< Hebru 12 >
1 Te dongah mamih khawm ta, laipainah khomai tah mamih aka thing la heyet ana om coeng ta. Hnorhih neh tomban tholhnah te boeih khoe uh. Mamih he thingthuelnah ah n'tawn vanbangla uehnah neh yong uh sih.
୧ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
2 Tangnah hmapaikung neh hmakhapkung Jesuh te hmaitang uh sih. Anih loh omngaihnah a tawn coeng dongah yahpohnah thinglam te a hnaep tih a ueh phoeiah Pathen kah ngolkhoel bantang ah ngol.
୨ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
3 hlangtholh rhoek lamloh amah a pakainah thil a ueh te poek uh. Te daengah ni na hinglu te tawnba neh na ko a bawt pawt eh.
୩ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
4 Tholhnah aka hnuei rhoek te a thii hil na oel uh hlan.
୪କାଇକେବଇଲେ ପାପର୍ ବିରୁଦେ ଆଇବା ଜୁଇଦେ ବନି ଜର୍ବା ଏତ୍କି ତମେ କରାସ୍ ନାଇତା ।
5 Ka ca rhoek bangla nangmih m'voek tih, 'Ka ca,’ tila thaphohnah te na hnilh uh. Boeipa kah hlinsainah te hnoelrhoeng boeh. Amah loh n'toeltham vaengah yawk boeh.
୫ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା, ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ । ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।
6 Boeipa loh a lungnah te a toel tih ca la a doe boeih te a boh.
୬କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି । ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
7 Pathen loh nangmih te ca la n'bawnhlak bangla hlinsainah khaw ueh uh. Ca aka toel pawh napa te unim?
୭ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ?
8 Tedae tekah hlinsainah na khueh uh pawt atah halhca la boeih om tih ca la na om uh pawh.
୮ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା ।
9 Te phoeiah ngawn tahpa rhoek te mamih pumsa hlinsaikung la n'khueh uh tih n'yahnah uh. Te dongah mueihla kah pa taengah taoe boengai neh taoe hing boel sih a?
୯ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ?
10 Amih long tah khohnin kolkalh ham a poek uh tarhing ah n'toel uh. Tedae Amah long tah amah kah cimcaihnah te dang sak ham ni mamih n'rhoeikhang sak.
୧୦ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।
11 Te dongah hlinsainah a om vaengah ngawn tah omngaihnah pawt tih kothaenah ni tila boeih a poek. Tedae hnukkhueng ah tekah a hlinsai rhangneh duengnah thaihtak te ngaimong la n'thuung.
୧୧ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
12 Te dongah kut aka kha neh khuklu aka hlinghlawk te duel uh.
୧୨ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।
13 Na kho te caehlong a dueng la saii pah. Te daengah ni aka khaem loh mael pawt vetih lat a hoeih eh.
୧୩ସଲକ୍ ବାଟେ ଇଣ୍ଡିଜା । ସେନ୍ତାର୍କଲେ ତମର୍ ନ ଆଇବା ପାଦ୍ ନିକଅଇ ଡାଁଟ୍ ଅଇସି ।
14 A cungkuem taengah rhoepnah, cimnah neh huul uh. Te nen pawt atah Boeipa te hmu mahpawh.
୧୪ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
15 Khat khaw Pathen kah lungvatnah lamloh talae pawt ham hiphoel uh. Pakhat khaw olkhaa yung aka poe hang loh tulnoi tih te long te muep m'boi sak boel saeh.
୧୫ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।
16 Pakhat long khaw hlanghalh neh Esau bangla rhonging boel saeh. Anih long te caak kamat la amah kah caming te a thuung.
୧୬ଜାଗର୍ତା ରୁଆ, ତମର୍ ବିତ୍ରେ କେ ମିସା ବେସିଆ କାମ୍ କରାନାଇ । ପର୍ମେସର୍କେ ବିସ୍ବାସ୍ ନ କରି ରଇବା ଏସ୍ଅ ପାରା ନ ଉଆ । ସେ ଗଟେକ୍ କାଦିର୍ପାଇ ପର୍ମେସର୍ ସେ ପାଇସି ବଲି କାତା ଦେଇରଇବା ବଡ୍ ପିଲାର୍ ଅଦିକାର୍ ପାଲ୍ଟାଇଲା ।
17 Yoethennah a hnawt te a tloihsoi ah pang a ngaih te khaw na ming uh. Te dongah te te mikphi neh tlap cakhaw yutnah hmuen a hmuh moenih.
