< Евреи 4 >
1 И тъй, понеже ни остава обещание да влезем в Неговата почивка, нека се боим да не би да се открие, че някой от вас не е достигнал до нея.
୧ପର୍ମେସର୍ ଆମ୍କେ କାତା ଦେଇରଇଲାଜେ, ସେ ଆମର୍ପାଇ ଗଟେକ୍ ପୁଣ୍ଡ୍ବା ଜାଗା ତିଆର୍ କଲାଆଚେ । ତେବର୍ ପାଇ ଆମେ ଜାଗରତ୍ ରଇବାକେ ପଡ୍ସି । ଜେନ୍ତିକି ଆମର୍ ବିତ୍ରେ ସେନ୍ତାରି କେ ନ ରଅତ୍, ଜେ କି ସେ ଜାଗାଇ ପୁରିନାପାରତ୍ ।
2 Защото на нас се донесе едно благовестие, както и на тях; но словото, което те чуха, не ги ползува, понеже не се съедини чрез вяра в ония, които го чуха.
୨କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।
3 Затова ние, повярвалите, влизаме в тая почивка; както рече Бог:
୩ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ, “ମର୍ ରିସାଇ ମୁଇ ସପତ୍ କରିଆଚି । ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।” ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା ।
4 Защото нейде си е говорил за самия ден така: "И почина си Бог на седмия ден от всичките Си дела";
୪କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।”
5 а пък на това място: "Няма да влязат в Моята почивка".
୫ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।”
6 И тъй, понеже остава да влязат някои в нея, а ония, на които по-напред се благовести, не са влезли поради неверието ( Или: Непокорството ) си,
୬ପର୍ତମେ ଜେତ୍କିଲକ୍ ସୁବ୍କବର୍ ସୁନିରଇଲାଇ, ନିଜେ ବିସ୍ବାସ୍ କରତ୍ ନାଇ ଆରି ସେମନ୍ ସେ ପୁଣ୍ଡ୍ବା ଜାଗା ପାଅତ୍ ନାଇ । ତାର୍ପଚେ ପର୍ମେସର୍ ବିନ୍ ଲକ୍ମନ୍ ପୁର୍ବାକେ ଆଦେସ୍ ଦେଲା ।
7 затова Той пак определя един ден, "днес", като казва толкоз време по-после чрез Давида, както вече рекохме: "Днес, ако чуете Неговия глас, Не закоравявайте сърдцата си".
୭ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା, “ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେ ତମର୍ ମନ୍ ଆଁଟ୍ କରା ନାଇ ।”
8 Защото, ако Исус Навиев беше им дал почивка, Бог не би говорил след това за друг ден.
୮ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା ।
9 Следователно, за Божиите люде остава една съботна почивка. ( Виж. ст. 4. )
୯ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ ।
10 Защото оня, който е влязъл в Неговата почивка, той си е починал от своите дела, както и Бог от Своите Си.
୧୦କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।
11 Затова нека се постараем да влезем в тая почивка, за да не падне някой в това, да дава същия пример на неверие.
୧୧ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।
12 Защото Божието слово е живо, деятелно, по-остро от всеки меч остър и от двете страни, пронизва до разделяне душата и духа, ставите и мозъка, и издирва помислите и намеренията на сърдцето.
୧୨ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
13 И няма създание, което да не е явно пред Бога; но всичко е голо и разкрито пред очите на Този, на Когото има да отговаряме.
୧୩ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
14 И тъй, като имаме велик Първосвещеник Исуса, Божия Син, Който е преминал до най-високите небеса, нека държим това, което сме изповядали.
୧୪ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ ।
15 Защото нямаме такъв първосвещеник, Който да не може да състрадава с нас в нашите немощи, а имаме Един, Който е бил във всичко изкушен като нас, но пак без грях.
୧୫ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
16 Затова, нека пристъпваме с дръзновение към престола на благодатта, за да придобием милост, и да намерим благодат, която да помага благовременно.
୧୬ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।