< ᏉᎳ ᎡᏈᏌ ᎠᏁᎯ ᏧᏬᏪᎳᏁᎸᎯ 5 >
1 ᎾᏍᎩ ᎢᏳᏍᏗ ᎤᏁᎳᏅᎯ ᎡᏥᏍᏓᏩᏕᎩ ᎨᏎᏍᏗ ᎾᏍᎩᏯ ᎢᏳᎾᏛᏁᏗ ᎨᏒ ᏧᎨᏳᎯ ᏧᏪᏥ;
୧ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।
2 ᎠᎴ ᎠᏓᎨᏳᏗ ᎨᏒ ᎬᏂᎨᏒ ᏂᏨᏁᎮᏍᏗ ᎢᏤᎲᎢ, ᎾᏍᎩᏯ ᎾᏍᏉ ᎦᎶᏁᏛ ᎢᎩᎨᏳᎯᏳ ᏥᎨᏒᎩ, ᎠᎴ ᏥᏕᎦᏓᏲᎯᏎᎸᎩ, ᎠᎵᏍᎪᎸᏓᏁᏗ ᎠᎴ ᎠᏥᎸ ᎨᎴᏗ ᏥᏄᎵᏍᏔᏅ ᎤᏁᎳᏅᎯ ᎤᎦᎾᏍᏛ ᎤᏪᏩᏒᎢᏍᏗ.
୨ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
3 ᎡᏕᎵᏛᏍᎩᏂ ᏗᏂᏏᏗ ᎨᏒᎢ, ᎠᎴ ᏄᏓᎴᏒᏉ ᎦᏓᎭ ᎨᏒᎢ, ᎠᎴ ᏧᎬᏩᎶᏗ ᎠᎬᎥᎯᏍᏗ ᎨᏒᎢ, ᏞᏍᏗ ᎧᏁᎢᏍᏙᏗ ᎤᏅ ᏱᎨᏎᏍᏗ ᎢᏤᎲᎢ, ᎾᏍᎩ ᏧᏂᎵᎶᎲᏍᎦ ᎤᎾᏓᏅᏘ;
୩ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
4 ᏞᏍᏗ ᎠᎴ ᎪᎱᏍᏗ ᎤᏁᎢᎸᏗ ᎨᏒᎢ, ᎠᎴ ᎠᎵᏍᎦᏁᏛ ᎦᏬᏂᎯᏍᏗ ᎨᏒᎢ, ᎠᎴ ᎦᏪᏢᏗ ᎨᏒᎢ, ᎾᏍᎩ ᏃᏒᎾ ᏥᎩ; ᎠᎵᎮᎵᏤᏗᏱᏉᏍᎩᏂ [ ᎤᏁᎳᏅᎯ ] ᎤᎬᏫᏳᏎᏍᏗ.
୪ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।
5 ᎯᎠᏰᏃ ᎾᏍᎩ ᎢᏥᎦᏔᎭ, ᎾᏍᎩ ᎩᎶ ᎤᏕᎵᏛ ᏗᏂᏏᎲᏍᎩ, ᎠᎴ ᎠᎦᏓᎭᎢ, ᎠᎴ ᏧᎬᏩᎶᏗ ᎤᎬᎥᏍᎩ, ᎾᏍᎩ ᎤᏁᎳᏅᎯ ᎠᏰᎸᎯ ᎠᏓᏙᎵᏍᏓᏁᎯ ᎨᏒᎢ, ᎤᏤᎵ ᎢᏳᎵᏍᏙᏗ ᏂᎨᏒᎾ ᎨᏒ ᎦᎶᏁᏛ ᎤᏤᎵᎪᎯ ᎠᎴ ᎤᏁᎳᏅᎯ ᎤᏤᎵᎪᎯ.
୫ତମେ ଜାନ୍ବାର୍ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍ କର୍ବା ଲକ୍, କି ସୁକଲ୍ ନ ଅଇଲା ଲକ୍, କି ଲବ୍ରା ଲକ୍ ପରମେସରର୍ ଆରି କିରିସ୍ଟର୍ ରାଇଜେ ରଇବା କାଇ ବିସଇ ମିଲାଇବାକେ ଅଦିକାର୍ ପାଇ ନାପାରତ୍ । ଗଟେକ୍ ଲବ୍ରା, ପୁତ୍ଲା ପୁଜା କର୍ବା ଲକର୍ ସଙ୍ଗ୍ ସମାନ୍ ।
6 ᏞᏍᏗ ᎩᎶ ᎢᏥᎶᏄᎮᏔᏅᎩ ᎪᎱᏍᏗ ᎬᏙᏗ ᏂᎨᏒᎾ ᎦᏬᏂᎯᏍᏗ ᎨᏒᎢ; ᎾᏍᎩᏰᏃ ᎯᎠ ᏅᏗᎦᎵᏍᏙᏗᎭ ᎤᏁᎳᏅᎯ ᎤᏔᎳᏬᎯᏍᏗ ᎨᏒ ᎤᏂᎷᏤᎭ ᎪᎯᏳᏗ ᏂᎨᏒᎾ ᎨᏒ ᏧᏪᏥ.
୬ବିନ୍ ଲକର୍ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବଇଲେ, ଏନ୍ତାରି କରି ତାକେ ନ ନାମ୍ବା ଲକ୍ମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
7 ᎾᏍᎩ ᎢᏳᏍᏗ ᏞᏍᏗ ᏂᎯ ᏱᏣᏠᏯᏍᏗᏍᎨᏍᏗ ᎤᎾᎵᏩᏛᎡᎲᎢ.
୭ତେବର୍ପାଇ ସେନ୍ତାରି ଲକ୍ମନର୍ ସଙ୍ଗ୍ ମିସା ନାଇ ।
8 ᎢᎸᎯᏳᏰᏃ ᏥᎨᏒ ᎤᎵᏏᎬ ᎢᏤᎲᎩ, ᎪᎯᏍᎩᏂ ᎨᏒ ᎢᎦ-ᎦᏛ ᎢᏤᎭ ᎤᎬᏫᏳᎯ ᎢᏳᏩᏂᏌᏛ; ᎢᎦ-ᎦᏛ ᏧᏪᏥ ᎤᏁᏓᏍᏗ ᎨᏒ ᎢᏤᏙᎮᏍᏗ;
୮କାଇକେବଇଲେ ଆଗ୍ତୁ ତମେ ଆନ୍ଦାରେ ରଇଲାସ୍ । ମାତର୍ ଏବେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଉଜଲେ ପୁରି ଆଚାସ୍ । ତେବର୍ପାଇ ଉଜଲେ ରଇବା ଲକ୍ମନର୍ପାରା ଚଲାଚଲ୍ତି କରା ।
9 ( ᎠᏓᏅᏙᏰᏃ ᎦᎾᏄᎪᏫᏍᎪ ᏂᎦᎥ ᎣᏍᏛ ᎨᏒ ᎠᎴ ᏚᏳᎪᏛ ᎨᏒ ᎠᎴ ᎦᏰᎪᎩ ᏂᎨᏒᎾ ᎨᏒᎢ, )
୯କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।
10 ᎢᏥᎪᎵᏰᏍᎨᏍᏗ ᎾᏍᎩ ᎣᏏᏳ ᎤᏰᎸᏗ ᎨᏒ ᎤᎬᏫᏳᎯ.
୧୦ପର୍ମେସର୍କେ ସାର୍ଦା କରାଇବା ବିସଇ କଜିକରି ମିଲାଆ ।
11 ᎠᎴ ᏞᏍᏗ ᏱᏗᏣᎵᎪᏁᎮᏍᏗ ᎾᏍᎩ ᎪᎱᏍᏗ ᎬᏙᏗ ᏂᎨᏒᎾ ᎤᎵᏏᎩ ᏗᎦᎸᏫᏍᏓᏁᏗ ᎨᏒᎢ, ᏕᏥᎬᏍᎪᎸᎥᏍᎨᏍᏗᏉᏍᎩᏂ.
୧୧ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ ।
12 ᎤᏕᎰᎯᏍᏗᏳᏰᏃ ᎧᏁᎢᏍᏙᏗᏱᏉ ᎾᏍᏉ ᎾᏍᎩ Ꮎ ᎾᎾᏛᏁᎲ ᎤᏕᎵᏒᎢ.
