< 1 Тимотей 3 >
1 Вярно е това слово: Ако се ревне някому епископство, добро дело желае.
୧ଏ କାତା ସତ୍ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍ ପାଇବାକେ ମନ୍ କଲାନି, ତେବେ ସେ ନିମାନ୍ କାମ୍ କର୍ବାକେ ମନ୍ କଲାନି ।
2 Прочее, епископът трябва да бъде непорочен, мъж на една жена, самообладан, разбран, порядъчен, честолюбив, способен да поучава,
୨ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
3 не навикнал на пияни разправии, не побойник, а кротък, не крамолник, не сребролюбец;
୩ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ ।
4 който управлява добре своя си дом и държи чадата си в послушание с пълна сериозност;
୪ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ ।
5 (защото човек ако не знае да управлява своя си дом, как ще се грижи за Божията църква?)
୫ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି?
6 да не е нов във вярата, за да се не възгордее и падне под същото осъждане с дявола.
୬ସେ ନୁଆ ନୁଆ ବିସ୍ବାସ୍ କର୍ବା ଲକ୍ ନ ରଇବାର୍ ଆଚେ । ନଇଲେ ସେ ବଡ୍ପନିଆ ଅଇକରି ସଇତାନ୍ ଜେନ୍ତାରି ଡଣ୍ଡ୍ ପାଇଲା, ସେ ମିସା ସେନ୍ତାର୍ ଡଣ୍ଡ୍ ପାଇସି ।
7 При това, той трябва да се ползува с добри отзиви и от външните, за да не падне в укор и в примката на дявола.
୭ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।
8 Така и дяконите трябва да бъдат сериозни, не двоезични, да не обичат много вино, да не бъдат лакоми за гнусна печалба,
୮ସେନ୍ତାରିସେ ମଣ୍ଡଲିର୍ ସେବା କରୁମନ୍ ମୁକିଅର୍ ପାରା ସବୁ ଲକର୍ଟାନେଅନି ସନ୍ମାନ୍ ପାଇବା ଲକ୍ ରଇବାର୍ ଆଚେ । ସେମନ୍ ସତ୍ ବାବେ ଚଲାଚଲ୍ତି କର୍ବାର୍ ଆଚେ । ମଦୁଆ ଲକ୍ ଅଇ ରଇବାର୍ ନାଇ । ଡାବୁକାସୁର୍ ପାଇ ଆସା ନ ରଇବାର୍ ଆଚେ ।
9 да държат с чиста съвест тайната на вярата.
୯ପର୍ମେସର୍ ଜନ୍ ସତ୍ କବର୍ ସେମନ୍କେ ଜାନାଇଆଚେ, ସେଟା ସେମନ୍ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାର୍ ଆଚେ । ଆରି ସେମନ୍ ପାପେ ରଉନାଇ ବଲି ତାକର୍ ବିବେକ୍ ସାକିଦେବାର୍ ଆଚେ ।
10 Също и те първо да се изпитват и после да стават дякони, ако са непорочни.
୧୦ମଣ୍ଡଲିର୍ ସେବାକରୁ ଅଇବା ଆଗ୍ତୁ ବିନ୍ ଲକ୍ମନ୍ ସେମନ୍କେ ପରିକା କରି ଦେକତ୍ । କାଇ ଦସ୍ ନ ରଇଲେ ସେମନ୍ ସେବା କର୍ବାକେ ଦାଇତ୍ ନେଅତ୍ ।
11 Тъй и жените им ( Или: дякониците) трябва да бъдат сериозни, не клеветници, самообладани, вярни във всичко.
୧୧ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ ।
12 Дяконите да бъдат мъже всеки на една жена, да управляват добре чадата си и домовете си.
୧୨ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।
13 Защото, тия които са служили добре като дякони, придобиват за себе си добро положение и голямо дръзновение във вярата на Христа Исуса.
୧୩ସେବାକାରିଆମନ୍ ଆବଡ୍ ଅଇ ନିକ କାମ୍ କଲେ, ଲକ୍ମନର୍ ଟାନେଅନି ଅଦିକ୍ ସନ୍ମାନ୍ ମିଲ୍ସି । ସେନ୍ତାରି ଲକ୍ କିରିସ୍ଟ ଜିସୁର୍ ବିସଇ ବିନ୍ ଲକ୍ମନ୍କେ ଡାଟ୍ ସଙ୍ଗ୍ କଇପାର୍ବାଇ ।
14 Надявам се скоро да дойда при тебе; но това ти пиша,
୧୪ମୁଇ ଏପିସେ ଆସି ଦାପ୍ରେ ତମ୍କେ ଦେକ୍ବି ବଲି ମନ୍ କଲିନି । ଅଇଲେ ମିସା ଏ ଚିଟିଟାନେ ତମ୍କେ ମୁଇ ତିଆର୍ଲିନି ।
15 в случай, че закъснея, за да знаеш, как трябва да се обхождат хората в Божия дом, който е църква на живия Бог, стълб и подпорка на истината.
୧୫କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।
16 И без противоречие, велика е тайната на благочестието:
୧୬ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”