< Ibrawiyots 1 >
1 Ik'o yoots dúr ay weerindon, nebiyiwots weeron nonih nih wotssh ayoto keewtni b́ teshi,
୧ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
2 Andomó dúr s'uwanatse jam keewo b́ naatetwok'o b́ woshtson b́ naay weeron noosh keewre, dats jamonowere bíne bí'azi. (aiōn )
୨ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । (aiōn )
3 Ik'i mango golr b́be'et bíyatsne, bí b́ doyon b́ s'eenon Ik'onton ike. B́ kúp' aap'on azeets jamo tep'dek't kurirwee, ash ashuwots morro b́ s'ayintsiyakon darotse Ik' kup'o k'ani aaromants beewtsere.
୩ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
4 Eshe bísh imets shúútso melakiwotssh imets shúútsoniyere bogtso b́ wottsok'oon Ik'o naay, melakiwotsiyere ayidek't boge.
୪ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
5 B́ jamon melakiwotsitse, «Neehe t naay neene, hambets taa neen shuure, » Wee «Taa bísh nih wotitwe, bíwere t naayi wotituwe» bí ettso konshe?
୫କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ, ତୁଇ ମର୍ ପଅ, ଆଜିଅନି ମୁଇ ତର୍ ବାବା ଅଇଲି ଆଚି, ତାର୍ କନ୍ ଦୁତର୍ ବିସଇ ଏନ୍ତାରି କଏନାଇ, ମୁଇ ତର୍ ବାବା ଅଇବି ଆରି ସେ ମର୍ ପଅ ଅଇସି ।
6 Ik'o b́ naay k'aabo datsanats b́woshor «Melaki jamwots bísh sagadone» etre.
୬ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
7 B́ melakiwots jangoshmó «B́ melakiwotsi shayirwotsi B́ gutswotsno taw laluwo woshitwee» bí eti.
୭ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା, ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ । ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
8 B́ naayi jangoshmó, «Ik'ono! n naashi jooro dúre dúroshe b́ beeti, N mengsti gumbonu kááwon bín nk'eezit gumbee, (aiōn )
୮ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି । (aiōn )
9 Kááwu finono n shuni, morri gondo n shit'i, Manatse tuutson Ik'o neen, n tohwotsiyere bog gene'úwo neesh imet fuuto níats b́ fuuti» etfe.
୯ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି । ତେବର୍ପାଇ ତର୍ ପର୍ମେସର୍ ତକେ ବାଚ୍ଲାଆଚେ । ସେ ତକେ ଆଲାଦ୍ କରି ତର୍ ସଙ୍ଗାରିମନର୍ ତେଇଅନି ଅଦିକ୍ ସନ୍ମାନ୍ ଦେଇ ସାର୍ଦା କରାଇଆଚେ ।”
10 Andowere aani, «Doonzono! nee shin shino datsu nk'oons'i, Darwotswere nkishi finnee,
୧୦ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ । ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
11 Bo jametswere t'afitkne, Neemó beetune, Bo jametswere tahok'o s'uwitkne
୧୧ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ । ସେଟା ସବୁ ପୁର୍ନା ଲୁଗା ପାରା ଚିରି ଅଇଜାଇସି ।
12 Shemok'o boon k'odetune, Bowere tahok'o wonetúnee, Nemó jam aawo woneratsnee, N dúronwere s'uwo deshatse» bíeti
୧୨ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ । ଆରି ଲୁଗା ପାଲ୍ଟନା କଲାପାରା ବାଦ୍ଲାଇସୁ । ମାତର୍ ନିଜେ ତୁଇ ନ ବାଦ୍ଲି କରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସୁ ।”
13 Ik'o b́ melakiwotsitse, «N balangarwotsi n tufi shirots t gedfetso t k'ano maantsan beewe» bí et konshe?
୧୩ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”
14 Bere, melaki jamwots kashit ash ashuwotssh finosh wosheets Ik'i guuts wotts shayirwotsi woteratsnowa?
୧୪ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।