< ⲦⲒⳘⲞⲐⲈⲞⲤ Ⲁ ̅ 2 >
1 ⲁ̅ ϯⲡⲁⲣⲁⲕⲁⲗⲓ ϭⲉ ϩⲁⲑⲏ ⲛ̅ϩⲱⲃ ⲛⲓⲙ ⲉⲧⲣⲉⲧⲛ̅ⲉⲓⲣⲉ ⲛ̅ϩⲉⲛⲥⲟⲡⲥ̅. ⲙⲛ̅ϩⲉⲛϣⲗⲏⲗ. ⲙⲛ̅ϩⲉⲛⲧⲱⲃϩ̅. ⲙⲛ̅ϩⲉⲛϣⲡ̅ϩⲙⲟⲧ ⲉϩⲣⲁⲓ̈ ⲉϫⲛ̅ⲣⲱⲙⲉ ⲛⲓⲙ.
୧ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ ।
2 ⲃ̅ ⲉϫⲛ̅ⲛⲉⲣⲣⲱⲟⲩ. ⲙⲛ̅ⲟⲩⲟⲛ ⲛⲓⲙ ⲉⲧϩⲛ̅ⲙ̅ⲙⲛ̅ⲧⲛⲟϭ. ϫⲉⲕⲁⲁⲥ ⲉⲛⲉⲉⲓⲣⲉ ⲛ̅ⲟⲩⲁϩⲉ ⲉϥⲥϭⲣⲁϩⲧ̅. ⲁⲩⲱ ⲉϥϩⲟⲣⲕ̅ ϩⲛ̅ⲙⲛ̅ⲧⲉⲩⲥⲉⲃⲏⲥ ⲛⲓⲙ. ⲙⲛ̅ⲧⲙⲛ̅ⲧⲥⲉⲙⲛⲟⲥ.
୨ରାଜା ମନ୍କେ ଆରି ଅଦିକାରେ ରଇକରି ସାସନ୍ କର୍ବା ଲକ୍ମନର୍ପାଇ ପାର୍ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍ ରଇପାର୍ସା । ଆରି ଆମେ କାକେ ନ ଡର୍ତେ ପର୍ମେସର୍କେ ପାର୍ତନା କରି ତାର୍ ମନ୍ କଲା ଇସାବେ ଚଲାଚଲ୍ତି କରିପାର୍ବୁ ।
3 ⲅ̅ ⲛⲁⲛⲟⲩⲡⲁⲓ̈ ⲁⲩⲱ ϥϣⲏⲡ ⲙ̅ⲡⲉⲙⲧⲟ ⲉⲃⲟⲗ ⲙ̅ⲡⲛⲟⲩⲧⲉ ⲡⲉⲛⲥⲱⲧⲏⲣ.
୩ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କରାଇସି ।
4 ⲇ̅ ⲡⲁⲓ̈ ⲉⲧⲟⲩⲉϣⲧⲣⲉⲣⲱⲙⲉ ⲛⲓⲙ ⲱⲛϩ̅. ⲁⲩⲱ ⲛ̅ⲥⲉⲉⲓ ⲉⲡⲥⲟⲟⲩⲛ ⲛ̅ⲧⲙⲉ.
