< 以弗所书 1 >
1 这封信来自按照上帝旨意成为基督耶稣使徒的保罗,写给以弗所的基督徒以及相信基督耶稣之人。
୧ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି ।
2 愿你们获得来自我们父亲上帝以及主耶稣基督的恩惠与平安。
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ସବୁଲକ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
3 赞美上帝,即我们主耶稣基督之父,他通过基督将天堂世界中的灵性善意赐予我们,
୩ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।
4 他在创世前拣选我们与他同在,让我们可以在爱中成为神圣,在他面前没有过错。
୪କିରିସ୍ଟର୍ ସଙ୍ଗ୍ ମିସିରଇକରି ଆମେ ଜେନ୍ତି ପର୍ମେସରର୍ ଅଇବୁ, ସେଟାର୍ପାଇ ସେ ଆମ୍କେ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ବାଚି ରଇଲା । ଜେନ୍ତାରିକି ସୁକଲ୍ ଆରି କାଇ ଦସ୍ ନ ଅଇତେ ତାର୍ ମୁଆଟେ ଟିଆଅଇବୁ ।
5 他事先决定收养我们作为他的孩子,通过耶稣基督将我们带到他身边。他很高兴这样做,因为这就是他希望做的。
୫ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା ।
6 因此我们赞美他的荣耀恩典,他通过其爱子如此仁慈地赐给我们。
୬ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।
7 我们通过他的血获得救赎,通过他慷慨提供给我们的无价恩典
୭କିରିସ୍ଟ ବନି ଜରାଇ ମଲାର୍ପାଇ ଆମେ ମୁକ୍ତି ପାଇଆଚୁ ଆରି ଆମର୍ ସବୁଜାକ ପାପ୍ କେମା ଅଇଲା ଆଚେ । ପର୍ମେସର୍ ଜିବନ୍ ଦୁକାଇଲାଟା କେଡେ ବଡ୍ ବିସଇ!
୮ସେଟା ସେ ଆମ୍କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍ ଆରି ବୁଜ୍ବା ବପୁ ସଙ୍ଗ୍ ମିସା ଦେଲା ଆଚେ।
9 他向我们显示了他之前隐藏的意志,他愿意在恰当的时间实行他的计划,
୯ଆଗ୍ତୁ ଆମେ ଜାନି ନ ରଇଲା ତାର୍ ଜଜ୍ନାର୍ ଟିକିନିକି ବିସଇ, ସେ ଆମ୍କେ ଜାନାଇ ଆଚେ । ସେଟା ଜିସୁ କିରିସ୍ଟର୍ ଦେଇ ସେ ପୁରାପୁରୁନ୍ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍ଦା କଲା ।
୧୦ସରଗେ ଆରି ଜଗତେ ତିଆର୍ ଅଇରଇବା ସବୁ ବିସଇ ଗଟେକ୍ଟାନେ ଆନ୍ବାକେ ପର୍ମେସରର୍ ଜଜ୍ନା ରଇଲା । କିରିସ୍ଟ ସେସବୁ ବିସଇର୍ ମୁଣ୍ଡ୍ ପାରା ଅଇକରି ରଇସି । ଏଟା ସମାନ୍ ବେଲାଇ ସେ ପୁରାପୁରୁନ୍ କର୍ସି ।
11 通过他——我们被提前拣选出来。制定这计划之人,是根据上帝的意愿完成一切工作,
୧୧କିରିସ୍ଟର୍ ସଙ୍ଗ୍ ମିସାଇ କରି, ପରମେସର୍, ଆମେ ଜିଉଦିମନ୍କେ ବାଚି ଆଚେ । କାଇକେ ବଇଲେ ଆଗେ ଅନି ଏନ୍ତାରି କର୍ବାକେ ସେ ଜଜ୍ନା କରି ରଇଲା । ସେ ଜେନ୍ତାରି ମନ୍ କର୍ସି, ସେ ଇସାବେ ସବୁ ବିସଇ ପୁରାପୁରୁନ୍ କର୍ସି ।
12 这样做的目的,是为了让我们这些最先对基督翘首以盼之人,能够赞美他的荣耀。
୧୨ଜେନ୍ତାରିକି ଆମେ ଜେତ୍କି ଜିଉଦି ଲକ୍ ପର୍ତୁମ୍ କିରିସ୍ଟକେ ଆସାକରି ରଇଲୁ, ସବୁଲକ୍ ପରମେସର୍କେ ମଇମା କରୁ!
13 通过他——你还听到了真理之语,这是你们获得拯救的福音。通过他——因为你信任他,你就被烙上了圣灵承诺的印记,
୧୩ତମେ ମିସା ଜେଡେବେଲେ ମୁକ୍ତି ପାଇବା, ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ ।
14 这是我们得到的第一笔继承,上帝在拿走那些为了自己——也为了我们保存完好的一切时, 会将这遗产交给我们,我们会赞美他,颂扬他的荣耀!
୧୪ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ!
15 我听说过你们对主耶稣的信任,以及你们对所有基督徒的爱,这就是原因。
୧୫ସେଟାର୍ ପାଇ ମାପ୍ରୁ ଜିସୁର୍ ଲଗେ ତମେ ବିସ୍ବାସ୍ କର୍ବାଟା ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ସୁନ୍ଲା ଦିନେଅନି,
16 我从未停止为你感谢上帝,在我的祈祷中记住你。
୧୬ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି ।
17 我祈求我主耶稣基督的上帝,荣耀的父,赐给你们智慧的灵,让你们看到并认识他真实的样子。
୧୭ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।
18 愿你的心获得启迪,这样就能明白他召唤你们去拥有的希望——他承诺将这这些荣耀富有,交给他的神圣子民作为遗产。
୧୮ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ ।
୧୯ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।
20 死而复生所展现的惊人能力。上帝在天上将基督安置在他的右手边,
୨୦ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ ।
21 其地位远高于任何统治者、权威或领袖,或任何拥有头衔的领导者——不仅在现世,在来世也是如此。 (aiōn )
୨୧କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ । (aiōn )
22 上帝让万物服从于基督,授予他作为在教会中掌管一切的责任,
୨୨ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ ।
23 教会就是基督的身体,是基督为带来一切并实现圆满。
୨୩ମଣ୍ଡଲି ଅଇଲାନି କିରିସ୍ଟର୍ ଗାଗଡ୍ । କିରିସ୍ଟର୍ ଜିବନ୍ ସଙ୍ଗ୍ ମଣ୍ଡଲି ପୁରାପୁରୁନ୍ ଅଇସି । ଆରି କିରିସ୍ଟ ସବୁବିସଇ ପୁରାପୁରୁନ୍ କର୍ସି ।