< Mateyu 8 >

1 Iye atatsika ku phiri kuja, anthu ambirimbiri anamutsata.
ଜିସୁ ଡଙ୍ଗ୍‌ରେ ଅନି ଉତ୍‌ରି ଆଇଲା ଦାପ୍‌ରେ, ବେସି ଲକ୍‌ମନ୍‌ ତାର୍‌ ପଚେ ପଚେ ଇଣ୍ଡ୍‌ଲାଇ ।
2 Ndipo munthu wakhate anadza kwa Yesu namugwadira nati, “Ambuye, ngati mufuna, mukhoza kundiyeretsa.”
ସେବେଲେ ଗଟେକ୍‌ ବଡ୍‌ ରଗି ଜିସୁର୍‌ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍‌ରୁ, ତମେ ଜଦି ମନ୍‍ କଲାସ୍‌ନି ବଇଲେ ମକେ ସୁକଲ୍‌ କରି ପାରାସ୍‌ ।”
3 Yesu anatambasula dzanja lake namukhudza munthuyo nati, “Ndikufuna, yeretsedwa!” Nthawi yomweyo anachiritsidwa khate lake.
ତେଇ ଜିସୁ ଆତ୍‌ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍‍ କଲିନି, ସୁକଲ୍‌ ଅ ।” ଜିସୁ ଏତ୍‌କି କଇଲା ଦାପ୍‌ରେ ସେ ଲକ୍‌ ବଡ୍‌ ରଗେଅନି ନିକ ଅଇଲା ।
4 Ndipo Yesu anati kwa iye, “Taona, usawuze wina aliyense. Koma upite kwa mkulu wa ansembe ukadzionetse wekha ndi kupereka mphatso imene Mose analamulira, kuti ukhale umboni kwa iwo.”
ଜିସୁ ତାକେ କଇଲା, “ସୁନ୍‌, ତୁଇ କେନ୍ତିଅଇ ନିକ ଅଇଲୁସ୍‌, ଏ କାତା କାକେ ମିସା କ ନାଇ, ମାତର୍‌ ସିଦା ପୁଜାରିର୍‌ ଲଗେ ଜାଇକରି ନିଜ୍‌କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍‌ ବଲି ସବୁ ଲକର୍‌ ଟାନେ ଜାନାଇଅଇବାକେ ମସାର୍‌ ନିୟମ୍‌ ଇସାବେ ପର୍‌ମେସର୍‌କେ ସର୍‌ପିଦେସ୍‌ ।”
5 Yesu atalowa mʼKaperenamu, Kenturiyo anabwera kwa Iye napempha chithandizo,
ଜିସୁ କପର୍‌ନାଉମ୍‌ ସଅରେ କେଟ୍‌ଲା । ସେଦାପ୍‌ରେ ଗଟେକ୍‌ ରମିୟ ସନିଅମନର୍‌ ମୁକିଅ ତାକେ ବେଟ୍‌ ଅଇକରି ବାବୁଜିଆ କରି କଇଲା ।
6 nati, “Ambuye, wantchito wanga ali chigonere ku nyumba, sakuthanso kuyenda, akumva kuwawa kwambiri.”
“ଏ ମାପ୍‌ରୁ, ମର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଚ୍‌ନାଇ ଡୁଲିକରି ବେସି କସ୍‌ଟ ପାଇଲାନି ଉଟେ ନାଇ, ବସେ ନାଇ ।”
7 Ndipo Yesu anati kwa iye, “Ine ndibwera kudzamuchiritsa.”
ଜିସୁ ତାକେ କଇଲା, “ମୁଇ ଆସି ତାକେ ନିକ କର୍‌ବି ।”
8 Kenturiyo uja anayankha kuti, “Ambuye, ndine wosayenera kuti Inu mukalowe mʼnyumba mwanga. Koma mungonena mawu ndipo wantchito wanga adzachiritsidwa.
