< Ϯ⳰ⲀⲠⲞⲔⲀⲖⲨⳘⲮⲒⲤ 16 >
1 ⲁ̅ ⲞⲨⲞϨ ⲀⲒⲤⲰⲦⲈⲘ ⲈⲞⲨⲚⲒϢϮ ⲚⲤⲘⲎ ⲈⲂⲞⲖ ϦⲈⲚⲦⲪⲈ ⲈⲤϪⲰ ⲘⲘⲞⲤ ⲚⲚⲒⲀⲄⲄⲈⲖⲞⲤ ϪⲈ ⲘⲀϢⲈ ⲚⲰⲦⲈⲚ ϪⲈϢ ⲚⲈⲦⲈⲚⲪⲨⲀⲖⲎ ⲈⲠⲈⲤⲎⲦ ⲚⲦⲈⲠⲈⲘⲂⲞⲚ ⲘⲪⲚⲞⲨϮ.
୧ତାର୍ପଚେ ଗଟେକ୍ ମନ୍ଦିରେଅନି ଗଟେକ୍ ଜବର୍ ସବଦ୍ ସେ ସାତ୍ଟା ଦୁତ୍ମନ୍କେ କାତା ଅଇବାଟା ମୁଇ ସୁନ୍ଲି । “ଜାଆ ଆରି ପର୍ମେସରର୍ ରିସା ବର୍ତି ଅଇରଇବା ସାତ୍ଟା ଗିନା ଦର୍ତନି ଉପ୍ରେ ଆଜାଡିଦେସ୍ ।”
2 ⲃ̅ ⲞⲨⲞϨ ⲀϤϢⲈ ⲚⲀϤ ⲚϪⲈⲠⲒϨⲞⲨⲒⲦ ⲚⲀⲄⲄⲈⲖⲞⲤ ⲀϤϪⲈϢ ⲦⲈϤⲪⲨⲀⲖⲎ ⲈϪⲈⲚ ⲠⲒⲔⲀϨⲒ ⲞⲨⲞϨ ⲀⲞⲨϢⲀϢⲒ ⲈϤϨⲰⲞⲨ ϢⲰⲠⲒ ϦⲈⲚⲚⲒⲢⲰⲘⲒ ⲚⲎ ⲈⲦⲦⲞⲂ ⲈⲠⲒⲐⲎⲢⲒⲞⲚ ⲚⲈⲘ ⲚⲎ ⲈⲐⲞⲨⲰϢⲦ ⲚⲦⲈϤϨⲨⲔⲰⲚ.
୨ପର୍ତୁମ୍ ଦୁତ୍ ଗାଲା ଆରି ତାର୍ ରିସାର୍ ଗିନା ଦର୍ତନି ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା! ଜନ୍ ଲକ୍ମନ୍ ଜେ କି ପସୁର୍ ଚିନ୍ ଗଦିଅଇରଇଲାଇ ଆରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ, ତାକର୍ ଗାଗ୍ଡେ ମୁର୍ଚି ନାପାର୍ଲା ପାରା ଉଟାନ୍ ବାରଇଲା ।
3 ⲅ̅ ⲞⲨⲞϨ ⲀⲠⲒⲘⲀϨⲂ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲪⲒⲞⲘ ⲞⲨⲞϨ ⲀϤⲈⲢⲤⲚⲞϤ ⲘⲪⲢⲎϮ ⲘⲪⲀ ⲞⲨⲢⲈϤⲘⲰⲞⲨⲦ ⲞⲨⲞϨ ⲮⲨⲬⲎ ⲚⲒⲂⲈⲚ ⲈⲦⲞⲚϦ ⲀⲨⲘⲞⲨ ϦⲈⲚⲪⲒⲞⲘ.
୩ତାର୍ପଚେ ଦୁଇ ଲମର୍ ଦୁତ୍ ତାର୍ ରିସାର୍ ଗିନା ସମ୍ଦୁରେ ଆଜାଡି ଦେଲା । ଆରି ଏଦେ ଦେକା! ତେଇର୍ ପାନି ମଲାଲକର୍ ବନିପାରା ଅଇଗାଲା । ଆରି ସମ୍ଦୁରେ ରଇବା ଜଁତ୍ଜିଆଦ୍ ମରିଗାଲାଇ ।
4 ⲇ̅ ⲞⲨⲞϨ ⲀⲠⲒⲘⲀϨⲄ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲚⲒⲒⲀⲢⲰⲞⲨ ⲚⲈⲘ ⲚⲒⲘⲞⲨⲘⲒ ⲘⲘⲰⲞⲨ ⲞⲨⲞϨ ⲀⲨⲈⲢⲤⲚⲞϤ.
୪ତାର୍ପଚେ ତିନ୍ ଲମର୍ ଦୁତ୍ ତାର୍ ରିସାର୍ ଗିନା ଗାଡ୍ମନ୍କେ ଆରି ପାଜ୍ରାମନ୍କେ ଆଜାଡିଦେଲା । ସେଟାମନର୍ ପାନି ସବୁ ବନି ଅଇଗାଲା ।
5 ⲉ̅ ⲀⲒⲤⲰⲦⲈⲘ ⲈⲠⲒⲀⲄⲄⲈⲖⲞⲤ ⲚⲦⲈⲚⲒⲘⲰⲞⲨ ⲈϤϪⲰ ⲘⲘⲞⲤ ϪⲈ ⲚⲐⲞⲔ ⲞⲨⲐⲘⲎⲒ ⲪⲎ ⲈⲦϢⲞⲠ ⲞⲨⲞϨ ⲪⲎ ⲈⲚⲀϤϢⲞⲠ ϪⲈ ⲀⲔϮϨⲀⲠ ⲈⲚⲀⲒ
୫ତାର୍ପଚେ ପାନି ଦେକାରକା କର୍ବା ଦୁତ୍ ଏନ୍ତାରି କଇବାଟା ମୁଇ ସୁନ୍ଲି “ଏ ସୁକଲ୍ ରଇବା ପର୍ମେସର୍ ତମେ ଆଗେଅନି ଆରି ଏବେ ମିସା ଆଚାସ୍ । ତମର୍ ବିଚାର୍ନା ଟିକ୍ ଆଚେ ।
6 ⲋ̅ ϪⲈ ⲠⲒⲤⲚⲞϤ ⲚⲦⲈⲚⲒⲘⲀⲢⲦⲨⲢⲞⲤ ⲚⲈⲘ ⲚⲒⲠⲢⲞⲪⲎⲦⲎⲤ ⲀⲨⲪⲞⲚϤ ⲈⲂⲞⲖ ⲀⲔϮ ⲤⲚⲞϤ ⲚⲰⲞⲨ ⲈⲤⲰ ϪⲈ ⲤⲈⲘⲠϢⲀ.
୬ପର୍ମେସର୍ ଲକ୍ମନର୍ ଆରି ବବିସତ୍ବକ୍ତାମନର୍ ବନି ଡାଲିଦେଲାଇ । ତେବର୍ପାଇ ତମେ ସେମନ୍କେ କାଇବାକେ ବନି ଦେଇଆଚାସ୍ । ସେମନ୍ କରିରଇବା କାମର୍ ପଲ୍ ସେମନ୍ ଆକା ପାଇଲାଇ ଆଚତ୍ ।”
7 ⲍ̅ ⲞⲨⲞϨ ⲀⲒⲤⲰⲦⲈⲘ ⲈⲠⲒⲘⲀⲚⲈⲢϢⲰⲞⲨϢⲒ ⲈϤϪⲰ ⲘⲘⲞⲤ ϪⲈ ⲤⲈ ⲠϬⲞⲒⲤ ⲪⲚⲞⲨϮ ⲠⲒⲠⲀⲚⲦⲞⲔⲢⲀⲦⲰⲢ ⲠⲒⲐⲘⲎⲒ ⲚⲈⲔϨⲀⲠ ⲦⲎⲢⲞⲨ ϨⲀⲚⲘⲈⲐⲘⲎⲒ ⲚⲈ.
୭ତାର୍ପଚେ ବେଦିଟାନେଅନି ଗଟେକ୍ ସବଦ୍ ମୁଇ ସୁନ୍ଲି । “ମାପ୍ରୁ ପର୍ମେସର୍ ଜେ କି ସବୁର୍ ଉପ୍ରେ ଆଚେ, ତମର୍ ବିଚାର୍ନା ସମାନ୍ ଆରି ସତ୍ ।”
8 ⲏ̅ ⲞⲨⲞϨ ⲠⲒⲘⲀϨⲆ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲪⲢⲎ ⲞⲨⲞϨ ⲀⲨⲦⲎⲒⲤ ⲚⲀϤ ⲈⲈⲢⲔⲀⲨⲘⲀ ⲈϪⲈⲚ ⲚⲒⲢⲰⲘⲒ ϦⲈⲚⲞⲨⲚⲒϢϮ ⲚⲔⲀⲨⲘⲀ.
୮ତାର୍ପଚେ ଚାରି ଲମର୍ ଦୁତ୍ ତାର୍ ରିସାର୍ ଗିନା ବେଲ୍ ଉପ୍ରେ ଆଜାଡ୍ଲା । ଆରି ଏଦେ ଦେକା! ତାର୍ ଅପର୍ବଲ୍ ତାତି ସଙ୍ଗ୍ ଲକ୍ମନ୍କେ ପଡାଇଦେବାକେ ବେଲ୍ ଆଦେସ୍ ପାଇଲା ।
9 ⲑ̅ ⲞⲨⲞϨ ⲀⲨⲈⲢⲔⲀⲨⲘⲀ ⲚϪⲈⲚⲒⲢⲰⲘⲒ ⲞⲨⲞϨ ⲀⲨϪⲈⲞⲨⲀ ⲈⲪⲢⲀⲚ ⲘⲪⲚⲞⲨϮ ⲪⲎ ⲈⲦⲈ ⲞⲨⲞⲚⲦⲈϤ ⲈⲢϢⲒϢⲒ ⲘⲘⲀⲨ ⲈϪⲈⲚ ⲚⲀⲒⲈⲢϦⲞⲦ ⲞⲨⲞϨ ⲘⲠⲞⲨⲈⲢⲘⲈⲦⲀⲚⲞⲒⲚ ⲈϮⲰⲞⲨ ⲘⲪⲚⲞⲨϮ.
୯ସେ ଅପର୍ବଲ୍ ତାତିର୍ ଲାଗି ସେମନ୍ ପଡିଗାଲାଇ । ଆରି ପର୍ମେସରର୍ ନାଉଁ ଦାରି ସାଇପ୍ ଦେଲାଇ । କାଇକେବଇଲେ ଏ ସବୁର୍ ମର୍ଡି ଉପ୍ରେ ତାର୍ଆକା ଅଦିକାର୍ ରଇଲା । ମାତର୍ ସେମନ୍ ଏନ୍ତାର୍ ଅଇଲାଇ ମସିଆ ତାକର୍ ପାପେଅନି ବାଉଡତ୍ନାଇ । ଆରି ପର୍ମେସରର୍ ବଡ୍ କାମ୍କେ ମାନତ୍ନାଇ ।
10 ⲓ̅ ⲞⲨⲞϨ ⲠⲒⲘⲀϨⲈ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲠⲒⲐⲢⲞⲚⲞⲤ ⲚⲦⲈⲠⲒⲐⲎⲢⲒⲞⲚ ⲞⲨⲞϨ ⲀⲤⲈⲢⲬⲀⲔⲒ ⲚϪⲈⲦⲈϤⲘⲈⲦⲞⲨⲢⲞ ⲞⲨⲞϨ ⲚⲀⲨⲞⲨⲞϪⲞⲨⲈϪ ⲚⲚⲞⲨⲖⲀⲤ ⲈⲂⲞⲖ ϦⲈⲚⲠⲒⲘⲔⲀϨ
୧୦ତାର୍ପଚେ ପାଁଚ୍ ଲମର୍ ଦୁତ୍ ତାର୍ ରିସାର୍ ଗିନା ପସୁର୍ ବସ୍ବା ଜାଗାର୍ ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା! ପସୁର୍ ରାଇଜେ ଆନ୍ଦାର୍ ଡାବିଅଇଦେଲା । ଆରି ଦୁକାର୍ ଲାଗି ଲକ୍ମନ୍ ନିଜର୍ ନିଜର୍ ଜିବ୍ ଚାବିଅଇଦେଲାଇ ।
11 ⲓ̅ⲁ̅ ⲞⲨⲞϨ ⲀⲨϪⲈⲞⲨⲀ ⲈⲪⲚⲞⲨϮ ⲚⲦⲈⲦⲪⲈ ⲈⲂⲞⲖ ϦⲈⲚⲠⲒⲘⲔⲀϨ ⲚⲈⲘ ⲈⲂⲞⲖ ϦⲈⲚⲚⲞⲨϨⲂⲎ ⲞⲨⲒ ⲞⲨⲞϨ ⲘⲠⲞⲨⲈⲢⲘⲈⲦⲀⲚⲞⲒⲚ ⲈⲂⲞⲖ ϦⲈⲚⲚⲞⲨϨⲂⲎⲞⲨⲒ ⲈⲦϨⲰⲞⲨ.