୧୭ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍ ପାଇ ଦୁକ୍ କଲା । କାଇକେବଇଲେ ବାବାର୍ ବଡ୍ ପଅ ଇସାବେ ତାର୍ ବାବାର୍ ଆସିର୍ବାଦ୍ ପାଇବାକେ ବେସି ମନ୍ କଲା । ମାତର୍ ତାର୍ ସଙ୍ଗ୍ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍ଲା କି କରିରଇବା କାମ୍ ମିସା ବାଦ୍ଲେ ନାଇ ।
18 Hmaitak hmai, khomu, khohmuep, rhonu tlanthim, olueng olhum neh olthang ol te phathuep ham na paan uh moenih.
୧୮ଇସ୍ରାଏଲର୍ ଲକ୍ମନ୍ ପର୍ମେସରର୍ ଲଗେ ଆଇଲାପାରା ତମେ ଆସାସ୍ ନାଇ । ସେମନ୍ ଜନ୍ଟା ଦେକ୍ଲାଇ, ସେଟା ଜାନିପାର୍ଲାଇ । ସିନୟ ପର୍ବତେ ରଇବା ଜଇ ଦେକ୍ଲାଇ । ବେସି ଆନ୍ଦାର୍ ଅଇଲାଟା ଆରି ଜବର୍ ପବନ୍ ଆଇଲାଟା ତେଇ ରଇକରି ଜାନିପାର୍ଲାଇ ।
19 Te kah te aka ya rhoek loh amih taengah olka a thap pawt ham a bih uh.
୧୯ମଇରି ପୁକ୍ବାଟା ଆରି ସବଦ୍ ଅଇବାଟା ସୁନ୍ଲାଇ । ସେ ସବଦ୍ ସୁନ୍ଲାକେ ଲକ୍ମନ୍ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
20 Olpaek te a ueh uh pawt dongah suva long pataeng tlang te a ben atah mat a dae.
୨୦କାଇକେବଇଲେ ତେଇ ଦେଇରଇବା ଆଦେସ୍କେ ସେମନ୍ ବେସି ଡର୍ଲାଇ । “ଗଟେକ୍ ପସୁ ମିସା ସେ ପର୍ବତେ ପାଦ୍ ମାଣ୍ଡ୍ଲେ ତାକେ ପାକ୍ନା ସଙ୍ଗ୍ ମାରି ମରାଇବାର୍ ଆଚେ ।” ବଲି ଆଦେସ୍ ରଇଲା ।
21 Te vaengkah mikhmuh ah mueirhih te om tangloeng tih Moses loh, “Lakueng ngaiha la ka om tih ka thuen,” a ti.
୨୧ଜନ୍ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍ ଲାଗ୍ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍ତରି କରି ଡର୍ଲିନି ।”
22 Tedae Zion tlang, aka hing Pathen kah kho, vaan Jerusalem, puencawn rhoek a thawng a sang a tingtunnah,
୨୨ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।
23 vaan ah minghlum tangtae hlangboel camingomthang neh, a cungkuem kah laitloekkung Pathen taengah, rhuemtuet la aka dueng mueihla taengah,
୨୩ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।
24 paipi thai kah rhikhangkung Jesuh taengah khaw, Abel lakah khaw a then a thui tih a haeh thii te na paan uh.
୨୪ଆରି ନୁଆ ରାଜିନାମା ତିଆର୍ କରିରଇବା ଜିସୁକିରିସ୍ଟର୍ ଲଗେ ଆଇଲୁଆଚୁ । ସେ ତାର୍ ବନି ଜରାଇରଇଲା । ସେଟା ଏବଲର୍ ବନିତେଇଅନି ନିକ ଆଚେ ।
25 Nangmih taengah aka thui te na hnawt uh pawt ham ngaithuen uh. Amih loh diklai ah a mangthui te a poenghal pawt atah vaan lamkah te mamih loh m'phaelh tak he muep nah ngai ni ta.
୨୫ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ?
26 A ol loh diklai a hinghoek vaengah ni ana caeng coeng tih, “Diklai bueng pawt tih vaan khaw vai ka hinghuen pueng ni,” a ti coeng.
୨୬କାଇକେବଇଲେ, ସିନୟ ପର୍ବତେ ପର୍ମେସର୍ କାତା ଅଇଲାବେଲେ, ଦର୍ତନି ଚୁଲ୍ବୁଲିଗାଲା । ମାତର୍ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍ ଦର୍ତନିକେ ଚୁଲ୍ବୁଲାଇବି । ଅବ୍କା ଦର୍ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍ବି ।”
27 Te long te a hinghoek rhoek kah thovaelnah a saii ham te rhenten a thuicaih koep coeng. Te daengah ni aka hinghoek pawt rhoek loh a naeh uh eh.
୨୭ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।
28 Te dongah cakrhuet ram n'dang uh tih lungvatnah te khueh uh sih. Tekah nen te Pathen kah kolo la yahyongnah, hinyahnah neh bawk uh sih.
୨୮ସେଟାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।
29 Mamih kah Pathen tah hmai la rhong taktak coeng.
୨୯କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।