+ ⳘⲀⲦⲐⲈⲞⲚ 1 >
1 ⲁ̅ ⲡϫⲱⲱⲙⲉ ⲙⲡⲉϫⲡⲟ ⲛⲓⲏⲥ ⲡⲉⲭⲥ ⲡϣⲏⲣⲉ ⲛⲇⲁⲩⲉⲓⲇ ⲡϣⲏⲣⲉ ⲛⲁⲃⲣⲁϩⲁⲙ
୧ଏଟା ଅଇଲାନି ଜିସୁକିରିସ୍ଟର୍ ଆନିଦାଦିମନର୍ ନାଉଁ ତାଲିକା । ସେ ଦାଉଦ୍ ବଁସର୍ ରଇଲା ଆରି ଦାଉଦ୍ ଅବ୍ରାଆମ୍ ବଁସର୍ ରଇଲା ।
2 ⲃ̅ ⲁⲃⲣⲁϩⲁⲙ ⲁϥϫⲡⲟ ⲛⲓⲥⲁⲁⲕ ⲓⲥⲁⲁⲕ ⲇⲉ ⲁϥϫⲡⲟ ⲛⲓⲁⲕⲱⲃ ⲓⲁⲕⲱⲃ ⲇⲉ ⲁϥϫⲡⲟ ⲛⲓⲟⲩⲇⲁⲥ ⲙⲛ ⲛⲉϥⲥⲛⲏⲩ
୨ଅବ୍ରାଅମର୍ ପଅ ଇସାକ୍, ଇସାକର୍ ପଅ ଜାକୁବ୍, ଜାକୁବର୍ ପଅ ଜିଉଦା ଆରି ତାର୍ ବାଇମନ୍ ।
3 ⲅ̅ ⲓⲟⲩⲇⲁⲥ ⲇⲉ ⲁϥϫⲡⲟ ⲙⲫⲁⲣⲉⲥ ⲙⲛ ⲍⲁⲣⲁ ⲉⲃⲟⲗ ϩⲛ ⲑⲁⲙⲁⲣ ⲫⲁⲣⲉⲥ ⲇⲉ ⲁϥϫⲡⲟ ⲛⲉⲥⲣⲱⲙ ⲉⲥⲣⲱⲙ ⲇⲉ ⲁϥϫⲡⲟ ⲛⲁⲣⲁⲙ
୩ଜିଉଦା ପେରସ୍ ଆରି ଜେରଅର୍ ବାବା ରଇଲା, ତାକର୍ ମାଆ ଅଇଲାନି ତାମର୍ । ପେରସର୍ ପଅ ଏସ୍ରନ୍ ।
4 ⲇ̅ ⲁⲣⲁⲙ ⲇⲉ ⲁϥϫⲡⲟ ⲛⲁⲙⲓⲛⲁⲇⲁⲃ ⲁⲙⲓⲛⲁⲇⲁⲃ ⲇⲉ ⲁϥϫⲡⲟ ⲛⲛⲁⲁⲥⲥⲱⲛ ⲛⲁⲁⲥⲥⲱⲛ ⲇⲉ ⲁϥϫⲡⲟ ⲛⲥⲁⲗⲙⲱⲛ
୪ଏସ୍ରନର୍ ପଅ ଆରାମ୍, ଆରାମର୍ ପଅ ଅମିନାଦବ୍ ଅମିନାଦବର୍ ପଅ ନଅସନ୍, ନଅସନର୍ ପିଲା ସଲ୍ମନ୍
5 ⲉ̅ ⲥⲁⲗⲙⲱⲛ ⲇⲉ ⲁϥϫⲡⲟ ⲛⲃⲟⲉⲥ ⲉⲃⲟⲗ ϩⲛ ϩⲣⲁⲭⲁⲃ ⲃⲟⲉⲥ ⲇⲉ ⲁϥϫⲡⲟ ⲛⲓⲱⲃⲏⲇ ⲉⲃⲟⲗ ϩⲛ ϩⲣⲟⲩⲑ ⲓⲱⲃⲏⲇ ⲇⲉ ⲁϥϫⲡⲟ ⲛⲓⲉⲥⲥⲁⲓ
୫ସଲ୍ମନର୍ ପଅର୍ ନାଉଁ ବୟଜ୍, ବୟଜର୍ ମାଆ ରାଅବ୍ । ବୟଜର୍ ପଅର୍ ନାଉଁ ଅବେଦ୍ ଆରି ଅବେଦର୍ ମାଆର୍ ନାଉଁ ରୁତ୍ । ଅବେଦର୍ ପଅ ଜସୟ,