୧୧ତାକର୍ ଦୁକା ଆରି ଉଟାନର୍ ଲାଗି ସରଗର୍ ପର୍ମେସର୍କେ ସେମନ୍ ସାଇପ୍ ଦେଲାଇ । ମାତର୍ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ସେମନ୍ ବାଉଡତ୍ନାଇ ।
12 ⲓ̅ⲃ̅ ⲞⲨⲞϨ ⲠⲒⲘⲀϨ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲪⲒⲀⲢⲞ ⲠⲒⲚⲒϢϮ ⲠⲒⲈⲨⲪⲢⲀⲦⲎ ⲤⲞⲨⲞϨ ⲀϤϢⲰⲞⲨⲒ ⲚϪⲈⲠⲒⲘⲰⲞⲨ ϨⲒⲚⲀ ⲚⲦⲈϤⲤⲞⲂϮ ⲚϪⲈⲠⲒⲘⲰⲒⲦ ⲚⲦⲈⲚⲒⲞⲨⲢⲰⲞⲨ ⲈⲦⲤⲀⲚⲒⲘⲀ ⲚϢⲀⲒ ⲚⲦⲈⲪⲢⲎ.
୧୨ତାର୍ପଚେ ଚଅ ଲମର୍ ଦୁତ୍ ତାର୍ ରିସାର୍ ଗିନା ଇଉପର୍ଟିସ୍ ନାଉଁର୍ ଗଟେକ୍ ବଡ୍ଗାଡେ ଆଜାଡିଦେଲା । ଆରି ଏଦେ ଦେକା! ସେ ଗାଡର୍ ପାନି ଆଁଟିଗାଲା । ସେନ୍ତାରି ପୁର୍ବେଅନି ଜନ୍ ରାଜାମନ୍ ଆରି ତାକର୍ ସନିଅମନ୍ ଆଇବାର୍ ରଇଲା, ସେମନର୍ପାଇ ବାଟ୍ ତିଆର୍ଅଇଲା ।
13 ⲓ̅ⲅ̅ ⲞⲨⲞϨ ⲀⲒⲚⲀⲨ ⲈⲂⲞⲖ ϦⲈⲚⲢⲰϤ ⲘⲠⲒⲆⲢⲀⲔⲰⲚ ⲚⲈⲘ ⲈⲂⲞⲖ ϦⲈⲚⲢⲰϤ ⲘⲠⲒⲐⲎⲢⲒⲞⲚ ⲚⲈⲘ ⲈⲂⲞⲖ ϦⲈⲚⲢⲰϤ ⲘⲠⲒⲮⲈⲨⲆⲞⲠⲢⲞⲪⲎⲦⲎⲤ ⲈⲄ ⲘⲠⲚⲈⲨⲘⲀⲈⲨⲤⲰϤ ⲘⲪⲢⲎϮ ⲚϨⲀⲚⲬⲢⲞⲨⲢ.
୧୩ତାର୍ପଚେ ତିନ୍ଟା ବେଙ୍ଗ୍ପାରା ଡିସ୍ବା ଅସୁକଲ୍ ଆତ୍ମାମନ୍କେ ମୁଇ ଦେକ୍ଲି । ସେମନ୍ ଅସୁର୍ସାଁପର୍ ଟଣ୍ଡେଅନି, ପସୁର୍ ଟଣ୍ଡେଅନି ଆରି ମିଚ୍ କଇବା ବବିସତ୍ବକ୍ତାର୍ ଟଣ୍ଡେଅନି ବାରଇ ଆଇତେରଇଲାଇ ।
14 ⲓ̅ⲇ̅ ϨⲀⲚⲠⲚⲈⲨⲘⲀⲄⲀⲢ ⲚⲒϦ ⲚⲈⲈⲨⲒⲢⲒ ⲚϨⲀⲚⲘⲎ ⲒⲚⲒ ⲈⲂⲞⲖ ϦⲈⲚⲚⲒⲞⲨⲢⲰⲞⲨ ⲚⲦⲈⲠⲔⲀϨⲒ ⲈⲐⲞⲨⲰⲦⲞⲨ ⲈⲠⲠⲞⲖⲈⲘⲞⲤ ⲚⲦⲈⲚⲒⲚⲒϢϮ ⲚⲈϨⲞⲞⲨ ⲚⲦⲈⲪⲚⲞⲨϮ ⲠⲒⲠⲀⲚⲦⲞⲔⲢⲀⲦⲰⲢ.
