< ⲚⲒⲠⲢⲀⲜⲒⲤ 9 >
1 ⲁ̅ ⲥⲁⲩⲗⲟⲥ ⲇⲉ ⳿ⲉⲧⲓ ⲉϥⲙⲉϩ ⳿ⲛϫⲱⲛⲧ ⲛⲉⲙ ϧⲱⲧⲉⲃ ⳿ⲛⲛⲓⲙⲁⲑⲏⲧⲏⲥ ⳿ⲛⲧⲉ Ⲡ⳪ ⲁϥ⳿ⲓ ϣⲁ ⲡⲓⲁⲣⲭⲏ⳿ⲉⲣⲉⲩⲥ.
୧ସେ ସବୁ ଗଟ୍ବା ବେଲେ, ସାଉଲ୍ ମାପ୍ରୁର୍ ସିସ୍ମନ୍କେ ମରାଇଦେବି ବଲି ଦମ୍କାଇତେ ରଇଲା । ସେ ବଡ୍ ପୁଜାରିର୍ ଲଗେ ଗାଲା ।
2 ⲃ̅ ⲁϥⲉⲣ⳿ⲉⲧⲓⲛ ⳿ⲛϩⲁⲛ⳿ⲉⲡⲓⲥⲧⲟⲗⲏ⳿ⲛⲧⲟⲧϥ ⳿ⲉⲇⲁⲙⲁⲥⲕⲟⲥ ϣⲁ ⲛⲓⲥⲩⲛⲁⲅⲱⲅⲏ ϩⲓⲛⲁ ⲛⲏ⳿ⲉⲧⲉϥⲛⲁϫⲉⲙⲟⲩ ⳿ⲉⲛⲁ ⲡⲓⲙⲱⲓⲧ ⲛⲉ ⲛⲓⲣⲱⲙⲓ ⲛⲉⲙ ⲛⲓϩⲓ⳿ⲟⲙⲓ ⳿ⲛⲧⲉϥⲥⲟⲛϩⲟⲩ ⳿ⲛⲧⲉϥ⳿ⲉⲛⲟⲩ ⳿ⲉ⳿ϩⲣⲏⲓ ⳿ⲉⲒⲗ̅ⲏ̅ⲙ̅.
୨ଜାଇକରି ଦାମାସ୍କାସେ ଜିଉଦିମନର୍ ପାର୍ତନା ଗରେ ଦେବାକେ ଅଦିକାରର୍ ଚିଟି ମାଙ୍ଗ୍ଲା । ଦାମାସ୍କାସେ ଜନ୍ ମାଇଜି ଆରି ମୁନୁସ୍ମନ୍ ମାପ୍ରୁର୍ ବାଟେ ଆଇଲାଇ ଆଚତ୍, ସେମନ୍କେ ବନ୍ଦିକରି ଡଣ୍ଡ୍ ଦେବାକେ, ଜିରୁସାଲମର୍ ଜିଉଦି ନେତାମନର୍ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍ବାକେ ସାଉଲ୍କେ ଏ ଚିଟି ଅଦିକାର୍ ଦେଲା ।
3 ⲅ̅ ⳿ⲉⲧⲁϥⲙⲟϣⲓ ⲇⲉ ⲁⲥϣⲱⲡⲓ ⳿ⲉⲧⲁϥϧⲱⲛⲧ ⳿ⲉⲇⲁⲙⲁⲥⲕⲟⲥ ⳿ⲛⲟⲩϩⲟϯ ϧⲉⲛ ⲟⲩϩⲟϯ ⲁϥ⳿ⲉⲣⲟⲩ⳿ⲱⲓⲛⲓ ⳿ⲉ⳿ϩⲣⲏⲓ ⳿ⲉϫⲱϥ ⳿ⲛϫⲉ ⲟⲩⲟⲩⲱⲓⲛⲓ ⳿ⲉⲃⲟⲗϧⲉⲛ ⳿ⲧⲫⲉ.
୩ସାଉଲ୍ ଦାମାସ୍କସ୍ ନଅର୍ ଲଗାଲଗି ଅଇବା ବେଲେ, ଅଟାତ୍ ବାଦ୍ଲେଅନି ଗଟେକ୍ ଉଜଲ୍ ସାଉଲର୍ ଚାରିବେଡ୍ତି ଜଗ୍ଜଗି ଗାଲା ।
4 ⲇ̅ ⲟⲩⲟϩ ⳿ⲉⲧⲁϥϩⲉⲓ ⳿ⲉϫⲉⲛ ⲡⲓⲕⲁϩⲓ ⲁϥⲥⲱⲧⲉⲙ ⳿ⲉⲟⲩ⳿ⲥⲙⲏ ⲉⲥϫⲱ ⳿ⲙⲙⲟⲥ ⲛⲁϥ ϫⲉ ⲥⲁⲟⲩⲗ ⲥⲁⲟⲩⲗ ⳿ⲁϧⲟⲕ ⲉⲕϭⲟϫⲓ ⳿ⲛⲥⲱⲓ.
୪ତେଇ ସେ ତଲେ ଅଦ୍ରି ଗାଲା ଆରି ଗଟେକ୍ କଇବା କାତା ସୁନ୍ଲା “ଏ ସାଉଲ୍ ତୁଇ ମକେ କାଇକେ ସାଦ୍ଲୁସ୍ନି?”
5 ⲉ̅ ⲡⲉϫⲁϥ ⲇⲉ ϫⲉ ⳿ⲛⲑⲟⲕ ⲛⲓⲙ Ⲡ⳪ ⳿ⲛⲑⲟϥ ⲇⲉ ⲡⲉϫⲁϥ ϫⲉ ⳿ⲁⲛⲟⲕ ⲡⲉ Ⲓⲏ̅ⲥ̅ ⲫⲏ⳿ⲛⲑⲟⲕ ⳿ⲉⲧⲉⲕϭⲟϫⲓ ⳿ⲛⲥⲱϥ.
୫ସେ କଇଲା, “ତମେ କେ ମାପ୍ରୁ?” “ତୁଇ ଜାକେ ସାଦ୍ଲୁସ୍ନି, ସେ ଜିସୁ ମୁଇ ।
6 ⲋ̅ ⲁⲗⲗⲁ ⲧⲱⲛⲕ ⲙⲁϣⲉⲛⲁⲕ ⳿ⲉ⳿ϩⲣⲏⲓ ⳿ⲉϯ ⲡⲟⲗⲓⲥ ⲉⲩ⳿ⲉⲥⲁϫⲓ ⲛⲉⲙⲁⲕ ⳿ⲙⲡⲉⲧ⳿ⲥϣⲉ ⳿ⲛⲧⲉⲕⲁⲓϥ.
