< ᏉᎳ ᏕᏏᎶᏂᎦ ᎠᏁᎯ ᎢᎬᏱᏱ ᏧᏬᏪᎳᏁᎸᎯ 3 >
1 ᎾᏍᎩ ᎢᏳᏍᏗ ᎿᎭᏉ ᎤᏟ ᎢᎪᎯᏛ ᎦᏲᎦᏛᏂᏗᏍᏗ ᏂᎨᏒᎾ ᏄᎵᏍᏔᏅ, ᎣᏏᏳ ᎣᎩᏰᎸᏅᎩ ᎣᎬᏒ ᎣᎩᎧᎯᏯᏍᏗᏱ ᎡᏗᏂᏱ;
୧ସାରାସାରିପଚେ ଆମେ ଦୁକ୍ କସ୍ଟ ମୁର୍ଚି ନାପାରିକରି ଆତିନେସ୍ତେଇ କାର୍ ସଙ୍ଗ୍ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ ।
2 ᎠᎴ ᎣᏥᏅᏒᎩ ᏗᎹᏗ, ᎣᏣᎵᏅᏟ, ᎠᎴ ᎤᏁᎳᏅᎯ ᎪᎱᏍᏗ ᎠᏛᏁᎯ, ᎠᎴ ᎠᏴ ᎢᏧᎳᎭ ᏦᎩᎸᏫᏍᏓᏁᎯ ᎣᏍᏛ ᎧᏃᎮᏛ ᎦᎶᏁᏛ ᎤᏤᎵ ᎤᎬᏩᎵ, ᎾᏍᎩ ᏗᏣᎵᏂᎪᎯᏍᏙᏗᏱ, ᎠᎴ ᏗᏥᎧᎵᏍᏓᏗᏍᏗᏱ ᎢᏦᎯᏳᏒ ᎤᎬᏩᎵ;
୨ତମ୍କେ ବପୁ କରାଇବାକେ ଆରି ତମର୍ ବିସ୍ବାସ୍ ଡାଟ୍ କରାଇବାକେ ତମର୍ ଲଗେ ଆମର୍ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍ସଙ୍ଗ୍ କିରିସ୍ଟର୍ ସୁବ୍କବର୍ ଜାନାଇକରି ପର୍ମେସରର୍ ସେବା କଲାନି ।
3 ᎾᏍᎩ ᎩᎶ ᎠᏥᏖᎸᏗᏱ ᏂᎨᏒᎾ ᎯᎠ ᎾᏍᎩ ᎠᎩᎵᏲᎢᏍᏗ ᎨᏒ ᎢᏳᏩᏂᏌᏛ; ᎢᏨᏒᏰᏃ ᎢᏥᎦᏔᎭ ᎾᏍᎩ ᎢᎦᎵᏍᏓᏁᏗᏱ ᎡᎩᏁᏤᎸᎯ ᎨᏒᎢ.
୩ତମର୍ ଉପ୍ରେ ଅଇତେରଇବା ବିପଦର୍ ଲାଗି ଜେନ୍ତିକି କେ ମିସା ବିନ୍ ବାଟେ ନ ଜାଅତ୍ । ସେଟାର୍ପାଇ ସେ ତମ୍କେ ସାଇଜ କର୍ସି । ଏଲେମିସା ତମେତା ଜାନାସ୍, ଆମ୍କେ ମିସା ଏନ୍ତାରି କସ୍ଟ ମିଲ୍ଲାନି, ଏଟା ଆମର୍ ପାଇ ପର୍ମେସର ମନ୍ କର୍ବାଟା ।
4 ᎤᏙᎯᏳᎯᏰᏃ ᏥᏨᏰᎳᏗᏙᎲᎩ, ᏂᏨᏃᏁᎶ ᎢᎩᎩᎵᏲᎢᏍᏗ ᎨᏒᎢ; ᎾᏍᎩᏯ ᏥᏄᎵᏍᏔᏅ, ᎠᎴ ᎾᏍᎩ ᏥᏥᎦᏔᎭ.
