< 彼得后书 2 >

1 但正如那时在民众中会有假先知,你们中间也会有假教师。他们巧妙地讲述具有破坏性的虚假教义,甚至否认救赎他们的主,这会让他们自己迅速毁灭。
ପୁର୍‌ବେ ପର୍‌ମେସରର୍‌ ଲକ୍‌ମନର୍‌ ବିତ୍‌ରେ ମିଚ୍‌ କାତା କଇବା ବବିସତ୍‌ବକ୍‌ତାମନ୍‌ ମିସା ରଇଲାଇ । ସେନ୍ତାରିସେ ତମର୍‌ ବିତ୍‌ରେ ମିସା ମିଚ୍‌ ସିକାଉମନ୍‌ ରଇବାଇ । ପର୍‌ମେସରର୍‌ ବିସଇ ସେମନ୍‌ ମିଚ୍‌ଟା ସିକାଇବାଇ । ଜନ୍‌ ଲକ୍‌ମନ୍‌ ସେ କାତା ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ବିନାସ୍‌ ଅଇଜିବାଇ । ସେମନ୍‌କେ ମୁକ୍‌ଲାଇଲା ନିଜର୍‌ ମୁକ୍‌ତିକାରିଆକେ ସେମନ୍‌ ଚାଡିଦେବାଇ । ସେନ୍ତାରି କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ ଦାପ୍‌ରେ କୁରୁପ୍‌ନାସ୍‌ କର୍‌ସି ।
2 许多人会追随他们不道德的错误行为;因为他们,人们会谴责真理之路。
ବିସ୍‌ବାସି ବଲାଇଅଇବା ବେସି ଲକ୍‌ମନ୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଦାର୍‌ବାଇ ଆରି ସତ୍‌ ବାଟର୍‌ ବିସଇନେଇ କାରାପ୍‌ କାତା କଇ ବୁଲ୍‌ବାଇ ।
3 他们会贪婪地用虚假故事剥削你。但他们已被谴责:他们的审判已悬在其头上良久,他们的毁灭不会推迟。
ଏନ୍ତାଟା ସିକାଉମନ୍‌ ଲବ୍‌ ଅଇକରି ନିଜେ ତିଆର୍‌ କରିରଇବା କାତା କଇକରି ତମ୍‌କେ ନାଡାଇବାଇ । ସେନ୍ତାରି ଲକ୍‌ମନ୍‌କେ ଡଣ୍ଡ୍‌ ଦେବି ବଲି ପର୍‌ମେସର୍‌ କାତା ଦେଇରଇଲା । ଆରି ସେଟା କର୍‌ବାକେ ସେ ଏବେ ଜାଗିଆଚେ । ସେ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ଆକା ।
4 因为即使是天使犯罪,上帝也没有放过他们。他把它们扔进塔耳塔洛斯,关在黑坑之中,等待审判。 (Tartaroō g5020)
ପୁର୍‌ବେ କେତେଟା ଦୁତ୍‌ମନ୍‌ ଜେଡେବେଲେ ପାପ୍‌ କରିରଇଲାଇ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡିଦେଏ ନାଇ । ମାତର୍‌ ସେମନ୍‌କେ ନର୍‌କେ ପିଙ୍ଗିଦେଲା । ସେମନ୍‌କେ ବିଚାର୍‌ କରି ଡଣ୍ଡ୍‌ଦେବା ଦିନ୍‌ ଜାକ ସେ ସେମନ୍‌କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō g5020)
5 上帝也没有放过远古世界,但他保护了诺亚,诺亚向人们讲述了那做出良善正直之事的上帝。当上帝向邪恶的世界发出洪水时,共救出八人,诺亚就是其中之一。
ଆଗର୍‌କାଲେ ବଁଚିରଇବା ଲକ୍‌ମନ୍‌ ପର୍‌ମେସର୍‌କେ ମାନିକରି ରଅତ୍‌ନାଇକେ, ସେ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡେନାଇ । ତାର୍‌ବାଦୁଲେ ସେମନର୍‌ପାଇ ବନିଆ ଆନାଇଲା । ତେଇ ସବୁଲକ୍‌ ବୁଡିଗାଲାଇ । ମାତର୍‌ ସେ ନଅ ଆରି ତାର୍‌ କୁଟୁମର୍‌ ସାତ୍‌ଲକ୍‌କେ ସେ ରକିଆ କଲା । ସେବେଲେ ନଅ ପର୍‌ମେସର୍‌ ଦେକ୍‌ବା ଇସାବେ ଟିକ୍‌ ବିସଇ କର୍‌ବାର୍‌ ଆଚେ ବଲି ଲକ୍‌ମନ୍‌କେ କଇତେରଇଲା ।
6 上帝惩罚所多玛和蛾摩拉的城市,将其彻底毁灭,烧成灰烬。对于那些过着邪恶生活之人,这就是他们即将发生之事的例子。
ସଦମ୍‌ ଗମରା ନଅର୍‌ମନ୍‌କେ ରଇବା ଲକ୍‌ମନ୍‌କେ ପର୍‌ମେସର୍‌ ଦସିକରି ତାକର୍‌ ନଅର୍‌ମନ୍‌କେ ପଡାଇକରି କୁରୁପ୍‌ନାସ୍‌ କରିଦେଲା । ସେମନ୍‌ ବେସି କାରାପ୍‌ କାମ୍‌ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍‌ମନ୍‌କେ ଏନ୍ତାରି ଦସା ଅଇସି ବଲି ଲକ୍‌ମନ୍‌କେ ଦେକାଇଲା ।
7 但上帝救了罗得,这个好人深深厌恶邻居们令人作呕的不道德行为。
ସେ ନଅର୍‌ମନ୍‌ ପଡାଇବା ଆଗ୍‌ତୁ ସେ ଲତ୍‌କେ ରକିଆ କଲା । ଲତ୍‌ ଗଟେକ୍‌ ନିକଲକ୍‌ ରଇଲା । ତାର୍‌ ନଅରର୍‌ ଲକ୍‌ମନ୍‌ କରିରଇବା ପାଦ୍‌ରାପାଦ୍‌ରି କାମ୍‌ ଆରି ନିୟମ୍‌ ନ ମାନ୍‌ବାଟା ଦେକି ବେସି ଦୁକ୍‌ କର୍‌ତେରଇଲା ।
8 (罗得和他们住在一起,但他却做出良善正确的事。他目睹和听说了那些人日复一日的所作所为,他们的邪恶让他备受折磨。)
ସେନ୍ତାରି କାରାପ୍‌ ଲକ୍‌ମନର୍‌ ବିତ୍‌ରେ ଲତ୍‌ ନିକ ସଙ୍ଗ୍‍ ବଁଚିକରି ରଇଲା । ସେମନ୍‌ କରିରଇବା କାରାପ୍‌ କାମ୍‌ ସେ ଦେକ୍‌ତେରଇଲା ଆରି କଇତେରଇବା ସତ୍‌ ନ ରଇବା ବିସଇ, ସୁନ୍‌ତେରଇଲା । ସେ ଗଟେକ୍‌ ନିକ ଲକ୍‌ ରଇଲାଜେ ଏଟାମନ୍‌ ସୁନି ଦୁକ୍‌ କର୍‌ତେରଇଲା ।
9 正如你看到的,对于尊重主的人,主能拯救他们于苦难;对于恶人,主会留着他们,直到他们的惩罚完毕时的审判日。