୪ସବୁଲକ୍ ଜେନ୍ତାର୍ କି ରକିଆ ପାଅତ୍ ଆରି ସତ୍ ବିସଇ ଜାନତ୍ ବଲି ପର୍ମେସର୍ ମନ୍ କଲାନି ।
5 ⲉ̅ ⲟⲩⲁ ⲅⲁⲣ ⲡⲉ ⲡⲛⲟⲩⲧⲉ ⲁⲩⲱ ⲟⲩⲁ ⲡⲉ ⲡⲙⲉⲥⲓⲧⲏⲥ ⲙ̅ⲡⲛⲟⲩⲧⲉ ⲙⲛ̅ⲛ̅ⲣⲱⲙⲉ. ⲡⲣⲱⲙⲉ ⲡⲉⲭ̅ⲥ̅ ⲓ̅ⲥ̅
୫କାଇକେବଇଲେ ଗଟେକ୍ ସେ ପର୍ମେସର୍ ଆଚେ । ଆରି ଗଟେକ୍ସେ ଲକ୍ ଆଚେ, ଜେ କି ପର୍ମେସର ଆରି ଲକ୍ମନର୍ ବିତ୍ରେ ସାନ୍ତି ଆନିପାର୍ସି । ସେ ଲକ୍ ଅଇଲାନି ଜିସୁ କିରିସ୍ଟ ।
6 ⲋ̅ ⲡⲉⲛⲧⲁϥⲧⲁⲁϥ ⲛ̅ⲥⲱⲧⲉ ϩⲁⲟⲩⲟⲛ ⲛⲓⲙ. ⲡⲙⲛ̅ⲧⲣⲉ ϩⲛ̅ⲛⲉϥⲟⲩⲟⲉⲓϣ
୬ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
7 ⲍ̅ ⲡⲁⲓ̈ ⲁⲛⲟⲕ ⲉⲛⲧⲁⲩⲕⲁⲁⲧ ⲉⲣⲟϥ ⲛ̅ⲕⲏⲣⲩⲝ ⲁⲩⲱ ⲛ̅ⲁⲡⲟⲥⲧⲟⲗⲟⲥ. ⲟⲩⲙⲉ ⲧⲉϯϫⲱ ⲙ̅ⲙⲟⲥ. ⲛ̅ϯϫⲓϭⲟⲗ ⲁⲛ ⲛ̅ⲥⲁϩ ⲛ̅ⲛ̅ϩⲉⲑⲛⲟⲥ. ϩⲛ̅ⲧⲡⲓⲥⲧⲓⲥ ⲙⲛ̅ⲧⲙⲉ·
୭ତେବର୍ପାଇ ପର୍ମେସର୍ ତାର୍ ସୁବ୍ କବର୍ ଜାନାଇବାକେ ଆରି ତାର୍ ପେରିତ୍ ଅଇବାକେ ମକେ ବାଚ୍ଲା । ମୁଇ ମିଚ୍ କଇନାଇ, ସତ୍ସେ କଇଲିନି । ଜିଉଦି ନ ଅଇଲା ଲକ୍ମନ୍କେ ମିସା ସୁବ୍ କବରର୍ ସତ୍ ବିସଇ ଜାନାଇବାକେ ମକେ ବାଚିରଇଲା ।
8 ⲏ̅ ϯⲟⲩⲱϣ ϭⲉ ⲉⲧⲣⲉⲛ̅ⲣⲱⲙⲉ ϣⲗⲏⲗ ϩⲙ̅ⲙⲁ ⲛⲓⲙ ⲉⲩϥⲓ ⲉϩⲣⲁⲓ̈ ⲛ̅ⲛⲉⲩϭⲓϫ ⲉⲩⲟⲩⲁⲁⲃ ⲭⲱⲣⲓⲥ ⲟⲣⲅⲏ ϩⲓⲙⲟⲕⲙⲉⲕ·
୮ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
9 ⲑ̅ ⲛⲉϩⲓⲟⲙⲉ ⲟⲛ ⲛ̅ⲧⲉⲉⲓϩⲉ ⲉⲩⲕⲟⲥⲙⲓ ϩⲛ̅ⲟⲩⲥϭⲣⲉϩⲧ̅. ϩⲛ̅ⲟⲩⲙⲛ̅ⲧⲣⲉϥϣⲓⲡⲉ. ⲙⲛ̅ⲟⲩⲙⲛ̅ⲧⲣⲙ̅ⲛ̅ϩⲏⲧ. ⲉⲧⲣⲉⲩⲧⲥⲁⲛⲟⲟⲩ ϩⲛ̅ϩⲉⲛϩⲱⲗⲕ̅ ⲁⲛ. ⲙⲛ̅ⲟⲩⲛⲟⲩⲃ. ⲁⲩⲱ ϩⲉⲛⲉⲛⲉ ⲙ̅ⲙⲉ. ⲙⲛ̅ϩⲉⲛϩⲟⲓ̈ⲧⲉ ⲉⲛⲁϣⲉⲥⲟⲩⲛ̅ⲧⲟⲩ.
୯ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ ।
10 ⲓ̅ ⲁⲗⲗⲁ ⲡⲉⲧⲉϣϣⲉ ⲉⲛⲉϩⲓⲟⲙⲉ ⲉⲧϫⲱ ⲙ̅ⲙⲟⲥ ϫⲉ ⲉⲛϩⲛ̅ⲟⲩⲙⲛ̅ⲧⲣⲉϥϣⲙ̅ϣⲉ ⲙ̅ⲡⲛⲟⲩⲧⲉ ϩⲓⲧⲛ̅ϩⲉⲛϩⲃⲏⲩⲉ ⲉⲛⲁⲛⲟⲩⲟⲩ
୧୦ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
11 ⲓ̅ⲁ̅ ⲧⲉⲥϩⲓⲙⲉ ⲙⲁⲣⲉⲥϫⲓⲥⲃⲱ ϩⲛ̅ⲟⲩⲙⲛ̅ⲧⲣⲙ̅ⲣⲁϣ ϩⲣⲁⲓ̈ ϩⲛ̅ϩⲩⲡⲟⲧⲁⲅⲏ ⲛⲓⲙ.
