମେ ସତ୍ ଜାନ୍ଲୁନି ।
8 Duh, voda i krv; i to je troje jedno.
୮ସୁକଲ୍ଆତ୍ମା, ଡୁବନ୍ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍ଟାଜାକ ସାକିତେଇ ରାଜି ଅଇଆଚତ୍ ।
9 Ako primamo svjedočanstvo ljudi, svjedočanstvo je Božje veće. Jer ovo je svjedočanstvo Božje, kojim je svjedočio za Sina svoga:
୯ଜେଡେବେଲେ ଲକ୍ମନ୍ ତାକର୍ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍କେ ବିସ୍ବାସ୍ କର୍ବୁ । ମାତର୍ ପର୍ମେସର୍ ଆମ୍କେ ସାକିଦେବାଟା ତାର୍ତେଇଅନି ଅଦିକ୍ ମୁକିଅ । କାଇକେବଇଲେ ସେଟା ପର୍ମେସରର୍ ସାକି । ସେ ତାର୍ ନିଜର୍ ପଅର୍ ବିସଇନେଇ ଆମ୍କେ ସାକିଦେଲାନି ।
10 Tko vjeruje u Sina Božjega, ima to svjedočanstvo Božje u sebi. Tko ne vjeruje Bogu, učinio ga je lašcem jer nije vjerovao u svjedočanstvo kojim je svjedočio Bog za Sina svoga.
୧୦କେ ମିସା ଜିସୁକେ ପର୍ମେସରର୍ ପଅ ବଲି ବିସ୍ବାସ୍ କଲେ, ପର୍ମେସରର୍ ସାକି ତାକର୍ ମନ୍ ବିତ୍ରେ ଆଚେ । ପର୍ମେସର୍ କଇଲା କାତା ଜେ ଜଦି ବିସ୍ବାସ୍ ନ କରେ, ସେ ମିଚ୍ ବଲିକରି କଇଲାନି । କାଇକେବଇଲେ ତାର୍ ନିଜର୍ ପଅର୍ ବିସଇ କଇଲାଟା ସେମନ୍ ବିସ୍ବାସ୍ କରତ୍ ନାଇ ।
11 I ovo je svjedočanstvo: Bog nam je dao život vječni; i taj je život u Sinu njegovu. (aiōnios )
୧୧ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । (aiōnios )
12 Tko ima Sina, ima život; tko nema Sina Božjega, nema života.
୧୨ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
13 To napisah vama koji vjerujete u ime Sina Božjega da znate da imate život vječni. (aiōnios )
୧୩ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ । (aiōnios )
14 I ovo je pouzdanje koje imamo u njega: ako što ištemo po volji njegovoj, uslišava nas.
୧୪ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।
15 I znamo li da nas uslišava u svemu što ištemo, znamo da već imamo što smo od njega iskali.
୧୫ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
16 Vidi li tko brata svojega gdje čini grijeh koji nije na smrt, neka ište i dat će mu život - onima koji čine grijeh što nije na smrt. Ima grijeh što je na smrt; za nj ne velim da moli.
୧୬ଜଦି ତମର୍ ସଙ୍ଗର୍ ବିସ୍ବାସି ବାଇ ପାପ୍କଲାନି ବଲି ଜାନ୍ଲେ, ଆରି ସେ ପାପ୍, ଲକ୍କେ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପ୍ ନଇଲେ, ସେ ଲକ୍କେ ରକିଆ କର ବଲି ତାକେ ଗୁଆରି କର୍ବାର୍ ଆଚେ । ଆରି ପର୍ମେସର୍ ସେ ଲକ୍କେ କେମାକରି ରକିଆ କର୍ସି । ଏଟା ଜେନ୍ତାରି ପାପ୍ ଜନ୍ଟା ମରନର୍ ବାଟେ ଲକ୍ମନ୍କେ ନ ଡାକିନେଏ, ସେନ୍ତାରି ପାପର୍ ପାଇ । ମାତର୍ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପର୍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।
17 Svaka je nepravda grijeh. A postoji grijeh koji nije na smrt.
୧୭ସବୁ ରକାମର୍ ବୁଲ୍ କାମ୍ ପାପ୍ସେ । ମାତର୍ ସବୁ ରକାମର୍ ପାପ୍ ମରନର୍ ବାଟେ ନ ଡାକିନେଏ ।
18 Znamo: tko god je rođen od Boga, ne griješi; nego Rođeni od Boga čuva ga i Zli ga se ne dotiče.
୧୮ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କରାଇସି, ତାକେ କାଇଟା କରିନଏଁ ।
19 Znamo: od Boga smo, a sav je svijet pod Zlim.
୧୯ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।
20 Znamo: Sin je Božji došao i dao nam razum da poznamo Istinitoga. I mi smo u Istinitom, u Sinu njegovu, Isusu Kristu. On je Bog istiniti i Život vječni. (aiōnios )
୨୦ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି । (aiōnios )
21 Dječice, klonite se idola!
୨୧ଏ ମର୍ ଆଲାଦର୍ ପିଲାଟକିମନ୍, ମିଚ୍ ପୁତ୍ଲାମନର୍ ଟାନେଅନି ଦୁରିକେ ରୁଆ ।