< Галатяни 2 >
1 Тогава след четиринадесет години, пак възлязох в Ерусалим с Варнава, като взех със себе си и Тита.
୧ଚଉଦ ବରସ୍ ପଚେ ବର୍ନବାର୍ ସଙ୍ଗ୍ ମୁଇ ଜିରୁସାଲମେ ବାଉଡିଆଇଲି । ଆମର୍ ସଙ୍ଗ୍ ତିତସ୍କେ ମିସା ଡାକି ନେଇରଇଲୁ ।
2 (А възлязох по откровение). И изложих пред братята благовестието, което проповядвам между езичниците, но частно пред по-именитите от тях, да не би напразно да тичам или да съм тичал.
୨ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି ।
3 Но даже Тит, който бе с мене, ако и да беше грък, не бе принуден да се обреже;
୩ମୁଇ କଇଲା ବିସଇ ସେମନ୍ ରାଜି ଅଇଲାଇ । କାଇକେବଇଲେ ମର୍ ସାଙ୍ଗ ତିତସ୍, ଗଟେକ୍ ଗିରିକ୍ ଲକ୍ ଅଇରଇଲେ ମିସା, ତାକେ ସୁନତ୍ ଅ ଆକା ବଲି ବାଦିଅ କରତ୍ ନାଇ ।
4 и то поради лъжебратята, които бяха се вмъкнали да съгледват свободата, която имаме в Христа Исуса, за да ни поробят;
୪ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
5 на които, ни за час не отстъпихме да им се покорим, за да пребъде с вас истината на благовестието.
୫ମାତର୍ ତମର୍ ଲାଗି, ସୁବ୍କବର୍ ସତ୍ସଙ୍ଗ୍ ଦାରି ରକ୍ବାକେ, ଆମେ ସେ ନାଡାଉମନ୍କେ ଚନେକ୍ ମିସା ବେଲା ଦେଇ ନ ରଇଲୁ ।
6 А тия, които се считаха за нещо, (каквито и да са били, на мене е все едно; Бог не гледа на лицето на човека),
୬ମାତର୍ ଜନ୍ ଲକ୍ମନ୍ ନେତା ବଲାଇ ଅଇତେ ରଇଲାଇ, ସେମନ୍ ଜେ ମିସା ଅଅତ୍, ସେଟାର୍ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍ କାକେ ମିସା ବାଇରର୍ ଚଲାଚଲ୍ତି ଦେକି ବିଚାର୍ନା ନ କରେ । ସେ ନେତାମନ୍ ମକେ କାଇମିସା ନୁଆ ଜଜ୍ନା ନ ଦେଇରଇଲାଇ ।
7 а напротив, когато видяха, че на мене беше поверено да проповядвам благовестието между необрязаните, както на Петра между обрязаните,
୭ଆରି ଗଟେକ୍ ବାଟେ ସେମନ୍ ଦେକ୍ଲାଇ ଜେ, ପରମେସର୍ ଜେନ୍ତିକି ପିତର୍କେ ଜିଉଦିମନର୍ ଲଗେ ସୁବ୍କବର୍ ଜାନାଇବାକେ ଦାଇତ୍ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ମକେ ଦାଇତ୍ ଦେଲାଆଚେ ।
8 (защото, който подействува в Петра за апостолство между обрязаните, подействува и в мене за апостолство между езичниците),
୮କାଇକେବଇଲେ ପିତର୍ ଜେନ୍ତି ପର୍ମେସରର୍ ବପୁ ପାଇକରି ଜିଉଦିମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇରଇଲା, ସମାନ୍ ସେନ୍ତି, ମୁଇ ମିସା ପରମେସରର୍ ବପୁ ପାଇକରି ଜିଉଦି ନଇଲା ଲକ୍ମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇଲିଆଚି ।
9 и когато познаха дадената на мене благодат, то Яков, Кифа и Иоан, които се считаха за стълбове, дадоха десници на общение на мене и на Варнава, за да идем ние между езичниците, а те между обрязаните.