6 ⲋ̅ ⲓⲉⲥⲥⲁⲓ ⲇⲉ ⲁϥϫⲡⲟ ⲛⲇⲁⲩⲉⲓⲇ ⲡⲣⲣⲟ ⲇⲁⲩⲉⲓⲇ ⲇⲉ ⲁϥϫⲡⲟ ⲛⲥⲟⲗⲟⲙⲱⲛ ⲉⲃⲟⲗ ϩⲛ ⲑⲓⲙⲉ ⲛⲟⲩⲣⲓⲁⲥ
୬ଦାଉଦ୍ ରାଜାର୍ ସାସନ୍ ବେଲେ ଅନି ଜେଡେବଲ୍ ଇସ୍ରାଏଲ୍ ଲକ୍ମନ୍କେ ବାବିଲନ୍ ଦେସେ ବାନ୍ଦି ନେଇରଇଲା ଜାକ ସେତ୍କି ଆନିଦାଦିମନର୍ ତାଲିକା ଆଚେ । ଜସୟର୍ ପଅ ଦାଉଦ୍ ରାଜା । ଉରିୟର୍ ମାଇଜିର୍ ପେଟେ ଅନି ସଲ୍ମନ୍କେ ଜନମ୍ ଦେଲା,
7 ⲍ̅ ⲥⲟⲗⲟⲙⲱⲛ ⲇⲉ ⲁϥϫⲡⲟ ⲛϩⲣⲟⲃⲟⲁⲙ ϩⲣⲟⲃⲟⲁⲙ ⲇⲉ ⲁϥϫⲡⲟ ⲛⲁⲃⲓⲁ ⲁⲃⲓⲁⲥ ⲇⲉ ⲁϥϫⲡⲟ ⲛⲁⲥⲁⲫ
୭ସଲମନର୍ ପଅ ରିଅବିୟାମ୍ ରିଅବିୟାମର୍ ପଅ ଅବିୟ ।
8 ⲏ̅ ⲁⲥⲁⲫ ⲇⲉ ⲁϥϫⲡⲟ ⲛⲓⲱⲥⲁⲫⲁⲧ ⲓⲱⲥⲁⲫⲁⲧ ⲇⲉ ⲁϥϫⲡⲟ ⲛⲓⲱⲣⲁⲙ ⲓⲱⲣⲁⲙ ⲇⲉ ⲁϥϫⲡⲟ ⲛⲟⲍⲉⲓⲁⲥ
୮ଅବିୟର୍ ପଅ ଆସା, ଆସାର୍ ପଅ ଜିଅସାପଟ୍, ଜିଅସାପଟର୍ ପଅ ଜରାମ୍, ଜରାମର୍ ପଅ ଉଜିୟ ।
9 ⲑ̅ ⲟⲍⲉⲓⲁⲥ ⲇⲉ ⲁϥϫⲡⲟ ⲛⲓⲱⲁⲑⲁⲙ ⲓⲱⲛⲁⲑⲁⲙ ⲇⲉ ⲁϥϫⲡⲟ ⲛⲁⲭⲁⲍ ⲁⲭⲁⲍ ⲇⲉ ⲁϥϫⲡⲟ ⲛⲉⲍⲉⲕⲉⲓⲁⲥ
୯ଉଜିୟର୍ ପଅ ଜତାମ୍, ଜତାମର୍ ପଅ ଆଅସ୍, ଆଅସର୍ ପଅ ଇଜକିୟ ।
10 ⲓ̅ ⲉⲍⲉⲕⲉⲓⲁⲥ ⲇⲉ ⲁϥϫⲡⲟ ⲙⲙⲁⲛⲁⲥⲥⲏ ⲙⲁⲛⲁⲥⲥⲏ ⲇⲉ ⲁϥϫⲡⲟ ⲛϩⲁⲙⲱⲥ ϩⲁⲙⲱⲥ ⲇⲉ ⲁϥϫⲡⲟ ⲛⲓⲱⲥⲓⲁⲥ
୧୦ଇଜକିୟର୍ ପଅ ମନସେଅ, ମନସେଅର୍ ପଅ ଆମନ୍, ଆମନର୍ ପଅ ଜସିୟ ।
11 ⲓ̅ⲁ̅ ⲓⲱⲥⲓⲁⲥ ⲇⲉ ⲁϥϫⲡⲟ ⲛⲓⲉⲭⲟⲛⲓⲁⲥ ⲙⲛ ⲛⲉϥⲥⲛⲏⲩ ϩⲓ ⲡⲡⲱⲱⲛⲉ ⲉⲃⲟⲗ ⲛⲧⲃⲁⲃⲩⲗⲱⲛ
୧୧ଜସିୟ ବାବିଲନ୍ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍ ବାଇମନ୍ ଜନମ୍ ଅଇଲାଇ ।