୬ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
7 ⲍ̅ ⲛⲓⲣⲱⲙⲓ ⲇⲉ ⳿ⲉⲛⲁⲩⲙⲟϣⲓ ⲛⲉⲙⲁϥ ⲛⲁⲩ⳿ⲟϩⲓ ⳿ⲉⲣⲁⲧⲟⲩ ⲉⲩⲧⲱⲙⲧ ⲉⲩⲥⲱⲧⲉⲙ ⳿ⲉϯ⳿ⲥⲙⲏ ⳿ⲉⲛⲁⲩⲛⲁⲩ ⳿ⲉ⳿ϩⲗⲓ ⲁⲛ ⲡⲉ.
୭ସାଉଲର୍ ସଙ୍ଗ୍ ଜିବା ଲକ୍ମନ୍ କାବାଅଇଜାଇ ତେବିଦେଲାଇ, ତାକର୍ ଟଣ୍ଡେଅନି ପଦେକ୍ କାତା ବାରଏ ନାଇ । କଇବା ସବଦ୍ ସେମନ୍ ସୁନ୍ଲାଇ, ମାତର୍ କାକେ ଦେକି ନାପାର୍ଲାଇ ।
8 ⲏ̅ ⳿ⲉⲧⲁϥⲧⲱⲛϥ ⲇⲉ ⳿ⲛϫⲉ ⲥⲁⲩⲗⲟⲥ ⳿ⲉⲃⲟⲗ ϩⲓϫⲉⲛ ⲡⲓⲕⲁϩⲓ ⲛⲁⲩⲟⲩⲏⲛ ⲡⲉ ⳿ⲛϫⲉ ⲛⲉϥⲃⲁⲗ ⲛⲁϥⲛⲁⲩ ⲇⲉ ⳿ⲉ⳿ϩⲗⲓ ⲁⲛ ⲡⲉ ⲁⲩⲁⲙⲁϩⲓ ⲇⲉ ⳿ⲛⲧⲉϥϫⲓϫ ⲁⲩⲟⲗϥ ⳿ⲉ⳿ϩⲣⲏⲓ ⳿ⲉⲇⲁⲙⲁⲥⲕⲟⲥ.
୮ସାଉଲ୍ ଉଟି ଆଁକି ଦେକ୍ଲା ମାତର୍ ତାକେ କାଇଟା ଡିସେ ନାଇ । ତେବେ ତାର୍ ସଙ୍ଗର୍ ଲକ୍ମନ୍ ଆତେ ଦାରି ଦାମାସ୍କସ୍ ଡାକିନେଲାଇ ।
9 ⲑ̅ ⲁϥⲉⲣⲅ̅ ⳿ⲛ⳿ⲉϩⲟⲟⲩ ⳿ⲙⲙⲁⲩ ⳿ⲛ⳿ϥⲛⲁⲩ ⳿ⲙⲃⲟⲗ ⲁⲛ ⳿ⲙⲡⲉϥⲟⲩⲱⲙ ⲟⲩⲇⲉ ⳿ⲙⲡⲉϥⲥⲱ.
୯ତିନ୍ଦିନ୍ ଜାକ ସେ କାଇଟା ଦେକି ନାପାର୍ଲା ଆରି ତିନ୍ଦିନ୍ ଜାକ କାଏ ନାଇ କି ପିଏ ନାଇ ।
10 ⲓ̅ ⲛⲉ ⲟⲩⲟⲛ ⲟⲩⲙⲁⲑⲏⲧⲏⲥ ⲇⲉ ϧⲉⲛ ⲇⲁⲙⲁⲥⲕⲟⲥ ⳿ⲉⲡⲉϥⲣⲁⲛ ⲡⲉ ⲁⲛⲁⲛⲓⲁⲥ ⲡⲉϫⲉ Ⲡ⳪ ⲇⲉ ⲛⲁϥ ϧⲉⲛ ⲟⲩϩⲟⲣⲁⲙⲁ ϫⲉ ⲁⲛⲁⲛⲓⲁⲥ ⳿ⲛⲑⲟϥ ⲇⲉ ⲡⲉϫⲁϥ ϫⲉ ϩⲏⲡⲡⲉ ⳿ⲁⲛⲟⲕ Ⲡ⳪.
୧୦ଦାମାସ୍କସେ ଅନନିୟ ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା, ସେ ମାପ୍ରରୁ ଦର୍ସନ୍ ପାଇଲା, ମାପ୍ରୁ ତାକେ କଇଲା, “ଅନନିୟ!” ସେ କଇଲା, “ମୁଇ ଇତି ଆଚି ମାପ୍ରୁ, କୁଆ ।”
11 ⲓ̅ⲁ̅ ⲡⲉϫⲉ Ⲡ⳪ ⲇⲉ ⲛⲁϥ ϫⲉ ⲧⲱⲛⲕ ⲙⲁϣⲉⲛⲁⲕ ⳿ⲉⲡⲓϧⲓⲣ ⳿ⲉⲧⲉϣⲁⲩⲙⲟⲩϯ ⳿ⲉⲣⲟϥ ϫⲉ ⲡⲉⲧⲥⲟⲩⲧⲱⲛ ⲕⲱϯ ϧⲉⲛ ⳿ⲡⲏⲓ ⳿ⲛⲟⲩⲒⲟⲩⲇⲁⲓ ⳿ⲛⲥⲁ ⲫⲏ⳿ⲉⲧⲉ ⲡⲉϥⲣⲁⲛ ⲡⲉ ⲥⲁⲩⲗⲟⲥ ⲡⲓⲣⲉⲙⲑⲁⲣⲥⲟⲥ ϩⲏⲡⲡⲉ ⳿ⲉⲧⲁϥⲧⲱⲃϩ.