ମାତର୍‌ ମୁକିଅ କଇଲା, “ନାଇ ମାପ୍‌ରୁ ତମେ ଜେ ମର୍‌ଗରେ ପାଦ୍‌ ପାକାଇସା, ଏଟାର୍‌ପାଇ ମର୍‍ ଅଦିକାର୍‍ ନଇ । ତମେ ପଦେକ୍‌ କଇଦିଆ, ମର୍‌ ଗତିଦାଙ୍ଗ୍‌ଡା ନିକ ଅଇଜାଇସି ।
9 Pakuti inenso ndili pansi pa ulamuliro ndipo ndili ndi asilikali amene ndiwalamulira. Ndikalamulira mmodzi kuti, ‘Pita,’ amapita; ndi kwa wina kuti, ‘Bwera,’ amabwera. Ndikawuza wantchito wanga kuti, ‘Chita ichi,’ iye amachita.”
କାଇକେବଇଲେ ମୁଇ ମର୍‌ ଉପ୍‌ରର୍‌ ଅଦିକାରିର୍‌ ତଲେ କାମ୍‌ କଲିନି, ଅଇଲେ ମିସା ମର୍‌ ତଲେ କେତେ କେତେ ସନିଅମନ୍‌ ଆଚତ୍‌ । ସେମନର୍‌ ବିତ୍‌ରେଅନି ଜଦି ମୁଇ ଗଟେକ୍‌ ଲକ୍‌କେ ଜାଆ ବଲି ଆଦେସ୍‌ ଦେଲେ, ସେ ଜାଇସି । ବିନ୍‌ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍‌ ଗତି ଦାଙ୍ଗ୍‌ଡାକେ ଏଟା କର୍‌ ବଲି କଇଲା ଦାପ୍‌ରେ ସେ ସେଟା କର୍‌ସି ।”
10 Yesu atamva zimenezi, anadabwa ndipo anati kwa omutsatira, “Zoonadi, Ine ndikuwuzani kuti sindinapeze wina aliyense mu Israeli wachikhulupiriro chachikulu chotere.
୧୦ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍‌ ସଙ୍ଗ୍‍ ଆଇବା ଲକ୍‌ମନ୍‌କେ କଇଲା, “ମୁଇ ସତ୍‌ କଇଲିନି, ଇସ୍‌ରାଏଲ୍‌ ବିତ୍‌ରେ କନ୍‌ ଲକର୍‌ଟାନେ ମିସା ଏ ଲକର୍‌ ପାରା ବିସ୍‌ବାସ୍‌ ମୁଇ ଦେକିନାଇ ।
11 Ndikuwuzani kuti ambiri adzabwera kuchokera kummawa ndi kumadzulo, nadzakhala nawo pa phwando pamodzi ndi Abrahamu, Isake ndi Yakobo mu ufumu wakumwamba.
୧୧ଏ କାତା ତମର୍‌ ମନେ ର, ପୁରୁବ୍‌ ଆରି ପସ୍‌ଚିମ୍‌ ବାଟର୍‌ ଦେସେଅନି କେତେ କେତେ ଲକ୍‌ ସରଗ୍‌ ରାଇଜେ ଆସି ଅବ୍‌ରାଆମ୍ ଇସାକ୍‌ ଆରି ଜାକୁବର୍‌ ସଙ୍ଗ୍‌ ବଜିତେଇ ଗଟେକ୍‌ଟାନେ କାଇବାକେ ବସ୍‌ବାଇ ।
12 Koma eni ake ufumuwo adzaponyedwa ku mdima wakunja kumene kudzakhala kulira ndi kukukuta mano.”
୧୨ମାତର୍‌ ଜନ୍‌ ଲକ୍‌ମନ୍‌ ସରଗ୍‌ ରାଇଜେ ପୁର୍‍ବାର୍‍ ରଇଲାଇ, ସେମନ୍‌କେ ବାଇରର୍‌ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍‌ ଦାଁତ୍‌ ମୁଣ୍ଡ୍‌ କାତ୍‌ରି ମାରିଚପିଅଇ କାନ୍ଦ୍‌ବାଇ ।”
13 Pamenepo Yesu anati kwa Kenturiyo, “Pita! Zichitike monga momwe wakhulupirira.” Ndipo wantchito wake anachira pa nthawi yomweyo.