୯ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।
10 Искаха само да помним сиромасите,
୧୦ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।
11 А когато Кифа дойде в Антиохия, аз му се възпротивих в очи, защото беше се провинил.
୧୧ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା ।
12 Понеже, преди да дойдеха някои от Якова, той ядеше заедно с езичниците; а когато те дойдоха, оттегли се и странеше от тях, защото се боеше от образованите.
୧୨ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା ।
13 И заедно с него лицемерствуваха и другите юдеи, така щото и Варнава се увлече от лицемерието им.
୧୩ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା ।
14 Но, като видях, че не постъпват право по истината на благовестието, рекох на Кифа пред всичките: Ако ти, който си юдеин, живееш като езичниците, а не като юдеите, как принуждаваш езичниците да живеят като юдеите?
୧୪ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି?”
15 Ние, които сме по природа юдеи, а не грешници от езичниците
୧୫ଏବେ ଆମ୍କେ ଜନ୍ମେଅନି ଜିଉଦି ଲକ୍ ବଲି ଜାନତ୍ । ପର୍ମେସରର୍ ନିୟମ୍ ନାଜାନ୍ଲା ଜିଉଦି ନଇଲା ଲକ୍ମନର୍ପାରା ନଉଁ ।
16 като знаем все пак, че човек не се оправдава чрез дела по закона, а само чрез вяра в Исуса Христа,
୧୬ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
17 Но, когато искахме да се оправдаем чрез Христа, ако и ние сме се намерили грешни, то Христос на греха ли е служител? Да не бъде!
୧୭ମାତର୍ କିରିସ୍ଟର୍ ସଙ୍ଗ୍ ମିସିରଇଲାକେ ତାର୍ ମୁଆଟେ ଆମେ ଦରମ୍ଲକ୍ ବଲି ଏଜାଇ ଅଇବୁ । ମାତର୍ ମସାର୍ ନିୟମ୍ ଇସାବେ, ଜିଉଦି ନଇଲା ଲକ୍ମନର୍ ପାରା ଆମେ ପାପିଲକ୍ ବଲି ଏଜାଇ ଅଇଲୁନି । କିରିସ୍ଟ ଲକ୍ମନ୍କେ ପାପ୍ କରାଇବାକେ ବାଦିଅ କଲାନି ବଲି ତାର୍ ଅରତ୍ ଆଚେ କି? ନାଇ, ଏନ୍ତାରି କେବେ ନ ଅଏ ।
18 Защото, ако градя отново онова, което съм развалил, показвам себе си престъпник.
୧୮କାଇକେବଇଲେ ମୁଇ ମସାର୍ ନିୟମ୍ ପିଟି ପାସ୍ଲିଦେଲି । ମାତର୍ ଜନ୍ ନିୟମ୍ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍ ମାନ୍ବାକେ ଚେସ୍ଟା କଲେ ସତଇସେ ପାପି ଅଇଜିବି ।
19 Защото аз чрез закона умрях спрямо закона, за да живея за Бога.
୧୯ନିୟମର୍ ପାଇ ମୁଇ ମଲାସମାନ୍ ଅଇଆଚି । ନିୟମର୍ ଲାଗି ସେ, ପର୍ମେସରର୍ ମୁଆଟେ ଦସି ଅଇକରି ମରନର୍ ଡଣ୍ଡ୍ ପାଇଲି ।
20 Съразпнах се с Христа, и сега вече, не аз живея, но Христос живее в мене; а животът, който сега живея в тялото, живея го с вярата, която е в Божия Син, Който ме възлюби и предаде Себе Си за мене.
୨୦ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
21 Не осуетявам Божията благодат; обаче, ако правдата се придобива чрез закона, тогава Христос е умрял напразно.
୨୧ଏଟାର୍ପାଇ ପରମେସରର୍ ଜିବନ୍ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍ ମାନ୍ଲେ ଜଦି ଗଟେକ୍ ଲକ୍ ତାର୍ ମୁଆଟେ ଦରମ୍ ଲକ୍ ଅଇପାରେ, ତେବେ କିରିସ୍ଟ ମଲାର୍ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍ଟିଅକେ କଇଲି ।