୧୧ମାପ୍ରୁ କଇଲା, “ତିଆର୍ ଅ । ସଲକ୍ ନାଉଁର୍ ବାଟ୍ଦାରି ଜିଉଦାର୍ ଗରେ ଜା । ତେଇ ତାର୍ସସେଅନି ଆସି ରଇବା ସାଉଲ୍ ନାଉଁର୍ ଗଟେକ୍ ଲକ୍କେ କଜ୍ । ସେ ପାର୍ତନା କଲାନି ।
12 ⲓ̅ⲃ̅ ⲟⲩⲟϩ ⲁϥⲛⲁⲩ ⳿ⲉⲟⲩⲣⲱⲙⲓ ϧⲉⲛ ⲟⲩϩⲟⲣⲁⲙⲁ ⳿ⲉⲡⲉϥⲣⲁⲛ ⲡⲉ ⲁⲛⲁⲛⲓⲁⲥ ⲁϥ⳿ⲓ ⳿ⲉϧⲟⲩⲛ ⲁϥⲭⲁ ⲛⲉϥϫⲓϫ ϩⲓϫⲱϥ ϩⲓⲛⲁ ⳿ⲛⲧⲉϥⲛⲁⲩ ⳿ⲙⲃⲟⲗ.
୧୨ସେ ଦର୍ସନ୍ ଦେକ୍ଲାବେଲେ ଅନନିୟ ବଲି ଗଟେକ୍ ଲକ୍ ତାର୍ ଗରେ ପୁର୍ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍ ଦେକିପାର୍ସି ତାର୍ ଉପ୍ରେ ଆତ୍ ସଙ୍ଗ ।”
13 ⲓ̅ⲅ̅ ⲁϥ⳿ⲉⲣⲟⲩ⳿ⲱ ⲇⲉ ⳿ⲛϫⲉ ⲁⲛⲁⲛⲓⲁⲥ ϫⲉ Ⲡ⳪ ⲁⲓⲥⲱⲧⲉⲙ ⲉⲑⲃⲉ ⲡⲁⲓⲣⲱⲙⲓ ϩⲓⲧⲉⲛ ⲟⲩⲙⲏϣ ⲉⲑⲃⲉ ⲛⲓⲡⲉⲧϩⲱⲟⲩ ⲧⲏⲣⲟⲩ ⳿ⲉⲧⲁϥⲁⲓⲧⲟⲩ ⳿ⲛⲛⲏⲉⲑⲟⲩⲁⲃ ⳿ⲛⲧⲁⲕ ϧⲉⲛ Ⲓⲗ̅ⲏ̅ⲙ̅.
୧୩ମାତର୍ ଅନନିୟ କଇଲା, “ମାପ୍ରୁ ଏ ଲକ୍ ଜିରୁସାଲାମେ ତମର୍ ଲକ୍ମନ୍କେ ଜେତ୍କି ପାପ୍ କାମ୍ କଲା ଆଚେ, ସେ ବିସଇ କେତେ କେତେ ଲକ୍ ମକେ ଜାନାଇ ଆଚତ୍ ।
14 ⲓ̅ⲇ̅ ⲟⲩⲟϩ ϧⲉⲛ ⲡⲁⲓⲕⲉⲙⲁ ⲟⲛ ⲟⲩⲟⲛⲧⲉϥ ⲉⲣϣⲓϣⲓ ⳿ⲉⲃⲟⲗϩⲓⲧⲉⲛ ⲛⲓⲁⲣⲭⲏ⳿ⲉⲣⲉⲩⲥ ⲉⲥⲱⲛϩ ⳿ⲛⲟⲩⲟⲛ ⲛⲓⲃⲉⲛ ⲉⲧⲧⲱⲃϩ ⳿ⲙⲡⲉⲕⲣⲁⲛ.
୧୪ଆରି ସେ ଲକ୍ ମୁକିଅ ପୁଜାରିମନର୍ ଟାନେଅନି ଅଦିକାର୍ କାଗଜ୍ ନେଇକରି ଦାମାସ୍କାସେ, ତମ୍କେ ପାର୍ତନା କର୍ବା ଲକ୍ମନ୍କେ ଦାରି ନେବାକେ ଆସିଆଚେ ।”
15 ⲓ̅ⲉ̅ ⲡⲉϫⲉ Ⲡ⳪ ⲇⲉ ϫⲉ ⲙⲁϣⲉⲛⲁⲕ ϫⲉ ⲟⲩ⳿ⲥⲕⲉⲩⲟⲥ ⳿ⲛⲥⲱⲧⲡ ⲛⲏⲓ ⲡⲉ ⲫⲁⲓ ⲉϥⲛⲁⲧⲱⲟⲩⲛ ϧⲁ ⲡⲁⲣⲁⲛ ⳿ⲙⲡⲉ⳿ⲙⲑⲟ ⳿ⲛⲛⲓⲉⲑⲛⲟⲥ ⲛⲉⲙ ⲛⲓⲟⲩⲣⲱⲟⲩ ⲛⲉⲙ ⲛⲉⲛϣⲏⲣⲓ ⳿ⲙⲠⲓ̅ⲥ̅ⲗ̅.
୧୫ମାପ୍ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍ମନ୍, ତାକର୍ ରାଜାମନ୍ ଆରି ଇସ୍ରାଏଲର୍ ଲକ୍ମନ୍କେ, ମର୍ ନାଉଁ ଜାନାଇବାକେ ଆରି ମର୍ ସେବା କର୍ବାକେ ମୁଇ ତାକେ ବାଚ୍ଲି ଆଚି ।
16 ⲓ̅ⲋ̅ ⳿ⲁⲛⲟⲕ ⲅⲁⲣ ϯⲛⲁⲧⲁⲙⲟϥ ⳿ⲉⲛⲓ⳿ⲙⲕⲁⲩϩ ⲧⲏⲣⲟⲩ ⳿ⲉⲧⲉϥⲛⲁϭⲓⲧⲟⲩ ⳿ⲉ⳿ϩⲣⲏⲓ ⳿ⲉϫⲉⲛ ⲡⲁⲣⲁⲛ.