୧୩ଜିସୁ ସନିଅମନର୍‌ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍‌ବାସ୍‌ କଲୁସ୍‌ନି ସେନ୍ତାରିସେ ଅଇସି ।” ସମାନ୍‌ ସେ ବେଲାଇସେ ତାର୍‌ ଗତିଦାଙ୍ଗ୍‌ଡା ପୁରାପୁରୁନ୍‌ ନିକ ଅଇଗାଲା ।
14 Ndipo Yesu atalowa mʼnyumba ya Petro, anaona mpongozi wake wa Petro ali gone akudwala malungo.
୧୪ଜିସୁ ପିତରର୍‌ ଗରେ ଜାଇ ତାର୍‌ ସାତ୍‌ରି ଜର୍‌ଅଇକରି ଅଚ୍‌ନାଇ ଡୁଲି ରଇବାଟା ଦେକ୍‌ଲା ।
15 Ndipo Yesu anakhudza dzanja lake ndipo pomwepo anachira nayamba kumutumikira.
୧୫ସେ ପିତରର୍‌ ସାତ୍‌ରିର୍‌ ଆତେ ଚିଇଲା ଦାପ୍‌ରେ ତାର୍‌ ଜର୍‌ ଚାଡିଗାଲା । ଆରି ସେ ଉଟିକରି ଜିସୁର୍‌ ସେବା କର୍‌ବାର୍‌ ଦାର୍‌ଲା ।
16 Itafika nthawi yamadzulo, anthu anabweretsa kwa Iye anthu ambiri ogwidwa ndi ziwanda ndipo anatulutsa ziwandazo ndi mawu okha, nachiritsa odwala onse.
୧୬ସଞ୍ଜ୍‌ ଅଇଲାକେ ଲକ୍‌ମନ୍‌, କେତେକ୍‌ କେତେକ୍‌ ଡୁମା ଦାରିରଇଲା ଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ । ତାର୍‌ ପଦେକ୍‌ କାତା କଇଲା ଦାପ୍‍ରେସେ ଡୁମା ଆତ୍‌ମାମନ୍‌କେ ବାର୍‌କରାଇଦେଲା ଆରି ରଗି ଲକ୍‌ମନ୍‌କେ ନିକ କଲା ।
17 Uku kunali kukwaniritsa zimene ananena mneneri Yesaya kuti, “Iye anatenga zofowoka zathu, nanyamula nthenda zathu.”
୧୭ଏଟା କଲାର୍‌ ଲାଗି ଜିସୁ ଜିସାଇୟ ବବିସତ୍‌ବକ୍‌ତା ଜାନାଇ ରଇଲାଟା ପୁରାପୁରୁନ୍‌ ସିଦ୍‌କଲା । ବବିସତ୍‌ବକ୍‌ତା କଇରଇଲା “ଆମର୍‌ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍‌ ଜର୍‌ଦୁକା ବଇଲା ।”
18 Yesu ataona gulu la anthu litamuzungulira, analamula kuti awolokere kutsidya lina la nyanja.
୧୮ଜିସୁ ତାର୍‌ ଚାରିବେଟ୍‌ତି ରଇଲା ବେସି ଲକ୍‌ମନ୍‌କେ ଦେକିକରି ତାର୍‌ ସିସ୍‌ମନ୍‌କେ ଗାଡ୍‌ ସେପାଟ୍‌ ଜିବାକେ କଇଲା ।
19 Ndipo mphunzitsi wa malamulo anabwera kwa Iye nati, “Aphunzitsi, ine ndidzakutsatani kulikonse kumene muzipita.”
୧୯ତେଇ ଗଟେକ୍‌ ଜିଉଦିମନର୍‌ ସାସ୍‌ତର୍‌ ସିକାଉ ତାର୍‌ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍‌ ଜାଗାଇ ଗାଲେ ମିସା ମୁଇ ତମର୍‌ ସଙ୍ଗ୍‍ ଆଇବି ।”
20 Yesu anayankha kuti, “Nkhandwe zili ndi mapanga ndi mbalame zamlengalenga zili ndi zisa, koma Mwana wa Munthu alibe malo ogona ngakhale potsamira mutu wake.”
୨୦ମାତର୍‌ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍‌ ଆଚେ, ଆରି ଉଡିବୁଲ୍‌ବା ଚଡଇମନ୍‌ ରଇବାକେ ଗୁଡା ଆଚେ, ମାତର୍‌ ନର୍‌ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
21 Wophunzira wina anati kwa Iye, “Ambuye, mundilole ndiyambe ndakayika maliro a abambo anga.”
୨୧ଆରି ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ସିସ୍‌ କଇଲା, “ଏ ମାପ୍‌ରୁ, ମକେ ପର୍‌ତୁମ୍‌ ମର୍‌ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
22 Koma Yesu anamuwuza kuti, “Nditsate Ine ndipo uwaleke akufa ayikane akufa okhaokha.”
୨୨ମାତର୍‌ ଜିସୁ ତାକେ କଇଲା, “ମରିଗାଲା ଲକ୍‌ମନ୍‌ ମଲା ଲକ୍‌ମନ୍‌କେ ତପତ୍‌, ତୁଇ ମର୍‌ ପଚେ ପଚେ ଆଉ ।”
23 Iye atalowa mʼbwato, ophunzira ake anamutsatira.
୨୩ତାର୍‌ ପଚେ ଜିସୁ ଗଟେକ୍‌ ଡଙ୍ଗାଇ ଚଗ୍‌ଲାକେ ତାର୍‌ ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‍ ଗାଲାଇ ।
24 Ndipo taonani mwadzidzidzi mphepo yayikulu yamkuntho inawomba pa nyanjapo, kotero kuti bwatolo linayamba kumizidwa ndi mafunde. Koma Yesu anali mtulo.
୨୪ସେ ବେଲା ଅଟାତ୍‌ ସମ୍‌ଦୁରେ ଏନ୍ତି ବାଉପବନ୍‌ ଆଇଲା ଆରି ଉଲ୍‌କାର୍‌ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍‌ ଜିସୁ ଡଙ୍ଗାଇ ସଇଦେଇ ରଇଲା ।
25 Ophunzira ake anapita namudzutsa nati, “Ambuye! Tipulumutseni! Tikumira!”
୨୫ଆରି ସିସ୍‌ମନ୍‌ ଜିସୁର୍‌ ଲଗେ ଜାଇକରି ତାକେ ଉଟାଇ କଇଲାଇ, “ଏ ମାପ୍‌ରୁ ଆମ୍‌କେ ରକିଆ କର୍‌ । ନଇଲେ ଆମେ ବୁଡି ମରିଜିବୁବେ ।”
26 Iye anawayankha kuti, “Inu achikhulupiriro chochepa, chifukwa chiyani mukuchita mantha?” Ndipo anayimirira nadzudzula mphepoyo ndi mafunde ndipo panali bata lalikulu.
୨୬ଜିସୁ ସେମନ୍‌କେ କଇଲା, “ଏ ବିସ୍‌ବାସେ ଡାଟ୍‌ ନ ରଇଲା ଲକ୍‌ମନ୍‌, ତମେ କାଇକେ ଏତେକ୍‌ ଡରିଗାଲାସ୍‌ନି?” ଜିସୁ ବାଉପବନ୍‌କେ ଆରି ଲଅଡିକେ ଦମ୍‌କାଇଲା । ତେବର୍‌ପାଇ ବାଉପବନ୍‌ ଆରି ଲଅଡି ତବିର୍‌ ଅଇଗାଲା ।
27 Ndipo ophunzirawo anadabwa nafunsa kuti, “Ndi munthu wotani uyu? Kuti ngakhale mphepo ndi mafunde zimvera Iye!”
୨୭ଏଟା ଦେକି ସିସ୍‌ମନ୍‌ ବେସି କାବାଅଇଜାଇ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏ କେନ୍ତାର୍‌ ଲକ୍‌ ଜେ ବାଉପବନ୍‌ ଆରି ଲଅଡି ମିସା ଆର୍‌ କାତା ମାନ୍‌ଲାଇନି ।”
28 Ndipo atafika ku mbali ina ya dera la Gadara, anakumana ndi anthu awiri ogwidwa ndi ziwanda akuchokera ku manda. Iwowa anali woopsa kwambiri kotero kuti panalibe munthu akanatha kudzera njira imeneyo.
୨୮ଜିସୁ ଆରି ତାର୍‌ ସିସ୍‌ମନ୍‌ ଗାଡ୍‌ ସେପାଟର୍‌ ଗଦ୍‌ରିୟ ନାଉଁର୍‌ ଜାଗାଇ କେଟ୍‌ଲା ଦାପ୍‌ରେ, ଦୁଇଟା ଡୁମା ଡସ୍‌ଲା ଲକ୍‌ ତାକେ ବେଟ୍‌ ଅଇଲାଇ । ସେମନ୍‌ ମସନ୍‌ ବିତ୍‌ରେ ରଇତେରଇଲାଇ । ଆରି ସେମନ୍‌ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍‌ ଜା ନ ଅଇତେ ରଇଲାଇ ।
29 Ndipo iwo anafuwulira kwa Yesu nati, “Mukufuna chiyani kwa ife, Inu Mwana wa Mulungu? Kodi mwabwera kuno kudzatizunza nthawi yake isanafike?”
୨୯ସେ ଲକ୍‌ମନ୍‌ ବେସି କିର୍‌କିରି କରି କଇଲାଇ, “ଏ ପର୍‌ମେସରର୍‌ ପିଲା ଆମର୍‌ ଟାନେ ତର୍‌ କାଇ କାମ୍‌ ଆଚେ? ବେଲ୍‌ କାଲ୍‌ ନ କେଟ୍‌ତେ ତୁଇ କାଇ ଡଣ୍ଡ୍‌ ଦେବାକେ ଇତି ଆଇଲୁସ୍‌ କି?”
30 Ndipo patali pake panali gulu la nkhumba zimene zimadya.
୩୦ସେବେଲାଇ ସେ ଜାଗାଇଅନି କଣ୍ଡେକ୍‌ ଦୁରିକେ ଗଟେକ୍‌ ବଡ୍‌ ଗୁସ୍‌ରି ମାନ୍ଦା ଚାରାଇତେରଇଲାଇ ।
31 Ndipo ziwandazo zinamupempha Yesu kuti, “Ngati mutitulutsa ife mutitumize mu nkhumba izo.”
୩୧କାରାପ୍‌ ଆତ୍‌ମାମନ୍‌ ଜିସୁକେ ଗୁଆରି କରି କଇଲାଇ, “ତୁଇ ଜଦି ଆମ୍‌କେ ଏ ଲକ୍‌ମନର୍‌ତେଇ ଅନି ବାର୍‌କରାଇ ଦେଇସୁ ବଇଲେ ସେ ଗୁସ୍‌ରି ମାନ୍ଦା ବିତ୍‌ରେ ଜିବାକେ, ଆଦେସ୍‌ ଦେ ।”
32 Iye anati kwa ziwandazo, “Pitani!” Ndipo pamenepo zinatuluka ndi kukalowa mʼnkhumbazo ndipo nkhumba zonse zinathamangira mʼnyanja ndi kufera momwemo.
୩୨ଜିସୁ ସେମନ୍‌କେ ଜା! ବଲି କଇଲାକେ କାରାପ୍‌ ଆତ୍‌ମାମନ୍‌ ସେ ଲକ୍‌ମନର୍‌ତେଇଅନି ବାରଇକରି ଗୁସ୍‌ରିମନର୍‌ ବିତ୍‌ରେ ପୁର୍‌ଲାଇ । ତେବର୍‌ ପାଇ, ଗୁସ୍‌ରିମନ୍‌ ଟିପେଅନି ଗସ୍‌ରି ସମ୍‌ଦୁରେ ବୁଡି ମଲାଇ ।
33 Koma amene amaziweta anathawa nalowa mʼmudzi nafotokoza zonse, kuphatikizapo zimene zinachitika ndi anthu ogwidwa ndi ziwanda aja.
୩୩ଆରି ତେଇ ଗୁସ୍‌ରି ଚାରାଇତେ ରଇବା ଲକ୍‌ମନ୍‌ ପାଲାଇ କରି ଡୁମା ଡସି ରଇଲା ଲକ୍‌ମନ୍‌କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ ।
34 Ndipo anthu onse a mʼmudziwo anatuluka kukakumana ndi Yesu. Ndipo atamuona Iye, anamupempha kuti achoke mʼdera lawo.
୩୪ଆରି ସେ ଗଡର୍‌ ସବୁ ଲକ୍‌ମନ୍‌ ଜିସୁକେ ଦେକ୍‌ବାକେ ଆଇଲାଇ । ସେମନ୍‌ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।

< Mateyu 8 >