୧୨ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।
13 ᏂᎦᎥᏍᎩᏂ ᏧᏓᎴᏅᏛ ᏗᎬᏍᎪᎸᏅᎯ ᏥᎨᏐ ᎢᎦ-ᎦᏘ ᎬᏗ ᎬᏂᎨᎡ ᎢᏗᎬᏁᎸᎯ ᎨᏐᎢ; ᎾᏍᎩᏰᏃ ᎬᏂᎨᏒ ᎢᏗᎬᏁᎯ ᎨᏒ ᎾᏍᎩ ᎢᎦ-ᎦᏘ.
୧୩ଏନ୍ତାରି କାମ୍ ନ ଲୁଚାଇ ବାର୍କରାଇଲେ, ତେଇର୍ ସତ୍ ବିସଇ ଲକ୍ମନ୍ ଦେକ୍ବାଇ ।
14 ᎾᏍᎩ ᎢᏳᏍᏗ ᎯᎠ ᏂᎦᏪᎭ, ᎯᏰᎩ ᏂᎯ ᎯᎵᎯ, ᎠᎴ ᏔᎴᎲᎦ ᎩᏯᏓᏅᏏ ᏧᏂᏲᎱᏒᎯ ᎩᏯᏓᏑᏴᎢ, ᎦᎶᏁᏛᏃ ᏓᏣᏁᎵ ᎢᎦ-ᎦᏘ.
୧୪କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ, “ଏ ଗୁନେରାମନ୍ ଉଟା, ମଲାପାରା ନ ରଇକରି ଜିବନ୍ ରୁଆ, କିରିସ୍ଟ ତମ୍କେ ଉଜଲ୍ ଦେଇସି ।”
15 ᎾᏍᎩ ᎢᏳᏍᏗ ᎢᏣᎦᏌᏯᏍᏕᏍᏗ ᏂᎦᎥ ᏚᏳᎪᏛ ᎢᏣᎴᏂᏓᏍᏗᏱ, ᏞᏍᏗ ᎤᏂᏁᎫ ᎢᏳᎾᏛᏁᏗ, ᎠᏂᎦᏔᎾᎢᏍᎩᏂ ᎢᏳᎾᏛᏁᏗ,
୧୫ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ ।
16 ᎢᏧᏓᎴᏍᎨᏍᏗ ᎪᎯ ᎨᏒ ᎠᎵᏱᎵᏒᎢ, ᏅᏗᎦᎵᏍᏙᏗᏍᎨᏍᏗ ᎤᏲᎢᏳ ᎨᏒ ᎪᎯ ᎨᏒᎢ.
୧୬ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।
17 ᎾᏍᎩ ᎢᏳᏍᏗ ᏞᏍᏗ ᏂᏦᎵᎬᎾ ᏱᎨᏎᏍᏗ, ᎢᏦᎵᎩᏍᎩᏂ ᎨᏎᏍᏗ ᏄᏍᏛ ᎤᏚᎵᏍᎬ ᏅᎬᏫᏳᎯ.
୧୭ତେବର୍ପାଇ ବୁଦିନଇଲା ଲକ୍ ପାରା ନଅଇ ମାପ୍ରୁର୍ ମନ୍କଲାଟା କଜିକରି ମିଲାଆ ।
18 ᎾᏍᎩ ᏞᏍᏗ ᎩᎦᎨ ᎠᏗᏔᏍᏗ ᏱᏗᏥᏴᏍᏕᏍᏗᏍᎨᏍᏗ ᎾᏍᎩ ᎤᏣᏘ ᎤᏲᎢᏳ ᏥᎩ; ᎠᏓᏅᏙᏍᎩᏂ ᎢᏥᎧᎵᏬᎯ ᎨᏎᏍᏗ.
୧୮ମଦ୍ ପେଣ୍ଡମ୍ କାଇ ମାତା ନାଇ । କାଇକେବଇଲେ ସେଟା ତମ୍କେ ଡିଲା ଚାଡ୍ବା ଗରୁଗାଇର୍ ପାରା ଚଲାଚଲ୍ତି କର୍ବାକେ ଡାକିନେଇସି । ତାର୍ବାଦୁଲେ ସୁକଲ୍ଆତ୍ମା ବାନ୍ଦିନେବାକେ ସର୍ପିଉଆ ।
19 ᏕᏣᎵᏃᎮᏍᎨᏍᏗ ᏕᏨᏗᏍᎨᏍᏗ ᎤᏁᎳᏅᎯ ᏗᎧᏃᎩᏍᏙᏗ, ᎠᎴ ᎦᎸᏉᏙᏗ ᏗᎧᏃᎩᏍᏗ, ᎠᎴ ᎠᏓᏅᏙ ᎤᎬᏩᎵ ᏗᎧᏃᎩᏍᏗ, ᏕᏥᏃᎩᏍᎨᏍᏗ ᏙᏗᏣᏓᏅᏛ ᏗᏓᎴᎲᏍᎨᏍᏗ ᎤᎬᏫᏳᎯ ᏕᏥᏃᎩᏍᏗᏍᎨᏍᏗ.
୧୯ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।
20 ᎡᏣᎵᎡᎵᏤᎮᏍᏗ ᏂᎪᎯᎸ ᎤᏁᎳᏅᎯ ᎠᎴ ᎠᎦᏴᎵᎨᎢ ᏅᏗᎦᎵᏍᏙᏗᏍᎨᏍᏗ ᏂᎦᎥ ᎪᎱᏍᏗ ᎤᎬᏩᎵ, ᎢᏨᏗᏍᎨᏍᏗ ᏚᏙᎥ ᎤᎬᏫᏳᎯ ᎢᎦᏤᎵ ᏥᏌ ᎦᎶᏁᏛ;
୨୦ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
21 ᏕᏣᏓᏙᎯᏳᎲᏍᎨᏍᏗ ᎢᏥᏏᏴᏫᎭ ᎨᏒ ᎤᏁᎳᏅᎯ ᎡᏥᎾᏰᏍᎬᎢ.
୨୧କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।
22 ᎢᏥᎨᏴ, ᎢᏨᏒ ᏗᎨᏥᏰᎯ ᏕᏦᎯᏳᏎᏍᏗ, ᎤᎬᏫᏳᎯ ᎪᎯᏳᏗ ᏥᎩ ᎾᏍᎩᏯᎢ.
୨୨ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ ।
23 ᎠᏍᎦᏯᏰᏃ ᏄᎬᏫᏳᏌᏕᎩ ᎤᏓᎵᎢ ᎡᎲᎢ, ᎾᏍᎩᏯ ᎦᎶᏁᏛ ᏄᎬᏫᏳᏌᏕᎩ ᏥᎩ ᏧᎾᏁᎶᏗ ᎤᎾᏓᏡᎬ ᎠᏁᎲᎢ; ᎠᎴ ᎾᏍᎩ ᎠᏍᏕᎵᏍᎩ ᎠᏰᎸᎢ.
୨୩କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।
24 ᎾᏍᎩ ᎢᏳᏍᏗ ᏧᎾᏁᎶᏗ ᎤᎾᏓᏡᎬ ᎦᎶᏁᏛ ᎬᏬᎯᏳᏗ ᏥᎩ, ᎾᏍᎩᏯ ᎠᏂᎨᏴ ᏗᎬᏩᏂᏰᎯ ᏧᏃᎯᏳᏗ ᏂᎦᎥ [ ᏂᎬᏩᏂᏪᏎᎲᎢ.]
୨୪ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
25 ᎢᏥᏍᎦᏯ, ᏕᏥᎨᏳᏎᏍᏗ ᏗᏣᏓᎵᎢ, ᎾᏍᎩᏯ ᎦᎶᏁᏛ ᎾᏍᏉ ᏧᎨᏳᏎ ᏧᎾᏁᎶᏗ ᎤᎾᏓᏡᎬᎢ, ᎠᎴ ᎾᏍᎩ ᏓᏍᏕᎵᏍᎬ ᎤᏩᏒ ᏥᏚᏓᏲᏎᎢ,
୨୫ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
26 ᎾᏍᎩ ᎾᏍᎦᏅᎾ ᎢᏳᏩᏁᏗᏱ ᎦᏅᎦᎵᏍᎬᎢ ᎧᏃᎮᏛ ᎬᏗᏍᎬᎢ ᎠᎹ ᏥᎪᏑᎴᏗᏍᎪ ᎾᏍᎩᏯᎢ.
୨୬କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା ।
27 ᎾᏍᎩ ᎤᏩᏒ ᎠᎦᏔᎲ ᎤᏪᎪᏗᏱ ᏗᎬᏩᎸᏌᏛ ᏧᎾᏁᎶᏗ ᎤᎾᏓᏡᎬᎢ, ᏄᏚᏯᏍᏛᎾ, ᎠᎴ ᏄᏓᏁᎪᏳᏒᎾ, ᎠᎴ ᏂᎦᎥ ᎪᎱᏍᏗ ᎾᏍᎩ ᎢᏳᏍᏗ ᏄᏓᏓᎸᎾ; ᎾᏍᎦᏅᎾᏍᎩᏂ ᎢᏳᎵᏍᏙᏗᏱ ᎠᎴ ᎪᎱᏍᏗ ᎾᎫᎢᏍᏛᎾ.
୨୭ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କରାଇସି ।
28 ᎾᏍᎩᏯ ᎠᏂᏍᎦᏯ ᎤᏅᏒ ᏗᏂᏰᎸ ᏂᏚᏂᎨᏳᏒ ᎾᏍᎩᏯ ᏱᏂᏚᏂᎨᏳᎭ ᏧᎾᏓᎵᎢ. ᎩᎶ ᎤᏓᎵᎢ ᏧᎨᏳᏐ ᎤᏩᏒ ᎤᏓᎨᏳᏐᎢ.
୨୮ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।
29 ᎥᏝᏰᏃ ᎩᎶ ᎠᏏ ᎢᎸᎯᏳ ᏳᏂᏆᏘᎶ ᎤᏩᏒ ᎤᏇᏓᎸᎢ; ᎨᎶᎰᏍᎩᏂ ᎠᎴ ᎠᏍᏆᏂᎪᏗᏍᎪᎢ, ᎾᏍᎩᏯ ᎤᎬᏫᏳᎯ ᏂᏓᏛᏁᎲ ᏧᎾᏁᎶᏗ ᎤᎾᏓᏡᎬᎢ;
୨୯କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
30 ᎠᏴᏰᏃ ᎾᏍᎩ ᎠᏰᎸ ᏕᎦᏚᏓᏔ, ᎾᏍᎩ ᎤᏇᏓᎸ ᎠᎴ ᎾᏍᎩ ᏧᎪᎳ.
୩୦କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
31 ᎾᏍᎩ ᎢᏳᏍᏗ ᎠᏍᎦᏯ ᏕᎬᏕᎨᏍᏗ ᎤᏙᏓ ᎠᎴ ᎤᏥ, ᎠᏜᏓᏩᏍᏗᏍᎨᏍᏗᏃ ᎤᏓᎵᎢ, ᎾᏍᎩᏃ ᎠᏂᏔᎵ ᏌᏉᏉ ᎨᏎᏍᏗ ᎤᏂᏇᏓᎸᎢ.
୩୧ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ ।
32 ᎯᎠ ᎾᏍᎩ ᎤᏣᏘ ᎤᏕᎵᏗᏳ; ᎠᏎᏃ ᎦᎶᏁᏛ ᎠᎴ ᏧᎾᏁᎶᏗ ᎤᎾᏓᏡᎬ ᎦᏥᏁᎢᏍᏗᎭ.
୩୨ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି ।
33 ᎠᏗᎾ ᏂᏥᎥ ᎢᏥᏏᏴᏫᎭ ᎨᏒ ᎰᏩ ᏕᏥᎨᏳᏎᏍᏗ ᏗᏣᏓᎵᎢ ᎾᏍᎩᏯ ᎢᏨᏒ ᏂᏣᏓᎨᏳᏒᎢ; ᎠᎨᏴᏃ ᎤᎸᏉᏗᏳ ᎨᏎᏍᏗ ᎤᏰᎯ.
୩୩ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।