୧୬ସେ ମର୍ ପାଇ ଜେତ୍କି ସବୁ କସ୍ଟ ମୁରଚ୍ବାର୍ ଆଚେ, ମୁଇ ନିଜେ ତାକେ ଜାନାଇବି ।”
17 ⲓ̅ⲍ̅ ⲁϥϣⲉⲛⲁϥ ⲇⲉ ⳿ⲛϫⲉ ⲁⲛⲁⲛⲓⲁⲥ ⲟⲩⲟϩ ⲁϥϣⲉ ⳿ⲉϧⲟⲩⲛ ⳿ⲉⲡⲓⲏⲓ ⲁϥⲭⲁ ⲛⲉϥϫⲓϫ ⳿ⲉϫⲱϥ ⲡⲉϫⲁϥ ϫⲉ ⲥⲁⲟⲩⲗ ⲡⲁⲥⲟⲛ Ⲡ⳪ Ⲓⲏ̅ⲥ̅ ⲡⲉⲧⲁϥⲧⲁⲟⲩⲟⲓ ⲫⲏ⳿ⲉⲧⲁϥⲟⲩⲟⲛϩϥ ⳿ⲉⲣⲟⲕ ϩⲓ ⲡⲓⲙⲱⲓⲧ ⳿ⲉⲧⲉⲕⲛⲏⲟⲩ ϩⲓⲱⲧϥ ϩⲓⲛⲁ ⳿ⲛⲧⲉⲕⲛⲁⲩ ⳿ⲙⲃⲟⲗ ⳿ⲛⲧⲉⲕⲙⲟϩ ⳿ⲉⲃⲟⲗϧⲉⲛ ⲟⲩⲡ͞ⲛⲁ̅ ⲉϥⲟⲩⲁⲃ.
୧୭ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
18 ⲓ̅ⲏ̅ ⲟⲩⲟϩ ⳿ⲛⲭⲱⲗⲉⲙ ⲁⲩϩⲉⲓ ⳿ⲉⲃⲟⲗϧⲉⲛ ⲛⲉϥⲃⲁⲗ ⳿ⲛϫⲉ ϩⲁⲛⲕⲏⲕⲥ ⲁϥⲛⲁⲩ ⳿ⲙⲃⲟⲗ ⲟⲩⲟϩ ⲁϥⲧⲱⲛϥ ⲁϥϭⲓⲱⲙⲥ.
୧୮ଅନନିୟ ଏ କାତା କଇଲା ଦାପ୍ରେ ଏଦେ ଦେକା! ସାଉଲର୍ ଆଁକିଅନି ମାଚ୍ କସ୍ଲି ପାରାଟା କୁସ୍ଲି ଅଦର୍ଲା । ସେ ଆରି ତରେକ୍ ଦେକି ପାର୍ଲା । ସେ ଉଟ୍ଲା ଆରି ଅନନିୟ ତାକେ ଡୁବନ୍ କଲା ।
19 ⲓ̅ⲑ̅ ⳿ⲉⲧⲁϥϭⲓ ⳿ⲛⲟⲩ⳿ϧⲣⲉ ⲁϥϫⲉⲙϫⲟⲙ ⲁϥϣⲱⲡⲓ ⲇⲉ ⳿ⲛϩⲁⲛ⳿ⲉϩⲟⲟⲩ ⲛⲉⲙ ⲛⲓⲙⲁⲑⲏⲧⲏⲥ ⲉⲧϧⲉⲛ ⲇⲁⲙⲁⲥⲕⲟⲥ.
୧୯ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍ ଜିସୁକେ ବିସ୍ବାସ୍ କର୍ବା ଲକ୍ମନର୍ ସଙ୍ଗ୍ ଦାମାସ୍କସେ କେତେ ଦିନ୍ ରଇଲା ।
20 ⲕ̅ ⲟⲩⲟϩ ⲥⲁⲧⲟⲧϥ ⲁϥϩⲓⲱⲓϣ ⳿ⲛⲒⲏ̅ⲥ̅ ϧⲉⲛ ⲛⲓⲥⲩⲛⲁⲅⲱⲅⲏ ϫⲉ ⲫⲁⲓ ⲡⲉ ⳿ⲡϣⲏⲣⲓ ⳿ⲙⲪϯ.
୨୦ସେ ସିଦା ପାର୍ତନା କର୍ବା ଗର୍ମନ୍କେ ଜାଇ ଜିସୁସେ ପର୍ମେସରର୍ ପଅ ବଲି ଜାନାଇବାର୍ ଦାର୍ଲା ।
21 ⲕ̅ⲁ̅ ⲛⲁⲩⲧⲱⲙⲧ ⲇⲉ ⲧⲏⲣⲟⲩ ⲡⲉ ⳿ⲛϫⲉ ⲛⲏⲉⲧⲥⲱⲧⲉⲙ ⲉⲩϫⲱ ⳿ⲙⲙⲟⲥ ϫⲉ ⲙⲏ ⲫⲁⲓ ⲁⲛ ⲡⲉ ⲫⲏ⳿ⲉⲛⲁϥ⳿ϣⲑⲟⲣⲧⲉⲣ ⳿ⲛⲛⲏⲉⲧⲧⲱⲃϩ ⳿ⲙⲡⲁⲓⲣⲁⲛ ϧⲉⲛ Ⲓⲗ̅ⲏ̅ⲙ̅ ⲟⲩⲟϩ ⲁϥ⳿ⲓ ⳿ⲉⲡⲁⲓⲙⲁ ⳿ⲉⲡⲁⲓϩⲱⲃ ϩⲓⲛⲁ ⳿ⲛⲧⲉϥⲥⲟⲛϩⲟⲩ ⳿ⲛⲧⲉϥϭⲓⲧⲟⲩ ⳿ⲉ⳿ϩⲣⲏⲓ ϣⲁ ⲛⲓⲁⲣⲭⲏ⳿ⲉⲣⲉⲩⲥ.
୨୧ଜନ୍ ଲକ୍ମନ୍ ତାର୍ କାତା ସୁନ୍ଲାଇ, କାବାଅଇଜାଇକରି ପାଚାର୍ଲାଇ, “ଜିରୁସାଲମେ ଜିସୁକେ ବିସ୍ବାସ୍ କରି ପାର୍ତନା କର୍ବା ଲକ୍ମନ୍କେ ଜନ୍ଲକ୍ ମରାଇତେ ରଇଲା, ଏ କାଇ ସେ ଲକ୍ ନଏଁ କି? ସେମନ୍କେ ମୁକିଅ ପୁଜାରିମନର୍ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି?”
22 ⲕ̅ⲃ̅ ⲥⲁⲩⲗⲟⲥ ⲇⲉ ⲙⲁⲗⲗⲟⲛ ⲛⲁϥⲛⲏⲟⲩ ⳿ⲛϫⲉⲙϫⲟⲙ ⲟⲩⲟϩ ⲛⲁϥ⳿ϣⲑⲟⲣⲧⲉⲣ ⳿ⲛⲛⲓⲒⲟⲩⲇⲁⲓ ⲉⲧϧⲉⲛ ⲇⲁⲙⲁⲥⲕⲟⲥ ⲉϥⲧⲁⲙⲟ ⳿ⲙⲙⲱⲟⲩ ϫⲉ ⲫⲁⲓ ⲡⲉ Ⲡⲭ̅ⲥ̅.