୪ଆମେ ତମର୍ସଙ୍ଗ୍ ରଇଲା ବେଲେ, ବେସି ଆଗେଅନି ଆମ୍କେ ଦୁକ୍କସ୍ଟ ଆଇସି ବଲି ପୁର୍ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍ଲାସ୍ନି, ଟିକ୍ ସେଟାସେ ଗଟ୍ଲା ।
5 ᎾᏍᎩ ᏅᏓᏳᎵᏍᏙᏔᏅᎩ, ᎿᎭᏉ ᎤᏟ ᎢᎪᎯᏛ ᎬᏆᏛᏂᏗᏍᏗ ᏂᎨᏒᎾ ᏄᎵᏍᏔᏅ, ᎠᏆᏓᏅᏒᎩ ᎠᏆᏙᎴᎰᎯᏍᏗᏱ ᏄᏍᏛ ᎢᏦᎯᏳᏒᎢ, ᎪᎱᏍᏗ ᏴᏗᎤᎵᏍᏙᏔᏅ ᎠᏓᎪᎵᏰᏍᎩ ᏳᏂᎪᎵᏰᎥ, ᏙᎩᎸᏫᏍᏓᏁᎸᏃ ᎠᏎᏉ ᏱᏄᎵᏍᏔᏂᏙᎸ, ᎠᏇᎵᏒᎩ.
୫ଏଟାର୍ପାଇ ତମର୍ ବିସଇ ନାଜାନିକରି ମୁଇ ରଇ ନାପାର୍ଲି । ତମେ ବିସ୍ବାସେ ଆଚାସ୍ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍ପାଇ ବଲି କେଡେବେଲେ ସଇତାନ୍ ତମ୍କେ ପରିକା କରି ଆମେ ଆବଡ୍ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍ତେ ରଇଲି ।
6 ᎠᏎᏃ ᎿᎭᏉ ᏗᎹᏗ ᎣᎩᎷᏤᎸᎯ ᏥᎩ, ᏗᏤᎲ ᏅᏓᏳᎶᏒᎯ, ᎠᎴ ᎣᏍᏛ ᎠᏰᎸᏗ ᎣᎩᏃᎮᎮᎸᎯ ᏥᎩ, ᎢᏦᎯᏳᏒ ᎠᎴ ᎠᏓᎨᏳᏗ ᎨᏒ ᎢᏤᎲ ᎤᎬᏩᎵ, ᎠᎴ ᏂᎪᎯᎸ ᎣᏏᏳ ᏍᎩᏯᏅᏛᎢ, ᎤᏣᏘ ᎢᏣᏚᎵᏍᎬ ᏍᎩᎪᏩᏛᏗᏱ, ᎾᏍᎩᏯ ᎾᏍᏉ ᎠᏴ ᎣᎦᏚᎵᏍᎬ ᎢᏨᎪᏩᏛᏗᏱ;
୬ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି ।
7 ᎾᏍᎩ ᎢᏳᏍᏗ, ᎢᏓᎵᏅᏟ, ᎢᏨᏯᏓᏅᏖᎸ ᎤᎧᎵᏍᏗ ᎣᎦᏓᏅᏓᏛᎩ ᏂᎦᎥ ᎣᏥᎩᎵᏲᎬ ᎠᎴ ᎤᏪᎵᎯᏍᏗ ᎣᎦᏓᏅᏔᏩᏕᎬᎢ, ᏂᎯ ᎢᏦᎯᏳᏒ ᏅᏓᏳᎵᏍᏙᏔᏅᎩ.
୭ତେବେ ଏ ବାଇବଇନିମନ୍, ଆମେ କାକୁର୍ତି ଅଇ ଦୁକ୍ କସ୍ଟ ପାଇଲା ବେଲେ ତମର୍ ବିସ୍ବାସର୍ଲାଗି ସାର୍ଦା ଅଇଲୁନି । ତମର୍ ବିସ୍ବାସ୍ ଆକା ଆମ୍କେ ସାଆସ୍ ଦେଇକରି ସଙ୍ଗଇଆଚେ ।
8 ᎪᎯᏰᏃ ᏥᎩ ᏦᏨᏃᏛ, ᎢᏳᏃ ᎤᎵᏂᎩᏛ ᏕᏥᏙᎨᏍᏗ ᎤᎬᏫᏳᎯ ᏕᏣᏁᎶᏛᎢ.
୮କାଇକେବଇଲେ ଏବେ ତମେ ଡାଟ୍ଅଇ ମାପ୍ରୁ ସଙ୍ଗ୍ ମିସିକରି ଆଚାସ୍ । ଏଟା ଆମେ ଜାନିକରି ଆରିତରେକ୍ ସାର୍ଦା ସଙ୍ଗ୍ ଜିଇଲୁନି ।
9 ᎢᎳᎪᏰᏃ ᎢᎦᎢ ᎠᎵᎮᎵᏍᏗ ᏲᏣᎫᏴᏓᏏ ᎤᏁᎳᏅᎯ ᏂᎯ ᎨᏒ ᎢᏳᏍᏗ, ᏅᏗᎦᎵᏍᏙᏗᏍᎬ ᏂᎦᎥ ᎣᏍᏛ ᎠᏓᏅᏓᏗᏍᏗ ᎨᏒ ᎾᏍᎩ ᎣᏣᏓᏅᏓᏗᏍᎬ ᏂᎯ ᎨᏒ ᎤᎬᏩᎵ ᎣᎦᏤᎵ ᎤᏁᎳᏅᎯ ᎠᎦᏔᎲᎢ;
୯ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି ।
10 ᏗᎬᏩᎩᏨᏗ ᎤᏣᏘ ᎣᏣᏓᏙᎵᏍᏗᏍᎬ ᎣᏥᏔᏲᎯᎲ, ᎾᏍᎩ ᏗᎦᏲᎩᎪᏩᏛᏗ ᎢᏳᎵᏍᏙᏗᏱ ᏕᏣᎧᏛᎢ, ᎠᎴ ᎣᎩᎧᎵᏏᏐᏗᏱ ᎾᏍᎩ ᎦᎷᎶᏥᏙᎲ ᎢᏦᎯᏳᏒᎢ.
୧୦ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।
11 ᎤᎾᎳᏅᎯᏃ ᎤᏩᏒ ᎾᏍᎩ ᎢᎩᏙᏓ, ᎠᎴ ᎢᎦᏤᎵ ᎤᎬᏫᏳᎯ ᏥᏌ ᎦᎶᏁᏛ, ᎣᎦᏘᏅᏍᏗ ᎨᏎᏍᏗ ᏗᏤᎲᎢ.
୧୧ତମର୍ଲଗେ ଆଇବାକେ ଆମ୍କେ ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁ ବାଟ୍ ତିଆର୍କରି ଦେଅତ୍ ।
12 ᎠᎴ ᎤᎬᏫᏳᎯ ᎢᏳᏩᏂᏐᏗ ᎨᏎᏍᏗ ᎢᏥᏁᏉᏤᏗᏱ ᎠᎴ ᎤᏣᏘ ᎢᏳᎵᏍᏙᏗᏱ ᏕᏣᏓᎨᏳᏒᎢ, ᎠᎴ ᎾᏂᎥ ᏕᏥᎨᏳᏒᎢ, ᎾᏍᎩᏯ ᎠᏴ ᏂᎯ ᎢᏨᎨᏳᏒᎢ;
୧୨ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର ।
13 ᎾᏍᎩ ᏧᎵᏂᎪᎯᏍᏙᏗᏱ ᏗᏥᎾᏫ, ᎾᏍᎩ ᎦᏰᏧᎢᏍᏙᏗ ᏂᎨᏒᎾ ᎢᏳᎵᏍᏙᏗᏱ ᏚᏳᎪᏛ ᏂᏣᏛᏁᎸ ᎤᏁᎳᏅᎯ ᎠᎦᏔᎲᎢ, ᎾᏍᎩ ᎢᎩᏙᏓ, ᎾᎯᏳ ᎦᎷᏨᎭ ᎢᎦᏤᎵ ᎤᎬᏫᏳᎯ ᏥᏌ ᎦᎶᏁᏛ ᎠᏁᎮᏍᏗ ᏂᎦᏗᏳ ᎤᎾᏓᏅᏘ ᏧᏤᎵᎦ.
୧୩ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା ।