< ᏉᎳ ᏕᏏᎶᏂᎦ ᎠᏁᎯ ᎢᎬᏱᏱ ᏧᏬᏪᎳᏁᎸᎯ 1 >
1 ᏉᎳ ᎠᎴ ᏌᏱᎳ ᎠᎴ ᏗᎹᏗ ᏫᏨᏲᏪᎳᏏ ᏗᏣᏁᎶᏗ ᎢᏣᏓᏡᎬ ᏕᏏᎶᏂᎦ ᎾᏍᎩ ᎡᏦᎯᏳᎲᏍᎩ ᎤᏁᎳᏅᎯ ᎠᎦᏴᎵᎨᎢ, ᎠᎴ ᎤᎬᏫᏳᎯ ᏥᏌ ᎦᎶᏁᏛ; ᎬᏩᎦᏘᏯ ᎤᏓᏙᎵᏍᏗ ᎨᏒ ᎠᎴ ᏅᏩᏙᎯᏯᏛ ᎨᏤᎳᏗᏙᎮᏍᏗ ᏅᏓᏳᎾᎵᏍᎪᎸᏔᏅᎯ ᎤᏁᎳᏅᎯ ᎢᎩᏙᏓ ᎠᎴ ᎤᎬᏫᏳᎯ ᏥᏌ ᎦᎶᏁᏛ.
୧ମୁଇ ପାଉଲ ଆରି ମର୍ ବାଇମନ୍ ସିଲାନ୍, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍ମନ୍କେ ଏ ଚିଟି ଲେକ୍ଲୁନି । ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇଲା ସାନ୍ତି ତମ୍କେ ମିଲ ।
2 ᎣᏣᎵᎡᎵᏤᎰ ᎤᏁᎳᏅᎯ ᏂᎪᎯᎸ ᏂᎯ ᏂᏥᎥ ᏅᏗᎦᎵᏍᏙᏗᏍᎪᎢ, ᎢᏨᏁᎢᏍᏗᏍᎪ ᎣᏣᏓᏙᎵᏍᏗᏍᎬᎢ;
୨ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ ।
3 ᏃᎬᎨᏫᏍᎬᎾ ᎣᏣᏅᏓᏗᏍᎪ ᏕᏥᎸᏫᏍᏓᏁᎲ ᎢᏦᎯᏳᏒ ᏅᏓᏳᏓᎴᏅᎯ, ᎠᎴ ᎢᏣᎵᏂᎬᏁᎲ ᎠᏓᎨᏳᏗ ᎨᏒ ᏅᏓᏳᏓᎴᏅᎯ, ᎠᎴ ᏗᏨᏂᏗᏳ ᎨᏒ ᎤᏚᎩ ᎡᏨᏒ ᎤᎬᏫᏳᎯ ᎢᎦᏤᎵ ᏥᏌ ᎦᎶᏁᏛ, ᎤᏁᎳᏅᎯ ᎠᎦᏔᎲ ᎾᏍᎩ ᎢᎩᏙᏓ;
୩ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।
4 ᎾᏍᎩ ᏦᏥᎦᏔᎭ, ᎢᏓᎵᏅᏟ ᎤᏁᎳᏅᎯ ᎢᏥᎨᏳᎯ, ᎡᏣᏑᏰᏛ ᎨᏒᎢ.
୪ବାଇବଇନିମନ୍! ଆମେ ଜାନିଆଚୁ ଜେ, ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ସେ ତମ୍କେ ନିଜର୍ ଲକ୍ କର୍ବି ବଲି ବାଚ୍ଲାଆଚେ ।
5 ᎣᏍᏛᏰᏃ ᎧᏃᎮᏛ ᎣᎦᏤᎵᎦ ᎥᏝ ᎧᏁᏨᎯᏉ ᎨᏒ ᏱᏥᎷᎯᏍᏓᏁᎴᎢ, ᎤᎵᏂᎩᏗᏳᏍᎩᏂ ᎨᏒ ᎾᏍᏉ ᏔᎵ ᎤᏛᏛᎢ, ᎠᎴ ᎦᎸᏉᏗᏳ ᎠᏓᏅᏙ, ᎠᎴ ᎤᏣᏘ ᏄᏜᏓᏏᏛᏒᎾ ᎨᏒᎢ; ᎾᏍᎩᏯ ᏥᏥᎦᏔᎭ ᏃᎦᏍᏛ ᎢᏨᏰᎳᏗᏙᎸ ᏂᎯ ᏥᏅᏓᎦᎵᏍᏙᏗᏍᎬᎩ.
୫ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା ।
6 ᎠᎴ ᎠᏴ ᏍᎩᏍᏓᏩᏕᎩ ᏂᏣᎵᏍᏔᏅᎩ, ᎠᎴ ᎤᎬᏫᏳᎯ [ ᎡᏥᏍᏓᏩᏕᎩ, ] ᏕᏣᏓᏂᎸᏨ ᎧᏃᎮᏛ ᎤᏣᏘ ᎢᏥᎩᎵᏲᎬᎢ, ᎤᎵᏠᏯᏍᏛ ᎤᎵᎮᎵᏍᏗ ᎨᏒ ᎦᎸᏉᏗᏳ ᎠᏓᏅᏙ ᏅᏓᏩᏓᎴᏅᎯ;
୬ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
7 ᎾᏍᎩᏃ ᏧᎾᏟᎶᏍᏙᏗ ᏂᏣᎵᏍᏔᏅᎩ ᎾᏂᎥ ᎠᏃᎯᏳᎲᏍᎩ ᎹᏏᏙᏂ ᎠᏁᎯ ᎠᎴ ᎡᎦᏯ ᎠᏁᎯ.
୭ତେବେ ତମେ ମାକିଦନିଆ ଆରି ଆକାୟାତେଇ ରଇବା ସବୁ ବିସ୍ବାସିମନ୍କେ ଗଟେକ୍ ବାଟ୍ଦେକାଉ ପାରା ରଇଲାସ୍ ।
8 ᏂᎯᏰᏃ ᎢᏤᎲ ᎤᏓᎴᏅᎩ ᎤᏃᏴᎵᏒᎩ ᎧᏃᎮᏛ ᎤᎬᏫᏳᎯ ᎤᏤᎵᎦ, ᎥᏝ ᎹᏏᏙᏂᏉ ᎠᎴ ᎡᎦᏯ ᎤᏩᏒ ᏱᏭᎷᏤᎢ, ᎾᏍᏉᏍᎩᏂ ᏂᎦᎥ ᏕᎨᏌᏗᏒ ᎤᏁᎳᏅᎯ ᎡᏦᎢᏳᏒ ᏚᏰᎵᏒ; ᎾᏍᎩ ᎢᏳᏍᏗ ᎥᏝ ᎠᏎ ᎪᎱᏍᏗ ᎣᎦᏛᏗ ᏱᎩ.
୮ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ ।
9 ᎤᏅᏒᏰᏃ ᎬᏂᎨᏒ ᏂᎪᎬᏁᎭ ᏄᏍᏛ ᏫᏨᎷᏤᎸᎢ, ᎠᎴ ᏂᏣᏛᏁᎸ ᎤᏁᎳᏅᎯ ᎢᏗᏢ ᎢᏣᎦᏔᎲᏍᏔᏅ ᏕᏥᏲᏒ ᎤᏁᎳᏅᎯ ᏗᏰᎸᎯ, ᏗᏥᎧᎿᎭᏩᏛᏍᏗᏱ ᎬᏃᏛ ᎠᎴ ᎤᏙᎯᏳᎯᏯ ᎤᏁᎳᏅᎯ ᏥᎩ;
୯ଆମେ ତମର୍ଲଗେ ଆଇଲାବେଲେ ତମେ ଜେନ୍ତି ଆଲାଦର୍ସଙ୍ଗ୍ ଡାକିରଇଲାସ୍ ଆରି ଚୁଚା ପାକ୍ନାମନ୍ ପୁଜା କର୍ବାଟା ଚାଡିକରି ଜିବନ୍ ରଇବା ପର୍ମେସର୍କେ ଉପାସନା କର୍ବାକେ ଆଗ୍ତୁ ଆସିରଇଲାସ୍ । ଏ ସବୁ ବିସଇ ତେଇର୍ ଲକ୍ମନ୍ କାତା ଅଇଲାଇନି ।
10 ᎠᎴ ᎡᏥᎦᏘᏗᏍᏗᏱ ᎾᏍᎩ ᎤᏪᏥ ᎦᎸᎳᏗ ᏅᏓᏳᎶᎯᏍᏗᏱ, ᎾᏍᎩ ᎤᏲᎱᏒ ᏥᏕᎤᎴᏔᏁᎢ, ᎾᏍᎩ ᏥᏌ, ᎾᏍᎩ ᏥᎫᏓᎴᏒ ᎤᏔᎳᏬᎯᏍᏗ ᎤᎷᎯᏍᏗ ᏥᎩ.
୧୦ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି ।