< 2 Yohana 1 >
1 Churji nindi iwandi a che ni wa u mirli wandi minyeme niba kpukpome ana hime ni kankirzi muwa, nibiwandi bato njanji.
୧ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।
2 Nitu njanji wandi kiheniwua anihe nita kasese. (aiōn )
୨ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ । (aiōn )
3 Tibi ni malati, ni sisro, ba sonita ni rji ubati yeni yesu almasihu vreji ni inyi njanji ninyeme.
୩ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
4 min ngyiri kpukpome niwandi mito imri me bari bazere ni miyi njaji niyu wandi kikpa ngwroyi nitimbu.
୪ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି ।
5 zizaa misi breu iyiko minasin ngya nwrosamambaniwuna iwayikife tunise tunturmu, ndikinyeme nikpambwu.
୫ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
6 iwayi, i iwayimba binwro, abini wandi biwo in mumla, ndiduyi zere miyima.
୬ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
7 bi gyurundi ba rju ni gbunblu biwandi banayeme ndi iverji ayenan diana ba babiandi ba gyrundi a nala nitingu ni vrerji.
୭କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।
8 ya kpambi, nahama ni kpe wandi kitindu tuma na yi, kpa sambi.
୮ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
9 indyi wandi azerehini koshishi anahe myi nwro Almasihu na ana henirjina. iwandi a wonnwroa aheni tia-mba vre.
୯ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।
10 indyi wandiaynyi anakpawroyina, nakpa nikombina, nachi menayi.
୧୦ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ ।
11 mpempebi iwandi achia bati kyumban ni miyi memkppe wandi anitia.
୧୧ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।
12 mihenikpe gbugbwu iwandi misongya niwa u mbe ni-ma ungya na tsramena. tokimame misingyri soye kini treni kpanbu shishi mba shishi, nindu kinkiasrombu ndu shune.
୧୨ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।
13 imirli v vayime iwandi binyeme niwu bachiu.
୧୩ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।