12 ⲓ̅ⲃ̅ ⲙⲛⲛⲥⲁ ⲡⲡⲱⲱⲛⲉ ⲇⲉ ⲉⲃⲟⲗ ⲛⲧⲃⲁⲃⲩⲗⲱⲛ ⲓⲉⲭⲟⲛⲓⲁⲥ ⲁϥϫⲡⲟ ⲛⲥⲁⲗⲁⲑⲓⲏⲗ ⲥⲁⲗⲁⲑⲓⲏⲗ ⲇⲉ ⲁϥϫⲡⲟ ⲛⲍⲟⲣⲟⲃⲁⲃⲉⲗ
୧୨ବାବିଲନେ ବନ୍ଦିଅଇ ସାର୍ଲା ପଚେଅନି ଜିସୁର୍ ଜନମ୍ ଜାକ ଏତ୍କି ଆନିଦାଦିମନର୍ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍ଟିଏଲ୍ ଜନମ୍ ଅଇଲା, ସଲ୍ଟିଏଲର୍ ପଅ ଜିରୁବାବେଲ୍,
13 ⲓ̅ⲅ̅ ⲍⲟⲣⲟⲃⲁⲃⲉⲗ ⲇⲉ ⲁϥϫⲡⲟ ⲛⲁⲃⲓⲟⲩⲇ ⲁⲃⲓⲟⲩⲇ ⲇⲉ ⲁϥϫⲡⲟ ⲛⲉⲗⲓⲁⲕⲓⲙ ⲉⲗⲓⲁⲕⲓⲙ ⲇⲉ ⲁϥϫⲡⲟ ⲛⲁⲍⲱⲣⲁ
୧୩ଜିରୁବାବେଲର୍ ପଅ ଅବିଉଦ୍, ଅବିଉଦର୍ ପଅ ଏଲିୟାକିମ୍, ଏଲିୟାକିମର୍ ପଅ ଅଜୁର୍ ।
14 ⲓ̅ⲇ̅ ⲁⲍⲱⲣⲁⲥ ⲇⲉ ⲁϥϫⲡⲟ ⲛⲥⲁⲇⲱⲕ ⲥⲁⲇⲱⲕ ⲇⲉ ⲁϥϫⲡⲟ ⲛⲁⲭⲉⲓⲙ ⲁⲭⲉⲓⲙ ⲇⲉ ⲁϥϫⲡⲟ ⲛⲉⲗⲓⲟⲩⲇ
୧୪ଅଜୁର୍ ପଅ ସାଦକ୍, ସାଦକର୍ ପଅ ଆକିମ୍, ଜାକିନର୍ ପଅ ଏଲିଉଦ୍, ଏଲିଉଦର୍ ପଅ ଏଲାଜାର୍, ଏଲାଜାରର୍ ପଅ ମତ୍ତାନ୍ ।
15 ⲓ̅ⲉ̅ ⲉⲗⲓⲟⲩⲇ ⲇⲉ ⲁϥϫⲡⲟ ⲛⲉⲗⲉⲁⲍⲁⲣ ⲉⲗⲉⲁⲍⲁⲣ ⲇⲉ ⲁϥϫⲡⲟ ⲙⲙⲁⲧⲑⲁⲙ ⲙⲁⲧⲑⲁⲙ ⲇⲉ ⲁϥϫⲡⲟ ⲛⲓⲁⲕⲱⲃ
୧୫ମତ୍ତାନର୍ ପଅ ଜାକୁବ୍, ଜାକୁବର୍ ପଅ ଜସେପ୍ ।
16 ⲓ̅ⲋ̅ ⲓⲁⲕⲱⲃ ⲇⲉ ⲁϥϫⲡⲟ ⲛⲓⲱⲥⲏⲫ ⲡϩⲁⲓ ⲙⲙⲁⲣⲓⲁ ⲧⲁⲓ ⲛⲧⲁⲩϫⲡⲉ ⲓⲏⲥ ⲉⲃⲟⲗ ⲛϩⲏⲧⲥ ⲡⲁⲓ ⲛϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲡⲉⲭⲥ
୧୬ଏ ଜସେପ୍ ମରିୟମ୍କେ ବିବା ଅଇରଇଲା । ମରିୟମର୍ ପେଟେଅନି ଜିସୁ ଜନମ୍ ଅଇରଇଲା । ଜିସୁ କିରିସ୍ଟକେ ମସିଅ ବଲି ମିସା ନାଉଁ ଆଚେ ।
17 ⲓ̅ⲍ̅ ⲅⲉⲛⲉⲁ ϭⲉ ⲛⲓⲙ ϫⲓⲛ ⲁⲃⲣⲁϩⲁⲙ ϣⲁ ⲉϩⲣⲁⲓ ⲉⲇⲁⲩⲉⲓⲇ ⲙⲛ ⲧⲁϥⲧⲉ ⲛⲅⲉⲛⲉⲁ ⲁⲩⲱ ϫⲓⲛ ⲇⲁⲩⲉⲓⲇ ϣⲁⲉϩⲣⲁⲓ ⲉⲡⲡⲱⲱⲛⲉ ⲉⲃⲟⲗ ⲛⲧⲃⲁⲃⲩⲗⲱⲛ ⲙⲛ ⲧⲁϥⲧⲉ ⲛⲅⲉⲛⲉⲁ ⲁⲩⲱ ϫⲓⲛ ⲉⲡⲡⲱⲱⲛⲉ ⲉⲃⲟⲗ ⲛⲧⲃⲁⲃⲩⲗⲱⲛ ϣⲁⲉϩⲣⲁⲓ ⲉⲡⲉⲭⲥ ⲙⲛ ⲧⲁϥⲧⲉ ⲛⲅⲉⲛⲉⲁ
୧୭ଏନ୍ତାରି ଅବ୍ରାଆମର୍ତେଇ ଅନି ଦାଉଦ୍ ରାଜାର୍ ଜାକ ଚଉଦ ଉତାର୍, ଦାଉଦର୍ତେଇ ଅନି ବାବିଲନ୍ ବନ୍ଦିରଇଲା ଜାକ ଚଉଦ ଉତାର୍, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍ଟର୍ ଜନମ୍ ଜାକ ଚଉଦ ଉତାର୍ ।
18 ⲓ̅ⲏ̅ ⲡⲉϫⲡⲟ ⲇⲉ ⲛⲓⲏⲥ ⲡⲉⲭⲥ ⲛⲉⲩⲧⲉⲓϩⲉ ⲡⲉ ⲛⲧⲉⲣⲟⲩϣⲡ ⲧⲟⲟⲧⲥ ⲛⲧⲉϥⲙⲁⲁⲩ ⲙⲁⲣⲓⲁ ⲛⲓⲱⲥⲏⲫ ⲉⲙⲡⲁⲧⲟⲩⲃⲱⲕ ⲉϩⲟⲩⲛ ϣⲁⲛⲉⲩⲉⲣⲏⲩ ⲁⲩϩⲉ ⲉⲣⲟⲥ ⲉⲥⲉⲉⲧ ⲉⲃⲟⲗ ϩⲛ ⲟⲩⲡⲛⲁ ⲉϥⲟⲩⲁⲁⲃ
୧୮ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା ।
19 ⲓ̅ⲑ̅ ⲓⲱⲥⲏⲫ ⲇⲉ ⲡⲉⲥϩⲁⲓ ⲉⲛⲉⲩⲇⲓⲕⲁⲓⲟⲥ ⲡⲉ ⲁⲩⲱ ⲛⲉϥⲟⲩⲱϣ ⲁⲛ ⲉϯ ⲙⲡⲉⲥⲥⲟⲉⲓⲧ ⲁϥⲟⲩⲱϣ ⲉⲛⲟϫⲥ ⲉⲃⲟⲗ ⲛϫⲓⲟⲩⲉ
୧୯ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା ।
20 ⲕ̅ ⲛⲁⲓ ⲇⲉ ⲛⲧⲉⲣⲉϥⲙⲉⲉⲩⲉ ⲉⲣⲟⲟⲩ ⲉⲓⲥ ⲡⲁⲅⲅⲉⲗⲟⲥ ⲙⲡϫⲟⲉⲓⲥ ⲁϥⲟⲩⲱⲛϩ ⲛⲁϥ ⲉⲃⲟⲗ ϩⲛ ⲟⲩⲣⲁⲥⲟⲩ ⲉϥϫⲱ ⲙⲙⲟⲥ ϫⲉ ⲓⲱⲥⲏⲫ ⲡϣⲏⲣⲉ ⲛⲇⲁⲩⲉⲓⲇ ⲙⲡⲣⲣⲟ ϩⲟⲧⲉ ⲉϫⲓ ⲙⲙⲁⲣⲓⲁ ⲧⲉⲕⲥϩⲓⲙⲉ ⲡⲉⲧⲟⲩⲛⲁϫⲡⲟϥ ⲅⲁⲣ ⲉⲃⲟⲗ ⲛϩⲏⲧⲥ ⲟⲩⲉⲃⲟⲗ ϩⲛ ⲟⲩⲡⲛⲁ ⲉϥⲟⲩⲁⲁⲃ ⲡⲉ