୧୧ମାଇଜିମନ୍ ଚିମ୍ରାଇଅଇ ରଇ ସୁଆଲ୍ସୁତର୍ ଅଇକରି ବସତ୍ ।
12 ⲓ̅ⲃ̅ ⲛ̅ϯϯⲙⲁ ⲇⲉ ⲁⲛ ⲛ̅ⲥϩⲓⲙⲉ ⲉϯⲥⲃⲱ. ⲟⲩⲇⲉ ⲉⲣ̅ϫⲟⲉⲓⲥ ⲉⲡⲉⲥϩⲁⲓ̈. ⲁⲗⲗⲁ ⲉⲧⲣⲉⲥϣⲱⲡⲉ ϩⲛ̅ⲟⲩⲙⲛ̅ⲧⲣⲙ̅ⲣⲁϣ·
୧୨ମୁଇ ମାଇଜିମନ୍କେ ସିକାଇବା ଅଦିକାର୍ କି ମୁନୁସର୍ ଉପ୍ରେ ସାସନ୍ କର୍ବା ଅଦିକାର୍ ଦେଇନାଇ । ତାର୍ ବାଦୁଲେ ସେମନ୍ ଚିମ୍ରାଇଅଇ ରଅତ୍ ।
13 ⲓ̅ⲅ̅ ⲁⲇⲁⲙ ⲅⲁⲣ ⲡⲉⲛⲧⲁⲩⲡⲗⲁⲥⲥⲉ ⲙ̅ⲙⲟϥ ⲛ̅ϣⲟⲣⲡ̅. ⲙⲛ̅ⲛ̅ⲥⲱϥ ⲉⲩϩⲁ.
୧୩କାଇକେ ବଇଲେ ପର୍ମେସର୍ ପର୍ତମେ ଆଦମ୍କେ ତିଆର୍ କଲା । ତାର୍ ପଚେ ଅବାକେ ।
14 ⲓ̅ⲇ̅ ⲁⲩⲱ ⲁⲇⲁⲙ ⲙ̅ⲡⲟⲩⲁⲡⲁⲧⲁ ⲙ̅ⲙⲟϥ. ⲧⲉⲥϩⲓⲙⲉ ⲇⲉ ⲛ̅ⲧⲉⲣⲟⲩⲁⲡⲁⲧⲁ ⲙ̅ⲙⲟⲥ ⲁⲥϣⲱⲡⲉ ϩⲛ̅ⲟⲩⲡⲁⲣⲁⲃⲁⲥⲓⲥ.
୧୪ପର୍ତମେ ଆଦମ୍ ସଇତାନର୍ଟାନେ ନାଡାଇ ଅଏନାଇ, ମାତର୍ ମାଇଜି ନାଡାଇ ଅଇ ପର୍ମେସରର୍ ଆଦେସ୍ ନ ମାନିକରି ପାପି ଅଇଲା ।
15 ⲓ̅ⲉ̅ ⲥⲛⲁⲟⲩϫⲁⲓ̈ ⲇⲉ ϩⲓⲧⲙ̅ⲡⲉϫⲡⲉϣⲏⲣⲉ. ⲉⲩϣⲁⲛϭⲱ ϩⲛ̅ⲧⲡⲓⲥⲧⲓⲥ ⲙⲛ̅ⲧⲁⲅⲁⲡⲏ. ⲙⲛ̅ⲡⲧⲃ̅ⲃⲟ. ⲙⲛ̅ⲟⲩⲙⲛ̅ⲧⲣⲙ̅ⲛ̅ϩⲏⲧ·
୧୫ମାତର୍ ମାଇଜିମନ୍ ପିଲାଟକିମନ୍କେ ଜନମ୍ ଦେଇକରି ଉଦାର୍ ପାଇବାଇ । ସେମନ୍ କିରିସ୍ଟକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରି ସୁଆଲ୍ ସୁକଲ୍ ସଙ୍ଗ୍ ଚଲାଚଲ୍ତି କରତ୍ ।