ସେନ୍ତାର୍‌ ଆଲେ ଦରମ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ତାକର୍‌ ଦୁକ୍‌ କସ୍‌ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍‌ସି । ଆରି କାରାପ୍‌ ଲକ୍‌ମନ୍‌କେ ସେ ସବୁ ଲକ୍‌କେ ବିଚାର୍‌ କର୍‌ବା ଦିନ୍‌ ଜାକ ଡଣ୍ଡ୍‌ଦେଇ ସଙ୍ଗଇସି ।
10 对于那些追随腐败人类欲望、蔑视权威的人来说,尤其如此。他们狂妄自大,甚至不怕诋毁天人。
୧୦ତାକର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଚଲାଚଲ୍‌ତିକରି ଲାଜର ବିସଇ କର୍‌ବା ଲକ୍‌ମନ୍‌କେ ସେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ତାକର୍‌ ଉପ୍‌ରେ ସାସନ୍‌ କର୍‌ବାକେ ପର୍‌ମେସରର୍‌ ଜନ୍‌ ଅଦିକାର୍‌ ଆଚେ, ସେଟା ସେମନ୍‌ ନିଚ୍‌ଲାଇନି । ଏନ୍ତାରି ମିଚ୍‌ ସିକାଉ ଆଁକ୍‌ରିଆମନ୍‌, ନିଜର୍‌ ମନ୍‌କେ ଆଇଲାଟା କର୍‌ବାକେ ଡରତ୍‌ ନାଇ । ସର୍‌ଗେ ମଇମାସଙ୍ଗ୍‍ ରଇବାଟାମନ୍‌କେ ମିସା ନିନ୍ଦା କର୍‌ବାଇ ।
11 即使那更强大、更有能力的天使,也不会在主面前贬低那些傲慢之人。
୧୧ତାକର୍‌ଟାନେଅନି ଅଦିକ୍‌ ବଡ୍‌ରଇ ବପୁ ରଇବା ଦୁତ୍‌ମନ୍‌, ମାପ୍‌ରୁର୍‌ ମୁଆଟେ ଆକର୍‌ ବିସଇନେଇ ନିନ୍ଦାକାତା କଅତ୍‌ ନାଇ ।
12 这些人就像没有头脑的野兽,就像农场动物一样出生、被抓获和屠宰。他们会指责其一无所知的事情,会像动物一样被摧毁。
୧୨ମାତର୍‌ ଏମନ୍‌ ଡଙ୍ଗ୍‌ରେ ରଇବା ପସୁମନର୍‌ପାରା । ତାକର୍‌ ଗାଗଡ୍‌ ଜନ୍‌ଟା କର୍‌ବାକେ ମନ୍‌ କର୍‌ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍‌କେ ଲକ୍‌ମନ୍‌ ଦାରିକରି ମରାଇବାଇ । ସେମନ୍‌ ନାଜାନ୍‌ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍‌କେ ଲକ୍‌ମନ୍‌ ମରାଇଲା ପାରା ପର୍‌ମେସର୍‌ କୁରୁପ୍‌ନାସ୍‌ କର୍‌ସି ।
13 他们将因其造成的伤害而受到伤害。他们的乐趣,就是在光天化日追寻其邪恶的欲望。他们就是你所在社区的污点和瑕疵。即使他们和你一起吃饭,也喜欢骗人并以此为乐。
୧୩ବିନ୍‌ ଲକ୍‌ମନ୍‌କେ ସେମନ୍‌ ବେସି ଦୁକ୍‌ କସ୍‌ଟ ଦେଲାଇଆଚତ୍‌କେ ପର୍‌ମେସର୍‌ ମିସା ସେମନ୍‌କେ ଦୁକ୍‌ କସ୍‌ଟ ଦେଇସି । ନିଜର୍‌ ଗାଗଡ୍‌ ମନ୍‌ କଲାଟା ପୁରାପୁରୁନ୍‌ କର୍‌ବାକେ ସେମନ୍‌ କାଇଟା ମିସା କର୍‌ବାଇ । ସେଟା ଦିନ୍‌ବେଲେ ମିସା କର୍‌ବାଇ । ମାତର୍‌ ସେମନ୍‌ ତମର୍‌ ସଙ୍ଗ୍‍ କାଇବାକେ ବସ୍‌ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍‌ଟାକି ତମ୍‌କେ ଇଜତ୍‌ ଜିକି ଲାଜ୍‌ କରାଇସି ।
14 他们总是想要犯下淫荡之举——他们就是无法停止自己的罪。他们引诱脆弱之人,在贪婪中训练自己;他们是受诅咒的后代。
୧୪ବେସିଆ କାମ୍‌ କର୍‌ବାକେ ସବୁବେଲେ ମନ୍‌ କର୍‌ତେରଇବାଇ । ସେନ୍ତାରି କର୍‌ବାଟାନେଅନି ସେମନ୍‌ କେବେ ନ ତେବତ୍‌ । ମନ୍‌ ବିତ୍‌ରେ ଦୁର୍‌ବଲ୍‌ ରଇବା ଲକ୍‌ମନ୍‌କେ ନାଡାଇକରି ପାପ୍‌କାମ୍‌ କର୍‌ବାଟାନେ ଡାକିନେବାଇ । ସେମନ୍‌ ବେସି ଲବି ଅଇଆଚତ୍‌ । ପର୍‌ମେସର୍‌ ସେମନ୍‌କେ ସାଇପ୍‌ ଦେଲା ଆଚେ ।
15 他们偏离正道而误入歧途,追随比珥的儿子巴兰的道路。这个巴兰喜欢做恶事并获得酬劳。
୧୫ସଲକ୍‌ ବାଟ୍‌ ଚାଡିକରି ବାଟ୍‌ବାନା ଅଇଲାଇ ଆଚତ୍‌ । ବେଅର୍‌ ପଅ ବାଲାମ୍‌, ଜେ କି ଗଟେକ୍‌ ବବିସତ୍‌ବକ୍‌ତା ରଇଲା, ସେ ଜନ୍‌ ରକାମ୍‌ କାମ୍‌ମନ୍‌ କରିରଇଲା, ଏମନ୍‌ ମିସା ସେନ୍ତାରି କଲାଇଆଚତ୍‌ । ଡାବୁ ଆସାଅଇ ବାଲାମ୍‌ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍‌ କାମ୍‌ କର୍‌ବାକେ ମିସା ତିଆର୍‌ ଅଇରଇଲା ।
16 但他的恶行受到了斥责——一头哑巴驴子用人声说话,阻止了先知的愚蠢之举!
୧୬ମାତର୍‌ ସେ କରିରଇବା କାରାପ୍‌ କାମର୍‌ ଲାଗି, ପର୍‌ମେସର୍‌ ତାକେ ଦମ୍‌କାଇଲା । ତାର୍‌ ଗଦ ନର୍‌ଲକ୍‌ ପାରା କାତା ଅଇଲା ଆରି ଜନ୍‌ ବାୟା କାମ୍‌ କର୍‌ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
17 这样的人如同无水之泉,如被风吹散的雾霭。他们注定要永恒进入最黑的黑暗。 (questioned)
୧୭ଏ ଲକ୍‌ମନ୍‌ ପାନି ଆଁଟିଜାଇରଇବା ପାଜ୍‌ରା ପାରା । ଜବର୍‌ ପବନ୍‌ ଆସି ଉଡାଇନେବା ବାଦଲ୍‌ ପାରା । ପର୍‌ମେସର୍‌ ସେମନର୍‌ପାଇ ପୁରାପୁରୁନ୍‌ ଆନ୍ଦାର୍‌ ରଇବା ଗଟେକ୍‌ ଜାଗା ସଙ୍ଗଇଆଚେ । (questioned)
18 他们喜欢胡说八道,渴望满足感官的欲望,将那些刚刚脱离错误生活之人,重新带回不道德的行列。
୧୮ସେମନ୍‌ ଲକ୍‌ମନ୍‌କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍‌ ତେଇ କାଇଟା ନ ରଏ । ଗାଗଡ୍‌ ମନ୍‌ କଲା ସବୁ ଗୁନ୍‌ଚଲନ୍‌ କରିଅଇସି ବଲି ସେମନ୍‌ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍‌ତି କରି ଆଇତେରଇବା ଲକ୍‌ମନ୍‌କେ ସୁତ୍‌ରାଇକରି ନେବାଇ ।
19 他们对那些人承诺自由,但其实他们自己就是堕落的奴隶。“你是那征服你之人的奴隶。”
୧୯ତାକର୍‌ ସିକିଆ ମାନିକରି ରଇଲେ ମୁକ୍‌ତି ମିଲ୍‌ସି ବଲି ସେମନ୍‌ କାତାଦେବାଇ । ମାତର୍‌ ସେମନ୍‌ ନିଜେ କାରାପ୍‌ ଚଲାଚଲ୍‌ତିର୍‌ ଗତିଦାଙ୍ଗ୍‌ଡା ଅଇଆଚତ୍‌ । ସେ କାରାପ୍‌ ଚଲାଚଲ୍‌ତି ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି । ଜଦି ଗଟେକ୍‌ ଲକ୍‌କେ କାରାପ୍‌ ଅବିଆସ୍‌ ଦାରିଆଚେ, ସେ ତାର୍‌ ଗତିଦାଙ୍ଗ୍‌ଡା ।
20 你若因认识主和救世主耶稣基督,得以摆脱世间的邪恶影响,但又陷入罪中而被其打败,你的境遇就会比当初更糟糕。
୨୦ସେନ୍ତାରି ମିଚ୍‌ ସିକାଉମନ୍‌ ଲକ୍‌ମନ୍‌କେ କୁରୁପ୍‌ନାସ୍‌ କର୍‌ବା କାରାପ୍‌ ବିସଇତେଇଅନି ରକିଆ ପାଇକରି ଆମର୍‌ ମୁକ୍‌ତିକାରିଆ ମାପ୍‌ରୁ ଜିସୁକିରିସ୍‌ଟକେ ଜାନିରଇଲାଇ । ମାତର୍‌ ଆରିତରେକ୍‌ ସେ କାରାପ୍‌ ବିସଇମନ୍‌ କର୍‌ବାକେ ନିଜେ ସର୍‌ପିଅଇଲାଇ ଆଚତ୍‌ । ତାକର୍‌ ଏବର୍‌ ଇନସ୍‍ତା ଆଗ୍‌ତୁର୍‌ ଇନସ୍‌ତାଇ କେତେକ୍‌ ଅଦିକ୍‌ ଆଚେ ।
21 宁愿原本就不知道何为真理之道,也不要在知道后又背弃它们给予你的神圣指示。
୨୧ଦରମ୍‌ ଚଲାଚଲ୍‌ତି କର୍‌ବା ବାଟ୍‌ ସେମନ୍‌ କେବେ ଜାନିନରଇଲେ ତାକର୍‌ ପାଇ ନିକ ଅଇତା । ମାତର୍‌ ସେମନ୍‌ ଏବେ ଲକ୍‌ମନ୍‌ ସିକିଆ ପାଇରଇବା ପର୍‌ମେସରର୍‌ ନିୟମ୍‌ ଚାଡିଦେଇଆଚତ୍‌ ।
22 对你而言,那句谚语应验:“狗又吐了,洗过的猪又在泥里打滚了。”
୨୨ସେମନ୍‌ କଲାପାରା ବିସଇ ଉପଦେସ୍‌ ବଇଟାନେ ଲେକା ଅଇଲାଆଚେ । କୁକୁର୍‌ ଜନ୍‌ଟା ବାତିକର୍‌ସି, ସେଟାସେ ଜାଇ କାଇସି, ଗୁସ୍‌ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍‌ଟି ଅଇସି ।

< 彼得后书 2 >