୨୨ମାତର୍ ସାଉଲ୍ ଦରମ୍ ସାସ୍ତରେ ଅନି, ଜିସୁ ଆକା ମସିଅ ବଲି ସତ୍ ଦେକାଇଲା । ଏ ବିସଇଟାନେ ତାର୍ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍କସେ ବାସାଅଇ ରଇବା ଜିଉଦିମନ୍ ତାର୍ କଇବା କାତାର୍ ଗଟେକ୍ ମିସା ଉତର୍ ଦେଇନାପାର୍ଲାଇ ।
23 ⲕ̅ⲅ̅ ⳿ⲉⲧⲁⲩϫⲱⲕ ⲇⲉ ⳿ⲉⲃⲟⲗ ⳿ⲛϫⲉ ⲟⲩⲙⲏϣ ⳿ⲛ⳿ⲉϩⲟⲟⲩ ⲁⲩⲉⲣⲟⲩⲥⲟϭⲛⲓ ⳿ⲛϫⲉ ⲛⲓⲒⲟⲩⲇⲁⲓ ϩⲓⲛⲁ ⳿ⲛⲥⲉϧⲟⲑⲃⲉϥ.
୨୩କେତେଦିନ୍ ଗାଲା ପଚେ ଜିଉଦିମନ୍ ଗଟେକ୍ ଅଇକରି ସାଉଲ୍କେ ମରାଇବାକେ ପାଚ୍ନା କଲାଇ ।
24 ⲕ̅ⲇ̅ ⲁⲩⲧⲁⲙⲉ ⲥⲁⲩⲗⲟⲥ ⲇⲉ ⳿ⲉⲡⲟⲩⲥⲟϭⲛⲓ ⲛⲁⲩ⳿ⲁⲣⲉϩ ⲇⲉ ⳿ⲉⲛⲓⲡⲩⲗⲏ⳿ⲙⲡⲓ⳿ⲉϩⲟⲟⲩ ⲛⲉⲙ ⲡⲓ⳿ⲉϫⲱⲣϩ ϩⲓⲛⲁ ⳿ⲛⲥⲉϧⲟⲑⲃⲉϥ.
୨୪ମାତର୍ ସାଉଲ୍ ସେମନର୍ କୁଟ୍ କାତା ଜାନ୍ଲା । ସାଉଲ୍କେ ମରାଇବାକେ ସେମନ୍ ଦିନ୍ ରାତି ନଅରର୍ ସବୁ ଦୁଆର୍ମନ୍କେ ଜାଗ୍ଲାଇ ।
25 ⲕ̅ⲉ̅ ⲁⲩⲟⲗϥ ⲇⲉ ⳿ⲛϫⲉ ⲛⲓⲙⲁⲑⲏⲧⲏⲥ ⳿ⲛϫⲱⲣϩ ⲁⲩⲭⲁϥ ⳿ⲉ⳿ϧⲣⲏⲓ ϧⲉⲛ ⲟⲩⲃⲓⲣ ⳿ⲉⲃⲟⲗ ϩⲓϫⲉⲛ ⲡⲓⲥⲟⲃⲧ.
୨୫ମାତର୍ ଦିନେକ୍, ରାତିବେଲେ ସାଉଲର୍ ସିସ୍ମନ୍ ତାକେ ଡାଲାଇ ସାଜାଡି ନଅରର୍ ଚାରିବେଟ୍ତି ରଇବା ପାଚୁରିର୍ କାଣା ବାଟେ ତଲେ ଉତ୍ରାଇଦେଲାଇ ।
26 ⲕ̅ⲋ̅ ⳿ⲉⲧⲁϥ⳿ⲓ ⲇⲉ ⳿ⲉ⳿ϩⲣⲏⲓ ⳿ⲉⲒⲗ̅ⲏ̅ⲙ̅ ⲛⲁϥϭⲱⲛⲧ ⳿ⲙⲙⲟϥ ⳿ⲉⲧⲟⲙϥ ⳿ⲉⲛⲓⲙⲁⲑⲏⲧⲏⲥ ⲟⲩⲟϩ ⲛⲁⲩⲉⲣϩⲟϯ ϧⲁⲧⲉϥϩⲏⲧⲏⲣⲟⲩ ⲡⲉ ⳿ⲛⲥ⳿ⲉⲧⲉⲛϩⲟⲩⲧ ⳿ⲙⲙⲟϥ ⲁⲛ ϫⲉ ⲟⲩⲙⲁⲑⲏⲧⲏⲥ ⲡⲉ.
୨୬ସାଉଲ୍ ଜିରୁସାଲାମେ ଜାଇ ସିସ୍ମନର୍ ସଙ୍ଗ୍ ମିସ୍ବାକେ ଚେସ୍ଟା କଲା । ମାତର୍ ସେମନ୍ ସାଉଲ୍କେ ଗଟେକ୍ ସିସ୍ ବଲି ମୁଲ୍କେ ବିସ୍ବାସ୍ କରତ୍ ନାଇ । ସବୁ ଲକ୍ ତାକେ ଡର୍ତେ ରଇଲାଇ ।
27 ⲕ̅ⲍ̅ ⲃⲁⲣⲛⲁⲃⲁⲥ ⲇⲉ ⲁϥ⳿ⲁⲙⲁϩⲓ ⳿ⲙⲙⲟϥ ⲁϥ⳿ⲉⲛϥ ϣⲁ ⲛⲓ⳿ⲁⲡⲟⲥⲧⲟⲗⲟⲥ ⲁϥⲥⲁϫⲓ ⲛⲉⲙⲱⲟⲩ ϫⲉ ⳿ⲛⲁϣ ⳿ⲛⲣⲏϯ ⲁϥⲛⲁⲩ ⳿ⲉⲠ⳪ ϩⲓ ⲡⲓⲙⲱⲓⲧ ⲟⲩⲟϩ ⲁϥⲥⲁϫⲓ ⲛⲉⲙⲁϥ ⲟⲩⲟϩ ϫⲉ ⳿ⲛⲁϣ ⳿ⲛⲣⲏϯ ⲁϥⲟⲩⲟⲛϩϥ ϧⲉⲛ ⲇⲁⲙⲁⲥⲕⲟⲥ ϧⲉⲛ ⳿ⲫⲣⲁⲛ ⳿ⲛⲒⲏ̅ⲥ̅.
୨୭ମାତର୍ ପଚେ, ବର୍ନବା ତାକେ ପେରିତ୍ ସିସ୍ମନର୍ ଲଗେ ନେଲା । ଦାମାସ୍କସର୍ ବାଟେ କେନ୍ତି ସାଉଲ୍ ମାପ୍ରୁର୍ ଦର୍ସନ୍ ପାଇରଇଲା, ଆରି ମାପ୍ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍କେ ବୁଜାଇକରି କଇଲା । ଦାମାସ୍କସେ ସାଉଲ୍ ନ ଡର୍ତେ କେନ୍ତାରି ଜିସୁର୍ ନାଉଁ ଦାରି ତାର୍ ବାକିଅ ଜାନାଇରଇଲା, ସେମନ୍କେ ଟିକି ନିକି ବୁଜାଇ କରି କଇଲା ।
28 ⲕ̅ⲏ̅ ⲟⲩⲟϩ ⲛⲁϥϧⲉⲛ Ⲓⲗ̅ⲏ̅ⲙ̅ ⲡⲉ ⲉϥⲛⲁ ⳿ⲉϧⲟⲩⲛ ⲛⲉⲙ ⳿ⲉⲃⲟⲗ ⲛⲉⲙⲱⲟⲩ ⲉϥⲟⲩⲱⲛϩ ⳿ⲙⲙⲟϥ ⳿ⲉⲃⲟⲗϧⲉⲛ ⳿ⲫⲣⲁⲛ ⳿ⲙⲠ⳪ Ⲓⲏ̅ⲥ̅.
୨୮ଆରି ସାଉଲ୍, ପେରିତ୍ ସିସ୍ମନର୍ ସଙ୍ଗ୍ ରଇଲା ଆରି ଜିରୁସାଲମର୍ ଗୁଲାଇବାଟେ ଜାଇ, ନ ଡର୍ତେ ମାପ୍ରୁର୍ ବାକିଅ ଜାନାଇଲା ।
29 ⲕ̅ⲑ̅ ⲛⲁϥⲥⲁϫⲓ ⲇⲉ ⲡⲉ ⲛⲁϥϣⲓⲛⲓ ⳿ⲛⲛⲓⲟⲩⲉⲓⲛⲓⲛ ⳿ⲛⲑⲱⲟⲩ ⲇⲉ ⲛⲁⲩⲟⲩⲱϣ ⳿ⲉ⳿ⲓⲛⲓ ⳿ⲛⲛⲟⲩϫⲓϫ ⳿ⲉ⳿ϩⲣⲏⲓ ⳿ⲉϫⲱϥ ⳿ⲉϧⲟⲑⲃⲉϥ.
୨୯ସାଉଲ୍ ଏ ସବୁ ବିସଇ ଗିରିକ୍ ବାସା କଇବା ଜିଉଦିମନର୍ ସଙ୍ଗ୍ ଦଦାପେଲା ଅଇଲା । ମାତର୍ ସେମନ୍ ସାଉଲ୍କେ ମରାଇବାକେ ଚେସ୍ଟା କଲାଇ ।
30 ⲗ̅ ⳿ⲉⲧⲁⲩ⳿ⲉⲙⲓ ⲇⲉ ⳿ⲛϫⲉ ⲛⲓ⳿ⲥⲛⲏⲟⲩ ⲁⲩⲉⲛϥ ⳿ⲉⲔⲉⲥⲁⲣⲓ⳿ⲁ ⲁⲩⲟⲩⲟⲣⲡϥ ⳿ⲉ⳿ϩⲣⲏⲓ ⳿ⲉⲑⲁⲣⲥⲟⲥ.
୩୦ବିସ୍ବାସି ବାଇମନ୍ ଏ କାତା ଜାନିକରି ସାଉଲ୍କେ କାଇସରିଆ ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍ସିସ୍ ବଲି ବିନ୍ ଗଟେକ୍ ଜାଗାଇ ପାଟାଇ ଦେଲାଇ ।
31 ⲗ̅ⲁ̅ ϯⲉⲕ⳿ⲕⲗⲏⲥⲓ⳿ⲁ ⲙⲉⲛ ⲟⲩⲛ ⳿ⲛⲧⲉ ϯⲒⲟⲩⲇⲉ⳿ⲁ ⲧⲏⲣⲥ ⲛⲉⲙ ϯⲄⲁⲗⲓⲗⲉ⳿ⲁ ⲛⲉⲙ ⳿ⲧⲤⲁⲙⲁⲣⲓ⳿ⲁ ⲛⲉ ⲟⲩⲟⲛ ⳿ⲛⲧⲱⲟⲩ ⳿ⲛⲟⲩϩⲓⲣⲏⲛⲏ ⳿ⲙⲙⲁⲩ ⲉⲩⲕⲏⲧ ⲟⲩⲟϩ ⲉⲩⲙⲏⲛ ϧⲉⲛ ϯϩⲟϯ ⳿ⲛⲧⲉ Ⲡ⳪ ⲟⲩⲟϩ ⲛⲁⲩⲛⲏⲟⲩ ⳿ⲛⲁⲓⲁⲓ ϧⲉⲛ ⲡⲓⲑⲱⲧ ⳿ⲛϩⲏⲧ ⳿ⲛⲧⲉ ⲡⲠⲓⲡ͞ⲛⲁ̅ ⲉⲑⲟⲩⲁⲃ.
୩୧ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
32 ⲗ̅ⲃ̅ ⲁⲥϣⲱⲡⲓ ⲇⲉ ⳿ⲉⲣⲉ Ⲡⲉⲧⲣⲟⲥ ⲛⲁⲥⲓⲛⲓ ⳿ⲉⲃⲟⲗϩⲓⲧⲉⲛ ⲛⲓ⳿ⲥⲛⲏⲟⲩ ⲧⲏⲣⲟⲩ ⲁϥ⳿ⲓ ϣⲁ ⲛⲓⲁⲅⲓⲟⲥ ⲉⲧϣⲟⲡ ϧⲉⲛ ⲗⲩⲇⲇⲁ.
୩୨ପିତର୍ ବିନ୍ ବିନ୍ ଜାଗାଇ ବୁଲି ବୁଲି ତରେକ୍ ଲୁଦାଇ ବାସାଅଇରଇବା, ମାପ୍ରୁର୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ଗାଲା ।
33 ⲗ̅ⲅ̅ ⲁϥϫⲉⲙ ⲟⲩⲣⲱⲙⲓ ⲇⲉ ⳿ⲙⲙⲁⲩ ⳿ⲉⲡⲉϥⲣⲁⲛ ⲡⲉ ⳿ⲉⲛⲉⲁ ⳿ⲉⲁϥⲉⲣ ⲏ̅ ⳿ⲛⲣⲟⲙⲡⲓ ⲉϥ⳿ϣⲧⲏⲟⲩⲧ ϩⲓϫⲉⲛ ⲟⲩϭⲗⲟϫ ⲫⲁⲓ ⲇⲉ ⲛⲁϥϣⲏⲗ ⳿ⲉⲃⲟⲗ ⲡⲉ.
୩୩ତେଇ ଏନିୟ ନାଉଁର୍ ଗଟେକ୍ ଲକ୍କେ ସେ ବେଟ୍ ଅଇଲା, ଏନିୟକେ ଚେରେଙ୍ଗ୍ ବାତ୍ ଦାରି ଆଟ୍ ବରସ୍ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍ତେ ରଇଲା ।
34 ⲗ̅ⲇ̅ Ⲡⲉⲧⲣⲟⲥ ⲇⲉ ⲡⲉϫⲁϥ ⲛⲁϥ ϫⲉ ⳿ⲉⲛⲉⲁ ⳿ϥⲧⲁⲗϭⲟ ⳿ⲙⲙⲟⲕ ⳿ⲛϫⲉ Ⲡⲭ̅ⲥ̅ Ⲓⲏ̅ⲥ̅ ⲧⲱⲛⲕ ⲫⲱⲣϣ ϧⲁⲣⲟⲕ ⲥⲁⲧⲟⲧϥ ⲁϥⲧⲱⲛϥ.
୩୪ପିତର୍ ତାକେ କଇଲା, “ଏନିୟ ଜିସୁ ମାପ୍ରୁ ତକେ ନିକ କରିଆଚେ । ଉଟ୍ ଆରି ତର୍ ଅଚ୍ନା ସାଜାଡ୍ ।”
35 ⲗ̅ⲉ̅ ⲁⲩⲛⲁⲩ ⲇⲉ ⳿ⲉⲣⲟϥ ⲧⲏⲣⲟⲩ ⳿ⲛϫⲉ ⲛⲏⲉⲧϣⲟⲡ ϧⲉⲛ ⲗⲩⲇⲇⲁ ⲛⲉⲙ ⲥⲁⲣⲱⲛ ⲛⲏ⳿ⲉⲧⲁⲩⲕⲟⲧⲟⲩ ⳿ⲉⲠ⳪.
୩୫କଇଲା ଦାପ୍ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍ମନ୍ ମାପ୍ରୁର୍ ବାଟେ ଆଇବାକେ ମନ୍ କଲାଇ ।
36 ⲗ̅ⲋ̅ ⳿ⲛ⳿ϧⲣⲏⲓ ⲇⲉ ϧⲉⲛ ⲓⲟⲡⲡⲏⲛⲉ ⲟⲩⲟⲛ ⲟⲩⲙⲁⲑⲏⲧⲏⲥ ⳿ⲛ⳿ⲥϩⲓⲙⲓ ⳿ⲙⲙⲁⲩ ⳿ⲉⲡⲉⲥⲣⲁⲛ ⲡⲉ ⲧⲁⲃⲓⲑⲁ ⲑⲏ⳿ⲉⲧⲉϣⲁⲩⲟⲩⲁϩⲙⲉⲥ ⳿ⲛⲥⲉⲙⲟⲩϯ ⳿ⲉⲣⲟⲥ ϫⲉ ϯϭⲁϩⲥⲓ ⲑⲁⲓ ⲛⲁⲥⲙⲉϩ ⳿ⲛϩⲱⲃ ⳿ⲛ⳿ⲁⲅⲁⲑⲟ⳿ ⲛⲉⲙ ⲛⲓⲙⲉⲑⲛⲁⲏⲧ ⳿ⲉⲛⲁⲥ⳿⳿ⲓⲣⲓ ⳿ⲙⲙⲱⲟⲩ.
୩୬ଜପାଇ, ଟାବିତା ନାଉଁର୍ ଗଟେକ୍ ବିସ୍ବାସି ମାଇଜି ବାସା ଅଇରଇଲା । ତାର୍ ଗିରିକ୍ ନାଉଁ, ଦାର୍କାସ୍ । ତାର୍ ଅରତ୍ କଟ୍ରା । ସେ ସବୁବେଲା ସତ୍ କାମ୍ କରି, ରଗି ଦୁକିମନର୍ ସେବା କର୍ତେ ରଇଲା । ସେବେଲେ ସେ ରଗ୍ବେମାର୍ ଅଇ ମରିଗାଲା ।
37 ⲗ̅ⲍ̅ ⲁⲥϣⲱⲡⲓ ⲇⲉ ϧⲉⲛ ⲛⲓ⳿ⲉϩⲟⲟⲩ ⳿ⲉⲧⲉ⳿ⲙⲙⲁⲩ ⲁⲥϣⲱⲛⲓ ⲁⲥⲙⲟⲩ ⳿ⲉⲧⲁⲩϫⲟⲕⲙⲉⲥ ⲇⲉ ⲁⲩⲭⲁⲥ ϧⲉⲛ ⲡⲓⲙⲁ ⲉⲧⲥⲁ⳿ⲡϣⲱⲓ.
୩୭ତାର୍ ଲକ୍ବାକ୍ମନ୍ ଟାବିତାର୍ ମଲାମଡ୍ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍ ଗୁଡିଆଇ ଉପର୍ ତାଲାର୍ ବାକ୍ରାଇ ସୁଆଇଦେଲାଇ ।
38 ⲗ̅ⲏ̅ ⲛⲁⲣⲉ ⲗⲩⲇⲇⲁ ⲇⲉ ⲛⲁⲥϧⲉⲛⲧ ⳿ⲉⲓⲟⲡⲡⲏⲡⲉ ⲛⲓⲙⲁⲑⲏⲧⲏⲥ ⲟⲩⲛ ⳿ⲉⲧⲁⲩⲥⲱⲧⲉⲙ ϫⲉ ⳿ϥ⳿ⲙⲙⲁⲩ ⳿ⲛϫⲉ Ⲡⲉⲧⲣⲟⲥ ⲁⲩⲟⲩⲱⲣⲡ ⳿ⲛⲣⲱⲙⲓ ⲃ̅ ϩⲁⲣⲟϥ ⲉⲩϫⲱ ⳿ⲙⲙⲟⲥ ⲉⲩⲧⲱⲃϩ ⳿ⲙⲙⲟϥ ϫⲉ ⳿ⲙⲡⲉⲣϭⲛⲁⲩ ⳿ⲉ⳿ⲓ ϩⲁⲣⲟⲛ.
୩୮ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍ବାସିମନ୍ ଦୁଇ ଲକ୍କେ ପିତରର୍ ଲଗେ କଇ ପାଟାଇଲାଇ । “ଅଲସମ୍ ନ କରି, ଦାପେ ଆମର୍ ଲଗେ ଚନେକ୍ ଆସା ।”
39 ⲗ̅ⲑ̅ ⲁϥⲧⲱⲛϥ ⲇⲉ ⳿ⲛϫⲉ Ⲡⲉⲧⲣⲟⲥ ⲁϥⲙⲟϣⲓ ⲛⲉⲙⲱⲟⲩ ⳿ⲉⲧⲁϥ⳿ⲓ ⲇⲉ ⲁⲩⲟⲗϥ ⳿ⲉ⳿ϩⲣⲏⲓ ⳿ⲉⲛⲓⲙⲁ ⲉⲧⲥⲁ⳿ⲡϣⲱⲓ ⲁⲩ⳿ⲟϩⲓ ⳿ⲉⲣⲁⲧⲟⲩ ⲛⲁϩⲣⲁϥ ⳿ⲛϫⲉ ⲛⲓⲭⲏⲣⲁ ⲧⲏⲣⲟⲩ ⲉⲩⲣⲓⲙⲓ ⲉⲩⲧⲁⲙⲟ ⳿ⲙⲙⲟϥ ⳿ⲉⲛⲓ⳿ϣⲑⲏⲛ ⲛⲉⲙ ⲛⲓ⳿ϩⲃⲱⲥ ⲉⲥⲑⲁⲙⲓⲟ ⳿ⲙⲙⲱⲟⲩ ⲉⲥϣⲟⲡ ⲛⲉⲙⲱⲟⲩ ⳿ⲛϫⲉ ϯϭⲁϩⲥⲓ.
୩୯ପିତର୍ ତିଆର୍ ଅଇକରି ସେମନର୍ ସଙ୍ଗ୍ ଗାଲା । ତେଇ ସେ କେଟ୍ଲା ଦାପ୍ରେ ଲକ୍ମନ୍ ତାକେ ଉପର୍ ତାଲାର୍ ବାକ୍ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍ ଚାରିବେଡ୍ତି ଅଇକରି କାନ୍ଦି କାନ୍ଦି ଦାର୍କାସ୍ ଜିବନ୍ ରଇଲାବେଲେ ସିଲାଇ ରଇବା ବସ୍ତର୍ ଆରି ଲୁଗାମନ୍ ସବୁ ପିତର୍କେ ଦେକାଇଲାଇ ।
40 ⲙ̅ ⲁϥϩⲓⲧⲟⲩ ⳿ⲉⲃⲟⲗ ⲧⲏⲣⲟⲩ ⳿ⲛϫⲉ Ⲡⲉⲧⲣⲟⲥ ⳿ⲉⲧⲁϥϩⲓⲧϥ ϩⲓϫⲉⲛ ⲛⲉϥⲕⲉⲗⲓ ⲁϥⲧⲱⲃϩ ⳿ⲉⲧⲁϥⲕⲟⲧϥ ⳿ⲉⲡⲓⲥⲱⲙⲁ ⲡⲉϫⲁϥ ϫⲉ ⲧⲁⲃⲓⲑⲁ ⲧⲱⲟⲩⲛⲓ ⳿ⲛⲑⲟⲥ ⲇⲉ ⲁⲥⲟⲩⲱⲛ ⳿ⲛⲛⲉⲥⲃⲁⲗ ⳿ⲉⲧⲁⲥⲛⲁⲩ ⲇⲉ ⳿ⲉⲠⲉⲧⲣⲟⲥ ⲁⲥϩⲉⲙⲥⲓ.
୪୦ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, “ଟାବିତା ଉଟ୍!” ଏଦେ ଦେକା! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା ।
41 ⲙ̅ⲁ̅ ⲁϥϯⲧⲟⲧⲥ ⲇⲉ ⲁϥⲧⲁϩⲟⲥ ⲉⲣⲁⲧⲥ ⳿ⲉⲧⲁϥⲙⲟⲩϯ ⲇⲉ ⳿ⲉⲛⲓⲁⲅⲓⲟⲥ ⲛⲉⲙ ⲛⲓⲭⲏⲣⲁ ⲁϥⲧⲁϩⲟⲥ ⲛⲱⲟⲩ ⲉⲥⲟⲛϧ.
୪୧ପିତର୍ ଆତ୍ ଲାମାଇ ତାକେ ଉଟାଇଲା । ତାର୍ ପଚେ ତେଇ ରୁଣ୍ଡି ରଇଲା ସବୁ ବିସ୍ବାସି ଆରି ରାଣ୍ଡି ମାଇଜିମନ୍କେ ଡାକି ଦର୍କାସ୍କେ ସର୍ପିଦେଲା ।
42 ⲙ̅ⲃ̅ ⲁ ⲡⲁⲓϩⲱⲃ ⲇⲉ ⲟⲩⲟⲛϩ ⳿ⲉⲃⲟⲗϧⲉⲛ ⲓⲟⲡⲡⲏⲧⲏⲣⲥ ⲟⲩⲟϩ ⲟⲩⲙⲏϣ ⲁⲩⲛⲁϩϯ ⳿ⲉⲠ⳪.
୪୨ଏ କବର୍ ଜପାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ଆରି କେତେ କେତେ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ ।
43 ⲙ̅ⲅ̅ ⲁϥϣⲱⲡⲓ ⲇⲉ ⳿ⲛⲟⲩⲙⲏϣ ⳿ⲛ⳿ⲉϩⲟⲟⲩ ϧⲉⲛ ⲓⲟⲡⲡⲏϧⲁⲧⲉⲛ ⲟⲩⲁⲓ ϫⲉ Ⲥⲓⲙⲱⲛ ⲡⲓⲃⲁⲕϣⲁⲣ.
୪୩ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।