୨୦ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
21 ⲕ̅ⲁ̅ ⲥⲛⲁϫⲡⲟ ⲇⲉ ⲛⲟⲩϣⲏⲣⲉ ⲛⲅⲙⲟⲩⲧⲉ ⲉⲡⲉϥⲣⲁⲛ ϫⲉ ⲓⲏⲥ ⲛⲧⲟϥ ⲅⲁⲣ ⲡⲉⲧⲛⲁⲧⲟⲩϫⲟ ⲙⲡⲉϥⲗⲁⲟⲥ ⲉⲃⲟⲗ ϩⲛ ⲛⲉⲩⲛⲟⲃⲉ
୨୧ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
22 ⲕ̅ⲃ̅ ⲡⲁⲓ ⲇⲉ ⲧⲏⲣϥ ⲛⲧⲁϥϣⲱⲡⲉ ϫⲉⲕⲁⲥ ⲉϥⲉϫⲱⲕ ⲉⲃⲟⲗ ⲛϭⲓ ⲡⲉⲛⲧⲁⲡϫⲟⲉⲓⲥ ϫⲟⲟϥ ϩⲓⲧⲙ ⲡⲉⲡⲣⲟⲫⲏⲧⲏⲥ ⲉϥϫⲱ ⲙⲙⲟⲥ
୨୨ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା ।
23 ⲕ̅ⲅ̅ ϫⲉ ⲉⲓⲥ ⲧⲡⲁⲣⲑⲉⲛⲟⲥ ⲛⲁⲱ ⲛⲥϫⲡⲟ ⲛⲟⲩϣⲏⲣⲉ ⲛⲥⲉⲙⲟⲩⲧⲉ ⲉⲡⲉϥⲣⲁⲛ ϫⲉ ⲉⲙⲙⲁⲛⲟⲩⲏⲗ ⲉⲧⲉ ⲡⲁⲓ ⲡⲉ ⲛϣⲁⲩⲟⲩⲁϩⲙⲉϥ ϫⲉ ⲡⲛⲟⲩⲧⲉ ⲛⲙⲙⲁⲛ
୨୩ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
24 ⲕ̅ⲇ̅ ⲁϥⲧⲱⲟⲩⲛ ⲇⲉ ⲛϭⲓ ⲓⲱⲥⲏⲫ ⲉϥⲛⲕⲟⲧⲕ ⲁϥⲉⲓⲣⲉ ⲕⲁⲧⲁ ⲑⲉ ⲛⲧⲁϥϩⲱⲛ ⲉⲧⲟⲟⲧϥ ⲛϭⲓ ⲡⲁⲅⲅⲉⲗⲟⲥ ⲙⲡϫⲟⲉⲓⲥ ⲁϥϫⲓ ⲙⲙⲁⲣⲓⲁ ⲧⲉϥⲥϩⲓⲙⲉ
୨୪ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା ।
25 ⲕ̅ⲉ̅ ⲙⲡⲉϥⲥⲟⲩⲱⲛⲥ ϣⲁⲛⲧⲉⲥϫⲡⲟ ⲙⲡⲉⲥϣⲏⲣⲉ ⲁϥⲙⲟⲩⲧⲉ ⲉⲡⲉϥⲣⲁⲛ ϫⲉ ⲓⲏⲥ
୨୫ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।