୧୪ସେମନ୍ କାବାଅଇଜିବା କାମ୍ କର୍ବା ଡୁମାମନର୍ ଆତ୍ମାମନ୍ । ଏ ତିନ୍ଟା ଆତ୍ମା ଜଗତେ ରଇବା ସବୁ ରାଜାମନର୍ଟାନେ ଗାଲାଇ । ବେସି ବପୁ ରଇବା ପର୍ମେସରର୍ ବଡ୍ ଦିନର୍ ଜୁଇଦେ ସେ ଆତ୍ମାମନ୍ ସବୁ ରାଜାମନ୍କେ ଟୁଲିଆଇ ଆନ୍ବାଇ ।
15 ⲓ̅ⲉ̅ ϨⲎⲠⲠⲈ ϮⲚⲎⲞⲨ ⲘⲪⲢⲎϮ ⲚⲞⲨⲢⲈϤϬⲒⲞⲨⲒ ⲰⲞⲨⲚⲒⲀⲦϤ ⲘⲪⲎ ⲈⲐⲚⲀⲢⲰⲒⲤ ⲞⲨⲞϨ ⲚⲦⲈϤⲀⲢⲈϨ ⲈⲚⲈϤϨⲂⲰⲤ ϨⲒⲚⲀ ⲚⲦⲈϤϢⲦⲈⲘⲘⲞϢⲒ ⲈϤⲂⲎϢ ⲞⲨⲞϨ ⲚⲦⲞⲨⲚⲀⲨ ⲈⲠⲈϤϢⲒⲠⲒ.
୧୫ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ ।
16 ⲓ̅ⲋ̅ ⲞⲨⲞϨ ⲀϤⲐⲞⲨⲰⲦⲞⲨ ⲈⲨⲘⲀ ⲈⲨⲘⲞⲨϮ ⲈⲢⲞϤ ⲘⲘⲈⲦϨⲈⲂⲢⲈⲞⲤ ϪⲈ ⲈⲢⲘⲀⲔⲈⲆⲰⲚ.
୧୬ତାର୍ପଚେ ଆତ୍ମାମନ୍ ସବୁ ରାଜାମନ୍କେ ଗଟେକ୍ ଜାଗାଇ ଟୁଲିଆଇ ଆନ୍ଲାଇ । ଏବ୍ରି ବାସାଇ ସେ ଜାଗାର୍ ନାଉଁ ଅଇଲାନି ଅମିଗର୍ଦନ୍ ।
17 ⲓ̅ⲍ̅ ⲞⲨⲞϨ ⲠⲒⲘⲀϨⲌ ⲚⲀⲄⲄⲈⲖⲞⲤ ⲀϤϪⲰϢ ⲚⲦⲈϤⲪⲨⲀⲖⲎ ⲈϪⲈⲚ ⲠⲒⲀⲎⲢ ⲞⲨⲞϨ ⲀϤⲈϢ ⲞⲨⲚⲒϢϮ ⲚϦⲢⲰⲞⲨ ⲈⲂⲞⲖ ϦⲈⲚⲠⲒⲈⲢⲪⲈⲒ ⲈⲂⲞⲖ ϨⲀ ⲠⲒⲐⲢⲞⲚⲞⲤ ⲈϤϪⲰ ⲘⲘⲞⲤ ϪⲈ ⲀϤϢⲰⲠⲒ.
୧୭ତାର୍ପଚେ ସାତ୍ ଲମର୍ ଦୁତ୍, ତାର୍ ରିସାର୍ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା! ମନ୍ଦିରେ ରଇବା ବସ୍ବା ଜାଗାଇ ଅନି ଗଟେକ୍ ବଡ୍ ସବଦ୍ ଆଇଲା । “ସେଟା ସବୁ ସାରିଗାଲା!”
18 ⲓ̅ⲏ̅ ⲞⲨⲞϨ ⲀⲨϢⲰⲠⲒ ⲚϪⲈϨⲀⲚϦⲀⲢⲀⲂⲀⲒ ⲚⲈⲘ ϨⲀⲚⲤⲘⲎ ⲚⲈⲘ ϨⲀⲚⲤⲈⲦⲈⲂⲢⲎϪ ⲞⲨⲞϨ ⲞⲨⲚⲒϢϮ ⲘⲘⲞⲚⲘⲈⲚ ⲀϤϢⲰⲠⲒ ⲘⲠⲈ ⲞⲨⲞⲚ ϢⲰⲠⲒ ⲘⲠⲈϤⲢⲎϮ ⲒⲤϪⲈⲚ ⲈⲦⲀ ⲢⲰⲘⲒ ϢⲰⲠⲒ ϨⲒϪⲈⲚ ⲠⲔⲀϨⲒ.
୧୮ଦାପ୍ରେ ବିଜ୍ଲି ମାର୍ଲା, ଗଡ୍ଗଡି ମାର୍ଲା ଆରି ବେସି ଦର୍ତନି ଚୁଲ୍ବୁଲ୍ଲା । ମୁନୁସ୍ ଜାତି ତିଆର୍ କଲାତେଇଅନି ଏନ୍ତାରି ଦର୍ତନି ଚୁଲ୍ବୁଲ୍ବାଟା କେବେ ନ ଅଇରଇଲା । ଏଟା ସବୁର୍ଟାନେ ଅନି କାରାପ୍ ରଇଲା ।
19 ⲓ̅ⲑ̅ ⲞⲨⲞϨ ⲀⲤϢⲰⲠⲒ ⲚϪⲈϮⲚⲒϢϮ ⲘⲂⲀⲔⲒ ⲈⲄ ⲚⲦⲞⲒ ⲞⲨⲞϨ ⲚⲒⲂⲀⲔⲒ ⲚⲦⲈⲚⲒⲈⲐⲚⲞⲤ ⲀⲨϨⲈⲒ ⲞⲨⲞϨ ⲂⲀⲂⲨⲖⲰⲚ ϮⲚⲒϢϮ ⲀⲨⲈⲢⲠⲈⲤⲘⲈⲨⲒ ⲘⲠⲈⲘⲐⲞ ⲘⲪⲚⲞⲨϮ ⲈϮ ⲚⲀⲤ ⲘⲠⲒⲀⲪⲞⲦ ⲚⲎⲢⲠ ⲚⲦⲈⲠⲈⲘⲂⲞⲚ ⲚⲦⲈⲠⲒϪⲰⲚⲦ.
୧୯ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ ।
20 ⲕ̅ ⲞⲨⲞϨ ⲚⲎⲤⲞⲤ ⲚⲒⲂⲈⲚ ⲀⲨⲪⲰⲦ ⲞⲨⲞϨ ⲚⲒⲦⲰⲞⲨ ⲘⲠⲞⲨϪⲈⲘ ⲠⲞⲨⲘⲀ.
୨୦ସମ୍ଦୁର୍ ମଜାଇ ରଇବା ସୁକ୍ଲା ଜାଗାମନ୍ ସବୁ କୁପ୍ଲି, କି ଡଙ୍ଗର୍ମନ୍ ନ ରଇଲା ।
21 ⲕ̅ⲁ̅ ⲞⲨⲞϨ ϨⲀⲚⲀⲖ ⲘⲪⲢⲎϮ ⲚϨⲀⲚϪⲒⲚϬⲰⲢ ⲚϢⲒ ⲀⲨⲒ ⲈⲂⲞⲖ ϦⲈⲚⲦⲪⲈ ⲈϪⲈⲚ ⲚⲒⲢⲰⲘⲒ ⲞⲨⲞϨ ⲀⲚⲒⲢⲰⲘⲒ ϪⲈⲞⲨⲀ ⲈⲪⲚⲞⲨϮ ⲈⲂⲞⲖ ϦⲈⲚⲠⲒⲈⲢϦⲞⲦ ⲚⲦⲈⲠⲒⲀⲖ ⲈⲦⲞϢ ⲈⲘⲀϢⲰ.
୨୧ଆକାସେଅନି ପଚାସ୍ କେଜି ଲାକା ରଇବା କାରାପାକ୍ନାମନ୍ ଲକ୍ମନର୍ ଉପ୍ରେ ଅଦର୍ଲା । କାରାପାକ୍ନା ଅଦର୍ଲା ବିପଦର୍ଲାଗି ଲକ୍ମନ୍ ପର୍ମେସର୍କେ ସାଇପ୍ ଦେଲାଇ । କାଇକେବଇଲେ ସେଟାଗଟେକ୍ ବଡ୍ ବିପଦ୍ ରଇଲା ।